Daily Archives

April 15, 2021

ରାସ୍ତାରେ ଯାଉଯାଉ ଟଳି ପଡ଼ିଲେ ମାଲିକ, ପୋଷା କୁକୁର ଏପରି ବଞ୍ଚାଇଲା ଜୀବନ

ନୂଆଦିଲ୍ଲୀ: ପଶୁପକ୍ଷୀମାନଙ୍କ ମଧ୍ୟରୁ କୁକୁରକୁ ସବୁଠାରୁ ବିଶ୍ବାସଯୋଗ୍ୟ ପ୍ରାଣୀ ବୋଲି କୁହାଯାଇଥାଏ। ବିପଦ ସମୟରେ କୁକୁର ମାଲିକ ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିବାର ଅନେକ ଘଟଣା ଦେଖିବାକୁ ଓ ଶୁଣିବାକୁ ମିଳିଛି। ଏଭଳି ଏକ ଘଟଣା ଆମେରିକାର କ୍ୟାନସସ ସିଟିରୁ ସାମ୍ନାକୁ ଆସିଛି।…
ଅଧିକ ଖବର ଦେଖନ୍ତୁ...

୩ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଫାଣ୍ଡି ଏଏସଆଇ

ବାଲିଅନ୍ତା: ଆଜି ସଂଧ୍ୟା ୬ଟା ସମୟରେ ଏକ ବିବାଦୀୟ ଜମି ମାମଲାରେ ତଦନ୍ତ ରିପୋର୍ଟ ଦେବା ପାଇଁ ୩୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ପାହାଳ ଫାଣ୍ଡିର ଜଣେ ଏଏସଆଇ । ଗିରଫ ପୁଲିସ ଏଏସଆଇ ହେଲେ ପ୍ରମୋଦ କୁମାର ପ୍ରଧାନ । ଶ୍ରୀ ପ୍ରଧାନ ବେଧଡ଼କ ଭାବେ ଫାଣ୍ଡି…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମକାରୀଙ୍କ କବଳରୁ ବଞ୍ଚିବା ପାଇଁ ୩୦ଫୁଟ ଉଚ୍ଚରୁ ଡେଇଁ ପଡ଼ିଲେ ଯୁବତୀ

ନୂଆଦିଲ୍ଲୀ: ଋଷିଆରେ ଜଣେ ଯୁବତୀ ଦୁଷ୍କର୍ମକାରୀଙ୍କ କବଳରୁ ବଞ୍ଚିବା ପାଇଁ ୩୦ଫୁଟ ଉଚ୍ଚରୁ ଡେଇଁ ପଡ଼ିଥିବାର ଏକ ଘଟଣା ସାମ୍ନାକୁ ଆସିଛି। ପୁଲିସ ଠିକ ସମୟରେ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିବାରୁ ତାଙ୍କ ଜୀବନ ବଞ୍ଚି ଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

ଅକ୍ସିଜେନ ସିଲିଣ୍ଡର ଧରି ଚିକିତ୍ସା ପାଇଁ ନେହୁରା ହୋଇଥିଲେ ହେଁ କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲରେ ମିଳିଲା ନାହିଁ…

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ କରୋନା ସ୍ଥିତି ବିଗୁଡ଼ୁଛି। ଉତ୍ତରପ୍ରଦେଶରେ ଦିନକରେ ୨୦,୫୧୦ ନୂଆ ମାମଲା ଚିହ୍ନଟ ହୋଇଛି। ରାଜ୍ୟରେ ପ୍ରଥମ ଥର ପାଇଁ ଦୈନିକ ସଂକ୍ରମଣ ୨୦ ହଜାର ଟପିଯାଇଛି। ସଂକ୍ରମଣ ବଢ଼ିବାରୁ ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ପାଇଁ ବିଚାରବିମର୍ଶ କରିବାକୁ ଆହ୍ଲାବାଦ…
ଅଧିକ ଖବର ଦେଖନ୍ତୁ...

ଲୋମଟାଙ୍କୁରା ଦୃଶ୍ୟ: ଏକାଠି ଜଳିଲା ଅନେକ କରୋନା ମୃତକଙ୍କ ଚିତା

ଲକ୍ଷ୍ନୌ: କରୋନା ସଂକ୍ରମଣ ମାମଲାରେ ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌ ସବୁ ରେକର୍ଡ ଭାଙ୍ଗିଛି। ଲକ୍ଷ୍ନୌରେ ଗତ୨୪ ଘଣ୍ଟାରେ ମଧ୍ୟରେ ୫୪୩୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ୧୪ ଜଣଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଜାରି କରାଯାଇଥିବା ରିପୋର୍ଟରୁ…
ଅଧିକ ଖବର ଦେଖନ୍ତୁ...

କରୋନାର ସଙ୍କଟ ସମୟକୁ ସୁଯୋଗରେ ବଦଳାଇ ଦେଇଛନ୍ତି ୧୧ କୃଷକ; ରୋଜଗାର କରିଛନ୍ତି ୬କୋଟି ଟଙ୍କା

ନୂଆଦିଲ୍ଲୀ: ୨୦୨୦ ମାର୍ଚ୍ଚ ମାସରେ କରୋନା ସଂକ୍ରମଣକୁ ଦେଖି ସାରା ଦେଶରେ ଲକଡାଉନ୍ ଘୋଷଣା କରାଯାଇଥିଲା। ହଠାତ୍ ଲକଡାଉନ୍ ଘୋଷଣା ହେବା ଦ୍ୱାରା ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏଥିସହିତ ଅନେକ ବ୍ୟବସାୟ ଉପରେ ମଧ୍ୟ ଏହାର ବିଶେଷ ପ୍ରଭାବ ପଡ଼ିଥିଲା । ମହାରାଷ୍ଟ୍ରର…
ଅଧିକ ଖବର ଦେଖନ୍ତୁ...

ଆଇନ ଛାତ୍ର ତିଆରି କରୁଛନ୍ତି ବିଭିନ୍ନ ପ୍ରକାର ଡ୍ରୋନ; ଏପିଜେ ଅବଦୁଲ କଲାମ ବି କରିଥିଲେ ପ୍ରଶଂସା

ଲକ୍ଷ୍ମୌ: ଉତ୍ତରପ୍ରଦେଶର ଲକ୍ଷ୍ମୌରେ ରହୁଥିବା ୨୯ ବର୍ଷିୟ ମିଲିନ୍ଦ ରାଜଙ୍କୁ ଅନେକ 'ଡ୍ରୋନ୍ ମ୍ୟାନ୍ ଅଫ୍ ଇଣ୍ଡିଆ' ଭାବରେ ମଧ୍ୟ ଜାଣିଛନ୍ତି। ମିଲିନ୍ଦଙ୍କୁ ଏହି ନାମ ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ବୈଜ୍ଞାନିକ ଡକ୍ଟର ଏପିଜେ ଅବଦୁଲ କଲାମ ଦେଇଥିଲେ। ୨୦୧୪ମସିହାରେ ଡକ୍ଟର କଲାମ …
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସବୁ କାମ ମନମୁତାବକ ପୂରା ହେବ। କୌଣସି ପ୍ରିୟବନ୍ଧୁ ସହିତ ସାକ୍ଷାତ ହେବ। ଅଚାନକ ଧନଲାଭର ଅବସର ପାଇବେ। ପାରିବାରିକ ଜୀବନ ସୁଖକର ହେବ। ବୃଷ: ଆପଣଙ୍କୁ ଟିକେ ସଂଘର୍ଷ କରିବାକୁ ପଡ଼ିପାରେ। ସମସ୍ୟାର ସମାଧାନ ପାଇଁ ହଇରାଣ ହୋଇପାରନ୍ତି। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଜାୟ ରହିବ।…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନ ଆଗରେ ୧୪୮ ରନର ବିଜୟ ଲକ୍ଷ୍ୟ ରଖିଲା ଦିଲ୍ଲୀ

ମୁମ୍ବାଇ : ସ୍ଥାନୀୟ ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୧ର ୭ମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ରାଜସ୍ଥାନ ରୟାଲ୍ସ ଆଗରେ ୧୪୮ ରନର ବିଜୟ ଲକ୍ଷ୍ୟ ରଖିଛି । ଆଜି ରାଜସ୍ଥାନ ଟସ ଜିତି ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ମାତ୍ର ଦିଲ୍ଲୀର ପ୍ରାରମ୍ଭିକ…
ଅଧିକ ଖବର ଦେଖନ୍ତୁ...

କରୋନା ନେଗେଟିଭ ରିପୋର୍ଟ ଆସିବା ପରେ ମଧ୍ୟ ସଙ୍ଗରୋଧ କେନ୍ଦ୍ରରେ ଚାଲିଗଲା ଆଇଆଇଟି ରୁରକିର ଛାତ୍ରଙ୍କ ଜୀବନ

ହରିଦ୍ବାର: ଏପ୍ରିଲ ୮ରେ  ଆଇଆଇଟି ରୁରକିରୁ ୮୮ଜଣ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ହୋଇଥିଲେ। ଉତ୍ତରାଖଣ୍ଡର ହରିଦ୍ବାର ଜିଲ୍ଲାରେ ଥିବା ଆଇଆଇଟି ରୁରକିରୁ ୮୮ଜଣ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସେମାନଙ୍କୁ ଗଙ୍ଗା ହଷ୍ଟେଲରେ ସଙ୍ଗରୋଧ କରାଯାଇଥିଲା। ଏବେ ସଙ୍ଗରୋଧରେ…
ଅଧିକ ଖବର ଦେଖନ୍ତୁ...