Daily Archives

April 22, 2021

୫ବର୍ଷ ହେଲା ଅଧାପନ୍ତରିଆ ଝଞ୍ଜାବତୀ ପୋଲ ନିର୍ମାଣ କାର୍ଯ୍ୟ; ଜୁନ୍ ସୁଦ୍ଧା ସମ୍ପୂର୍ଣ୍ଣ ନହେଲେ ଚୁକ୍ତିନାମା ରଦ୍ଦ

ନାରାୟଣପାଟଣା: କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକ୍ ଅନ୍ତର୍ଗତ ସୀମାନ୍ତବର୍ତ୍ତୀ ଆଲମଣ୍ଡା ନିକଟ ଦେଇ ବୋହି ଯାଇଥିବା ଝଞ୍ଜାବତୀ ନଦୀ ଉପରେ ପୋଲ ନିର୍ମାଣ କାର୍ଯ୍ୟ ପ୍ରାୟ ୫ବର୍ଷ ତଳେ ଆରମ୍ଭ ହୋଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଅଧା ବି ଶେଷ ହୋଇନଥିବାରୁ ସଂପୂର୍ଣ୍ଣ ହେବାରେ ଆଶଂକା…
ଅଧିକ ଖବର ଦେଖନ୍ତୁ...

କରୋନା ଆଁ’ରେ ମୟୂରଭଞ୍ଜ, ପଶ୍ଚିମବଙ୍ଗ ପଟୁ ପୁଣି ବଢ଼ିଲା ବିପଦ

ବାରିପଦା : କରୋନା ଆଁ’ରେ ପଡ଼ିଛି ମୟୂରଭଞ୍ଜ। ଆଜି ଜିଲ୍ଲାରୁ ୧୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକି ଗତବର୍ଷ ନଭେମ୍ବର ମାସ ପରେ ସର୍ବାଧିକ ବୋଲି ଜଣାପଡ଼ିଛି । ଏଥିସହିତ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୫,୪୯୮ରେ ପହଞ୍ଚିଛି । ଗତକାଲି ସୁଦ୍ଧା ୧୪,୬୫୭ ଜଣ…
ଅଧିକ ଖବର ଦେଖନ୍ତୁ...

କାଳବୈଶାଖୀରେ ବ୍ୟାପକ କ୍ଷୟକ୍ଷତି

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର, ତେଲକୋଇ, ହରିଚନ୍ଦନପୁର ଉପଖଣ୍ଡରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି। ଏହାର ପ୍ରଭାବରରେ ଆନନ୍ଦପୁରରେ ବର୍ଷା ସାଙ୍ଗକୁ ଝଡ଼ତୋଫାନ୍ ମଧ୍ୟ ଅନୁଭୂତ ହୋଇଛି। ସକାଳ ୭ଟାରେ ହଠାତ୍ ଆକାଶରେ ମେଘ ଢାଙ୍କିଥିବାବେଳେ ଚାରିଆଡେ ଅନ୍ଧକାର ହୋଇ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ରାଲିକୁ ନେଇ ନିର୍ବାଚନ କମିସନଙ୍କ କଡା ଆଭିମୁଖ୍ୟ; ସାଇକେଲ, ବାଇକ ଶୋଭାଯାତ୍ରା ଉପରେ ଲଗାଇଲେ ରୋକ

ନୂଆଦିଲ୍ଲୀ: ଦେଶରେ ସମସ୍ତ ପ୍ରକାର ପ୍ରଚାର ରାଲି, ପଦଯାତ୍ରା ଓ ରୋଡ ସୋ-କରିବା ମନା । ପ୍ରଚାର ବେଳେ ବିଭିନ୍ନ ରାଜନୈତିକ ଦଳ କୋଭିଡ କଟକଣା ନମାନିବାରୁ ନିର୍ବାଚନ କମିସନ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଦେଶରେ ଏଣିକି ସାଇକେଲ ରାଲି, ପଦଯାତ୍ରା ଓ ବାଇକ ରାଲିକୁ ଅନୁମତି ଦିଆଯିବ ନାହିଁ…
ଅଧିକ ଖବର ଦେଖନ୍ତୁ...

ଗୋ ଚାଲାଣ ବୃଦ୍ଧି: ଗାଁରେ ଡ଼େରା ପକାଇଲେ ଦଲାଲ

ଜୟପୁର: ଗତ କିଛି ମାସ ହେବ ଗୋରୁ ଚାଲାଣ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଜିଲ୍ଲାର ବିଭିନ୍ନ ଗାଁ ଗୁଡ଼ିକରେ ଏବେ ଗାଇ ଦଲାଲମାନେ ଡ଼େରା ପକାଇ ରହୁଛନ୍ତି। ଏମାନେ ଗାଁରୁ ହିଁ ଗାଇ, ବଳଦ ଆଦିକୁ ମୁଲଚାଲ କରି କିଣି ନେଉଛନ୍ତି। କମ୍ ଦାମରେ କିଣି ଏହାକୁ ବ୍ୟବସାୟୀମାନଙ୍କୁ ଚଢ଼ାଦରରେ…
ଅଧିକ ଖବର ଦେଖନ୍ତୁ...

ଦୁଃଖଦ ଘଟଣା: ମା’ କରୋନା ସଂକ୍ରମିତ ହୋଇ ଆଖିବୁଜିଲା ପରେ ଝିଅ ପାଞ୍ଚ ମହଲାରୁ ଡେଇଁ କଲା ଆତ୍ମହତ୍ୟା

ଭୋପାଳ: କରୋନା ମହାମାରୀ ଏମିତି ସମୟ ଦେଖାଇବ ବୋଲି କେହି ସ୍ବପ୍ନରେ ସୁଦ୍ଧା ଭାବି ନଥିଲେ। ଏହି ସଂକ୍ରମଣ ବୃଦ୍ଧି ପାଉଥିବାରୁ ଲୋକେ ପୋକମାଛି ଭଳି ମରୁଥିବା ଦେଖିବାକୁ ମିଳୁଛି। ମଧ୍ୟପ୍ରଦେଶର ରାୟସେନ ଜିଲ୍ଲା ମଣ୍ଡିଦୀପରେ ମା’ର କରୋନାରେ ମୃତ୍ୟୁ ହୋଇଥିବା ଖବର ପାଇ ୨୩ବର୍ଷୀୟ…
ଅଧିକ ଖବର ଦେଖନ୍ତୁ...

ଗଡ଼ଖୋର୍ଦ୍ଧା ଠାରୁ ୨ ଭାଲୁ ଛୁଆ ଉଦ୍ଧାର, ବନ୍ୟଜନ୍ତୁ ଚୋରା ରାକେଟ୍ ସନ୍ଦେହ 

ଖୋର୍ଦ୍ଧା: ଆଜି ଅପରାହ୍ଣରେ ଚନ୍ଦକା ବନାଂଚଳ ଗଙ୍ଗପଡ଼ା ଠାରେ ୫ଟି ଭାଲୁଛୁଆକୁ ଉଦ୍ଧାର କରାଯାଇଥିଲା। ସଂଧ୍ୟାରେ ଖୋର୍ଦ୍ଧା ଉପଖଣ୍ଡ ଖୋର୍ଦ୍ଧା ବନାଂଚଳ ଅଧୀନ ଗଡ଼ଖୋର୍ଦ୍ଧାରୁ ଆଉ ୨ଟି ଭାଲୁ ଛୁଆକୁ ଉଦ୍ଧାର କରାଯିବା ପରେ ଖୋର୍ଦ୍ଧା ଅଂଚଳରୁ ବନ୍ୟଜନ୍ତୁ ଚୋରା ଚାଲାଣ ନେଇ ସନ୍ଦେହ ଘନୀଭୂତ…
ଅଧିକ ଖବର ଦେଖନ୍ତୁ...

ପଡ଼ିକଲଙ୍କ ବିସ୍ଫୋରକ ଶତକ, ରାଜସ୍ଥାନକୁ ୧୦ ଓ୍ବିକେଟରେ ହରାଇଲା ବାଙ୍ଗାଲୋର

ମୁମ୍ବାଇ : ଚଳିତ ଆଇପିଏଲରେ ବାଙ୍ଗାଲୋର ଦଳ ନିଜର ଅପରାଜେୟ ମାନ୍ୟତା ବଜାୟ ରଖିଛି । ଆଜି ଖେଳାଯ଼ାଇଥିବା ରାଜସ୍ଥାନ ବିପକ୍ଷ ମ୍ୟାଚରେ ଦଳ ୧୦ ଓ୍ବିକେଟରେ ବିଜୟୀ ହୋଇଛି । ରାଜସ୍ଥାନ ପକ୍ଷରୁ ୧୭୮ ରନର ଏକ ଲଢୁଆ ଲକ୍ଷ୍ୟ ରଖାଯ଼ାଇଥିଲେ ମଧ୍ୟ ଦେବୀଦତ୍ତ ପଡ଼ିକଲଙ୍କ ବିସ୍ଫୋରକ ଶତକ…
ଅଧିକ ଖବର ଦେଖନ୍ତୁ...

ଡାକ୍ତର ଫେସବୁକରେ ଲେଖିଥିଲେ ଏହା ମୋର ଶେଷ ଗୁଡ଼ମର୍ଣ୍ଣିଂ, ୩୬ଘଣ୍ଟା ମଧ୍ୟରେ କରୋନାରେ ବୁଜିଲେ ଆଖି

ନୂଆଦିଲ୍ଲୀ: ସମଗ୍ର ଦେଶରେ କରୋନାସ୍ଥିତି ଚିନ୍ତାର କାରଣ ପାଲଟିଛି। କରୋନା ସଂକ୍ରମଣ ହେତୁ ପରିସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି।  କରୋନାରେ ସଂକ୍ରମିତ ହୋଇ ଅନେକ ଡାକ୍ତରଙ୍କର  ମୃତ୍ୟୁ ବି ହୋଇଛି। ନିକଟରେ ମୁମ୍ବାଇର ଜଣେ ଡାକ୍ତର ଫେସବୁକରେ ଲେଖିଥିଲେ, ହୋଇପାରେ ଏହାର ମୋର…
ଅଧିକ ଖବର ଦେଖନ୍ତୁ...

ଅବକାରୀ ଚଢାଉ: ୧୨୦ ଲିଟର ଦେଶୀ ମଦ ଜବତ

ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ଅବକାରୀ ବିଭାଗ ଦ୍ଵାରା ବିଭିନ୍ନ ସ୍ଥାନ ଚଢ଼ାଉ କରି ବିପୁଳ ପରିମାଣର ପୋଚ ଏବଂ ଦେଶୀ ମଦ ଜବତ କରିବା ସହ ନଷ୍ଟ କରାଯାଇଛି। ଅବକାରୀ ବିଭାଗ ତରଫରୁ ନିୟମିତ ପେଟ୍ରୋଲିଂ ସମୟରେ ବୈପାରିଗୁଡା ଥାନା ଅନ୍ତର୍ଗତ ହାଟଖୁଡୁପି, ଘସର୍ଡା, ପୂଜାରୀପୁଟ…
ଅଧିକ ଖବର ଦେଖନ୍ତୁ...