Daily Archives

April 18, 2021

ବେଆଇନ ମାରଣାସ୍ତ୍ର ଜବତ, ୨ ଗିରଫ

ଦେବଗଡ଼: ଦେବଗଡ଼ ଥାନା ଅନ୍ତର୍ଗତ ତିଳେଇବଣି ଫାଣ୍ଡି ଅଞ୍ଚଳରେ ପୁଲିସ ପକ୍ଷରୁ ଯାନବାହାନ ଯାଞ୍ଚ ବେଳେ ଉକ୍ତ ଅଞ୍ଚଳର ଜଣେ ଯୁବ ଠିକାଦାରଙ୍କ ଗାଡ଼ିରୁ ଗୋଟିଏ ପିସ୍ତଲ ଓ ୨ ଟି ଜିବନ୍ତ ଗୁଳି ଜବତ କରାଯାଇଛି। ଏହା ସହିତ ଉକ୍ତ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ରବିବାର ଦେବଗଡ଼ ଆଦର୍ଶ ଥାନା…
ଅଧିକ ଖବର ଦେଖନ୍ତୁ...

ପ୍ରୋତ୍ସାହନ ରାଶି ଦାବିରେ କୋଭିଡ଼୍ ହସପିଟାଲ୍ କର୍ମଚାରୀଙ୍କ ଆନ୍ଦୋଳନ

ରାୟଗଡ଼ା: ଜୀବନକୁ ବାଜି ଲଗାଇ କାମ କରୁଛୁ। ବର୍ଷେ ହେଲା ଘର ଦ୍ବାର ଛାଡ଼ି ପରିବାର ଲୋକଙ୍କୁ ତ୍ୟାଗ କରି କୋଭିଡ଼୍ ହସପିଟାଲରେ ଡ୍ୟୁଟି କରୁଛୁ। କିନ୍ତୁ ଦୈନିକ ପ୍ରୋତ୍ସାହନ ରାଶି, ବୀମା ସୁବିଧା ଆଜି ଯାଏଁ ମିଳିପାରୁନି। ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ଜୀବନ ଦୋ ଛକିରେ ଝଡିଗୁଡା କୁମ୍ଭକାର: ଦୁଇ ବର୍ଷ ହେଲା ଜୀବିକା ନାହିଁ, ହାତବାନ୍ଧି ବସିଛନ୍ତି

କୋରାପୁଟ: ତିନି ବର୍ଷ ହେଲା ରାଜ୍ୟ ଦେଖିନି କୋରାପୁଟ ଜିଲ୍ଲାର ମୂର୍ତ୍ତିକା କଳା। ମାଟିରୁ ତିଆରି ହୋଇଥିବା ଟେରାକୋଟାକୁ ଦେଖି ନାହାନ୍ତି ରାଜ୍ୟବାସୀ। ଇଚ୍ଛା ଥିଲେ ମଧ୍ୟ କୋରାପୁଟର କୁମ୍ଭକାର ରାଜ୍ୟ ସ୍ତରକୁ ନେଇ ପାରୁ ନାହାନ୍ତି ଟେରାକୋଟା ସାମଗ୍ରୀ। ପ୍ରଥମ ବର୍ଷ ଆର୍ଥିକ ସମସ୍ୟା ଓ…
ଅଧିକ ଖବର ଦେଖନ୍ତୁ...

ତାପମାତ୍ରାରେ ଜନଜୀବନ ଅସ୍ତବ୍ୟସ୍ତ, ଜମୁଛି ମିଶ୍ରି ପାଣି ଓ ପଇଡ ବେପାର

ମାଲକାନଗିରି: ପ୍ରବଳ ଖରା ଯୋଗୁଁ ମାଲକାନଗିରି ଜିଲ୍ଲାରେ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇଯାଉଛି। ଜିଲ୍ଲାରେ ଗତ ଏକ ସପ୍ତାହ ହେଲା ତାପମାତ୍ରା ୪୦ ଡିଗ୍ରି ଉପରେ ରହୁଛି। ବର୍ଷା ନଥିବାରୁ ଲୋକେ ଗରମରେ ଆଉଟୁପାଉଟୁ ହେଉଥିବା ଦେଖିବାକୁ ମିଳିଛି। ଆସନ୍ତା ୪ ରୁ ୫ ଦିନ ପର୍ଯ୍ୟନ୍ତ ଏଭଳି ଗରମ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ : ପଂଜାବ କିଙ୍ଗସକୁ ୬ ଉଇକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍‌ସ୍

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଏକାଦଶ ମ୍ୟାଚରେ ପଂଜାବ କିଙ୍ଗସକୁ ୬ ଉଇକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍‌ସ୍। ୧୯୬ ରନର ଲକ୍ଷ୍ୟକୁ ପିଛାକରି ଦିଇ୍ଲୀ ୧୮.୨ ଓଭରରେ ୪ ଉଇକେଟ୍ ହରାଇ ୧୯୮ ରନ୍ କରି ବିଜୟ ହାସଲ କରିଛି। ଦିଲ୍ଲୀ ପକ୍ଷରୁ ଶିଖର ଧାୱନ୍ ସର୍ବାଧିକ…
ଅଧିକ ଖବର ଦେଖନ୍ତୁ...

କରୋନା କାଳରେ ଖାଇବା ପାଇଁ ଟଙ୍କା ନଥିବା ଲୋକଙ୍କ ପାଇଁ ମହିଳାଙ୍କ ମାଗଣା ବିରିୟାନି ଠେଲା

ନୂଆଦିଲ୍ଲୀ: ବୃଦ୍ଧି ପାଉଥିବା କରୋନାକୁ ଦେଖି ଲୋକମାନଙ୍କ ମନରେ ପୁଣିଥରେ ଭୟ ଉଙ୍କି ମାରିଲାଣି। ଲକଡାଉନ ହୋଇଗଲେ ପୁଣି କେହି ରୋଜଗାର ହରାଇବେନି ତ , ପୂର୍ବ ଭଳି ଲୋକାମାନେ ଖାଇବାକୁ ଡହଳବିକଳ ହେବ ନାହିଁ ତ? ଏମିତି ଅନେକ ଚିନ୍ତାରେ ଲୋକେ ପଡ଼ିଲେଣି। ଏହାରି ଭିତରେ ବି ଏମିତି କିଛି…
ଅଧିକ ଖବର ଦେଖନ୍ତୁ...

କୁମ୍ଭମେଳାରୁ ଓଡ଼ିଶା ଫେରିଛନ୍ତି ୧୫୬ ଜଣ ବ୍ୟକ୍ତି, ସଙ୍ଗରୋଧରେ ରହିବାକୁ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: କୁମ୍ଭମେଳାରୁ ଓଡ଼ିଶା ଫେରିଛନ୍ତି ୧୫୬ ଜଣ ବ୍ୟକ୍ତି । କୁମ୍ଭମେଳାରେ ସଂକ୍ରମଣ ବଢିବା ପରେ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଆସ୍ଥାର ମହାକୁମ୍ଭକୁ ସମୟ ପୂର୍ବରୁ ସମାପନ କରାଯାଇଛି । ଏପରି ସମୟରେ କୁମ୍ଭମେଳାରେ ସାମିଲ ହୋଇ ଓଡ଼ିଶା ଫେରିଛନ୍ତି ୧୫୬ ଜଣ ଶ୍ରଦ୍ଧାଳୁ । ତେଣୁ…
ଅଧିକ ଖବର ଦେଖନ୍ତୁ...

ଦୁଇଜଣ ମହିଳାଙ୍କ ଜୀବନ ବଞ୍ଚାଇବା ପାଇଁ ଯୁବକ ରୋଜା ଭାଙ୍ଗି ଦାନ କଲେ ପ୍ଲାଜମା

ନୂଆଦିଲ୍ଲୀ: କରୋନା ଭାଇରସ ପୁଣିଥରେ ଦେଶରେ ହାହାକାର ସୃଷ୍ଟି କରିଛି। ପ୍ରତିଦିନ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଯାହାକୁ ନେଇ ଲୋକମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ହସ୍ପିଟାଲରେ କରୋନା ରୋଗୀ ଏତେମାତ୍ରାରେ ଭର୍ତ୍ତି ହୋଇଗଲେଣି ଯେ ଆଉ ରୋଗୀଙ୍କ ପାଇଁ ବେଡ ନଥିବା…
ଅଧିକ ଖବର ଦେଖନ୍ତୁ...

୭ମାସର ଅନ୍ତସତ୍ତ୍ବା ଡାକ୍ତରାଣୀଙ୍କ କରୋନା ରୋଗୀଙ୍କ ପ୍ରତି ସେବା ଦେଖି ହାତଯୋଡ଼ି ଦେଲେ ସେହୱାଗ, କହିଲେ ଏଭଳି…

ନୂଆଦିଲ୍ଲୀ: କରୋନା ସଂକ୍ରମଣର ଦ୍ବିତୀୟ ଲହର ପୂରା ବିଶ୍ବକୁ ବ୍ୟାପୀ ଯାଇଛି। ଏହି ସଂକ୍ରମଣ ଲୋକଙ୍କ ମନରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି କରିଛି। କିଛି ଦିନ ତଳେ ଧୀରେଧୀରେ କରୋନା ସଂକ୍ରମଣ ହ୍ରାସ ପାଉଥିବାବେଳେ ପୁଣିଥରେ ଏହି ମହାମାରୀ ତାର କାୟା ବିସ୍ତାର କରିବା ଆରମ୍ଭ କରି ଦେଇଛି।…
ଅଧିକ ଖବର ଦେଖନ୍ତୁ...

ଅନଲାଇନରୁ ଯୁବକ ମଗାଇଥିଲେ ସେଓ, ଆସିଲା ଦାମିକା ଫୋନ

ନୂଆଦିଲ୍ଲୀ: ଅନେକ ସମୟରେ ଖବର ଆସିଛି କି ଗ୍ରାହକ ଅନଲାଇନରେ ଗୋଟିଏ ଜିନିଷ ମଗାଇଥିବା ବେଳେ ଘରେ ଆସି ଆଉ ଗୋଟିଏ ଜିନିଷ ପହଞ୍ଚିଥାଏ। ବେଳେବେଳେ ଗ୍ରାହକ ଅନଲାଇନରେ ଫୋନ ମଗାଇଥିବା ବେଳେ ଡେଲିଭରି ସମୟରେ ବକ୍ସ ଭିତରେ ସାବୁନ, ଇଟା ଭଳି ସାମଗ୍ରୀ ଥିବା ଦେଖିବାକୁ ମିଳିଥାଏ। ଯାହାକୁ…
ଅଧିକ ଖବର ଦେଖନ୍ତୁ...