Daily Archives

April 14, 2021

ଋଣ ଦେବା ନାଁରେ ଠକେଇ: ୧୯ହଜାର ୫ଶହ ଟଙ୍କା ନେଇ ଠକ ଫେରାର

ସଇନ୍ତଳା: ବଲାଙ୍ଗୀର ଜିଲ୍ଲା ସଇନ୍ତଳା ବ୍ଲକ୍‌ ବୁଡ଼ାବାହାଲ ପଞ୍ଚାୟତ ଧୂମାପାଲି ଗାଁରେ ଋଣ ଦେବା ନାଁରେ ମହିଳାମାନଙ୍କଠାରୁ ଠକେଇ ହୋଇଛି। ଏମାନଙ୍କଠାରୁ ଟଙ୍କା ଠକିନେଇ ଦୁଇଜଣ ଯୁବକ ଫେରାର ହୋଇଯାଇଥିବା ସଇନ୍ତଳା ଥାନାରେ ଅଭିଯୋଗ ହୋଇଛି। ପ୍ରକାଶ ଯେ ଧୂମାପାଲି ଗ୍ରାମକୁ ଗତ ୧୩ ତାରିଖ…
ଅଧିକ ଖବର ଦେଖନ୍ତୁ...

କଲେଜ ଲାଇବ୍ରେରିଆନ୍‌ଙ୍କ ଜଘନ୍ୟକାଣ୍ଡ: ଦୁଷ୍କର୍ମ ଉଦ୍ଦେଶ୍ୟରେ ୭ ବର୍ଷର ଝିଅକୁ ଅପହରଣ!

ବଲାଙ୍ଗୀର/କଂଟାବାଞ୍ଜି: ସରକାରୀ ଚାକିରିଆ। କଲେଜରେ ଅଛନ୍ତି ଲାଇବ୍ରେରିଆନ୍‌। ହେଲେ ଏମତି କାଣ୍ଡ କରିଛନ୍ତି ଯାହାକି ଜଣେ ମାନସିକ ସ୍ତରରେ ସୁସ୍ଥ ବ୍ୟକ୍ତି କେବେ କରିବାକୁ ଚିନ୍ତା ବି କରିବ ନାହିଁ। ଜଣେ ୭ ବର୍ଷର ନାବାଳିକାକୁ ଗୋଡ଼ହାତ ବାନ୍ଧି ନିଜ ବାଇକରେ ଅପହରଣ କରିନେବା ପରେ ଗାଁ ଲୋକ…
ଅଧିକ ଖବର ଦେଖନ୍ତୁ...

ଉଦ୍‌ବେଗଜନକ ସ୍ଥିତିରେ କରୋନା ସଂକ୍ରମଣ

ରାଉରକେଲା: ଜିଲ୍ଲାରେ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଲାଣି କରୋନା ସଂକ୍ରମଣ। ଏପ୍ରିଲ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି କ୍ରମବର୍ଦ୍ଧିଷ୍ଣୁ ଆକ୍ରାନ୍ତ ସଂଖ୍ୟା, ହ୍ରାସ ପାଇବାର ନାଁ ନେଉନି। ହ୍ରାସ ପାଇବା ତ ଦୂରର କଥା, ଯେଉଁ ମାତ୍ରାରେ ବୃଦ୍ଧି ହେଉଛି ତାହା ସମସ୍ତଙ୍କର ନିଦ ହଜାଇ…
ଅଧିକ ଖବର ଦେଖନ୍ତୁ...

ପ୍ରବାସୀଙ୍କ ପାଇଁ ରାଉଲଡେଗାରେ ଖୋଲିଲା ଟିଏମ୍‌ସି‌

ସୁନ୍ଦରଗଡ଼:, ସୁନ୍ଦରଗଡ଼ରେ କରୋନା ସଂକ୍ରମଣ ଉଦବେଗଜନକ ସ୍ଥିତିରେ ପହଞ୍ଚିଛି। ବିଶେଷ କରି ରାଉରକେଲା ଓ ସୀମାନ୍ତ ବାଲିଶଙ୍କରା ବ୍ଲକରେ ସ୍ଥିତି ସଂଗୀନ। ବାଲିଶଙ୍କରା ବ୍ଲକକୁ ଲାଗି ରହିଥିବା ଛତିଶଗଡ଼ରେ କରୋନାରେ ମୃତ୍ୟୁ ଓ ସଂକ୍ରମଣ ସଂଖ୍ୟା ହୁହୁ ହୋଇ ବଢ଼ିଥିବା ବେଳେ ସୀମାକୁ ସିଲ୍ କରି…
ଅଧିକ ଖବର ଦେଖନ୍ତୁ...

ଘରେ ଓ ଅଫିସ୍‌ରେ ପଶି ଲୁଟିନେଲେ ଲାପଟପ୍, ମୋବାଇଲ୍ ଓ ଟଙ୍କା

ଭୁବନେଶ୍ବର: ଭରତପୁର ଥାନା ଅଧୀନସ୍ଥ ଭିନ୍ନ ଭିନ୍ନ ଅଞ୍ଚଳରୁ ଦୁର୍ବୃତ୍ତମାନେ ଲାପଟପ୍, ମୋବାଇଲ୍ ଓ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ବରମୁଣ୍ଡା ହାଉସିଂ ବୋର୍ଡ ଅଞ୍ଚଳରେ ଥିବା ଏକ ଇନ୍‌ସୁରାନ୍ସ ଅଫିସ୍‌ରେ ପଶି ଜଣେ ଦୁର୍ବୃତ୍ତ ଲାପଟପ୍ ଓ ମୋବାଇଲ୍ ଫୋନ୍ ଲୁଟ୍ କରିଥିବା ବେଳେ ଥାନା…
ଅଧିକ ଖବର ଦେଖନ୍ତୁ...

ବଜ୍ରାଘାତରେ ୨ ମୃତ

ମୋହନା/ରୟଗଡ଼ : ଗଜପତି ଜିଲ୍ଲାରେ ଆଜି ବଜ୍ରାଘାତରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୋହନା ବ୍ଲକ୍‌ ଚୁଡ଼ଙ୍ଗପୁର ପଞ୍ଚାୟତ ଅଧୀନ ରଥଦାଣ୍ଡ ଗ୍ରାମର ବେର୍ନିକା ରଇତ(୨୮)ଙ୍କ ବଜ୍ରାଘାତରେ ମୃତ୍ୟୁ ହୋଇଛି। ସେ ଆଜି ଅପରାହ୍‌ଣ ୨ଟା ସମୟରେ ପରିବାର ସହ କାଜୁ ସଂଗ୍ରହ କରିବା ପାଇଁ ଯାଇଥିଲେ। ଏ…
ଅଧିକ ଖବର ଦେଖନ୍ତୁ...

ଦଳିତ ଯୁବକଙ୍କୁ ପ୍ରେମ କରିବା ମହଙ୍ଗା ପଡ଼ିଲା, ଚାଟିବାକୁ ପଡ଼ିଲା ଛେପ ଓ ପିଇବାକୁ ପଡ଼ିଲା ପରିସ୍ରା

ନୂଆଦିଲ୍ଲୀ: ବିହାରର ଗୟାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଦଳିତ ଯୁବକଙ୍କୁ ପଞ୍ଚାୟତ ସାମ୍ନାରେ ଚଟାଣରୁ ଛେପ ଚାଟିବାକୁ କୁହାଯିବା ସହିତ ପରିସ୍ରା ପିଇବାକୁ ବାଧ୍ୟ କରାଯାଇଥିଲା। ତେବେ ଉକ୍ତ ଦଳିତ ବ୍ୟକ୍ତିଙ୍କର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିବା ଧରାପଡ଼ିବା ପରେ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ରୋଗୀଙ୍କ ଚିକିତ୍ସା ‌କରିବା ସହିତ କେଶ କୁଣ୍ଡାଇ ବାନ୍ଧି ଦେଉଛନ୍ତି ଡାକ୍ତର

ନୂଆଦିଲ୍ଲୀ: ସମଗ୍ର ଦେଶରେ କରୋନା ସଂକ୍ରମଣ ଏକ ପ୍ରକାର ଭୟ ସୃଷ୍ଟି କରିଛି। କରୋନା ପୁଣି ଥରେ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଅନେକ ରାଜ୍ୟରେ ଲକଡାଉନ ଘୋଷଣା କରାଯାଇଛି। ହସ୍ପିଟାଲରେ ବି କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ ସୋସିଆଲ…
ଅଧିକ ଖବର ଦେଖନ୍ତୁ...

ପୋଖରୀରେ ବୁଡି ବୃଦ୍ଧଙ୍କର ମୃତ୍ୟୁ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଧଳପୁର ଗାଁ ଫୋଖରୀକୁ ଗାଧୋଇବା ପାଇଁ ଯାଇଥିବା ଜଣେ ବୃଦ୍ଧଙ୍କର ଗୋଡ ଖସିଯାଇ ମୁଣ୍ଡରେ ଆଘାତ ଲାଗିବାରୁ ପାଣି ଭିତରେ ବୁଡି ତାଙ୍କର ମୃତ୍ୟୁ ହୋଇଥିବା ଭଳି ଏକ ଅଭାବନୀୟ ଘଟଣା ସମ୍ନାକୁ ଆସିଛି। ପ୍ରାପ୍ତ ସୂଚନା ମୋତେ ବୁଧବାର ଅପରାହ୍ନ…
ଅଧିକ ଖବର ଦେଖନ୍ତୁ...

ପୁଣି ଥରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ସହିବାକୁ ପଡ଼ିବ କ୍ଷତି ! ସିନେମା, ଧାରାବାହିକ ଓ ବିଜ୍ଞାପନ ସୁଟିଂ ବନ୍ଦ

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ମାମଲା ଦିନକୁ ଦିନ ବୃଦ୍ଧି ହେଉଥିବା ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଗାମୀ ୧୫ଦିନ ପାଇଁ ‘‌ବ୍ରେକ ଦ ଚେନ’ ଅଭିଯାନ ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ଏପ୍ରିଲ ୧୪ରୁ  ମଇ ୧ ପର୍ଯ୍ୟନ୍ତ ସବୁଦିନ ରାତି ୮ଟାରୁ…
ଅଧିକ ଖବର ଦେଖନ୍ତୁ...