Daily Archives

April 19, 2021

ମାତିଛନ୍ତି ଅନଲାଇନ ଲୁଟେରା, ଡିଷ୍ଟ୍ରିବୁଟରସିପ ଦେବା ଆଳରେ ୧୦ ଲକ୍ଷ ଟଙ୍କା ଠକେଇ

ବାରିପଦା: ପୁଣିଥରେ ଅନଲାଇନ ଲୁଟେରାଙ୍କ ଶିକାର ହୋଇଛନ୍ତି ବାରିପଦାର ଜଣେ ବ୍ୟବସାୟୀ। ହିମାଳୟ ହର୍ବାଲ ହେଲଥ କେୟାର ନାମକ ଏକ ସଂସ୍ଥା ର ମୟୂରଭଂଜ ଜିଲ୍ଲାର ଡିଷ୍ଟ୍ରିବୁଟରଷିପ ଦେବା ଆଳରେ ୧୦ ଲକ୍ଷ ଠକି ନେଇଛନ୍ତି ଦୁର୍ବୁର୍ତ୍ତ। ବାରିପଦା ସହର ୱାର୍ଡ ୧୦ ଡି ଏସ ଆସୋସିଏଟସ ମ୍ୟାନେଜିଙ୍ଗ…
ଅଧିକ ଖବର ଦେଖନ୍ତୁ...

ସମ୍ବାଦ ପ୍ରଭାବ: ଚଣ୍ଡିଚୁଆ -ନୂଆ ବସଷ୍ଟାଣ୍ଡ ରାସ୍ତା କଡ଼ର ଜବରଦଖଲ ହଟାଇଲା ପ୍ରଶାସନ

ଖୋର୍ଦ୍ଧା: ଖୋର୍ଦ୍ଧା ସହରର ଅଧିକାଂଶ ଜାଗା ବର୍ତ୍ତମାନ ଜବରଦଖଲକାରୀଙ୍କ କବ୍ଜାରେ । ଏନେଇ ସମ୍ବାଦ ପକ୍ଷରୁ କ୍ରମାଗତ ଖବର ପ୍ରକାଶିତ ହେଉଛି । ଗତକାଲି ଚଣ୍ଡିଚୁଆ ଠାରୁ ନୂଆ ବସଷ୍ଟାଣ୍ଡ ରାସ୍ତାର ଅନେକ ସ୍ଥାନରେ ଜବରଦଖଲ ହୋଇଥିବା ନେଇ ଖବର ପ୍ରକାଶ ପାଇଥିଲା । ଆଜି ପ୍ରଶାସନ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଯାଜପୁର : ୧୧ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ଜଣେ ଗିରଫ, ୩ ଫେରାର୍

କଣ୍ଟିଗଡିଆ : କରୋନାର ଦ୍ବିତୀୟ ଲହର ସମଗ୍ର ମାନବ ସମାଜକୁ କବଳିତ କରିବାକୁ ଯାଉଥିବା ବେଳେ ଯୁବଗୋଷ୍ଠୀଙ୍କୁ ନିଶା ବେପାରୀମାନେ କବଳିତ କରିବାରେ ଲାଗିଛନ୍ତି। ଯୁବଗୋଷ୍ଠୀ ନିଯୁକ୍ତି ତଥା ଜୀବିକା ହରାଇ ମାନସିକ ଚିନ୍ତାଗ୍ରସ୍ତ ହୋଇପଡ଼ିଥିବା ସୁଯୋଗରେ ମାଦକ ଦ୍ରବ୍ୟ ବେପାରୀମାନେ…
ଅଧିକ ଖବର ଦେଖନ୍ତୁ...

ବାହାରିନ୍‌ରରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ଦେବାଶିଷ ସାହୁଙ୍କ ପରିବାରକୁ ମିଳିଲା ୨୧ଲକ୍ଷ ଟଙ୍କା

ଚାନ୍ଦବାଲି: ସୁଦୂର ବିଦେଶ ବାହାରିନରେ ରୋଜଗାର କରିବାକୁ ଯାଇଥିବା ରୋଜଗାରିଆ ପୁଅ ଦେବାଶିଷ ସାହୁଙ୍କର ଗତ ନଭେମ୍ବରରେ ମୃତ୍ୟୁ ହେବା ପରେ ବାହାରିନ୍‌ ଓଡ଼ିଆ ସମାଜର ପ୍ରତିଷ୍ଠାତା ଡାକ୍ତର ଅରୁଣ କୁମାର ପ୍ରହରାଜଙ୍କ ଉଦ୍ୟମରେ ଦେବାଶିଷଙ୍କ ବାପା ବସନ୍ତ ସାହୁଙ୍କୁ କମ୍ପାନୀ ପକ୍ଷରୁ କ୍ଷତିପୂରଣ…
ଅଧିକ ଖବର ଦେଖନ୍ତୁ...

ସ୍ବାଭିମାନ ଅଞ୍ଚଳର ବିକାଶ ନେଇ ମୁଖ୍ୟମନ୍ତ୍ରୀ ଏବଂ ଜିଲ୍ଲାପାଳଙ୍କୁ ପତ୍ର ଲେଖିଲେ ସାଂସଦ

ମାଲକାନଗିରି:  ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳର ବିକାଶର ଧାରା ଚାଲୁ ରହିଥିବା ବେଳେ ଏବେ ସବୁଠାରୁ ବଡ ସମସ୍ୟା ବ୍ୟାଙ୍କ ବ୍ୟବସ୍ଥାକୁ ନେଇ ଦେଖାଦେଇଛି। ଲୋକେ ନିଜର କଷ୍ଟାର୍ଜିତ ଟଙ୍କାକୁ କୌଣସି ବ୍ୟାଙ୍କ କିମ୍ବା ଅନ୍ୟ କୌଣସି ସରକାରୀ ପୋଷ୍ଟ ଅଫିସରେ ଜମା…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍ : ରାଜସ୍ଥାନକୁ ୪୫ରନରେ ହରାଇଲା ଚେନ୍ନାଇ 

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୧ର ୧୨ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍ ରାଜସ୍ଥାନ ରୟାଲସ ୪୫ ରନରେ ପରାସ୍ତ କରିଛି । ୧୮୯ରନର ପିଛା କରିବାକୁ ଯ଼ାଇ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୪୩ ରନ କରିପାରିଥିଲା । ଦଳ ପକ୍ଷରୁ ଜସ…
ଅଧିକ ଖବର ଦେଖନ୍ତୁ...

‌କୁକୁର ପେଟରୁ ବାହାରିଲା ଏୟାରପଡସ !

ନୂଆଦିଲ୍ଲୀ: ପୋଷା କୁକୁରଙ୍କୁ ନେଇ ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ଅନେକ ପ୍ରକାର ଖବର ଆସିଥାଏ। ନିକଟରେ ଏକ ପୋଷା କୁକୁର ଏୟାରପଡସ ଗିଳି ଦେଇଥିବା ଘଟଣା ସାମ୍ନାକୁ ଆସିଛି। ଆଶ୍ଚର୍ଯ୍ୟର କଥା ହେଉଛି କୁକୁର ପେଟରୁ ଏୟାରପଡସକୁ ଅସ୍ତ୍ରୋପଚାର କରି ବାହାର କରାଯାଇଥିଲା ବେଳେ ଏଥିରେ…
ଅଧିକ ଖବର ଦେଖନ୍ତୁ...

ଭୁଲ ଚିକିତ୍ସା ମହଙ୍ଗା ପଡ଼ିଲା; ବିଗିଡ଼ି ଗଲା ଅଭିନେତ୍ରୀଙ୍କ ଚେହେରା

ନୂଆଦିଲ୍ଲୀ: ତାମିଲ ସିନେମାର ଚର୍ଚ୍ଚିତ ଅଭିନେତ୍ରୀ ରାଇଜା ଉଇଲସନ୍ ନିଜ ଚେହେରାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି। ଅଭିନେତ୍ରୀ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ  ସ୍କ୍ରିନ୍କେୟାର ନେବା ପୂର୍ବ ଓ ପର ଫଟୋ ସେୟାର କରିଛନ୍ତି। ଇନଷ୍ଟାଗ୍ରାମରେ ଏହି ଫଟୋ…
ଅଧିକ ଖବର ଦେଖନ୍ତୁ...

ମୋର ମା’କୁ ବଞ୍ଚାଇ ଦେଲ…’ କହି ରାସ୍ତା ଉପରେ ଭୋଭୋ ହୋଇ କାନ୍ଦିଲେ ରାକ୍ଷୀ ସାୱନ୍ତ

ନୂଆଦିଲ୍ଲୀ: କର୍କଟ ସହିତ ଲଢ଼ୁଥିବା ରାକ୍ଷୀ ସାୱନ୍ତଙ୍କ ମା’ଙ୍କ ସଫଳ କର୍କଟ ଅସ୍ତ୍ରୋପଚାର ହୋଇଛି। ତାଙ୍କର ଅନେକ ଦିନ ହେବ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା। ମା’ଙ୍କ ସ୍ବାସ୍ଥ୍ୟକୁ ନେଇ ରାକ୍ଷୀ ଅନେକ ଥର ମିଡିଆରେ ଆଲୋଚନା ମଧ୍ୟ କରିଛନ୍ତି। ତେବେ ରାକ୍ଷୀ ସାୱନ୍ତଙ୍କୁ ସାହାଯ୍ୟ…
ଅଧିକ ଖବର ଦେଖନ୍ତୁ...

ମାସ୍କ ପିନ୍ଧି ନ ଥିବା ଦମ୍ପତିଙ୍କୁ ପୁଲିସ ଅଟକାଇବାରୁ ସ୍ବାମୀ-ସ୍ତ୍ରୀ ରାସ୍ତାରେ କଲେ ହାଇଭୋଲଟେଜ ଡ୍ରାମା

ନୂଆଦିଲ୍ଲୀ: କରୋନାଭାଇରସ ମାମଲା ଦେଶର ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କିଛି ଲୋକ କରୋନା ନିୟମ ପାଳନ କରୁଥିବା ବେଳେ କିଛି ଲୋକେ ଏହାକୁ ଫୁ କରି ଉଡ଼ାଇ ଦେଉଛନ୍ତି। ଗତ ରବିବାର ଦରିଆଗଞ୍ଜ ଅଞ୍ଚଳରେ ଦିଲ୍ଲୀ ପୁଲିସ ମାସ୍କ ଲଗାଇ ନ ଥିବା ଦମ୍ପତିଙ୍କ ଗାଡ଼ିକୁ…
ଅଧିକ ଖବର ଦେଖନ୍ତୁ...