Daily Archives

April 17, 2021

୬୭ ନୂଆ ପଜିଟିଭ୍: ଗ˚ଜାମକୁ ଟପିଲା ଗଜପତି

ପାରଳାଖେମୁଣ୍ତି: ଆଜି ଗଜପତି ଜିଲ୍ଲାରେ ରେକର୍ଡ଼ ସ˚ଖ୍ୟାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଉଲ୍ଲେଖନୀୟ ହେଲା, ଗଜପତିର ଦୈନିକ ସଂକ୍ରମଣ ପରିସ˚ଖ୍ୟନ ପ୍ରଥମ ଥର ପାଇଁ ଗଞ୍ଜାମ ଜିଲ୍ଲାକୁ ଟପିଛି। ଏଣେ ପାରଳାଖେମୁଣ୍ଡି ସହରରେ ପଜିଟିଭ୍‌ଙ୍କ ସ˚ଖ୍ୟା ଦିନକୁ ଦିନ ବଢୁଥିବା ଯୋଗୁଁ ନୂଆ…
ଅଧିକ ଖବର ଦେଖନ୍ତୁ...

ବେସାହାରା ହୋଇଛନ୍ତି ଉଚ୍ଛେଦ ୧୪ ପରିବାର, ପଲିଥିନ୍‌ ଦେଇ କାମ ସାରିଦେଲା ପ୍ରଶାସନ

ନୂଆଗଡ଼: ଗଜପତି ଜିଲ୍ଳା ନୂଆଗଡ଼ ବ୍ଲକ୍‌ ସଦରମହକୁମା ଠାରେ ଗତ ମାର୍ଚ୍ଚ ମାସ ୧୭ ତାରିଖରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶାନୁସାରେ ମାଜି‌ଷ୍ଟ୍ରେଟ୍‌ ଦାୟିତ୍ୱରେ ଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଏବଂ ପାରଳାଖେମୁଣ୍ଡି ଏସ୍‌ଡିପିଓଙ୍କ ଉପସ୍ଥିତିରେ ନୂଆ କରି ବସ୍‌ଷ୍ଟାଣ୍ଡ୍‌ ତିଆରି…
ଅଧିକ ଖବର ଦେଖନ୍ତୁ...

ସ୍ବାଭିମାନ ଅଂଚଳର ସାଲବେଗ; ବିନା ତାଲିମରେ ବି ଦକ୍ଷ ସଂଗୀତଜ୍ଞ ଭଳି ଗୀତ ଗାଉଛନ୍ତି ବିଘ୍ନ

ମାଲକାନଗିରି: ବିଘ୍ନଦେବ ଖରା। ବୟସ ପାଖାପାଖି ୨୩ ହେବ। ମାଲକାନଗିରି ଜିଲ୍ଲା କୋରକୋଣ୍ଡା ବ୍ଲକର ନାକାମାମୁଡି ଗ୍ରାମରେ ଘର। ନାକାମାମୁଡି ଗ୍ରାମଟି ସଂପୂର୍ଣ୍ଣ ନକ୍ସଲ ପ୍ରବଣ ଥିଲା। ଏବେ ସୁରକ୍ଷାକର୍ମୀଙ୍କ କବଜାରେ। ବିଘ୍ନ ଦଶମ ଫେଲ ହେବା ପରେ ଗ୍ରାମରେ ହିଁ ରୁହନ୍ତି। ନିଜର ବୋଲି କିଛି…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍ : ୧୩ ରନରେ ହାଇଦ୍ରାବାଦକୁ ହରାଇଲା ମୁମ୍ବାଇ

ଚେନ୍ନାଇ: ଚେନ୍ନାଇର ଏମ.ଏ. ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଚଳିତ ଆଇପିଏଲର ୯ମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ୧୫୧ ରନର ବିଜୟ ଲକ୍ଷ୍ୟକୁ ପିଛା କରି ହାଇଦ୍ରାବାଦ୍ ୧୩୭ ରନ୍ କରି ଅଲଆଉଟ୍ ହୋଇ ଯାଇଥିଲା। ଫଳରେ ୧୩ ରନରେ…
ଅଧିକ ଖବର ଦେଖନ୍ତୁ...

ସରକାରଙ୍କ ଅହଂକାର ଯୋଗୁଁ ଗଲାଣି ଲକ୍ଷ ଲକ୍ଷ ଲୋକଙ୍କ ଜୀବନ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି | ଆଉ ଏହାରି ଭିତରେ କେନ୍ଦ୍ର ସରକାର କଡା ସମାଲୋଚନା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ | ରାହୁଲ ଗାନ୍ଧୀ ଟ୍ୱିଟ କରି ଲେଖିଛନ୍ତି ଯେ କରୋନା ଭାଇରସ ଦ୍ୱାରା ହେଉଥିବା କ୍ଷତି ପାଇଁ ଏକ ସଠିକ ଟିକା ରଣନୀତି ଓ ଆର୍ଥିକ…
ଅଧିକ ଖବର ଦେଖନ୍ତୁ...

ନକଲି ଆଇପିଏସ ଅଫିସରଙ୍କୁ ଧରାଇଦେଲେ ଚାକିରି ଆଶାୟୀ, ଥାନା ବାବୁ ଜାଣିନପାରି କରିଥିଲେ ସାଲ୍ୟୁଟ

ପାଟନା: ଟଙ୍କା ଆଦାୟ କରିବାକୁ ଆସିଥିଲେ ନକଲି ଆଇପିଏସ ଅଫିସର, ଆଉ ଚାକିରି ଆଶାୟୀ ଜଣେ ଯୁବତୀ ଓ ତାଙ୍କ ପରିବାର ଏହି ବ୍ୟକ୍ତିଙ୍କୁ ଧରିବା ପରେ ଘଟଣା ବାବଦରେ ଜଣାପଡିଛି | ତେବେ ଏହି ନକଲି ଆଇପିଏସ ଅଫିସରଙ୍କ ନାମ ହେଉଛି ସୁଜିତ କୁମାର | ତାଙ୍କ ଘର ବିହାରର ଦୀପନଗର ଥାନା ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

କରୋନା କଟକଣା ବେଳେ ଗୁଟଖା କିଣିବାକୁ ଲଗାଇଥିଲେ ଲମ୍ବା ଲାଇନ, ପୁଲିସ କଲା ଲାଠିଚାର୍ଜ

ଭୋପାଳ: କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବାବେଳେ ମଧ୍ୟପ୍ରଦେଶରେ ପୁଲିସ କଟକଣା ଲାଗୁ ହୋଇଛି | ମଧ୍ୟପ୍ରଦେଶର ଶିବପୁରୀରେ ସପ୍ତାହର ଦୁଇ ଦିନ ସଟଡାଉନ ଘୋଷଣା କରାଯାଇଛି | ତେବେ ଏହି କଟକଣାକୁ ମାନିବାକୁ କିଛି ଲୋକ ପ୍ରସ୍ତୁତ ନ ଥିବାବେଳେ ଆଜି ପୁଲିସ ଏମାନଙ୍କୁ ସାବାଡ଼ କରିଛି | ମିଳିଥିବା…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କ କୋଭିଡ ସମୀକ୍ଷା, ଟିକା ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ବ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଥିବାବେଳେ ଆଜି ସ୍ଥିତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କୋଭିଡ ରୋଗୀଙ୍କ ପାଇଁ ଡାକ୍ତରଖାନାରେ ଯଥେଷ୍ଟ ସଂଖ୍ୟାରେ ଶଯ୍ୟା ଉପଲବ୍ଧ କରିବା ଉପରେ ସେ ଗୁରୁତ୍ବ ଆରୋପ କରିଥିଲେ । ଦେଶର ସବୁ ସମ୍ବଳ ପ୍ରୟୋଗ…
ଅଧିକ ଖବର ଦେଖନ୍ତୁ...

ଭାଲେଣ୍ଟାଇନ୍‌ ଡେ’ରେ ବିବାହ କରିଥିଲେ, ପ୍ରଥମ ପତ୍ନୀ ଥାଇ କଲେ ଦ୍ବିତୀୟ ବିବାହ

ବାରିପଦା: ଭାଲେଣ୍ଟାଇନ୍‌ ଡେ’ରେ ବିବାହ କରିଥିଲେ। ମାତ୍ର ପ୍ରଥମ ପତ୍ନୀ ଥାଉ ଥାଉ ଦ୍ବିତୀୟ ବିବାହ କରିବା ପୁଲିସ କର୍ମଚାରୀଙ୍କୁ ମହଙ୍ଗା ପଡ଼ିଛି। ଆଇନଗତ ଭାବେ ବିବାହ ବିଚ୍ଛେଦ ନକରି ଦ୍ବିତୀୟ ବିବାହ କରିଥିବାରୁ ବାରିପଦା ରିଜର୍ଭ ପୁଲିସ କନେଷ୍ଟବଳ ମିନକେତନ ପଲେଇ(୩୫)ଙ୍କୁ ଗିରଫ କରିଛି…
ଅଧିକ ଖବର ଦେଖନ୍ତୁ...

କୁମ୍ଭମେଳାରୁ ଫେରିଥିଲେ ବିନା ଆରଟିପିସିଆର ରିପୋର୍ଟରେ ରାଜ୍ୟରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ: ଗୁଜୁରାଟ…

ଅହମ୍ମଦାବାଦ: କୁମ୍ଭ ସ୍ନାନ କରିବା ପରେ ଗୁଜୁରାଟକୁ ଫେରୁଥିବା ଲୋକଙ୍କୁ ବିନା ଆରଟିପିସିଆର ରିପୋର୍ଟରେ ରାଜ୍ୟରେ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ | ଗୁଜୁରାଟରେ କରୋନା ସଂକ୍ରମଣ ମାମଲା ବଢ଼ିବାରେ ଲାଗିଥିବାରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। କୁମ୍ଭ ମେଳାରେ ବହୁ ସଂଖ୍ୟକ ଲୋକ…
ଅଧିକ ଖବର ଦେଖନ୍ତୁ...