Daily Archives

April 20, 2021

ନବ ବିବାହିତା ବ୍ୟାଙ୍କ୍ ପାସ୍‌ ବୁକ୍‌ ସହ ଦୁଇଟି ସୁନା ହାର ଓ ନଗଦ ୨୦ ହଜାର ଟଙ୍କା ନେଇ ଫେରାର

ଦେବଗଡ଼: ଦେବଗଡ଼ ଥାନା କଣ୍ଟିମାଲ ଗ୍ରାମରେ ଜଣେ ନବ ବିବାହିତା ଶ୍ବଶୁର ଘରୁ ବିଭିନ୍ନ ସାମଗ୍ରୀ ନେଇ ଫେରାର୍‌ ହୋଇଯାଇଥିବା ମଙ୍ଗଳବାର ଥାନାରେ ଅଭିଯୋଗ ହୋଇଛି। ଏତଲା ଅନୁସାରେ କଣ୍ଟିମାଲ ଗ୍ରାମର ଉମାକାନ୍ତ ସାହୁଙ୍କ ପୁଅ ପୁଲିନ ବିହାରୀ ସାହୁ (୩୫) ଗତ ୩ ମାସ ତଳେ ଅନୁଗୁଳ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ଦୁଇ ଯୁବକଙ୍କୁ ପ୍ରେମ କରି ଅଡ଼ୁଆରେ ନାବାଳିକା, ବିବାହକୁ ନା କରି ଜେଲ୍ ଗଲେ ଯୁବକ

ଲେଫ୍ରିପଡା(ସୁନ୍ଦରଗଡ଼): ମନ ମତାଣିଆ କଥାରେ ସ୍ଥିତି ଭୁଲିଗଲେ ନାବାଳିକା। ମନ ଦେଇଦେଲେ। କିନ୍ତୁ ଜଣକୁ ନୁହେଁ, ଏକା ସଙ୍ଗରେ ଦୁଇ ଯୁବକଙ୍କୁ। ଏହାର ସୁଯୋଗ ନେଲେ ଲମ୍ପଟ ଯୁବକ ଦ୍ବୟ। ମନ ଚୋରି କରିବା ଭିତରେ ଦେହର ସମ୍ପର୍କ ବି ରଖିନେଲେ। ନାବାଳିକା ଗର୍ଭବତୀ ହେଲେ। ଏହା ପରେ ଦୁଇ…
ଅଧିକ ଖବର ଦେଖନ୍ତୁ...

୨୩୫ କରୋନା ଆକ୍ରାନ୍ତଙ୍କ ଜୀବନ ବଞ୍ଚାଇଲା ପୁଲିସ

ନୂଆଦିଲ୍ଲୀ : ଦେଶବ୍ୟାପୀ କରୋନା ସଂକ୍ରମଣ ଏବଂ ମୃତ୍ୟୁ ହୁ ହୁ ହୋଇ  ବଢ଼ି ଚାଲିଛି। ଚିକିତ୍ସା ପାଇଁ ବେଡ୍ ଏବଂ ଅକ୍ସିଜେନର ଘୋର ଅଭାବ ଦେଖାଦେଉଛି। ଗୁରୁତର ରୋଗୀଙ୍କୁ ଅକ୍ସିଜେନ୍ ଯୋଗାଇବାରେ ଦିଲ୍ଲୀ ପୁଲିସ୍ ନେଇଥିବା ପଦକ୍ଷେପ ପ୍ରଶଂସିତ ହୋଇଛି। ଦିଲ୍ଲୀ, ମହାରାଷ୍ଟ୍ର,…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପୂର୍ବ କଂପାନିର ଅଭିଜ୍ଞତା ଆପଣଙ୍କ କାମରେ ଆସିବ। କୋର୍ଟ କଚେରି ମାମଲାଠୁଁ ଦୂରରେ ରୁହନ୍ତୁ। ନୂଆ ଜମି କିଣିବା ପୂର୍ବରୁ ଶୁଭ ମୁହୂର୍ତ୍ତ ଦେଖନ୍ତୁ। ବୃଷ: ଅଧିକ ଭାବୁକ ହେଲେ ଆପଣ ଅଶାନ୍ତ ହେବେ। କାରବାରରେ ଅନିଶ୍ଚିତ ସ୍ଥିତି ଉତ୍ପନ୍ନ ହୋଇପାରେ। ନିକଟ ସଂପର୍କୀୟଙ୍କୁ ମନର କଥା…
ଅଧିକ ଖବର ଦେଖନ୍ତୁ...

ତାମିଲନଡୁରୁ ଭିଟାମାଟିକୁ ଫେରିଲେ ୧୯ ଯୁବତୀ, ସିଲେଇ ତାଲିମ୍ ନେବାକୁ ଯାଇ ନିର୍ଯ୍ୟାତନା ପାଉଥିଲେ

ରାୟଗଡ଼ା: ସିଲେଇ ତାଲିମ ପାଇଁ ତାମିଲନାଡ଼ୁ ଯାଇ ନିର୍ଯ୍ୟାତନାର ଶିକାର ହୋଇଥିବା ୧୯ ଯୁବତୀ ଆଜି ସୁରକ୍ଷିତ ଭାବେ ରାୟଗଡ଼ା ଫେରିଛନ୍ତି। ଭିଟାମାଟିରେ ପହଞ୍ଚିବା ପରେ ସମସ୍ତ ଯୁବତୀ ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି। ଭିଟାମାଟିକୁ ଫେରିଥିବା ଯୁବତୀଙ୍କ ମଧ୍ୟରେ ରାୟଗଡ଼ା…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ଦିଲ୍ଲୀ ଆଗରେ ୧୩୮ ରନର ବିଜୟ ଲକ୍ଷ୍ୟ

ଚେନ୍ନାଇ : ଚେନ୍ନାଇର ଏମ.ଏ.ଚିଦାମ୍ବରମ୍ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ-୨୦୨୧ର ୧୩ତମ ମ୍ୟାଚରେ ମୁମ୍ବାଇ ଦିଲ୍ଲୀ ଆଗରେ ୧୩୮ ରନର ବିଜୟ ଲକ୍ଷ୍ୟ ରଖିଛି । ଆଜି ମୁମ୍ବାଇର ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଦଳୀୟ ସ୍କୋର ମାତ୍ର ୯…
ଅଧିକ ଖବର ଦେଖନ୍ତୁ...

ଅନ୍ତିମ ବିକଳ୍ପ ହେଉ ଲକଡାଉନ, ମାଇକ୍ରୋ କଣ୍ଟେନମେଣ୍ଟ ଉପରେ ଗୁରୁତ୍ବ ଦିଆଯାଉ : ମୋଦୀ

ନୂଆଦିଲ୍ଲୀ : ଦେଶରେ ପୁଣି ଥରେ ଲକଡାଉନରୁ ବଞ୍ଚାଇବାକୁ ପଡ଼ିବ । କରୋନା ମୁକାବିଲା ପାଇଁ ରାଜ୍ୟମାନେ କଲଡାଉନ ଅପେକ୍ଷା ମାଇକ୍ରୋ କଣ୍ଟେନମେଣ୍ଟ ଉପରେ ଗୁରୁତ୍ବ ଦେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । “ଆମକୁ ଦେଶକୁ ପୁଣି ଥରେ ଲକଡାଉନରୁ ବଞ୍ଚାଇବାକୁ ପଡ଼ିବ ।…
ଅଧିକ ଖବର ଦେଖନ୍ତୁ...

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ : ଅମ୍ଲଜାନ ଯୋଗାଣ ଓ ଶଯ୍ୟା ସଂଖ୍ୟା ବୃଦ୍ଧି ନେଇ ଉଦ୍ୟମ ଜାରି ରହିଛି

ନୂଆଦିଲ୍ଲୀ: ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନିଜ ସମ୍ବୋଧନ ଆରମ୍ଭରେ ପ୍ରଧାନମନ୍ତ୍ରୀ କରୋନାରେ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ପରିବାରଙ୍କୁ ସମବେଦନା ଜଣାଇବା ସହ ଦେଶର ଡାକ୍ତର,ସ୍ବାସ୍ଥ୍ୟକର୍ମୀମାନଙ୍କୁ କୃତଜ୍ଞତା ଜଣାଇଥିଲେ। ଦେଶର…
ଅଧିକ ଖବର ଦେଖନ୍ତୁ...

ମୋଟୁ ରାସ୍ତା ଦେଇ ଫେରୁଛନ୍ତି ଶହଶହ ପ୍ରବାସୀ; ମାଲକାନଗିରି ଜିଲ୍ଲା ପ୍ରଶାସନ, ପୁଲିସର କଡାକଡି ଯାଞ୍ଚ

ମାଲକାନଗିରି: ଆନ୍ଧ୍ର ପ୍ରଦେଶକୁ ଲାଗି ରହିଥିବା ସୀମାନ୍ତ ଦେଇ ପ୍ରତିଦିନ ଶହ ଶହ ପ୍ରବାସୀ ମାଲକାନଗିରି ଭିତରକୁ ପ୍ରବେଶ କରୁଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ବର୍ତ୍ତମାନ କରୋନାର ଦ୍ବିତୀୟ ଲହର ଚାଲିଥିବା ବେଳେ ସାରା ଦେଶକୁ ଏହା କବଳିତ କଲାଣି। ବିଶେଷକରି ମହାରାଷ୍ଟ୍ର, ରାଜସ୍ଥାନ, ଗୁଜରାଟ,…
ଅଧିକ ଖବର ଦେଖନ୍ତୁ...

ରାତି ୮.୪୫ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଆଜି  ରାତି ୮.୪୫ ମିନିଟରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧନ କରିବେ। ଦେଶରେ କରୋନା ସଂକ୍ରମଣ ଭୟଙ୍କର ରୂପ ନେଉଥିବା ବେଳେ ଡାକ୍ତରଖାନାରେ ଶଯ୍ୟା ଅଭାବ, ଅକ୍ସିଜେନ୍ ଅଭାବ ଭଳି ସମସ୍ୟା ଦେଖାଯାଇଛି।…
ଅଧିକ ଖବର ଦେଖନ୍ତୁ...