Daily Archives

April 17, 2021

କ୍ରୀଡ଼ାରତ ୩ ଅହିରାଜ ଉଦ୍ଧାର, ନୂଆବସ୍ତ୍ର ବିଛାଇଲେ ସ୍ଥାନୀୟ ଲୋକେ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଛତ୍ରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଧୁଙ୍ଗିଆମୁଣ୍ଡା ଗ୍ରାମରୁ ଶନିବାର ୩ଟି ଅହିରାଜ ସାପ ଉଦ୍ଧାର କରାଯାଇଛି। ଏଥିରୁ ଦୁଇଟି ଅହିରାଜର ଲମ୍ବ ୧୫ ଫୁଟ ଓ ୧୨ଫୁଟ ଥିଲା। ଅହିରାଜ ସାପ ୩ଟିକୁ ଉଦ୍ଧାର କରାଯିବା ପରେ ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳର…
ଅଧିକ ଖବର ଦେଖନ୍ତୁ...

ଦେହ ବ୍ୟବସାୟର ଚର୍ଚ୍ଚିତ ସ୍ଥାନ ସୋନାଗାଛିରେ ଥିଲା କି ସୁନା ଗଛ? ଜାଣନ୍ତୁ ଏହି ନାମକରଣ ପଛର ରହସ୍ୟ

କୋଲକାତା: କୋଲକାତା ସହରର ବହୁଚର୍ଚ୍ଚିତ ଇଲାକା-ସୋନାଗାଛି।  ଏପରି  ନାମକରଣ ପଛର ରହସ୍ୟ ବାବଦରେ କେବେ ମନକୁ ପ୍ରଶ୍ନ ଆସିଛି କି ? ଆପଣ ଭାବୁଛନ୍ତି କି ପଶ୍ଚିମବଙ୍ଗ ରାଜଧାନୀର ଏହି ଚର୍ଚ୍ଚିତ ଅଂଚଳରେ ସୁନା ଗଛ ଅଛି କି ? ଯଦି ହଁ, ତେବେ କଥାଟି ସେମିତି ନୁହେଁ।  ଆମେ ଆଜି ଆପଣଙ୍କୁ ଏହି…
ଅଧିକ ଖବର ଦେଖନ୍ତୁ...

କୁମ୍ଭମେଳାରୁ ରାଜ୍ୟକୁ ଫେରୁଥିଲେ ଆରଟିପିସିଆର ରି‌ପୋର୍ଟ ଓ ୧୪ ଦିନିଆ ସଂଗରୋଧ ବାଧ୍ୟତାମୂଳକ

ଭୁବନେଶ୍ବର: ହରିଦ୍ବାର କୁମ୍ଭମେଳାରେ ସାମିଲ ହୋଇ ରାଜ୍ୟକୁ ଫେରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ରାଜ୍ୟ ସରକାର କଟକଣା ଲାଗୁ କରିଛନ୍ତି। ଏନେଇ ସ୍ବତନ୍ତ୍ର ରିଲିଫ କମିସନର (ଏସ୍‌ଆରସି) ନୂଆ ଗାଇଡଲାଇନ୍‌ ଜାରି କରିଛନ୍ତି। ଉତ୍ତରାଖଣ୍ଡ ସରକାରଙ୍କ ନିକଟରେ ପଂଜୀକୃତ କରିଥିବା ଶ୍ରଦ୍ଧାଳୁଙ୍କ ପାଇଁ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ଓ ମହାରାଷ୍ଟ୍ରରେ ହୁ ହୁ ହୋଇ ବଢ଼ୁଛି ସଂକ୍ରମଣ; କେନ୍ଦ୍ର ସରକାରଙ୍କୁ ସହାୟତା ମାଗିଲେ କେଜ୍ରିୱାଲ, ଉଦ୍ଧବ…

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣରେ ଏବେ ଯେଉଁ କେତୋଟି ରାଜ୍ୟ ଆଗରେ ଅଛନ୍ତି ତା’ ମଧ୍ୟରେ ଦିଲ୍ଲୀ ଓ ମହାରାଷ୍ଟ୍ର ଅଛନ୍ତି ଆଗରେ । ଦିଲ୍ଲୀରେ ଦୈନିକ ସଂକ୍ରମିତ ୨୪ ହଜାରରେ ପହଁଚିବା ପରେ ବଢିଯାଇଛି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଚିନ୍ତା । ସେପଟେ ଅକ୍ସିଜେନ ଓ ବେଡ୍ ସଂଖ୍ୟାକୁ ନେଇ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ସବୁ କାମ ସହଜରେ ପୂରା ହେବ। ମଙ୍ଗଳ ଓ ବୁଧବାର: ସାମାଜିକ ପରିସର ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: ଧନଲାଭ ହେବ। ଶନିବାର: ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ। ରବି ଓ ସୋମବାର ଜମାପୁଞ୍ଜି ବୃଦ୍ଧି ହେବ। ମଙ୍ଗଳ ଓ ବୁଧବାର: ବିଶେଷ କାମ ପୂରା ହେବ। ଗୁରୁ ଓ ଶୁକ୍ରବାର: ଘରେ…
ଅଧିକ ଖବର ଦେଖନ୍ତୁ...

ପୁଲିସ ଅଧିକାରୀଙ୍କ ଗାଡ଼ି ଓ ଲୁହା ବୋଝେଇ ଟାଟା ଏସିଇ ଧକ୍କା ; ଏସ୍‌ଡିପିଓ ଆହତ

ବାମରା : ସମ୍ବଲପୁର ଜିଲ୍ଲା ବାମରା(ବାଘପଡ଼ା)ଘାଟିଠାରେ ଶନିବାର ଅପରାହ୍‌ଣରେ କୁଚିଣ୍ଡା ଉପଖଣ୍ଡ ପୁଲିସ ଅଧିକାରୀଙ୍କ ଗାଡ଼ି ଏବଂ ଏକ ଲୁହା ଛଡ଼ ବୋଝେଇ ଟାଟା ଏସିଇ ମଧ୍ୟରେ ଧକ୍କା ହେବା ଫଳରେ ଏସ୍‌ଡିପିଓ ରାଜକିଶୋର ମିଶ୍ର ଆହତ ହୋଇଛନ୍ତି । ଉଭୟ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ଏହି ଦୁଇଟି କାରଣ ପାଇଁ ଦେଶରେ ହୁ ହୁ ହୋଇ ବଢ଼ୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ବଢ଼ୁଛି କରୋନା ସଂକ୍ରମଣ। ଭାରତରେ ଆଜି ୨,୩୪,୬୯୨ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୧,୩୪୧ ମୃତ୍ୟୁ ରେକର୍ଡ କରାଯାଇଛି। ‌ତେବେ ସଂକ୍ରମଣ କମିବା ପରେ ହଠାତ ଜାନୁଆରି ଏବଂ ଫେବ୍ରୁଆରିରେ କରୋନା ସଂକ୍ରମଣ ବଢ଼ିଥିବା ବେଳେ ଏହା ପଛରେ ଦୁଇଟି କାରଣ ଥିବା କହିଛନ୍ତି ଏମ୍ସ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ସନରାଇଜର୍ସ ହାଇଦ୍ରାବାଦ ଆଗରେ ୧୫୧ ରନର ବିଜୟ ଲକ୍ଷ୍ୟ ରଖିଲା ମୁମ୍ବାଇ ଇଣ୍ଡିଆନ୍ସ

ଚେନ୍ନାଇ : ଚେନ୍ନାଇର ଏମ.ଏ. ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଚଳିତ ଆଇପିଏଲର ୯ମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଆଗରେ ୧୫୧ ରନର ବିଜୟ ଲକ୍ଷ୍ୟ ରଖିଛି ମୁମ୍ବାଇ ଇଣ୍ଡିଆନ୍ସ । ଆଜି ମୁମ୍ବାଇ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର…
ଅଧିକ ଖବର ଦେଖନ୍ତୁ...

ରାଜ୍ୟକୁ ଫେରିଲା ନାଇଟ୍ କର୍ଫ୍ୟୁ: ରାତି ୯ରୁ ସକାଳ ୫ଟା ଯାଏଁ ଲାଗିଲା କଟକଣା, ଦ୍ବୈତନଗରୀରେ ୧୪୪ ଧାରା ଜାରି

ଭୁବନେଶ୍ବର:  ରାଜ୍ୟକୁ ପୁଣି ଫେରିଲା ନାଇଟ କର୍ଫ୍ୟୁ । ଛତିଶଗଡ ସୀମାନ୍ତ ୧୦ ଜିଲ୍ଲା ଛଡା ରାଜ୍ୟର ବାକି ୨୦ ଜିଲ୍ଲାର ସହରାଞ୍ଚଳରେ ଆଜିଠୁ ଲାଗୁ ହେଉଛି ରାତ୍ରିକାଳୀନ କଟକଣା । ଏଣିକି ପ୍ରତିଦିନ ରାତି ୯ଟାରୁ ସକାଳ ୫ଟା ଯାଏଁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ବଳବତ୍ତର…
ଅଧିକ ଖବର ଦେଖନ୍ତୁ...

ଜୟପୁରରେ ସପ୍ତାହନ୍ତ ସଟ୍‌ଡାଉନ୍ ଆରମ୍ଭ 

ଜୟପୁର: କରୋନା ଦ୍ବିତୀୟ ଲହରକୁ ଦେଖି ପ୍ରଶାସନ ସଜାଗ ହେବାରେ ଲାଗିଛି। ଗୋଟିଏ ପରେ ଗୋଟିଏ କଟକଣା ଲାଗୁ ଆରମ୍ଭ ହୋଇସାରିଛି। ପୂର୍ବରୁ ନାଇଟ୍ କର୍ଫ୍ୟୁ ଆରମ୍ଭ ହୋଇଥିବା ବେଳେ ଏବେ ପୁଣି ସପ୍ତାହନ୍ତ ସଟ୍‌ଡାଉନ୍ ଆରମ୍ଭ ହୋଇଛି। ଓଡିଶା ପଡୋଶୀ ରାଜ୍ୟ ଛତିଶଗଡରେ କରୋନା ମହାମାରୀ…
ଅଧିକ ଖବର ଦେଖନ୍ତୁ...