Daily Archives

April 18, 2021

ଏଭଳି ବି ପରିସ୍ଥିତି ଆସିବାର ଥିଲା; ଶ୍ମଶାନରେ ସ୍ଥାନ ନମିଳିବାରୁ ମୃତଦେହ ଛାଡ଼ି ଚାଲିଗଲେ ପରିବାରବର୍ଗ

ଲକ୍ଷ୍ମୌ: ଲକ୍ଷ୍ମୌରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। କରୋନାରେ ସଂକ୍ରମିତ ହୋଇ ଅନେକ ଲୋକଙ୍କ ମୃତ୍ୟୁ ହେଉଛି। ଏଭଳି ପରିସ୍ଥିତି ଆସି ପହଞ୍ଚିଛି କି ଅନ୍ତିମ ସଂସ୍କାର କରିବାକୁ ଶ୍ମଶାନରେ ସ୍ଥାନ ମିଳୁ ନାହିଁ। ମୃତକ ପରିବାର ଲୋକଙ୍କୁ ଶ୍ମଶାନ ବାହାରେ ଘଣ୍ଟାଘଣ୍ଟା ଧରି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବିଭିନ୍ନ ମାମଲାରେ ବ୍ୟସ୍ତ ରହିବେ। ବ୍ୟବସାୟରେ ବିପଦଜନକ ପଦକ୍ଷେପ ନିଅନ୍ତୁ ନାହିଁ। କର୍ମଜୀବୀ ମହିଳାଙ୍କର ପଦୋନ୍ନତି ହେବ। ହଜିଥିବା ବସ୍ତୁ ପାଇବେ। ବୃଷ: ଉନ୍ନତି ଲାଗି ନୂଆ ସୁଯୋଗ ଆସିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। ଜୀବନସାଥୀଙ୍କ ଖୁସି ଲାଗି ଧ୍ୟାନ ଦେବାକୁ…
ଅଧିକ ଖବର ଦେଖନ୍ତୁ...

ଦିନରେ ଧୁ ଧୁ ଖରା, ସଂଧ୍ୟାରେ କାଳବୈଶାଖୀ, ପବନ, ଘଡ଼ଘଡ଼ି ସହ ଅଧ ଘଣ୍ଟା ବର୍ଷିଲା

ବାଲେଶ୍ବର: ରବିବାର ଅପରାହ୍‌ଣରେ ବାଲେଶ୍ବରରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଥିଲା। ଘଡ଼ଘଡ଼ି ଏବଂ ପବନ ସହ ଅଧଘଣ୍ଟା ବର୍ଷା ହୋଇଥିଲା। ଦିନରେ ଧୁ ଧୁ ଖରାରେ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ବର୍ଷା ପରେ ସମସ୍ତେ ଆଶ୍ବସ୍ତି ଅନୁଭବ କରିଥିବା ଦେଖାଯାଇଛି। ଆଜି ଦିନରେ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୨୦୨୧: ଦିଲ୍ଲୀ ସମ୍ମୁଖରେ ୧୯୬ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ପଂଜାବ

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଏକାଦଶ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍‌ସକୁ ପଂଜାବ କିଙ୍ଗସ୍‌ ଭେଟିଛି। ମୁମ୍ବାଇର ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ରବିବାର ଦିଲ୍ଲୀ ଟିମ୍‌ ଟସ୍‌ ଜଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ କେଏଲ୍‌ ରାହୁଲଙ୍କ ନେତୃତ୍ବରେ ପଂଜାବ…
ଅଧିକ ଖବର ଦେଖନ୍ତୁ...

ସପ୍ତାହନ୍ତ ସଟ୍ ଡାଉନ୍ ଦ୍ବିତୀୟ ଦିନ: ସହର ଖାଁ ଖାଁ, ଆଜି ସଂଧ୍ୟା ୬ରୁ ନାଇଟ୍ କର୍ଫ୍ୟୁ

ଜୟପୁର: ଦ୍ବିତୀୟ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଛି। ପଡୋଶୀ ଛତିଶଗଡରେ ଏହାର ମାତ୍ରା ଅଧିକା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଛତିଶଗଡ ସୀମାନ୍ତ ତଥା ପଡୋଶୀ ୧୦ଜିଲ୍ଲାରେ ସପ୍ତାହନ୍ତ ଶନି ଓ ରବିବାର ସଟ୍ ଡାଉନ୍ ଏବଂ ବଳକା ୫ଦିନର ନାଇଟ୍ କର୍ପ୍ୟୁ ସଂଧ୍ୟା ୬ରୁ ସକାଳ ୫ଟା…
ଅଧିକ ଖବର ଦେଖନ୍ତୁ...

କରୋନା ସହ ଲଢ଼େଇ କରିବା ପାଇଁ ଅମ୍ଲଜାନ ଏକ୍ସପ୍ରେସ ଚଳାଇବ ରେଲୱେ

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା କରୋନା ସଂକ୍ରମଣ ସହ ଲଢ଼ିବା ପାଇଁ ଭାରତୀୟ ରେଳ ଏକ ବଡ଼ ପଦକ୍ଷେପ ନେଇଛି। କରୋନା କାଳରେ ଅମ୍ଲଜାନର ଅଧିକ ଆବଶ୍ୟକତା ଥିବାରୁ ଭାରତୀୟ ରେଳ ଅମ୍ଲଜାନ ଏକ୍ସପ୍ରେସ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ଗ୍ରୀନ କରିଡର ମାଧ୍ୟମରେ ଏହି ଏକ୍ସପ୍ରେସ ଚଳାଚଳ କରିବ। ଏହି…
ଅଧିକ ଖବର ଦେଖନ୍ତୁ...

ସ୍ବାମୀର ପରକୀୟା ପ୍ରୀତିକୁ ବିରୋଧ କରିବାରୁ ମହିଳାଙ୍କୁ ମାରିଦେଲେ!

ଯାଜପୁରସଦର: ସ୍ବାମୀଙ୍କ ପରକୀୟା ପ୍ରୀତିକୁ ବିରୋଧ କରିବାରୁ ଜଣେ ମହିଳାଙ୍କୁ ମାରି ଦିଆଯାଇଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ଭାଇ ଯାଜପୁରସଦର ଥାନା ଅନ୍ତର୍ଗତ ଜାଫରପୁର ପଞ୍ଚାୟତ ସାନତ୍ରିଲୋଚନପୁର ଗ୍ରାମର ରମେଶ ଜେନା ଏନେଇ ପାଣିକୋଇଲି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ…
ଅଧିକ ଖବର ଦେଖନ୍ତୁ...

ଏହି ତିନିଟି ବାଟ ଆପଣାଇଲେ କୋଭିଡକୁ ମୁକାବିଲା କରିପାରିବେ: ଏମ୍ସ ମୁଖ୍ୟ

ନୂଆଦିଲ୍ଲୀ: କୋଭିଡ ଦ୍ଵିତୀୟ ସଂକ୍ରମଣକୁ କିଭଳି ମୁକାବିଲା କରିବେ ସେ ନେଇ ତିନିଟି ମୁଖ୍ୟ ପରାମର୍ଶ ଦେଇଛନ୍ତି ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ | ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସସ୍ (ଏମ୍ସ) ନିର୍ଦ୍ଦେଶକ ଡ.ରଣଦୀପ ଗୁଲେରିଆ କହିଛନ୍ତି ଯେ ଆମକୁ ଅଧିକ ସତର୍କ ରହିବା…
ଅଧିକ ଖବର ଦେଖନ୍ତୁ...