Daily Archives

April 21, 2021

ପୁଣି ଲଭ୍, ସେକ୍ସ୍ ଧୋକା : ପ୍ରତାରଣାର ଶିକାର ହେଲେ ଉଚ୍ଚଶିକ୍ଷିତା ଯୁବତୀ

ବାରିପଦା : କଲେଜ ପଢ଼ିବା ବେଳୁ ସମ୍ପର୍କ । ଉଦଳା ମହାବିଦ୍ୟାଳୟରୁ ୨୦୧୪ରୁ ଗଢ଼ିଉଠିଥିବା ସମ୍ପର୍କ ପରେ ପ୍ରେମ ଏବଂ ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ। ମାତ୍ର ଆଉ ଏହି ସମ୍ପର୍କକୁ ଗ୍ରହଣ କରୁନାହାନ୍ତି ଯୁବକ। ଫଳରେ ପୁଣିଥରେ ଲଭ୍, ସେକ୍ସ୍, ଧୋକାର ଶିକାର ହୋଇଛନ୍ତି ଜଣେ…
ଅଧିକ ଖବର ଦେଖନ୍ତୁ...

ଆମ୍ବୁଲାନ୍ସ ସହ ବାଇକ ମୁହାଁମୁହିଁ ଧକ୍କା, ୩ଗୁରୁତର

ବନ୍ତଳା: ଅନୁଗୁଳ ବ୍ଲକ ବନ୍ତଳା ଥାନା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଆମ୍ବୁଲାନ୍ସ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣ ବାଇକ ଆରୋହୀ ଗୁରୁତର ହୋଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ଜରପଡା ଥାନା ଜରଡ଼ା ଗ୍ରାମର ତିନି ଜଣ ଯୁବକ ଗତକାଲି ରାତିରେ କୌଣସି କାମରେ ବନ୍ତଳା…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୬ଷ୍ଠ ପୁଣ୍ୟତିଥି ପାଳିତ

ଖୋର୍ଦ୍ଧା: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଆସାମର ପୂର୍ବତନ ରାଜ୍ୟପାଳ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୬ଷ୍ଠ ପୂଣ୍ୟତିଥି ଆଜି ସ୍ଥାନୀୟ ଜାନକୀ ବଲ୍ଲଭ ସ୍ମୃତି ଉଦ୍ୟାନରେ ପାଳିତ ହୋଇଯାଇଛି । ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର…
ଅଧିକ ଖବର ଦେଖନ୍ତୁ...

ନିଆରା ମଣିଷ ସନ୍ତୋଷ; ଭିନ୍ନକ୍ଷମ ହେଲେ ବି ଅନ୍ୟ ପାଇଁ ଉଦାହରଣ

ଜୟପୁର(ଜ୍ଞାନଚାନ୍ଦ ଜଗନ୍ନାଥ): ‘‘ମୁଁ କାହା ଉପରେ ‌ବୋଝ ହେବାକୁ ପସନ୍ଦ କରେ ନାହିଁ। ଯଦି ପିମ୍ପୁଡିଟିଏ ନିଜ ଖାଦ୍ୟ ନିଜେ ଯୋଗାଡ କରୁଛି ତେବେ ମଣିଷ ଜନ୍ମ ହୋଇ ମୁଁ କାହିଁକି ପାରିବିନାହିଁ। ବଞ୍ଚିଥିବା ପର୍ଯ୍ୟନ୍ତ କାହରି ଉପରେ ନିର୍ଭର ନକରି ନିଜେ ରୋଜଗାର କରି ଚଳିବି।’’ ଏଭଳି…
ଅଧିକ ଖବର ଦେଖନ୍ତୁ...

ମ୍ୟାଚ ଜିତିଲା ଚେନ୍ନାଇ କିନ୍ତୁ ହୃଦୟ ଜିତିଲେ କମିନ୍ସ

ମୁମ୍ବାଇ : ମ୍ୟାଚ ଜିତିଲା ଚେନ୍ନାଇ କିନ୍ତୁ ହୃଦୟ ଜିତିଲେ କମିନ୍ସ । ଚେନ୍ନାଇ ଦ୍ବାରା ଧାର୍ୟ଼୍ୟ ୨୨୧ରନର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯ଼ାଇ ୩୧ରନରେ ୫ଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା କୋଲକାତା । ଲାଗୁଥିଲା କୋଲକତା ଆତ୍ମସମର୍ପଣ କରିବ । କିନ୍ତୁ ଲଢେଇ କରିଥିଲେ ଦିନେଶ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ଗ୍ରାମାଞ୍ଚଳ କରୋନାର ୨ୟ ଲହର: ଦୈନିକ ସଂକ୍ରମଣ ୬୮ 

ଖୋର୍ଦ୍ଧା: ଖୋର୍ଦ୍ଧା ଗ୍ରାମାଞ୍ଚଳରେ କରୋନା ଭୂତାଣୁ ସଂକ୍ରମଣର ଦ୍ୱିତୀୟ ଲହର ତୀବ୍ରଗତିରେ ବଢ଼ିଚାଲିଛି । ଗତକାଲି ଦୈନିକ ସଂକ୍ରମଣ ୫୩ ଥିବା ବେଳେ ଆଜି ଏହା ବୃଦ୍ଧି ପାଇ ୬୮ ହୋଇଛି । ଜିଲ୍ଲା ଆପାତ୍କାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଆଜି ଦୈନିକ ଚିହ୍ନଟ ହୋଇଥିବା ୬୮ ଜଣ…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀ ସହିତ ରାସ୍ତାରେ ଯାଉଥିବା ବେଳେ ହଠାତ ବ୍ୟକ୍ତିଙ୍କ ଫୋନରେ ଲାଗିଲା ନିଆଁ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଫୋନ ସମସ୍ତଙ୍କ ପାଇଁ ଜରୁରୀ ହୋଇଗଲାଣି। କରୋନାକାଳରେ ତ ଅନଲାଇନ କ୍ଲାସ ପାଇଁ ଛୋଟ ପିଲାଙ୍କ ହାତରେ ଭଳିକି ଭଳି ସ୍ମାର୍ଟଫୋନ ଦେଖିବାକୁ ମିଳୁଛି। କିନ୍ତୁ ଅନେକ ସମୟରେ ଏହି ଫୋନ ମଣିଷର ମୃତ୍ୟୁର କାରଣ ବି ହୋଇଥିବାର ଘଟଣା ସାମ୍ନାକୁ ଆସିଛି।…
ଅଧିକ ଖବର ଦେଖନ୍ତୁ...

ହର୍ଷ ଗୋୟେଙ୍କା ଗାଣିତିକ ସୂତ୍ର ସେୟାର କରି ଲେଖିଛନ୍ତି, ଏଥିରେ ବୟସ ମିଶାନ୍ତୁ ଆଉ ପାଆନ୍ତୁ ମଜାଦାର ଉତ୍ତର

ନୂଆଦିଲ୍ଲୀ: ଆରପିଜି ଇଣ୍ଟରପ୍ରାଇଜର୍ସର ଅଧ୍ୟକ୍ଷ ତଥା ଶିଳ୍ପପତି ହର୍ଷ ଗୋୟେଙ୍କା ସୋସିଆଲ ମିଡିଆରେ ଖୁବ ସକ୍ରିୟ ରହିଥାଆନ୍ତି। ଏଥିର ସେ ଗଣିତର ଏକ ସୂତ୍ର ସେୟାର କରିଛନ୍ତି। ଯାହାକୁ ସମାଧାନ କରିବା ପରେ ମଜାଦାର ଉତ୍ତର ବାହାରୁଛି। ସୋସିଆଲ ମିଡିଆରେ ତାଙ୍କର ଏହି ଟୁଇଟ ଭାଇରାଲ ହେବାରେ…
ଅଧିକ ଖବର ଦେଖନ୍ତୁ...

ପୁଣି ଗୋଠଛଡ଼ା ଦନ୍ତାର ଉତ୍ପାତ, ଘର ଭାଙ୍ଗିଲା

ବାଂଶପାଳ: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ବିଜେପି ରେଞ୍ଜର ଅଡ଼ାଳ ଓ ଗୋପପୁର ଗ୍ରାମରେ ପଶି ଗୋଠ ଛଡ଼ା ଦନ୍ତା ହାତୀଟି ଗତକାଲି ରାତିରେ ଆତଙ୍କ ଖେଳାଇଛି।କିଛି ମାସର ବ୍ୟବଧାନ ପରେ ୯ ଟିକିଆ ହାତୀ ପଲରୁ ଏକୁଟିଆ ଘୂରି ବୁଲୁଥିବା ଦନ୍ତାଟି ପୁଣି ଲେଉଟି ଥିବାରୁ ଅଂଚଳବାସୀ ଭୟଭୀତ…
ଅଧିକ ଖବର ଦେଖନ୍ତୁ...

ସିଭିଲ ଇଞ୍ଜିନିୟରରୁ କବାଡ଼ିବାଲା, ମାସକୁ ରୋଜଗାର କରୁଛନ୍ତି ୭୦ହଜାର

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ବହୁସଂଖ୍ୟକ ଲୋକ ଚାକିରି ହରାଇଛନ୍ତି । ଏହି କାରଣରୁ, ସମଗ୍ର ବିଶ୍ୱରେ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ମଧ୍ୟ ହେଉଛନ୍ତି। କିନ୍ତୁ ଏଭଳି କିଛି ଲୋକ ଅଛନ୍ତି ଯେଉଁମାନେ ବିପର୍ଯ୍ୟୟରୁ ସୁଯୋଗ ଖୋଜିଛନ୍ତି ଏବଂ ନିଜର ବ୍ୟବସାୟ ଆରମ୍ଭ କରିଛନ୍ତି। ଏହି…
ଅଧିକ ଖବର ଦେଖନ୍ତୁ...