Daily Archives

April 16, 2021

ଏହି କାରଣ ପାଇଁ ୧୨ବର୍ଷ ଧରି ରଖିଥିବା ଲମ୍ବା କେଶକୁ କାଟିଦେଲେ ଯୁବତୀ

ଅହମ୍ମଦାବାଦ: ଲମ୍ବା କେଶ ପାଇଁ ବିଶ୍ୱରେ ପରିଚିତ ଥିବା ନୀଲାଂଶୀ ପଟେଲ ନିଜର ‌କେଶ କାଟି ଦେଇଛନ୍ତି। ଏହି କେଶ କାଟିବା ସମୟରେ ସେ ଭାବିବିହ୍ବଳ ହୋଇପଡ଼ିଥିଲେ। ଏହାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ନୀଲାଂଶୀ ନିଜ କେଶକୁ ଏତେ ଭଲ ପାଉଥିବା ବେଳେ କାହିଁକି କାଟି…
ଅଧିକ ଖବର ଦେଖନ୍ତୁ...

ଅନଲାଇନ ପରୀକ୍ଷା ଦାବିରେ ଡିଏଭି କଲେଜରେ ଛାତ୍ର ଅଶାନ୍ତି

କୋରାପୁଟ: କରୋନା ମହାମାରୀ ସମୟରେ ଅନଲାଇନରେ ପରୀକ୍ଷା କରିବା ଦାବିରେ ଆଜି କୋରାପୁଟ ଜିଲ୍ଲା ଡିଏଭି ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି । ଯୁକ୍ତ ତିନି ଦ୍ବିତୀୟ ବର୍ଷର ତୃତୀୟ ସେମିଷ୍ଟାର ପରୀକ୍ଷା ଅନଲାଇନରେ କରାଇବା ଦାବି ନେଇ ଦୀର୍ଘ ସମୟ ଧରି ଛାତ୍ରଛାତ୍ରୀମାନେ ଗେଟରେ…
ଅଧିକ ଖବର ଦେଖନ୍ତୁ...

ଦୁଃଖଦ ଘଟଣା : ସ୍ବାମୀଙ୍କର କରୋନାରେ ମୃତ୍ୟୁ ହେବା ପରେ ଆତ୍ମହତ୍ୟା କଲା ସ୍ତ୍ରୀ, ମା’କୁ ଦେଖି ପାଣିକୁ ଡ଼େଇଁପଡ଼ିଲା…

ମୁମ୍ୱାଇ: ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ପୁଣି ଥରେ ବଢ଼ି ଭୟ ସୃଷ୍ଟି କରିଛି। ପ୍ରତିଦିନ କରୋନା ମାମଲା ନୂଆ ‌ରେକର୍ଡ ସୃଷ୍ଟି କରୁଛି। ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି। ମୋଟ୍ ୧୦ଟି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ସୀମାନ୍ତରେ ପୁଣି ନକ୍ସଲ ହିଂସା: ଜଣକୁ ହତ୍ୟା, ଗାଡି ଜାଳିଦେଲେ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ଗୋରଗୁଣ୍ଡା ଏବଂ ତୋୟାପାରା ମଧ୍ୟରେ ଚାଲିଥିବା ରାସ୍ତାର କାମ ନିକଟରେ ଗତକାଲି ରାତିରେ ସଶସ୍ତ୍ର ନକ୍ସଲ ପହଞ୍ଚିଥିଲେ। ସେଠାରେ କ୍ୟାମ୍ପରେ ଥିବା ଲୋକମାନଙ୍କୁ ମାରଧର କରିଥିଲେ।…
ଅଧିକ ଖବର ଦେଖନ୍ତୁ...

କଟକ ସହରରେ ସ୍ଵରେଜ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯାନୁଷ୍ଠାନ: ଦୁଇ ଇଞ୍ଜିନିୟରଙ୍କ ବଦଳି, ଜୁନିଅର ଇଞ୍ଜିନିୟର…

ଭୁବନେଶ୍ୱର: ଗତକାଲି କଟକ ସହରରେ ସ୍ଵରେଜ କାମ ସମୟରେ ଦୁଇ ଜଣ ବ୍ୟକ୍ତି ପ୍ରାଣ ହରାଇବା ଏବଂ ଜଣେ ଗୁରୁତର ଅସୁସ୍ଥ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ଦାୟିତ୍ୱରେ ଅବହେଳାକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଥିଲେ ।…
ଅଧିକ ଖବର ଦେଖନ୍ତୁ...

ସୋମବାରଠାରୁ ବିପିୟୁଟି ସମେତ ଅନ୍ୟ ବୈଷୟିକ ବିଶ୍ବବିଦ୍ୟାଳୟ, କଲେଜରେ ପରୀକ୍ଷା ଓ ଅଫ୍‌ଲାଇନ୍‌ ପାଠପଢ଼ା ବନ୍ଦ

ଭୁବନେଶ୍ବର: ରାଜ୍ୟ ସରକାର ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାତ୍ରିକାଳୀନ କର୍ଫ୍ୟୁ ଓ ସାପ୍ତାହିକ ସଟଡାଉନ୍ ଭଳି ପଦକ୍ଷେପ ନେବା ପରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବିପିୟୁଟି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କାରବାରରେ ଅନିଶ୍ଚିତ ସ୍ଥିତି ଉତ୍ପନ୍ନ ହୋଇପାରେ। କାହାରି ପରାମର୍ଶ ଆପଣଙ୍କ କ୍ୟାରିୟରର ଦିଶା ବଦଳାଇ ଦେବ। ପରିବାରରେ ବାତାବରଣ ଶାନ୍ତିଦାୟକ ରହିବ। ବୃଷ: ମହିଳାମାନେ ଘର କାମରେ ବ୍ୟସ୍ତ ରହିବେ। କୌଣସି କଥାକୁ ନେଇ ବଡ଼ ଭାଇଙ୍କ ସହିତ ମତଭେଦ ହୋଇପାରେ। ଛାତ୍ରଙ୍କୁ ଲେଖାପଢ଼ାରେ…
ଅଧିକ ଖବର ଦେଖନ୍ତୁ...

ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଜବତ, ଜେଲଗଲେ ୪ ଯୁବକ

ବାଲିଅନ୍ତା: ସ୍ଥାନୀୟ ପୁଲିସ ଆଜି ଏକ ଚୋରି ମାମଲାରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାର କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ସ୍ଥାନୀୟ ତିରଣପଦା ଗ୍ରାମର ସୁମନ୍ତ ଭୋଇ ଓରଫ ଜିତୁ (୨୨), ଜିତୁଠାରୁ ଚୋରି ସାମଗ୍ରୀ କିଣିଥିବା ଜୟପୁର ଗ୍ରାମର ବିଶ୍ବନାଥ ଓଝା(୨୬) , ଭେଲୁରି ଗ୍ରାମର…
ଅଧିକ ଖବର ଦେଖନ୍ତୁ...

ପଂଜାବର ବ୍ୟାଟିଂ ବିପର୍ଯ୍ୟୟ, ଚେନ୍ନାଇ ଆଗରେ ୧୦୭ ରନର ବିଜୟ ଲକ୍ଷ୍ୟ ରଖିଲା

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ  ଚାଲିଥିବା ଆଇପିଏଲ ୨୦୨୧ର ୮ମ ମ୍ୟାଚରେ ପଂଜାବ କିଙ୍ଗସ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୨୦ ଓଭରରେ ମାତ୍ର ୧୦୬ ରନ କରିଛି ।  ଫଳରେ ଚେନ୍ନାଇ ସୁପରକିଙ୍ଗସ ଆଗରେ ୧୦୭ ରନର ବିଜୟ ଲକ୍ଷ୍ୟ ରହିଛି । ଆଜି ଚେନ୍ନାଇ ଟସ ଜିତି ପଂଜାବକୁ…
ଅଧିକ ଖବର ଦେଖନ୍ତୁ...

ପଳାତକ ବ୍ୟବସାୟୀ ନିରବ ମୋଦୀଙ୍କୁ ଭାରତକୁ ପ୍ରତ୍ୟର୍ପଣ ପାଇଁ ଅନୁମୋଦନ ଦେଲା ବ୍ରିଟେନ୍‌

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍‌ (ପିଏନ୍‌ବି)ରୁ ୧୪,୦୦୦ କୋଟି ଟଙ୍କା ହଡ଼ପ କରି ପଳାତକ ସାଜିଥିବା ହୀରା ବ୍ୟବସାୟୀ ନିରବ ମୋଦୀଙ୍କୁ ଭାରତକୁ ପ୍ରତ୍ୟପର୍ଣ କରିବା ପାଇଁ ବ୍ରିଟେନ୍‌ ଗୃହ ମନ୍ତ୍ରାଳୟ ଅନୁମୋଦନ ଦେଇଛି। ଏହି ଘଟଣାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ…
ଅଧିକ ଖବର ଦେଖନ୍ତୁ...