Monthly Archives

April 2021

କରୋନା ପାଇଁ ଭାରତ ବଦଳରେ ୟୁଏଇରେ ହୋଇପାରେ ଟି -୨୦ ବିଶ୍ୱକପ!

ନୂଆଦିଲ୍ଲୀ: ଯଦି ଭାରତରେ କରୋନା ମହାମାରୀ ନିୟନ୍ତ୍ରଣକୁ ନ ଆସେ, ତେବେ ଚଳିତ ବର୍ଷର ଆଇସିସି ଟି -୨୦ ବିଶ୍ୱକପ ୨୦୨୧ ୟୁଏଇକୁ ଯାଇପାରେ। ବିସିସିଆଇ ଏ ସମ୍ପର୍କରେ ସୂଚନା ଦେଇଛି। ଏହି ବର୍ଷ ଟି -୨୦ ବିଶ୍ୱକପ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ | କିନ୍ତୁ ଦେଶରେ କରୋନା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କର ଧ୍ୟାନ ଆଧ୍ୟାତ୍ମିକ ବିଷୟ ପ୍ରତି ଆକର୍ଷିତ ହେବ। ପ୍ରତିଟି କାମରେ ନିଜକୁ ଯୋଗ୍ୟ ପ୍ରମାଣିତ କରିବେ। ବ୍ୟବସାୟରେ ପୂର୍ବରୁ ନେଇଥିବା ନିଷ୍ପତ୍ତି ଲାଭପ୍ରଦ ହେବ। ବୃଷ: ସାରାଦିନ କାମରେ ବ୍ୟସ୍ତ ରହିବେ। ଉପରିସ୍ଥ କର୍ମଚାରୀଙ୍କ ଠାରୁ ଆପଣଙ୍କୁ ପ୍ରଶଂସା ମିଳିପାରେ। ଅର୍ଥ…
ଅଧିକ ଖବର ଦେଖନ୍ତୁ...

ଖତ ଖାଉଛି ସିଟି ବସ: ପୁଣି ଆଉ ଏକ ଚିଠି ଦେଲା କେନ୍ଦ୍ର ପରିବହନ ମନ୍ତ୍ରଳାୟ, ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦେଶ 

ଜୟପୁର: ଜୟପୁରରେ ଖତ ଖାଉଥିବା ସିଟିବସକୁ ନେଇ  କେନ୍ଦ୍ରସରକାର ମୁଣ୍ଡ ପୁରାଇ ପ୍ରଥମ ଚିଠି ଦେଇଥିଲେ। ଏବେ ପୁଣି ରାଜ୍ୟ ସରକାର ଓ ପରିବହନ ବିଭାଗ କଣ ପଦକ୍ଷେପ ନେଇଛନ୍ତି ତାହାର ଉତ୍ତର ଦେବାକୁ ପୁଣି ଆଉ ଗୋଟିଏ ଚିଠି କରିଛନ୍ତି। ତୁରନ୍ତ ପଦକ୍ଷେପ ନେବାକୁ ରାଜ୍ୟ ପରିବହନ କମିଶନରଙ୍କୁ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବରରେ ପହଞ୍ଚିଲା ଦେଢ ଲକ୍ଷ କୋଭାକ୍ସିନ ଟିକା

ଭୁବନେଶ୍ବର : ୩ୟ ପର୍ଯ୍ୟାୟ ଟିକାକରଣ ପାଇଁ ଓଡ଼ିଶାରେ ପହଞ୍ଚିଛି ପ୍ରାୟ ଦେଢ ଲକ୍ଷ କୋଭାକ୍ସିନ ଟିକା । ଏସବୁ ଟିକାକୁ ରାଜ୍ୟ ସରକାର ଖରିଦ କରିଛନ୍ତି । ଓଡ଼ିଶା ସରକାରଙ୍କ ଅର୍ଡର ପରେ ଭାରତ ବାୟୋଟେକ୍ ପକ୍ଷରୁ ପ୍ରଥମ କନସାଇନମେଣ୍ଟ ପଠାଯାଇଛି । ଏହି ଟିକା ୧୮-୪୪ ବର୍ଷ ବୟସ ବର୍ଗରେ…
ଅଧିକ ଖବର ଦେଖନ୍ତୁ...

୪ କ୍ବିଣ୍ଟାଲ୍ ଗଞ୍ଜେଇ ସହ ଟ୍ରକ ଜବତ

ରାୟଗଡ଼ା : ଗଞ୍ଜେଇ ଧରପଗଡ଼ରେ ରାୟଗଡ଼ା ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ଚୋରା ଚାଲାଣ ହେଉଥିବା ୪ କ୍ବିଣ୍ଟାଲ୍ ୩୧ କେଜି ଗଞ୍ଜେଇ ସହ ଅବକାରୀ ବିଭାଗ ଏକ ଟ୍ରକକୁ ଜବତ କରିଛି। ଟ୍ରକ୍ ଡ୍ରାଇଭର, ହେଲପର କୌଶଳକ୍ରମେ ଫେରାର ହୋଇଯାଇଛନ୍ତି। ୩୨୬ ନଂ ଜାତୀୟ ରାଜପଥର ପେଣ୍ଟା ଛକ ରାସ୍ତା…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ବାଙ୍ଗାଲୋର ଆଗରେ ୧୮୦ରନର ବିଜୟ ଲକ୍ଷ୍ୟ ରଖିଲା ପଂଜାବ

ଅହମଦାବାଦ : ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୧ର ୨୬ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଗରେ ୧୮୦ ରନର ବିଜୟ ଲକ୍ଷ୍ୟ ରଖିଛି ପଞ୍ଜାବ କିଙ୍ଗସ । ଆଜି ବାଙ୍ଗାଲୋର ଦଳ ଟସ ଜିତି ପଂଜାବକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପଂଜାବ ଇନିଂସର…
ଅଧିକ ଖବର ଦେଖନ୍ତୁ...

କରୋନା ମହାମାରୀକୁ ନେଇ ମୋଦୀଙ୍କୁ ଚିଠି ଲେଖିଲେ ଜିନପିଙ୍ଗ, ସ୍ଥିତିକୁ ନେଇ ଜଣାଇଲେ ସହାନୁଭୂତି

ନୂଆଦିଲ୍ଲୀ: କରୋନା ଭାଇରସ୍ ମହାମାରୀରେ ଭାରତକୁ ସାହାଯ୍ୟ କରିବା ପରିବର୍ତ୍ତେ ଚିକିତ୍ସା ଉପକରଣ ଯୋଗାଣରେ ବାଧା ସୃଷ୍ଟି କରୁଥିବା ଚୀନ୍ ଦେଖାଣିଆ ସମବେଦନା ଜଣାଇଛି। ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଭାରତରେ କରୋନା ମୃତ୍ୟୁକୁ ସମବେଦନା…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରୁ ସୁସ୍ଥ ହେଲେ ୫୦୧୪ଜଣ କରୋନା ଆକ୍ରାନ୍ତ; ଏଯାବତ ସୁସ୍ଥ ସଂଖ୍ୟା ୩୮୫୪୧୪ରେ ପହଞ୍ଚିଛି

ଭୁବନେଶ୍ବର: ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟରୁ ୫୦୧୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଖୋର୍ଧାରୁ ୬୯୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୫୧୨, ନବରଙ୍ଗପୁରରୁ ୪୦୫, ନୂଆପଡ଼ାରୁ…
ଅଧିକ ଖବର ଦେଖନ୍ତୁ...

କରୋନାରେ ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ମୃତ୍ୟୁ, ନେଇଥିଲେ ପ୍ରଥମ ଡୋଜ ଟିକା

ବନ୍ତଳା :ଅନୁଗୁଳ ବ୍ଲକ ବନ୍ତଳା ଅଞ୍ଚଳରେ ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ସେ ପ୍ରଥମ ଡୋଜ ଟିକା ନେଇଥିବାବେଳେ ଆଉ କିଛି ଦିନ ପରେ ୨ୟ ଡୋଜ ଟିକା ନେଇଥାନ୍ତେ । ପ୍ରାପ୍ତ ସୂଚନା ଅନୁଯାୟୀ ବନ୍ତଳା ପଞ୍ଚାୟତ ଜରାଓରପୁର ଗ୍ରାମର ଅବସର…
ଅଧିକ ଖବର ଦେଖନ୍ତୁ...

ଚଉଠି ରାତିରେ ଆସିଲା ଜ୍ୱର, ବିବାହର ୭୨ ଘଣ୍ଟା ପରେ କରୋନାରେ ସ୍ୱାମୀଙ୍କର ମୃତ୍ୟୁ

ଲଖନଉ: କରୋନା ଛଡାଇନେଲା ନବବଧୂଙ୍କ ମଥାରୁ ସିନ୍ଦୁର | ବିବାହର ମାତ୍ର ୭୨ ଘଣ୍ଟା ମଧ୍ୟରେ ସଧବାରୁ ବିଧବା କରାଇଦେଲା କରୋନା | ଆଜି ଆମେ ଆପଣଙ୍କୁ ଏମିତି ଏକ କାହାଣୀ କହିବୁ ଯାହାକି ଆପଣଙ୍କ ଆଖିକୁ ବି ଲୁହରେ ଭିଜାଇଦେବ | ଉତ୍ତରପ୍ରଦେଶ ବିଜନୋରରେ ଏଭଳି ଏକ ଘଟଣା ଘଟିଛି | ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...