Daily Archives

April 15, 2021

ମାଟ୍ରିକ ପରୀକ୍ଷା ସ୍ଥଗିତ; ତ୍ରିଶଙ୍କୁ ଅବସ୍ଥାରେ ଲଟକିଲେ ୬୦ହଜାର ପିଲା

ଜୟପୁର: କୋଭିଡ୍ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଅତ୍ୟନ୍ତ ଭୟଙ୍କର ହେଉଥିବାରୁ ଏବଂ ଗୁରୁବାର ପ୍ରଧାନମନ୍ତ୍ରୀ ସିବିଏସଇ ବୋର୍ଡର ଦଶମ ପରୀକ୍ଷା ବାତିଲ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି। ଆଜି ସମସ୍ତଙ୍କର ନଜର ରାଜ୍ୟ ସରକାରଙ୍କ ଉପରେ ରହିଥିଲା। ରାଜ୍ୟ ସରକାର ସମସ୍ତ ବୋର୍ଡ…
ଅଧିକ ଖବର ଦେଖନ୍ତୁ...

ଟ୍ରଲ୍‌ର ମାଲିକଙ୍କୁ ହତ୍ୟା ଘଟଣାରୁ ହଟିଲା ପର୍ଦ୍ଦା, ମାଷ୍ଟରମାଇଣ୍ଡ ଜାପାନୀ ଓ ବିଶୁ ଗିରଫ

ବାଲେଶ୍ବର : ବଳରାମଗଡ଼ି ଥାନା ନାଉପାଳଗଡ଼ିରେ ଟ୍ରଲର ମାଲିକ ବିଜୟ ପ୍ରଧାନ ହତ୍ୟା ଘଟଣା ଉପରୁ ପର୍ଦ୍ଦା ହଟିଛି। କୁଖ୍ୟାତ ଅପରାଧୀ ତଥା ମାଷ୍ଟର ମାଇଣ୍ଡ ଟାଉନ୍‌ ଥାନା ଦରଘା ପଡ଼ିଆ ଅଞ୍ଚଳର ସେକ୍‌ ଜାପାନ ଓରଫ ଜାପାନୀ ଓରଫ ଇମ୍‌ରାନ୍‌(୩୫) ଏବଂ ସଦର ଥାନା କେଶରପୁର ଅଞ୍ଚଳର ବିଶ୍ବନାଥ ପରିଡ଼ା…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ଅଧିକାରୀଙ୍କ ପୋଡ଼ାଗଡ ପରିଦର୍ଶନ, ବହୁ ବିରଳ ସାମଗ୍ରୀ ସଂଗ୍ରହ

ଉମରକୋଟ : ନବରଙ୍ଗପୁର ଜିଲ୍ଲାର ଐତିହାସିକ ପୋଡ଼ାଗଡ ପୀଠକୁ ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗର ବିଭାଗୀୟ ଅଧିକାରୀମାନେ ଆଜି ସର୍ଭେ କରିବା ପାଇଁ ଆସିଥିଲେ ।  ଏହି ସର୍ଭେ ବେଳେ ଏଠାରେ ଏକ ରାଜବାଟି ଥିବା ଅଧିକାରୀମାନେ ପ୍ରମାଣ ପାଇଥିଲେ । ୫ମ ଶତାବ୍ଦୀର ନଳବଂଶର ରାଜା ସ୍କନ୍ଦ ବର୍ମନଙ୍କ ସମୟର…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ୧୪ ଦିନିଆ ମାସ୍କ ଅଭିଯାନକୁ ସମର୍ଥନ ଜଣାଇ ଏକ ଲକ୍ଷ ମାସ୍କ ବଣ୍ଟନ କରିବ ଓଏସଏଲ୍

ଭୁବନେଶ୍ବର : ଜନସାଧାରଣଙ୍କ ମଧ୍ୟରେ କରୋନା ସମ୍ପର୍କିତ ସଚେତନତା ବଢାଇବା ପାଇଁ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ଼ (ଓଏସଏଲ) ପକ୍ଷରୁ ଏକ ଲକ୍ଷ ମାସ୍କ ଲୋକମାନଙ୍କ ମଧ୍ୟରେ ବାଣ୍ଟିବା ପାଇଁ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଘୋଷିତ ୧୪ ଦିନିଆ ମାସ୍କ…
ଅଧିକ ଖବର ଦେଖନ୍ତୁ...

ଦାଦନ ଖଟିବାକୁ ଯାଉଥିବା ୩ ନାବାଳିକା ମୋଟୁରୁ ଉଦ୍ଧାର

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମୋଟୁ ଥାନା କର୍ମଚାରୀ ବୁଧବାର ରାତିରେ ମାଲକାନଗିରି ନିକଟସ୍ଥ ସୋରିଷମାଳ ଗ୍ରାମରୁ ତିନି ଜଣ ନାବାଳିକା ପଡୋଶୀ ଆନ୍ଧ୍ର ପ୍ରଦେଶର ଏକ ପେପର ମିଲରେ କାମ କରିବାକୁ ଯାଉଥିବା ବେଳେ ଉଦ୍ଧାର କରିଛନ୍ତି। ଏନେଇ ମାଲକାନଗିରି ପୁଲିସକୁ ମୋଟୁ ପୁଲିସ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍ : ୩ ଉଇକେଟରେ ଦିଲ୍ଲୀକୁ ହରାଇ ପ୍ରଥମ ବିଜୟ ପାଇଲା ରାଜସ୍ଥାନ୍

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଚଳିତ ଆଇପିଏଲର ୭ମ ମ୍ୟାଚରେ ଗୁରୁବାର ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୩ ଉଇକେଟରେ ପରାସ୍ତ କରିଛି। ଡେଭିଡ୍ ମିଲରଙ୍କ ୬୨(୪୩) ରନ୍ ଏବଂ କ୍ରିସ ମୋରିସଙ୍କ ଧମାକାଦାର ୩୬ (୧୮) ରନ୍ ବଳରେ ୧୪୮ ରନର ବିଜୟ ଲକ୍ଷ୍ୟକୁ ହାସଲ…
ଅଧିକ ଖବର ଦେଖନ୍ତୁ...

ସାତଲଣ୍ତି ପାହାଡ଼ରେ ନିଆଁ, ୨୦ ଏକର ଜଙ୍ଗଲ ନଷ୍ଟ

ଛତିଆ: ଆଜି ସକାଳୁ ବଡ଼ଚଣା ବ୍ଲକ୍‌ ଅନ୍ତର୍ଗତ ସମିଆ ପଞ୍ଚାୟତ ଡାଳିଯୋଡ଼ା ବନାଞ୍ଚଳ ଅଧୀନସ୍ଥ ସାତଲଣ୍ତି ପାହାଡ଼ରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ଫଳରେ ପ୍ରାୟ ୨୦ ଏକରରୁ ଊର୍ଦ୍ଧ୍ବ ଜଙ୍ଗଲ ଜଳିଯାଇଥିଲା। ବନ କର୍ମଚାରୀ ସନ୍ଧ୍ୟା ସୁଦ୍ଧା ନିଆଁକୁ ଆୟତ୍ତ କରିପାରିନଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ବାପା ଓ ମା’ଙ୍କ ମଧ୍ୟରେ ଝଗଡ଼ା ଲାଗିବାରୁ ରାଗିକି ଘର ଛାଡ଼ି ପଳାଇଯାଇଥିବା ନାବାଳିକା ରାଞ୍ଚିରୁ ଉଦ୍ଧାର

ମାଲକାନଗିରି: ମାଲକାନଗିରି ଜିଲ୍ଲା ବାଲିମେଳାର ଜଣେ ନାବାଳିକା ରାଞ୍ଚିରୁ ଉଦ୍ଧାର ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ବାଲିମେଳାରେ ବାସ କରୁଥିବା ଲକ୍ଷ୍ମଣ ଶିଶାଙ୍କର ଚାରି ଝିଅ ।ଲକ୍ଷ୍ମଣ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହେବା ପରେ ଦୁହେଁ ଅନ୍ୟତ୍ର ରହୁଥିଲେ।…
ଅଧିକ ଖବର ଦେଖନ୍ତୁ...

ଦଶରଥପୁର ପାଟପୁର ଗ୍ରାମରେ ଅଗ୍ନିକାଣ୍ଡରେ ୪ ବଖରା ଭସ୍ମୀଭୂତ

ଦଶରଥପୁର: ଦଶରଥପୁର ବ୍ଲକ ଜୟନ୍ତରା ପଞ୍ଚାୟତ ପାଟପୁର ଗ୍ରାମରେ ସୁର ପରିଡ଼ାଙ୍କ ୪ ବଖରର ଘର ଆଜି ସନ୍ଧ୍ୟାରେ ପୋଡ଼ି ପାଉଁଶ ହୋଇଯାଇଛି। ସନ୍ଧ୍ୟାରେ କୌଣସି କାରଣରୁ ନିଆଁ ଲାଗିଯିବାରୁ ଚାହୁଁଚାହୁଁ ସବୁ ଘରକୁ ବ୍ୟାପି ଯାଇଥିଲା। ଗ୍ରାମବାସୀ ଓ ଦଶରଥପୁର ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ…
ଅଧିକ ଖବର ଦେଖନ୍ତୁ...

କୋଭିଡ ସଂକ୍ରମିତଙ୍କ ମୃତଦେହ ସତ୍କାରକୁ ନେଇ ଉତ୍ତେଜନା, ଏସଡିପିଓଙ୍କ ହସ୍ତକ୍ଷେପ ପରେ ଶେଷକୃତ୍ୟ ସମ୍ପନ୍ନ

ସୁନ୍ଦରଗଡ଼: ଏକ ଅଭାବନୀୟ ଘଟଣାକ୍ରମେ, ୧୪ ତାରିଖ ରାତିରେ ଏନଟିପିସି କୋଭିଡ ହସ୍ପିଟାଲରେ ବାଲିଶଙ୍କରା ଅଞ୍ଚଳର ଜଣେ କୋରୋନା ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଶବ ସତ୍କାରକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ମୃତକଙ୍କ ପରିବାର ଲୋକେ ଶ୍ମଶାନକୁ ଆସି ମୃତଦେହ ଗାଁକୁ…
ଅଧିକ ଖବର ଦେଖନ୍ତୁ...