Daily Archives

April 20, 2021

ସକ୍ରିୟଙ୍କ ସଂଖ୍ୟା ଚିନ୍ତା ବଢ଼ାଉଛି: ଆଜି ୮୬ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୬ଶହ ଛୁଇଁଲା

ବାରିପଦା: ମୟୂରଭଞ୍ଜରେ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତବର୍ଷ କରୋନା ଶୀର୍ଷରେ ଥିବାବେଳେ ଯେତିକି ସଂଖ୍ୟକ ଆକ୍ରାନ୍ତ ‌ଚିହ୍ନଟ ହେଉଥିଲେ ଏବେ ସେପରି ସ୍ଥିତି ଉପୁଜିଛି। ଆଜି ସଂକ୍ରମିତଙ୍କ ସଂଖ୍ୟା ଶହେ ତଳେ ରହିଛି। ଆଜି ୮୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗତ ଦୁଇ ଦିନ…
ଅଧିକ ଖବର ଦେଖନ୍ତୁ...

୭ଦିନ ଲାଗି ଚନ୍ଦାହାଣ୍ଡି ପଞ୍ଚାୟତ ସଟ୍‌ଡାଉନ୍‌, ପ୍ରତ୍ୟହ ଯୋଡ଼ି ହେଉଛି ନୂଆଁ ନୂଆଁ ଗାଁ

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲାର ଶେଷ ମୁଣ୍ଡରେ ଅବସ୍ଥିତ ତଥା ଛତିଶଗଡ଼ ସୀମାନ୍ତ ଚନ୍ଦାହାଣ୍ଡି ବ୍ଲକ୍ରେ ଦିନକୁ ଦିନ କରୋନା ପରିସ୍ଥିତି ଅତି ଉଦବେଗ ଜନକ ହୋଇ ପଡ଼ିଥିବା ବେଳେ ପ୍ରତ୍ୟେକ ଦିନ ଗୋଟିଏ ଗୋଟିଏ ନୂଆଁ ନୂଆଁ ଗ୍ରାମ ଯୋଡି ହୋଇ ଯାଉଛି। ପରିସ୍ଥିତି ବେକାବୁ ହୋଇପଡ଼ି ଥିବାରୁ…
ଅଧିକ ଖବର ଦେଖନ୍ତୁ...

ହୃଦୟସ୍ପର୍ଶୀ ଦୃଶ୍ୟ: ମାଲିକ ଝାଡୁ ମାରୁଥିବା ବେଳେ ପଛରୁ ଆସି ଶୁଣ୍ଢରେ କୁଣ୍ଢାଇ ପକାଉଛି ହାତୀ ଛୁଆ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କ ଅନେକ ମଜାଳିଆ ଭିଡିଓ ଭାଇରାଲ ହୋଇଥାଏ। ଅନେକ ଥର କୁକୁର, ବିଲେଇ, ହାତୀ ଓ ସିଂହଙ୍କ ମଜାଳିଆ ଫଟୋ ଓ ଭିଡିଓ ଦେଖିବାକୁ ମିଳିଛି, ଯାହାକୁ ଦେଖି ମନ ଖୁସି ହୋଇ ଯାଇଥାଏ। କିଛିଦିନ ହେବ ସୋସିଆଲ ମିଡିଆରେ ଏକ ହାତୀଛୁଆର ଭିଡିଓ ଭାଇରାଲ ହେଉଛି।…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇକୁ ୬ ଓ୍ବିକେଟରେ ପରାସ୍ତ କଲା ଦିଲ୍ଲୀ

ଚେନ୍ନାଇ : ଚେନ୍ନାଇର ଏମଏ. ଚିଦାମ୍ବରମ ଷ୍ଟାଡିୟମଠାରେ ଖେଳାଯ଼ାଇଥିବା ଆଇପିଏଲର ୧୩ତମ ମ୍ୟାଚରେ ଦିଲ୍ଲୀ ମୁମ୍ବାଇକୁ ୬ ଓ୍ବିକେଟରେ ପରାସ୍ତ କରିଛି । ମୁମ୍ବାଇ ଦ୍ବାରା ରଖାଯ଼ାଇଥିବା ୧୩୮ ରନର ବିଜୟ ଲକ୍ଷ୍ୟକୁ ଦିଲ୍ଲୀ ଶେଷ ଓଭରରେ ୪ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଦିଲ୍ଲୀ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଲୋମଟାଙ୍କୁରା ଘଟଣା: ରାସ୍ତାରେ ଯାଉଥିବାବେଳେ ଶିଶୁକୁ ଝୁଣି ପକାଇଲେ କୁକୁର ପଲ

ନୂଆଦିଲ୍ଲୀ: ଆଲିଗଡ଼କୁ ସ୍ମାର୍ଟ ସିଟି ନାମିତ କରିବା ପାଇଁ ନଗରନିଗମ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସହରବାସିନ୍ଦା ବାରବୁଲା କୁକୁର ଠାରୁ କିନ୍ତୁ ସୁରକ୍ଷିତ ନୁହନ୍ତି। ଏହି କୁକୁର ଆକ୍ରମଣକୁ ନେଇ ଆଲିଗଡ଼ର ଜୀବନଗଢ଼ରେ ଏକ ଘଟଣା ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ଆଲିଗଡ଼…
ଅଧିକ ଖବର ଦେଖନ୍ତୁ...

ବିମାନ ଯାତ୍ରା କରିବା ସମୟରେ ବାଳକଙ୍କ ଗୋଡ଼ରେ ପଡ଼ି ଯାଇଥିଲା ଚା’, ମିଳିବ ୫୮ଲକ୍ଷ ଟଙ୍କାର କ୍ଷତିପୂରଣ

ନୂଆଦିଲ୍ଲୀ: ବିମାନ ଯାତ୍ରା କରିବା ସମୟରେ ଜଣେ ବାଳକଙ୍କ ଗୋଡ଼ରେ ଗରମ ଚା’ ପଡ଼ିଯାଇଥିଲା। ଚା’ ପଡ଼ି ତାଙ୍କ ଗୋଡ଼ରେ ଆଘାତ ବି ଲାଗିଥିଲା। ଏହାର କ୍ଷତିପୂରଣ ପାଇଁ ବାଳକଙ୍କୁ ୫୮ଲକ୍ଷ ଟଙ୍କାର କ୍ଷତିପୂରଣ ମିଳିବ। ତେବେ ଏହି ଖବର ଶୁଣି ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ। କିନ୍ତୁ ବାସ୍ତବରେ ଏଭଳି ଏକ…
ଅଧିକ ଖବର ଦେଖନ୍ତୁ...

ପାଞ୍ଚମାସର ଗର୍ଭବତୀ ଥାଇ ବି ଟାଣ ଖରାରେ ଡିୟୁଟି କରୁଛନ୍ତି ଡିଏସପି, ଲୋକଙ୍କୁ ଦେଉଛନ୍ତି କରୋନା ସତର୍କତା ବାର୍ତ୍ତା

ଦନ୍ତେୱାଡା: ଛତିଶଗଡ଼ର ଦନ୍ତେୱାଡା ଏକ ନକ୍ସଲ ପ୍ରଭାବିତ ଅଞ୍ଚଳ। ନକ୍ସଲଙ୍କ ପ୍ରାଦୁର୍ଭାବ ହେତୁ ଏହି ଅଞ୍ଚଳ ସବୁବେଳେ ଚର୍ଚ୍ଚାରେ ଥାଏ। ଏବେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। କରୋନା ସଂକ୍ରମିତଙ୍କ ସମେତ ମୃତ୍ୟୁ ସଂଖ୍ୟା ବି ପ୍ରତିଦିନ ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ…
ଅଧିକ ଖବର ଦେଖନ୍ତୁ...

କିନ୍ନର ଓ ମହିଳା ଚଲେଇବେ ବ୍ୟାଟେରୀ ଚାଳିତ ତିନିଚକିଆ ଗାଡ଼ି, ସ୍ବଚ୍ଛ ଓ ସୁନ୍ଦର କରିବାରେ ଅବଦାନ ରଖିବେ

ବାରିପଦା: ବାରିପଦା ପୌରପାଳିକାରେ ପ୍ରଥମ ଥର ପାଇଁ କିନ୍ନର ଓ ମହିଳା ବ୍ୟାଟେରୀ ଚାଳିତ ତିନିଚକିଆ ଗାଡ଼ି ଚଲେଇବେ। ପୌରପାଳିକା ପକ୍ଷରୁ ଘରକୁ ଘର ବୁଲି ଏହି ଗାଡ଼ି ସାହାଯ୍ୟରେ ବର୍ଯ୍ୟ ସଂଗ୍ରହ କରିବା ସହିତ ସ୍ବଚ୍ଛତା କ୍ଷେତ୍ରରେ ଅବଦାନ ରଖିବେ। କିନ୍ନର ଓ ମହିଳାଙ୍କୁ ରୋଜଗାର ଯୋଗାଇଦେବା…
ଅଧିକ ଖବର ଦେଖନ୍ତୁ...

ପୃଥକ୍ ପୃଥକ୍ ସ୍ଥାନରେ ବଜ୍ରପାତ; ଜଣେ ମୃତ ଓ ୪ ଗୁରୁତର

ବୈପାରିଗୁଡା: ଆଜି ଅପରାହ୍ନରେ କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକର ପୃଥକ୍ ପୃଥକ୍ ତିନୋଟି ସ୍ଥାନରେ ବଜ୍ରପାତ ଘଟି ଜଣକର ମୃତ୍ୟୁ ଘଟିଥିବା ବେଳେ ଚାରିଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଘଟଣା ଅନୁଯାୟୀ ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦଶମନ୍ତପୁର ପଞ୍ଚାୟତର କେଲୁଗୁଡା ଠାରେ ଅପରାହ୍ନରେ…
ଅଧିକ ଖବର ଦେଖନ୍ତୁ...

କଳିଯୁଗର ପୁଅ ! ବୃଦ୍ଧ ମା’ଙ୍କୁ କଣ୍ଟାବାଡରେ ଫିଙ୍ଗି ଚାଲିଗଲା ପୁଅ, ଦେବଦୂତ ସାଜି ଉଦ୍ଧାର କଲା ପୁଲିସ୍

ନୂଆଦିଲ୍ଲୀ: ଦୁନିଆରେ ଯେତେ ବି ସମ୍ପର୍କ ଅଛି ମା’ ଓ ପିଲାର ସମ୍ପର୍କ ସବୁଠାରୁ ନିଆରା ଓ ମଧୁର। ପିଲା ମା’ ଡାକି ଦେଲେ ଯେମିତି ମନରୁ ସବୁ କଷ୍ଟ ଦୂର ହୋଇଯାଏ। ମା’ କୋଳ ଠାରୁ ସୁରକ୍ଷିତ ସ୍ଥାନ ଆଉ ନାହିଁ, ତା’ କୋଳରେ ମୁଣ୍ଡ ରଖି ଶୋଇ ପଡ଼ିଲେ ମନରେ ଶାନ୍ତି ଭରି ଯାଏ। ସନ୍ତାନ ପାଇଁ…
ଅଧିକ ଖବର ଦେଖନ୍ତୁ...