Daily Archives

April 22, 2021

ବିବାହର ୯ବର୍ଷ ପରେ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇ ଶ୍ବଶୁରଙ୍କୁ ବିବାହ କଲା ବୋହୂ !

ନୂଆଦିଲ୍ଲୀ: ଆମେରିକାରେ ଜଣେ ମହିଳା ସ୍ବାମୀଙ୍କଠାରୁ ଛାଡ଼ପତ୍ର ନେବା ପରେ ଶ୍ବଶୁରଙ୍କୁ ବିବାହ କରିଥିବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପ୍ରକାଶିତ ରିପୋର୍ଟ ମୁତାବକ, କେଣ୍ଟୁକି ସହରରେ ରହୁଥିବା ଏରିଆ କ୍ବିଗ୍ଲି ନାମକ ମହିଳାଙ୍କ ବୟସ ୩୧ବର୍ଷ। ସେ  ତାଙ୍କ ୬୦ବର୍ଷୀୟ…
ଅଧିକ ଖବର ଦେଖନ୍ତୁ...

ମୟୂର ସେଲକେ ପୁଣି ପ୍ରଶଂସିତ ! ମୃତ୍ୟୁ ମୁଖରୁ ଶିଶୁକୁ ବଞ୍ଚାଇ ପାଇଥିବା ପୁରସ୍କାର ରାଶିକୁ ଦିବ୍ୟାଙ୍ଗ ମହିଳାଙ୍କୁ…

ମୁମ୍ବାଇ: କିଛି ଦିନ ତଳେ ବନଗନୀ ଷ୍ଟେସନରେ ଜଣେ ପିଲା ନିଜର ଦୃଷ୍ଟିହୀନ ମା’ ସହିତ ଯାଉଥିଲା। ଏହି ସମୟରେ ପିଲାଟି ପ୍ଲାଟଫର୍ମରୁ ରେଳ ଧାରଣାକୁ ଖସି ପଡିଥିଲା। ଏତିକି ବେଳେ ସାମ୍ନାରୁ ଦ୍ରୁତ ଗତିରେ ଟ୍ରେନ ବି ମାଡ଼ି ଆସୁଥିଲା। ତେବେ ଦେବଦୂତ ସାଜି ମୟୂର ସେଲକେ ସେହି ସମୟରେ ଶିଶୁକୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ନିଜର ବିଚାରକୁ ନିର୍ଭୀକ ଭାବେ ବ୍ୟକ୍ତ କରନ୍ତୁ। ଧୀରେ କୁହନ୍ତୁ, କିନ୍ତୁ ସ୍ପଷ୍ଟ ରୂପେ କୁହନ୍ତୁ। ଘରର କୌଣସି ନୂଆ ଦାୟିତ୍ବ ସମ୍ଭାଳିବେ। ବକେୟା ଅର୍ଥ ପାଇବେ। ବୃଷ: ଘରେ ସନ୍ତୁଷ୍ଟି ଭରା ଦିନଟିଏ ଅତିବାହିତ କରିବେ। ସ୍ବାଦିଷ୍ଠ ଭୋଜନ କରିବେ। ବ୍ୟବସାୟ କାମରେ ପରିବାର…
ଅଧିକ ଖବର ଦେଖନ୍ତୁ...

କରୋନା ଭୟରେ ଭିଟାମାଟିକୁ ଫେରୁଥିବା ବେଳେ ଅଧାରାସ୍ତାରେ ବସି ରହିଥିଲା ଯମ, ନେଇଗଲା ପ୍ରବାସୀଙ୍କ ଜୀବନ

କୋରାପୁଟ: ଅଧରାସ୍ତାରେ ଫେରନ୍ତା ପ୍ରବାସୀଙ୍କ ମୃତ୍ୟୁ । କରୋନା ମହାମାରୀ ଯୋଗୁଁ କାମ ବନ୍ଦ ହୋଇଯିବା ପରେ ଜୀବନ ବିକଳରେ ଭିଟାମାଟିକୁ ଫେରୁଥିଲେ । ହେଲେ ଘରେ ପହଂଚିବା ଆଗରୁ ଅଧରାସ୍ତାରେ ଚାଲିଗଲା ଜୀବନ । ସ୍ୱାମୀଙ୍କ ମୃତଦେହ ପାଖରେ ଏକାକି ଚାହିଁ ରହିଗଲେ ପତ୍ନୀ । ସ୍ୱାମୀ-ସ୍ତ୍ରୀ ଦୁହେଁ…
ଅଧିକ ଖବର ଦେଖନ୍ତୁ...

‘ଦୟାକରି ଅକ୍ସିଜେନ ଯୋଗାଡ଼ କରି ଦିଅନ୍ତୁ, ନହେଲେ ମୋ ବାପାଙ୍କୁ ବାହାର କରି ଦେବେ’ ବୋଲି କହି ହସ୍ପିଟାଲ ଆଗରେ…

ନୂଆଦିଲ୍ଲୀ: ସମଗ୍ର ଦେଶରେ କରୋନା ମାମଲା ହୁହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ଏହି ମହାମାରୀ ସହିତ ଏଣିକି ହସ୍ପିଟାଲରେ ଅକ୍ସିଜେନ ଓ ଔଷଧର ସଙ୍କଟ ବି ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶଠାରୁ ଆରମ୍ଭ କରି ପଶ୍ଚିମବଙ୍ଗ, ମହାରାଷ୍ଟ୍ର ପତ୍ୟେକ ସ୍ଥାନରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ମେ ୧ରୁ ୫ ମଧ୍ୟରେ ଶୀର୍ଷ ଛୁଇଁ ପାରେ କରୋନା ସଂକ୍ରମଣ; ଗାଣିତିକ ମଡେଲ ଆଧାରରେ ଆଇଆଇଟି କାନପୁରର…

ଭୁବନେଶ୍ୱର: ଦେଶରେ ହୁ ହୁ ହୋଇ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ କେବେ ଏହା ଶୀର୍ଷରେ ପହଞ୍ଚିବ ଏବଂ କେବେ ତଳକୁ ଖସିବ, ଏ ନେଇ ଏବେ ସବୁ ମହଲରୁ ଆକଳନ ଚାଲିଛି। ତେବେ, ଆଇଆଇଟି କାନପୁରର ବିଶେଷଜ୍ଞ ଦଳ, ଏକ ଗାଣିତିକ ମଡେଲ ଆଧାରରେ କରୋନା ଗ୍ରାଫ୍‌ ସଂପର୍କରେ ପୂର୍ବାନୁମାନ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ବାଙ୍ଗାଲୋର ଆଗରେ ୧୭୮ ରନର ଲକ୍ଷ୍ୟ ରଖିଲା ରାଜସ୍ଥାନ

ମୁମ୍ବାଇ : ଆଜି ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ-୨୦୨୧ର ୧୬ତମ ମ୍ୟାଚରେ ବାଙ୍ଗାଲୋର ଆଗରେ ୧୭୮ ରନର ବିଜୟ ଲକ୍ଷ୍ୟ ରଖିଛି ରାଜସ୍ଥାନ । ଆଜି ବାଙ୍ଗାଲୋର ଟସ ଜିତି ରାଜସ୍ଥାନକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ମାତ୍ର ରାଜସ୍ଥାନ ପ୍ରାରମ୍ଭିକ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ଆର୍ମି ହସ୍ପିଟାଲରେ ଶଯ୍ୟା ନମିଳିବାରୁ ଚଣ୍ଡିଗଡ଼ ଯାଉଥିବା ବାଟରେ ମୃତ୍ୟୁବରଣ କଲେ କରୋନା ଆକ୍ରାନ୍ତ ଥିବା…

ନୂଆଦିଲ୍ଲୀ: ଶଯ୍ୟା ନମିିଳିବାରୁ ପୁଣି ଚାଲିଗଲା ଆଉ ଏକ ଜୀବନ। ଶଯ୍ୟା ଖୋଜୁ ଖୋଜୁ ଉଡ଼ିଗଲା କରୋନା ଆକ୍ରାନ୍ତ ଥିବା ଅବସରପ୍ରାପ୍ତ ବ୍ରିଗେଡିୟରଙ୍କ ପ୍ରାଣବାୟୁ। ଦିଲ୍ଲୀର ଆର୍ମି ହସ୍ପିଟାଲରେ ଶଯ୍ୟା ନମିଳିବାରୁ ତାଙ୍କୁ ଚଣ୍ଡିଗଡ଼ ହସ୍ପିଟାଲକୁ ନିଆଯାଉଥିଲା। ହେଲେ ଚଣ୍ଡିଗଡ଼ରେ ପହଞ୍ଚିବା…
ଅଧିକ ଖବର ଦେଖନ୍ତୁ...

ପିଡ଼ି ମହେଶ୍ବର ନାଏକଙ୍କ ବଦଳି ବାତିଲ୍ ଦାବି; ବନ୍ଦ ଡାକରାରେ କାଶୀପୁର ଠପ୍ 

ରାୟଗଡ଼ା: ମାସେ ନ ପୁରୁଣୁ ପିଡିଙ୍କୁ ବଦଳି କରି ଦିଆଗଲା। ରାଜନୈତିକ ଚାପରେ ସରକାର ଏହି ପଦକ୍ଷେପ ନେଇଛନ୍ତି। ଜଣେ ସଚ୍ଚୋଟ ଅଫିସରଙ୍କ ରାତି ଅଧିଆ ବଦଳିକୁ କାଶୀପୁରବାସୀ ଦୃଢ଼ ନିନ୍ଦା ସହ ପ୍ରତିବାଦ କରୁଛୁ। ସରକାର ନିଷ୍ପତ୍ତିରେ ପରିବତ୍ତର୍ତନ ନ କଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗରେ ୬ଷ୍ଠ ପର୍ଯ୍ୟାୟ ଭୋଟଗ୍ରହଣ : ୭୯ % ମତଦାନ

କୋଲକାତା : ପଶ୍ଚିମବଙ୍ଗରେ ଆଜି ୬ଷ୍ଠ ପର୍ଯ୍ୟାୟ ନିର୍ବାଚନ କାଁ ଭାଁ ହିଂସାକାଣ୍ଡ ସହ ଶେଷ ହୋଇଛି । ନିର୍ବାଚନ କମିଶନ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ସଂଧ୍ୟା ୫ଟା ସୁଦ୍ଧା  ୭୯ ପ୍ରତିଶତ ମତଦାନ ହୋଇଛି । ଆଜି ରାଜ୍ୟର ୪୩ଟି ନିର୍ବାଚନ ମଣ୍ଡଳୀରେ ଭୋଟଗ୍ରହଣ ହୋଇଥିଲା । ଏହି…
ଅଧିକ ଖବର ଦେଖନ୍ତୁ...