Daily Archives

April 16, 2021

ଲକ୍ଷାଧିକ ଟଙ୍କା ସହ ଲାପଟପ୍ ଲୁଟ ଘଟଣାର ମାଷ୍ଟର ମାଇଣ୍ଡ ଟିଟୋ ରାଉରକେଲାରୁ ଗିରଫ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଉଲୁଣ୍ଡା ବ୍ଳକ ଯାଲୋଏ ଠାରେ ଗ୍ରାହକ ସେବାକେନ୍ଦ୍ର ମାଲିକ ସଶ୍ଚିତାନନ୍ଦ ମହାକୁଡ଼ଙ୍କୁ ବନ୍ଧୁକରେ ଆକ୍ରମଣ କରି ନଗଦ ଏକଲକ୍ଷ କୋଡ଼ିଏ ହଜାର ଟଙ୍କା ସହ ଏକ ଲାପଟପ ଲୁଟି ନେଇ ଫେରାର ହୋଇଗଲେ ଦୁର୍ବୁତ୍ତ । ଏହି ଡକାୟତିର ମାଷ୍ଟର…
ଅଧିକ ଖବର ଦେଖନ୍ତୁ...

ଡିଏଭି କଲେଜ୍‌ରେ ଅନଲାଇନ୍ ମାଧ୍ୟମରେ ପରୀକ୍ଷା ଦାବି, ଛାତ୍ର କ୍ରିୟାନୁଷ୍ଠାନ କମିଟିର ଧାରଣା

ଟିଟିଲାଗଡ଼: ସ୍ଥାନୀୟ ଡିଏଭି କଲେଜ‌ ଯୁକ୍ତତିନ ତୃତୀୟ ସେମିଷ୍ଟର ତଥା ଅନ୍ୟ ସେମିଷ୍ଟର୍ ପରୀକ୍ଷା ଅନ୍‌ଲାଇନ୍‌ରେ କରାଯିବା ଏବଂ ଅନ୍‌ଲାଇନ୍‌ କ୍ଲାସ୍‌ଗୁଡ଼ିକୁ ନିୟମିତ ଭାବେ କରାଯିବାକୁ ଦାବି ହୋଇଛି। ଏନେଇ ଶୁକ୍ରବାର କଲେଜର ଛାତ୍ର କ୍ରିୟାନୁଷ୍ଠାନ କମିଟି ତରଫରୁ ଧାରଣା ଦିଆଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

ପଞ୍ଚଭୂତରେ ଲୀନହେଲେ ଯତୀଶ, ଭୁବନେଶ୍ୱରରେ ହେଲା ସତ୍କାର

ବଲାଙ୍ଗୀର: ‘ସମ୍ବାଦ’ର ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ୨୫ ବର୍ଷ ଧରି କାମ କରି ଆସିଥିବା ବରିଷ୍ଠ ସାମ୍ବାଦିକ ଯତୀଶ ଖମାରୀଙ୍କ ଗୁରୁବାର ରାତି ୧୦ଟାରେ ପରଲୋକ ଘଟିଥିଲା। କରୋନା ଆକ୍ରାନ୍ତ ହୋଇ ସେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ଶୁକ୍ରବାର ସକାଳୁ…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀଙ୍କୁ କର୍କଟରୁ ଭଲ କରିବା ପାଇଁ ୧୭ବର୍ଷ ଧରି ଭାଓଲିନ ବଜାଇ ଅର୍ଥ ସଂଗ୍ରହ କରୁଛନ୍ତି ସ୍ବପନ

ନୂଆଦିଲ୍ଲୀ: ସମୟସମୟରେ ଖବର ଆସିଥାଏ କି ସ୍ବାମୀ ସ୍ତ୍ରୀ ସମ୍ମୁଖରେ ନିଜର ଭଲ ପାଇବା ଜାହିର କରିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାଇ ଥାଆନ୍ତି। ଏଭଳି କ୍ରମରେ ପଶ୍ଚିମବଙ୍ଗ ବାସିନ୍ଦା ସ୍ବପନ ସେଠ୍ ଭଲପାଇବାର ନୂତନ ପରିଭାଷା ସୃଷ୍ଟି କରିଛନ୍ତି। ସ୍ବପନ ସେଠ ୨୦୦୨ ମସିହାରେ ଯେତେବେଳେ…
ଅଧିକ ଖବର ଦେଖନ୍ତୁ...

କରୋନା କାଳରେ ରାସ୍ତାରେ ବୁଲୁଛନ୍ତି ଯମରାଜ ଓ ଯମଦୂତ !

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ସଂକ୍ରମଣ ବୃଦ୍ଧି ହେତୁ ହାହାକାର ପରିସ୍ଥିତି ଦେଖିବାକୁ ମିଳିଲାଣି। ଦିଲ୍ଲୀ ସମେତ ଅନେକ ରାଜ୍ୟରେ ସରକାର କଡ଼ା କଟକଣା ଲାଗୁ କରିଛନ୍ତି। କରୋନାଭାଇରସ୍‌ଜନିତ ମହାମାରୀ ବ୍ୟାପିବା ଦିନ ଠାରୁ ଆଜି ଦ୍ୱିତୀୟ ଥର ଲାଗି ଦୈନିକ ସଂକ୍ରମଣ ସଂଖ୍ୟା ପୁଣି ୨ ଲକ୍ଷ…
ଅଧିକ ଖବର ଦେଖନ୍ତୁ...

ହୃଦୟ ବିଦାରକ ଦୃଶ୍ୟ ! ବଡ଼ଭାଇର ମୃତ୍ୟୁ ହୋଇଯାଇଥିବା ବେଳେ ସାନ ଭାଇ ଗୁରୁତର, ମଝିଆ ଭାଇର ଚିକିତ୍ସା ପାଇଁ…

ଲକ୍ଷ୍ମୌ: କରୋନାର ଦ୍ବିତୀୟ ଲହର ଘାତକ ହେବାରେ ଲାଗିଛି। ପରିସ୍ଥିତି ଏମିତି ହୋଇଛି କି ଯେତେ ଅନୁରୋଧ କଲେ ମଧ୍ୟ ଚିକିତ୍ସା ପାଇଁ ହସ୍ପିଟାଲରେ ବେଡ ମିଳୁ ନଥିବାରୁ ହସ୍ପିଟାଲ ବାହାରେ ରୋଗୀ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଏମିତି କି ମୃତ୍ୟୁ ପରେ ଶବ ସଂସ୍କାର ପାଇଁ ସ୍ଥାନର ଅଭାବ…
ଅଧିକ ଖବର ଦେଖନ୍ତୁ...

ଟିକାକରଣ କେନ୍ଦ୍ରରେ ଉତ୍ତେଜନା 

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ କରୋନା ସ୍ଥିତି ଉଦ୍‌ବେଗଜନକ ରହିଥିବାବେଳେ ଟିକାକରଣ ବନ୍ଦ ଥିବାରୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଟିକା ମହଜୁଦ ନଥିବାରୁ ଟିକାକରଣ ହୋଇ ପାରୁ ନାହିଁ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ସଂକ୍ରାନ୍ତରେ କୌଣସି ସୂଚନା ମଧ୍ୟ ଦିଆଯାଉ ନହିଁ।…
ଅଧିକ ଖବର ଦେଖନ୍ତୁ...

୮ ମାସ ପରେ ଭେଟାଭେଟି ହେଲେ ଦମ୍ପତି; ଉପସ୍ଥିତ ଥିବା ଲୋକଙ୍କ ଆଖିରେ ଜକେଇ ଆସିଲା ଲୁହ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଜଣେ ବୟସ୍କ ଦମ୍ପତିଙ୍କ ଏମିତି ଫଟୋ ଭାଇରାଲ ହେଉଛି ଯାହାକୁ ଦେଖି ଆପଣଙ୍କ ଆଖିରେ ବି ଲୁହ ଜକେଇ ଆସିବ। କରୋନା ମହାମାରୀ ପାଇଁ ଏହି ଦମ୍ପତି ପରସ୍ପରଠାରୁ ୮ ମାସ ହେବ ଅଲଗା ରହିଥିଲେ। ଯେତେବେଳେ ସେମାନେ ପରସ୍ପରକୁ ଭେଟିଲେ  ଆଲିଙ୍ଗନ ନକରି ରହି ପାରି…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍: ପଂଜାବକୁ ୬ ଓ୍ବିକେଟରେ ପରାସ୍ତ କଲା ଚେନ୍ନାଇ

ମୁମ୍ବାଇ : ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆଜି ଖେଳାଯାଇଥିବା ଆଇପିଏଲ୍ ୨୦୨୧ର ୮ମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ୬ ଓ୍ବିକେଟରେ ବିଜୟୀ ହୋଇଛି । ଏହା ସହିତ ଚେନ୍ନାଇ ପଏଣ୍ଟ ଟେବୁଲରେ ନିଜର ଖାତା ଖୋଲିଛି । ପଂଜାବ ଦ୍ବାରା ଧାର୍ଯ୍ୟ ୧୦୭ରନର ବିଜୟ ଲକ୍ଷ୍ୟକୁ ଚେନ୍ନାଇ ୧୬ ତମ ଓଭରରେ ୪ ଓ୍ବିକେଟ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ ଆଘାତରେ ଚାଲିଗଲା ଘରର ଏକମାତ୍ର ରୋଜଗାରକ୍ଷମ ଝିଅର ଜୀବନ

ସୁନ୍ଦରଗଡ଼: ଆଜି ରାତି ସାଢେ ୮ଟାରେ ସୁନ୍ଦରଗଡ଼ ଟାଉନଥାନା ନୂଆପଡାରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମହିଳା କିରାଣିଙ୍କ ମୃତ୍ୟୁ ହୋଇଯାଇଛି। ମୃତ ନାମ ପ୍ରମିଳା ସୋରେଙ୍ଗ (୨୨)। ସେ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟରେ ପାଠାଗାର ସହାୟିକା ଥିଲେ। ଭଡା ଘର ଛାତ ଉପରେ ବୁଲଥିବାବେଳେ…
ଅଧିକ ଖବର ଦେଖନ୍ତୁ...