Daily Archives

May 1, 2021

ଏହି ଘରୋଇ ଉପାୟରେ ବେକରୁ କଳା ଦାଗ ଦୂରେଇ ଦିଅନ୍ତୁ

ବେକରେ କଳା ଦାଗ ସମସ୍ୟା ସାଧାରଣତଃ ନାରୀ, ପୁରୁଷ ଓ ଛୋଟ ପିଲାଙ୍କ ମଧ୍ୟରେ ଦେଖାଦେଇଥାଏ। ଏହି ସମସ୍ୟାରୁ ଦୂରେଇବା ପ‌ାଇଁ ସଭିଏଁ ଭିନ୍ନ ଭିନ୍ନ ଉପଚାର ଆପଣାଇଥାନ୍ତି। ହେଲେ ଆମେ ଘରେ ରହି ଘରୋଇ ସାମଗ୍ରୀ ଦ୍ବାରା ଏହି ସମସ୍ୟାକୁ ଦୂରେଇ ପାରିବା। ସେଥିପାଇଁ ପ୍ରଥମେ ବେକରେ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ପୋଲାର୍ଡଙ୍କ ବିସ୍ଫୋରକ ବ୍ୟାଟିଂ, ରୋମାଞ୍ଚକର ମ୍ୟାଚରେ ୪ ଓ୍ବିକେଟରେ ଜିତିଲା ମୁମ୍ବାଇ

ନୂଆଦିଲ୍ଲୀ : ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୧ର ୨୭ତମ ମ୍ୟାଚର ରୋମାଞ୍ଚକର ପରିସମାପ୍ତି ଘଟିଛି । ମୁମ୍ବାଇ ଚେନ୍ନାଇକୁ ୪ ଓ୍ବିକେଟରେ ପରାସ୍ତ କରିଛି । ଶେଷ ଓଭରରେ ୧୬ ରନ ଦରକାର ହେଉଥିବାବେଳେ କେରନ ପୋଲାର୍ଡଙ୍କ ବିସ୍ଫୋରକ ବ୍ୟାଟିଂ ଯ଼ୋଗୁଁ ମୁମ୍ବାଇ ବିଜୟୀ…
ଅଧିକ ଖବର ଦେଖନ୍ତୁ...

ଆଇସୋଲେସନରେ ଥିବା ସତ୍ତ୍ୱେ ନିଜ କ୍ଲିନିକରେ ରୋଗୀ ଦେଖିଲେ ଡାକ୍ତର

ଚଣ୍ଡୀଗଡ଼:କୋଭିଡ ପଜିଟିଭ ଚିହ୍ନଟ ପରେ ଡାକ୍ତରଙ୍କୁ ହୋମ ଆଇସୋଲେସନରେ ପଠାଗଲା, ତେବେ ପଞ୍ଜାବର ଜଣେ ଡାକ୍ତର ସଙ୍ଗରୋଧରେ ଥିବାବେଳେ ନିୟମ ନ ମାନି ନିଜ କ୍ଲିନିକ ଚଳାଉଥିଲେ | ଫେସବୁକ୍ ଏବଂ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ଡାକ୍ତର ଯିଏ କୋଭିଡ୍…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ରାଜ୍ୟ ସରକାର କରିପାରନ୍ତି ବଡ଼ ଘୋଷଣା 

ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟ ସରକାର କରିପାରନ୍ତି ବଡ଼ ଘୋଷଣା। ରବିବାର ଦିନ ୧୦ଟାରେ ରାଜ୍ୟର ମୁଖ୍ୟ ଶାସନ ସଚିବ ପ୍ରେସମିଟ୍ କରି ଏହି ଘୋଷଣା କରିବେ। କୋଭିଡ୍ ପରିଚାଳନା ନେଇ ମୁଖ୍ୟ ଶାସନ ସଚିବ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ। ତେବେ ଏହି ସମୟରେ କେଉଁ ନିଷ୍ପତ୍ତି ନିଆଯିବ,…
ଅଧିକ ଖବର ଦେଖନ୍ତୁ...

ୱାର୍ଡସଭ୍ୟାଙ୍କ ସ୍ୱାମୀଙ୍କୁ ପେଟ୍ରୋଲ ଢାଳି ପୋଡ଼ିଦେବାକୁ ଉଦ୍ୟମ

ଖୋର୍ଦ୍ଧା: ନୂଆଗାଁ ପଥରବନ୍ଧ ଗାଁରେ ଗତକାଲି ରାତିରେ ପମ୍ପ ହାଉସରେ ଶୋଇଥିବା ବେଳେ ୱାର୍ଡସଭ୍ୟାଙ୍କ ସ୍ୱାମୀ ରମେଶ ବେହେରାଙ୍କୁ କେହି ଦୁର୍ବୃତ୍ତ ପେଟ୍ରୋଲ ଢାଳି ପୋଡ଼ିଦେବାକୁ ଉଦ୍ୟମ କରିଛନ୍ତିI ଏଥିରେ ରମେଶ ଆହତ ହୋଇଛନ୍ତିI ଘଟଣା ସମ୍ପର୍କରେ ଟାଙ୍ଗି ପୁଲିସ ତଦନ୍ତ ଆରମ୍ଭ କରିଛି।
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ାରେ ୫୦୦ ବେଡ୍ କୋଭିଡ ହସ୍ପିଟାଲ୍ ନିର୍ମାଣ ପାଇଁ  ଅନୁରୋଧ  କଲେ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ…

ଝାରସୁଗୁଡ଼ା: ଦେଶ ସାରା ଏବେ କରୋନାର  ଦ୍ଵିତୀୟ ଲହରୀ ଚାଲିଛି। ଓଡ଼ିଶାର ସମସ୍ତ ଜିଲ୍ଲା ବିଶେଷ କରି  ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରେ କରୋନା ସଂକ୍ରମଣ ଖୁବ୍ ଜୋରରେ ବ୍ୟାପି ଚାଲିଛି। ଏହି ସମୟରେ ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାର ଖୁବ୍ କମ୍ ପରିମାଣରେ ଟେଷ୍ଟ  ହେଉଛି ଓ ଟେଷ୍ଟ…
ଅଧିକ ଖବର ଦେଖନ୍ତୁ...

ଦେଶର ମାତ୍ର ୧.୯୭ ପ୍ରତିଶତଙ୍କୁ ଦିଆଯାଇପାରିଛି ଟିକାର ଦୁଇଟି ଡୋଜ 

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢିଚାଲିଥିବାବେଳେ ଟିକାକରଣ ବି ଚାଲିଛି | ତେବେ କରୋନା ଟିକା ଦେବା କ୍ଷେତ୍ରରେ କେନ୍ଦ୍ର ଶାସିତ ଅଂଚଳ ଲଦାଖ ଶ୍ରେଷ୍ଠ ପ୍ରଦର୍ଶନକାରୀ ଭାବରେ ବିବେଚନା କରାଯାଉଛି | ଲଦାଖ ଏପର୍ଯ୍ୟନ୍ତ ଏହାର ଜନସଂଖ୍ୟାର ସର୍ବାଧିକ ଲୋକଙ୍କୁ କୋଭିଡ-୧୯ ଟିକା…
ଅଧିକ ଖବର ଦେଖନ୍ତୁ...

ଶ୍ରମିକ ଦିବସରେ ସରକାରଙ୍କୁ ବାଟଚଲା ଶ୍ରମିକଙ୍କ ପ୍ରଶ୍ନ; ଆମ ରାଜ୍ୟରେ କାମ ଦେବ ‌ନା ପର ରାଇ‌ଜେ ମୁଣ୍ଡ ବିକିବୁ?

ସହର ପାଇଁ ଶ୍ରମିକ ନା ଶ୍ରମିକ ପାଇଁ ସହର ? ଶ୍ରମିକ ନଥିଲେ ହୁଏତ ଗଢା ହୋଇନଥାନ୍ତା ସହର, ଆଉ ବିନା ସହରରେ ବଞ୍ଚିବା ଶ୍ରମିକ ପାଇଁ ମୁସକିଲ ହୋଇପଡିଥାନ୍ତା । କାମଧନ୍ଦା ମିଳିନଥାନ୍ତା, ପେଟ ପୋଷି ହୋଇନଥାନ୍ତା… ସେଇଥି ପାଇଁ ତ ସହର ଓ ଶ୍ରମିକ ଉଭୟ ପରିପୂରକ । ଶ୍ରମିକ ସହର ସଜାଏ, ସହରକୁ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ କର୍ପୋରେଟରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର

କଟକ: କଟକ ମଙ୍ଗଳବାଗସ୍ଥିତ ବଣିଆ ସାହି ଅଂଚଳର ପୂର୍ବତନ କର୍ପୋରେଟର ଲୁଲୁ କିଶୋର ବସ୍ତିଆଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର। ବଣିଆ ସାହି ଅଂଚଳରେ ବୈଦ୍ୟନାଥ ଔଷଧ ଦୋକାନ ରହିଛି। ଖବର ପାଇ ମଙ୍ଗଳବାଗ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘର ସିଲ କରିଥିବା ବେଳେ ଆସନ୍ତାକାଲି…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇ ଆଗରେ ୨୧୯ ରନର ଲକ୍ଷ୍ୟ ରଖିଲା ଚେନ୍ନାଇ

ନୂଆଦିଲ୍ଲୀ : ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୧ର ୨୭ତମ ମ୍ୟାଚରେ ମୁମ୍ବାଇ ଆଗରେ ୨୧୯ ରନର ବିଶାଳ ଲକ୍ଷ୍ୟ ରଖିଛି ଚେନ୍ନାଇ ସୁପର କିଙ୍ଗସ । ଆଜି ମୁମ୍ବାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଚେନ୍ନାଇ ସୁପରକିଙ୍ଗସ ଆରମ୍ଭରୁ ଋତୁରାଜ…
ଅଧିକ ଖବର ଦେଖନ୍ତୁ...