Monthly Archives

May 2021

ମୃତ୍ତିକା ସଂରକ୍ଷଣ ତାଲିମ ପ୍ରତିଷ୍ଠାନ ୭ ବର୍ଷ ହେଲା ବନ୍ଦ, ଟ୍ରେନିଂ ପାଇଁ ଭୁବନେଶ୍ବର ଯାଉଛନ୍ତି ଛାତ୍ରଛାତ୍ରୀ

କୋରାପୁଟ: ଅବିଭକ୍ତ କୋରାପୁଟ ଜିଲ୍ଲା ପାଇଁ ମୃତ୍ତିକା ସଂରକ୍ଷଣ ତାଲିମ ପ୍ରତିଷ୍ଠାନ ଭାବେ ଏକ ମାତ୍ର କୋରାପୁଟ ଜିଲ୍ଲାରେ ରହିଥିଲା। ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓ ଷ୍ଟାଫଙ୍କର ଅଦୂରର୍ଶୀତା ହେତୁ ୭ ବର୍ଷ ହେଲା ବନ୍ଦ ପଡିଛି। ଏହିଠାରୁ ଶିକ୍ଷା ଗ୍ରହଣ କରି ଅବିଭକ୍ତ କୋରାପୁଟ…
ଅଧିକ ଖବର ଦେଖନ୍ତୁ...

କୋଭିଡ ସନ୍ଦେହ‌ରେ ୧୮ ଘଣ୍ଟା ପଡ଼ିଲା ଶବ

କେନ୍ଦୁଝର : ୧୮ ଘଣ୍ଟା ଶବ ପଡ଼ିରହିବାକୁ ନେଇ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ପ୍ରକାଶ ପାଇଛି। ଏପରିକି ପରିବାର ଲୋକ ଏବଂ ଡାକ୍ତରଖାନା କର୍ମଚାରୀଙ୍କ ମଧ୍ୟରେ ଠେଲାପେଲା ମଧ୍ୟ ହୋଇଛି। ମୃତକ ଜଣକ ହେଲେ ତୁରୁମୁଙ୍ଗା ଥାନା ବାଉଁଶୁଳି ଗୋପାଳିଆ ସାହିର ସଲିମ କୁମାର ନାଏକ (୩୫)।…
ଅଧିକ ଖବର ଦେଖନ୍ତୁ...

ଅସହ୍ୟ ହେଉଛି କରୋନା ଦୁଃଖ, ୨୪ ଘଣ୍ଟାରେ ଆଖି ବୁଜିଲେ ବାପା-ପୁଅ

ରାୟଗଡ଼ା: ରାୟଗଡ଼ାରେ କରୋନା ଯନ୍ତ୍ରଣା ଅସହ୍ୟ ହେବାରେ ଲାଗିଛି। ଦ୍ବିତୀୟ ଲହରୀରେ ଜିଲ୍ଲାର ମୃତ୍ୟୁ ହାର ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ରବିବାର ଜିଲ୍ଲାରେ ୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା। ଗତ ୨୪ ଘଣ୍ଟାରେ ପୁଣି ୨ ଜଣଙ୍କ ମୁଣ୍ଡ ନେଇଛି କରୋନା। ରାୟଗଡ଼ା ସହରର ବିଶିଷ୍ଟ ସୁନା…
ଅଧିକ ଖବର ଦେଖନ୍ତୁ...

ରୋଗୀଙ୍କୁ ଟେଲି ପରାମର୍ଶ ଯୋଗାଉଛି ସୁନ୍ଦରଗଡ଼ ଓ ରାଉରକେଲା ହେଲ୍ପଲାଇନ୍

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ପରିଚାଳନା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଜିଲ୍ଲା ହେଲ୍ପଲାଇନ୍ ଏବଂ ରାଉରକେଲା କୋଭିଡ୍ ହେଲ୍ପଲାଇନ୍। ଏହା ଜରିଆରେ ବିଭିନ୍ନ ବିଷୟରେ ଲୋକଙ୍କୁ ସୂଚନା ଓ ପରାମର୍ଶ ଦିଆଯାଉଛି। ବିଶେଷକରି ହୋମ୍ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କ…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍ ମାଲିକ ସଂଘ- ପ୍ରଶାସନ ବିବାଦ: ବାହାରୁ ଟ୍ରକ୍ ଅଣାଯାଇ ଉଠାଗଲା ହିତାଧିକାରୀଙ୍କ ଚାଉଳ

ଖୋର୍ଦ୍ଧା: ବାତ୍ୟା ୟାସକୁ ଦୃଷ୍ଟିରେ ରଖି ରାଜ୍ୟ ଖାଦ୍ୟ ଯୋଗଣ ଓ ଖାଉଟି କଲ୍ୟାଣ ବିଭାଗ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଆଦିର ହିତାଧିକାରୀଙ୍କୁ ମେ' ଓ ଜୁନ୍ ମାସର କୋଟା ସହ ଅତିରିକ୍ତ ୨ ମାସର ଚାଉଳ ଦେବା ପାଇଁ ଘୋଷଣା କରିଥିଲେ । କିନ୍ତୁ ଜଟଣୀ ଟ୍ରକ୍…
ଅଧିକ ଖବର ଦେଖନ୍ତୁ...

ଦୋକାନ କାନ୍ଥ ଭାଙ୍ଗି ମଦ ନେଇଗଲେ

ବ୍ୟାସନଗର : ଯାଜପୁରରୋଡ୍‌ ଥାନା ଅନ୍ତର୍ଗତ ଚୋରଦା ବାଇପାସ୍ ରାସ୍ତାକଡ଼ରେ ଥିବା ସିଦ୍ଧାର୍ଥ ବାର୍‌ରୁ ମଦ ଚୋରି ହୋଇଥିବା ନେଇ ବିକାଶ ମହାପାତ୍ର ଅଭିଯୋଗ କରିଛନ୍ତି। କରୋନା କଟକଣାରେ ଅଫ୍‌ଲାଇନ ମଦ ବିକ୍ରି ବନ୍ଦ ଥିବାବେଳେ ଅନଲାଇନ୍‌ରେ ବେପାର ଚାଲିଛି। ସରକାରୀ ନିୟମ ଅନୁଯାୟୀ ଗତ ମେ'…
ଅଧିକ ଖବର ଦେଖନ୍ତୁ...

କୋରାପୁଟ ଓ ଜୟପୁରରେ ହେବ ଅକ୍ସିଜେନ୍ ପ୍ଲାଣ୍ଟ: ମୁଖ୍ୟ ଶାସନ ସଚିବଙ୍କ ଜୟପୁର ଗସ୍ତ

ଜୟପୁର: ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜୟପୁର ଗସ୍ତରେ ଆସି କୋରାପୁଟ ଜିଲ୍ଲାର କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି। କୋରାପୁଟ ଜିଲ୍ଲାରେ କୋଭିଡ୍ ସଂକ୍ରମିତ ସଂଖ୍ୟା ହ୍ରାସ ସହିତ ରୋଗୀଙ୍କ ଚିକିତ୍ସା ଓ ମହାମାରୀରୁ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସହ…
ଅଧିକ ଖବର ଦେଖନ୍ତୁ...

ପରିବେଶ ଉପରେ ପର୍ଯ୍ୟବେସିତ ପ୍ରଥମ ମ୍ୟୁଜିକ ଭିଡିଓ “ସମୁଦ୍ର ମନ୍ଥନ’

ଭୁବନେଶ୍ୱର: ଲୋକପ୍ରିୟ ଭାଇରାଲ୍ ମ୍ୟୁଜିକ ଭିଡିଓ “ଐଗିରି ନନ୍ଦୀନି'ର ପ୍ରଡକ୍ସନ ହାଉସ୍ ଅରୋମିରା ଏଣ୍ଟରଟେନମେଣ୍ଟ ପକ୍ଷରୁ ଚର୍ଚ୍ଚିତ କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କ ସହ ସହଯୋଗିତା ସ୍ଥାପନ କରି ରୋମାଂଚଳ ମ୍ୟୁଜିକ ଭିଡିଓ "ପୃଥିବୀ ମନ୍ଥନ’ ପ୍ରସ୍ତୁତ କରାଯାଇଛି । ଶିବ ତାଣ୍ଡବ ସ୍ତ୍ରୋତମ ଓ…
ଅଧିକ ଖବର ଦେଖନ୍ତୁ...

୭ ଗୋରୁ ବୋଝେଇ ପିକ୍‌ଅପ୍ ଜବତ, ୧୭ ଗିରଫ

ତେଲକୋଇ : ତେଲକୋଇ ଥାନା ପୁଲିସ ଗତକାଲି ବିଳମ୍ବିତ ରାତିରେ ତୋଲକୋଇ ‌ବଜାର ଛକରୁ ୭ଟି ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ କରିବା ସହ ୬୧ଟି ଗୋରୁ ଉଦ୍ଧାର କରିଛି। ବେଆଇନ ଗୋ' ଚାଲାଣ ମାମଲାରେ ପୁଲିସ ୧୭ଜଣଙ୍କୁ ଗିରଫ କରିଛି। ସମସ୍ତ ଅଭିଯୁକ୍ତ ମୟୂରଭଞ୍ଜ ଅଞ୍ଚଳର ବୋଲି ପୁଲିସ…
ଅଧିକ ଖବର ଦେଖନ୍ତୁ...

ହସ୍ପିଟାଲରୁ ଘରକୁ ଫେରୁଥିବା ବେଳେ ମହିଳା ହେଲେ ଦୁଷ୍କର୍ମର ଶିକାର

ନୂଆଦିଲ୍ଲୀ: ଆସାମର ଚରାଇଦେବ ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ହସ୍ପିଟାଲରୁ ଘରକୁ ଫେରୁଥିବା ବେଳେ ଦୁଇଜଣ ପୁରୁଷଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଛନ୍ତି। ପୀଡିତା ମହିଳାଙ୍କ କହିବାନୁସାରେ, ଅସୁସ୍ଥ ହୋଇ ସେ ଗତ ସପ୍ତାହେ ହେବ ଗାଁଠାରୁ ୨୫କିମି ଦୂର…
ଅଧିକ ଖବର ଦେଖନ୍ତୁ...
AdBlock Detected

Looks like you are using an ad-blocking browser extension. We request you to whitelist our website on the ad-blocking extension and refresh your browser to view the content.