Daily Archives

May 2, 2021

ମାଛ ଧରିବାକୁ ଯାଇ ମଝି ନଈରେ ଫସିଲେ ବୃଦ୍ଧ: ଉଦ୍ଧାର କଲା ଅଗ୍ନିଶମ ବିଭାଗ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ପଡିଆ ବ୍ଲକ ଅନ୍ତର୍ଗତ କମାରଗୁଡା ନିକଟରେ ବହିଯାଉଥିବା ସାବେରୀ ନଦୀରେ ଜଣେ ବୃଦ୍ଧ ଫସି ରହିଥିବା ବେଳେ ପଡିଆ ଅଗ୍ନିଶମ ବିଭାଗର କର୍ମଚାରୀ ବୃଦ୍ଧଙ୍କୁ ଉଦ୍ଧାର କରିଥିଲେ। ଘଟଣା ଅନୁଯାୟୀ ପ୍ରତିଦିନ ଭଳି ଗତକାଲି ମଧ୍ୟ କମାରଗୁଡା ଗ୍ରାମର ଗଙ୍ଗା…
ଅଧିକ ଖବର ଦେଖନ୍ତୁ...

ପୁରୀ ଦଶାବତାର ମଠରେ ପ୍ରତିଷ୍ଠା ହେବ ଜୟଦେବଙ୍କ ପ୍ରତିମୂର୍ତ୍ତି

ବାଲିଅନ୍ତା: ଆସନ୍ତା ୧୫ ତାରିଖରେ ପବିତ୍ର ଜୟଦେବ ଜୟନ୍ତୀ ଅବସରରେ ପୁରୀ ଗୁଣ୍ଡିଚା ମନ୍ଦିର ନିକଟସ୍ଥ ଦଶାବତାର ମଠରେ ମହାନ କବି ଶ୍ରୀ ଜୟଦେବଙ୍କର ଏକ ପ୍ରସ୍ତର ନିର୍ମିତ ପ୍ରତିମୂର୍ତ୍ତି ସ୍ଥାପନ ହେବ ବୋଲି ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟର ସଂପାଦକ ପ୍ରଫୁଲ ଚନ୍ଦ୍ର ତ୍ରିପାଠୀ ଜଣାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ପଂଜାବକୁ ୭ ଓ୍ବିକେଟରେ ହରାଇଲା ଦିଲ୍ଲୀ

ଅହମଦାବାଦ : ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୧ର ୨୯ତମ ମ୍ୟାଚରେ ଦିଲ୍ଲୀ ପଂଜାବକୁ ୭ ଓ୍ବିକେଟରେ ହରାଇଦେଇଛି । ଦିଲ୍ଲୀ ପକ୍ଷରୁ ଶିଖର ଧଓ୍ବନ ୬୯ ରନ, ପୃଥ୍ବୀ ସ’ ୩୯ ରନ କରିଥିଲେ । ସେହିପରି ଷ୍ଟିଭେନ ସ୍ମିଥ ୨୪ ରନ ଓ ଋଷଭ ପନ୍ତ ୧୪ ରନ କରିଥିଲେ । ଆଜି…
ଅଧିକ ଖବର ଦେଖନ୍ତୁ...

ଖୁସି ଖବର: କରୋନାକୁ ହରାଇଲା ୬ମାସର ଶିଶୁ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ହେତୁ ଦେଶରେ ଯେଉଁଭଳି ପରିସ୍ଥିତି ସୃଷ୍ଟି ହୋଇଛି ଲୋକଙ୍କ ମନରେ ଏକ ପ୍ରକାର ଭୟ ଖେଳି ଯାଇଛି। ପିଲାଙ୍କ ଠାରୁ  ବୃଦ୍ଧ କେହି ବି ଏହି କରୋନା ପ୍ରକୋପରୁ ବଞ୍ଚି ପାରୁ ନାହାନ୍ତି। ବିଶେଷଜ୍ଞମାନେ ବାରମ୍ବାର ଲୋକମାନଙ୍କୁ ସଚେତନ କରି କହୁଛନ୍ତି, ଭୟ…
ଅଧିକ ଖବର ଦେଖନ୍ତୁ...

ସଟଡାଉନରେ ଦୋକାନ ଖୋଲା, ଦୁଇ ହଜାର ଟଙ୍କା ଜରିମାନା ଆଦାୟ

ଭୁବନ: ରାଜ୍ୟରେ ମହାମାରୀ କରୋନାର ଦ୍ବିତୀୟ ଲହର ବେଶ ମାରାତ୍ମକ ରୂପ ନେଉଥିବା ପରିଲକ୍ଷିତ ହୋଇଛି । ଏଥିପାଇଁ ରାଜ୍ୟବ୍ୟାପୀ ଶନିବାର ଓ ରବିବାର ସପ୍ତାହାନ୍ତ ସଟ୍ ଡାଉନ୍ ଘୋଷଣା ହୋଇଛି। ଫଳରେ ଆଜି ଦ୍ବିତୀୟ ସପ୍ତାହରେ ଏହି ନିୟମକୁ ଅନେକ ସମୟରେ କିଛି ବ୍ୟବସାୟୀ ଖାମଖିଆଲ ମଣୁଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଆମ୍ବୁଲାନ୍ସ ଚାଳକଙ୍କ ସହଯୋଗରେ ସ୍ତ୍ରୀଙ୍କ ଶେଷକୃତ୍ୟ ସଂପନ୍ନ କଲେ ସ୍ବାମୀ

ଆନନ୍ଦପୁର: ମୃତ୍ୟୁ ପରେ ଶ୍ମଶାନକୁ ଯିବାପାଇଁ ମିଳିଲାନି ଚାରି କାନ୍ଧ। କରୋନା ସନ୍ଦେହରେ ଗ୍ରାମବାସୀ ସହଯୋଗ ନ କରିବାରୁ ଜଣେ ମହିଳାଙ୍କ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି ତାଙ୍କ ସ୍ବାମୀ ଓ ଆମ୍ବୁଲାନ୍ସ ଚାଳକ। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍‌…
ଅଧିକ ଖବର ଦେଖନ୍ତୁ...

୭୯୦ଆମ୍ପୁଲ ପେଣ୍ଟାଜୋସିନ୍ ନିଶା ଇଂଜେକ୍ସନ୍ ଜବତ: ମାଷ୍ଟର ମାଇଣ୍ଡ ସହ ୩ଏଜେଣ୍ଟ ଗିରଫ

ଜୟପୁର: କଲିକତାରୁ ଜୟପୁରକୁ ଲମ୍ବିଥିବା ନିଶା ଇଂଜେକ୍ସନ କାରାବାରର ପର୍ଦ୍ଧାପାସ କରିଛି ଜୟପୁର ଟାଉନପୁଲିସ । ମାଷ୍ଟରମାଇଣ୍ଡ ସହ ଆଉ ୩ଜଣ ଅଭିଯୁକ୍ତ ଏଜେଣ୍ଟଙ୍କୁ ଗିରଫ କରିଛି। ଏମାନେ ହେଲେ ସୁନାବେଡ଼ାର ସୁଶାନ୍ତ ମହାନ୍ତି, ଜୟପୁରର ରାମ ହରିଜନ, ନବୀନ ରାଉତ, ଦିଲ୍ଲୀପ କୁମାର ହନ୍ତାଳ।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କର ପ୍ରତିଟି କାମ ସହଜରେ ସଂପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ମଜଭୁତ ହେବ। ସମ୍ବନ୍ଧରେ ସୁଧାର ଆଣିବା ଲାଗି ଦିନଟି ଭଲ। ସ୍ବାସ୍ଥ୍ୟ ଠିକ୍ ରହିବ। ବୃଷ: ଆପଣଙ୍କ ମନ ପୂଜାପାଠରେ ଅଧିକ ଲାଗିବ। ଲାଗି ରହିଥିବା ଅଶାନ୍ତି ସମାପ୍ତ ହୋଇଯିବ। ବେପାର ବୃଦ୍ଧି ପାଇଁ କୌଣସି ବଡ଼ କଂପାନି…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ଆହତ ହାବିଲଦାରଙ୍କ ମୃତ୍ୟୁ

ଆନନ୍ଦପୁର: ଦୁର୍ଘଟଣାରେ ଆହତ ଆନନ୍ଦପୁର ଅଗ୍ନିଶମ ବିଭାଗର ହାବିଲଦାର ପୂର୍ଣ୍ଣଚନ୍ଦ୍ର ମୁର୍ମୁ (୫୦)ଙ୍କ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନା ଅନୁସାରେ, ମାର୍ଚ୍ଚ ୨୩ ତାରିଖରେ ପୂର୍ଣ୍ଣଚନ୍ଦ୍ର ବାଇକ୍‌ରେ ଆନନ୍ଦପୁରରୁ ନିଜ ଘର ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼କୁ ଯାଉଥିବାବେଳେ କରଞ୍ଜିଆ ନିକଟରେ…
ଅଧିକ ଖବର ଦେଖନ୍ତୁ...

ମୋଟୁ ସୀମା ଦେଇ ଫେରୁଛନ୍ତି ଶତାଧିକ ପ୍ରବାସୀ; ହାଇଦ୍ରାବାଦରୁ ମାଲକାନଗିରି ଆସି ଫସିଗଲେ ଶହ ଶହ ପ୍ରବାସୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଆନ୍ଧ୍ରକୁ ସୀମାକୁ ଲାଗି ରହିଥିବା ମୋଟୁ ରାସ୍ତା ଦେଇ ପ୍ରତିଦିନ ଶହଶହ ପ୍ରବାସୀ ମାଲକାନଗିରି ସମେତ ଅନ୍ୟ ଜିଲ୍ଲା ଏବଂ ଅନ୍ୟ ରାଜ୍ୟକୁ ଯାଉଥିବା ଦେଖିବାକୁ ମିଳିଛି। ପ୍ରତିଦିନ ଆନ୍ଧ୍ର ପଟରୁ ମୋଟୁ ସୀମାନ୍ତରେ ପ୍ରବାସୀ ମାନଙ୍କୁ ଛାଡି ଗାଡି…
ଅଧିକ ଖବର ଦେଖନ୍ତୁ...