Daily Archives

April 19, 2021

ଗୋଷ୍ଠୀ ସଂକ୍ରମଣ ଭଳି ବଢୁଛି କରୋନା, ମେ’ ମାସରେ ଶିଖରରେ ପହଂଚିପାରେ ସଂକ୍ରମଣ: ଡିଏମଇଟି ସିବିକେ ମହାନ୍ତି

ଭୁବନେଶ୍ବର: ଗୋଟିଏ ମାସରେ ରାଜ୍ୟରେ ବଦଳି ଯାଇଛି କରୋନା ସ୍ଥିତି । ମାର୍ଚ୍ଚ ୧୯ ତାରିଖରେ ମାତ୍ର ୧୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏପ୍ରିଲ ୧୯ରେ ୪ ହଜାର ଟପିଯାଇଛି ପଜିଟିଭ୍ ମାମଲା । ଏହି ଦ୍ରୁତ ସଂକ୍ରମଣକୁ ଗୋଷ୍ଠୀ ସଂକ୍ରମଣ ସହ ତୁଳନା କରିଛନ୍ତି ଡିଏମଇଟି । ଆଉ ମେ’ ମାସରେ…
ଅଧିକ ଖବର ଦେଖନ୍ତୁ...

କରୋନା ଚିନ୍ତା: କଠୋର ହେଲା କୋରାପୁଟ ପ୍ରଶାସନ 

କୋରାପୁଟ: ଦିନକୁ ଦିନ କୋରାପୁଟରେ  କାୟା ବିସ୍ତାରିବାରେ ଲାଗିଛି କରୋନାର ଦ୍ୱିତୀୟ ଲହର ।  ଗତ ବର୍ଷ ସେପ୍ଟେମ୍ବର ମାସରେ ଯେଉଁ ଧାରା ଥିଲା ତାହା ଅପ୍ରେଲ ମାସରେ ଦେଖିବାକୁ ମିଳିଲାଣି । ଆଜି ଜିଲ୍ଲାର ୧୪ଟି ବ୍ଲକ ଓ ୪ଟି ସହରାଞ୍ଚଳରେ ୨୧ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ଏବେ ଯାଏଁ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନୀ ରାଲିକୁ ନା ପରେ ଟ୍ୱିଟରରେ ଟ୍ରେଣ୍ଡ କଲା ନବୀନଙ୍କ ନିଷ୍ପତ୍ତି, ସଂକ୍ରମଣ ଦୃଷ୍ଟିରୁ ପିପିଲିରେ ପ୍ରଚାର…

ଭୁବନେଶ୍ବର: ଟୁଇଟରରେ ଟ୍ରେଣ୍ଡ କଲା ନବୀନଙ୍କ ନିଷ୍ପତ୍ତି । ପିପିଲି ଉପନିର୍ବାଚନରେ ରାଲି କରିବନି ବିଡେଡି । ବଢୁଥିବା ସଂକ୍ରମଣ ଦୃଷ୍ଟିରେ ରଖି ଲୋକଙ୍କ ଜୀବନକୁ ଗୁରୁତ୍ୱ ଦେଇ ବିଜେଡି ରାଲିଠାରୁ ଦୂରେଇ ରହିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ନିଷ୍ପତ୍ତି ନେବା ପରେ ଏହା ଟ୍ୱିଟରରେ…
ଅଧିକ ଖବର ଦେଖନ୍ତୁ...

କର୍ଫ୍ୟୁ ଘୋଷଣା ହେବା କ୍ଷଣି କୋଭିଡ କଟକଣାକୁ ଫୁ କରି ମଦ ଦୋକାନ ସାମ୍ନାରେ ଭିଡ ଜମାଇଲେ ଲୋକେ

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ବ୍ୟାପିବା ଦିନ ଠାରୁ ଆଜି ଦୈନିକ ସଂକ୍ରମଣ ୨.୭୩ ଲକ୍ଷ ଟପି ଏଯାବତ୍‌ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ଏହି କ୍ରମରେ ଜାତୀୟ ରାଜଧାନୀରେ କୋଭିଡ୍‌-୧୯ ସଂକ୍ରମଣ ଶୃଙ୍ଖଳ ଛିନ୍ନ କରିବା ପାଇଁ ଏପ୍ରିଲ୍‌ ୧୯ ତାରିଖ ମଧ୍ୟରାତ୍ରରୁ ଏପ୍ରିଲ୍‌…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂପୂର୍ଣ୍ଣ ହୋଇଯିବ। କଠିନ ପରସ୍ଥିତିରେ କିଛି ଲୋକଙ୍କର ସାହାଯ୍ୟ ପାଇବେ। ପରିବାର ସହିତ ଅଧିକ ସମୟ ଅତିବାହିତ କରିବେ। ବୃଷ: ସବୁ କଷ୍ଟ ନିବାରଣ ହେବ। କଥାବାର୍ତ୍ତା ଦ୍ବାରା ମାମଲାକୁ ଶାନ୍ତିରେ ସମାଧାନ କରନ୍ତୁ। ଅଚାନକ ଧନଲାଭ ହେବ। ମହିଳାମାନେ…
ଅଧିକ ଖବର ଦେଖନ୍ତୁ...

ଦେଶର ଅଗ୍ରଣୀ ଡାକ୍ତରମାନଙ୍କ ସହିତ କୋଭିଡ-୧୯ ମୁକାବିଲା ନେଇ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ-୧୯ ପ୍ରସଙ୍ଗ ଏବଂ ଟିକାକରଣ ଅଗ୍ରଗତି ସମ୍ପର୍କରେ ଭିଡିଓ କନଫରେନ୍ସିଂ ଜରିଆରେ ସାରା ଦେଶର ଡାକ୍ତରମାନଙ୍କ ସହିତ ଆଲୋଚନା କରିଛନ୍ତି। କରୋନା ଭୂତାଣୁ ମହାମାରୀ ସମୟରେ ଦେଶ ପ୍ରତି ଅମୂଲ୍ୟ ସେବା ଯୋଗାଇ ଦେଇଥିବାରୁ ଡାକ୍ତର ଓ ସ୍ବାସ୍ଥ୍ୟ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ: ରାଜସ୍ଥାନ ଆଗରେ ୧୮୯ରନର ବିଜୟ ଲକ୍ଷ୍ୟ ରଖିଲା ଚେନ୍ନାଇ

ମୁମ୍ବାଇ : ଆଜି ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୧ର ୧୨ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆଗରେ  ୧୮୯ ରନର ବିଜୟ ଲକ୍ଷ୍ୟ ରଖିଛି ଚେନ୍ନାଇ ସୁପର କିଙ୍ଗସ । ଆଜି ରାଜସ୍ଥାନ ଟସ ଜିତି ଚେନ୍ନାଇକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ଚେନ୍ନାଇର ଓପନର…
ଅଧିକ ଖବର ଦେଖନ୍ତୁ...

ଟିକା ଉତ୍ପାଦନ ବୃଦ୍ଧି କରିବା ପାଇଁ ସେରମ ଇନଷ୍ଟିଚ୍ୟୁଟକୁ ୩୦୦୦କୋଟି ଓ ଭାରତ ବାୟୋଟେକକୁ ୧୫୦୦କୋଟି ଟଙ୍କା ଋଣ…

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଥିବା ବେଳେ କେନ୍ଦ୍ର ସରକାର ୧୮ ବର୍ଷରୁ ଅଧିକ ବୟସର ସମସ୍ତଙ୍କୁ କରୋନା ଟିକା ଦିଆଯିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏହି ନିଷ୍ପତ୍ତି ପରେ ଆଗକୁ ଟିକାର ଅଧିକ ଆବଶ୍ୟକତା ଥିବାରୁ କେନ୍ଦ୍ର ସରକାର ଭାରତର ଦୁଇଟି ଟିକା…
ଅଧିକ ଖବର ଦେଖନ୍ତୁ...

ହାଟ, ମଲ ଓ ରେଷ୍ଟୁରାଣ୍ଟ ପାଇଁ କଟକଣା ଜାରି କଲେ ରାଜ୍ୟ ସରକାର, ନିୟମ ଭାଙ୍ଗିଲେ ରଦ୍ଦ ହେବ ଲାଇସେନ୍ସ

ଭୁବ‌ନେଶ୍ବର:  ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ପ୍ରଥମେ ନାଇଟ କର୍ଫ୍ୟୁ କରିବା ସହ ଏବେ ରାଜ୍ୟରେ ସପ୍ତାହାନ୍ତ ସଟଡାଉନ ଲାଗୁ କରାଯଯାଇଛି। ଶନିବାର ଏବଂ ରବିବାର ଜରୁରୀ ସେବାକୁ ଛାଡ଼ି ଅନ୍ୟ ସମସ୍ତ ସେବା ବନ୍ଦ ରହିବ। ରାଜ୍ୟରେ…
ଅଧିକ ଖବର ଦେଖନ୍ତୁ...

ନବୀନଙ୍କ ଅନୁରୋଧ ରଖିଲେ ମୋଦୀ, ଖୋଲା ବଜାରରେ ଟିକା ବିକିପାରିବେ କମ୍ପାନି

ନୂଆଦିଲ୍ଲୀ : ଏଣିକି ରାଜ୍ୟ ସରକାରମାନେ ସିଧାସଳଖ ଟିକା କମ୍ପାନିମାନଙ୍କଠାରୁ କରୋନା ଟିକା ଖରିଦ କରିପାରିବେ । ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷିତ ୩ୟ ପର୍ଯ୍ୟାୟ କରୋନା ଟିକାକରଣ କାର୍ଯ୍ୟକ୍ରମ ଅନୁସାରେ ଟିକା କମ୍ପାନିମାନେ ନିଜ ଉତ୍ପାଦିତ ଟିକାର ଅଧା କେନ୍ଦ୍ର ସରକାରଙ୍କୁ ପ୍ରଦାନ…
ଅଧିକ ଖବର ଦେଖନ୍ତୁ...