Daily Archives

May 3, 2021

ଜିଲୁଣ୍ଡିକୁ ମାଇକ୍ରୋ କ‌ନ୍‌‌ଣ୍ଟେମେଣ୍ଟ ଘୋଷଣା 

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ୍ ଜିଲୁଣ୍ଡି ଗ୍ରାମର ମୁଖ୍ୟ ରାସ୍ତାକୁ ପ୍ରାଶାସନ ପକ୍ଷରୁ ମାଇକ୍ରୋ କ‌ନ୍‌‌ଣ୍ଟେମେଣ୍ଟ ଜୋନା ଘୋଷଣା କରାଯାଇଛି। ଗ୍ରାମର ମୁଖ୍ୟ ରାସ୍ତା ପେଟ୍ରାଲ୍ ପମ୍ପ ନିକଟ ସାମ୍ନାରେ ଥିବା ଜନବସତିକୁ ମାଇକ୍ରୋ କ‌ନ୍‌‌ଣ୍ଟେମେଣ୍ଟ ଘୋଷଣା କରାଯିବା ସହ…
ଅଧିକ ଖବର ଦେଖନ୍ତୁ...

ଷ୍ଟେସନରେ ଯାତ୍ରୀଙ୍କ ସୁରକ୍ଷା ଲାଗି ବିଶେଷ ବ୍ୟବସ୍ଥା

ରାଉରକେଲା: କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ ପାଇଁ ରାଉରକେଲା ଷ୍ଟେସନରେ ଯାତ୍ରୀମାନଙ୍କ ସୁରକ୍ଷା ଲାଗି ପ୍ରଶାସନ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଇଛି। ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଆଦି ଉପରେ ଗୁରୁତ୍ୱ ଦିଆଯିବା ସହିତ ବାହାରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ ନଜର…
ଅଧିକ ଖବର ଦେଖନ୍ତୁ...

୫୦ ଫୁଟ୍‌ ତଳକୁ ଖସିପଡ଼ିଲା କଣ୍ଟେନର୍‌

ବସ୍ତା: ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥ ମଥାନୀଠାରେ ଏକ କଣ୍ଟେନର୍‌ ଦୁର୍ଘଟଣାଗ୍ରସ୍ତ ହୋଇ ୫୦ ଫୁଟ୍‌ ତଳକୁ ଖସିପଡ଼ିଛି। ଗତକାଲି ସନ୍ଧ୍ୟାରେ ତିନୋଟି ଗାଡ଼ି ଆଗପଛ ହୋଇ ଯାଉଥିବାବେଳେ ମଥାନୀଠାରେ ଉକ୍ତ କଣ୍ଟେନରଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଦୋକାନ ଆଡ଼କୁ ମାଡ଼ି ଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

ଚା’ ହୋଇ ସାରିବା ପରେ ବଳି ପଡ଼ୁଥିବା ଚା’ ପତିକୁ ଫିଙ୍ଗି ଦେଉଛନ୍ତି କି, ଜାଣନ୍ତୁ ଏହାର ଉପକାରିତା ବିଷୟରେ

ସାଧାରଣତଃ ଚା’ ପିଇବାକୁ ସମସ୍ତେ ଭଲ ପାଆନ୍ତି। ତେବେ ଏହା ଅତ୍ୟଧିକ ପିଇବା ଦ୍ବାରା ଶରୀରପକ୍ଷେ କ୍ଷତି ବୋଲି ଡାକ୍ତର ପରାମର୍ଶ ଦେଇଥାଆନ୍ତି। ଅନେକ ଲୋକ ଚା’ ବନାଇବା ପରେ ଚା’ପତିଙ୍କୁ ପିଙ୍ଗି ଦେଇଥାଆନ୍ତି। କିନ୍ତୁ ଏହି ଚା’ପତିରେ ବି ଅନେକ ଉପକାରିତା ଗୁଣ ରହିଛି। ଚାହା ପତିରେ…
ଅଧିକ ଖବର ଦେଖନ୍ତୁ...

ହାଏରେ କରୋନା, ଏମିତି ବି ଦୃଶ୍ୟ ତତେ ଦେଖାଇବାର ଥିଲା

ଭୁବନେଶ୍ବର: କରୋନା ମହାମାରୀ ହେତୁ ପ୍ରତିଦିନ କୁଢକୁଢ ଶବ ମଶାଣିକୁ ଯାଉଛି, ଶିଶୁ-ଯୁବକ-ବୟସ୍କ ପ୍ରାୟ ସମସ୍ତେ କରୋନା ଆକ୍ରାନ୍ତ ହେଉଛନ୍ତି ।  ଏଭଳି ସମୟରେ କେତେକ ହୃଦୟବିଦାରକ ଘଟଣା ଓ ଦୃଶ୍ୟ ସାମ୍ନାକୁ ଆସିଛି। ଏଇ ଯେମିତି କଳାହାଣ୍ଡି କୋକସରା ବ୍ଲକ ଛିଲପାମାଲ ଗାଁର କ୍ଷୀରୋଦ ନାୟକ…
ଅଧିକ ଖବର ଦେଖନ୍ତୁ...

ଲକଡାଉନ ହେତୁ କୂଅ ଭିତରେ ବିବାହ କଲେ ବର-କନ୍ୟା

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣର ଦ୍ବିତୀୟ ଲହର ଭୟାବହ ପରିସ୍ଥିତି ସୃଷ୍ଟି କରିଛି। ପ୍ରତିଦିନ ୪ଲକ୍ଷ କରୋନା ମାମଲା ସାମ୍ନାକୁ ଆସୁଥିବା ବେଳେ ହଜାରଲୋକଙ୍କ ମୃତ୍ୟୁ ହେଉଛି। ତେଣୁ ସଂକ୍ରମଣ ବୃଦ୍ଧି ନହେବା ପାଇଁ ଅନେକ ରାଜ୍ୟରେ ଲକଡାଉନ ଓ ସଟଡାଉନ ଭଳି ପ୍ରତିବନ୍ଧକ ଲଗାଯାଇଛି।…
ଅଧିକ ଖବର ଦେଖନ୍ତୁ...

ଲକଡାଉନ ପୂର୍ବରୁ ମଦ ପାଇଁ ଦୋକାନ ସାମ୍ନାରେ ଲୋକଙ୍କ ଲାଗିଲା ପ୍ରବଳ ଭିଡ

ଭୁବନେଶ୍ବର: ଆଗକୁ ଲକଡାଉନ ଥିବା ହେତୁ ମଦଦୋକାନ ଆଗରେ ଲୋକଙ୍କ ଲମ୍ବା ଧାଡ଼ି ଲାଗିଛି।। ରାଜଧାନୀର ବିଭିନ୍ନ ମଦଦୋକାନ ଆଗରେ ଲକଡାଉନ ଆଗରୁ ମଦ କିଣିବାକୁ ଲୋକଙ୍କ ଗହଳି ଦେଖିବାକୁ ମିଳିଛି । ବର୍ତମାନ ସରକାର ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଘରୁ ବାହାରକୁ ଯିବାକୁ ଅନୁରୋଧ କରୁଛନ୍ତି…
ଅଧିକ ଖବର ଦେଖନ୍ତୁ...

ହୃଦୟସ୍ପର୍ଶୀ ଦୃଶ୍ୟ: କରୋନାରୁ ସୁସ୍ଥ ହେବା ପରେ ଡାକ୍ତରଙ୍କୁ ଧରି ଭୋଭୋ ହୋଇ କାନ୍ଦୁଛନ୍ତି ବୃଦ୍ଧା

ନୂଆଦିଲ୍ଲୀ: କରୋନା ମହାମାରୀ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାରି ଭିତରେ ଅନେକ ନିଜର ଆତ୍ମୀୟଙ୍କୁ ହରାଇ ସାରିଲେଣି। କରୋନା ମହାମାରୀ ହେତୁ ପ୍ରତିଦିନ ଯେଉଁଭଳି ଘଟଣା/ଦୃଶ୍ୟ ସାମ୍ନାକୁ ଆସୁଛି ତାହା ଦେଖି ମନରେ କୋହ ଭରି ଯାଉଛି। ଡାକ୍ତରମାନେ ବି ରୋଗୀଙ୍କୁ ପାରୁ ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

କରୋନା କଟକଣା ଉଲ୍ଲଂଘନ; ମାର୍କେଟ୍ କଂମ୍ପେକ୍ସ ସହ ୫୧ ଦୋକାନ ସିଲ

ଖୋର୍ଦ୍ଧା: ୫ ତାରିଖରୁ ଜିଲ୍ଲାରେ ୧୫ ଦିନିଆ ଲକ୍‌ଡ଼ାଉନ ଆରମ୍ଭ ହେବ। ତେବେ ଲକ୍‌ଡ଼ାଉନ ପୂର୍ବରୁ ସାମଗ୍ରୀ କିଣାବିକା ପାଇଁ ଦୋକାନ ବଜାରେ ଲୋକମାନେ ଭିଡ଼ ବଢ଼ିଯାଇଛି। ମାସ୍କ ଲାଗାଇବା, ସାମାଜିକ ଦୂରତା ରଖିବା ଆଦି ନିୟମକୁ ଖୋଲା ଉଲ୍ଲଂଘନ କରୁଛନ୍ତି। ଆଜି ଏଭଳି ଉଲ୍ଲଂଘନ କରିଥିବାରୁ ପୌର…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନଗୁଡ଼ିକରେ ମେ’ ମାସରେ ହେବାକୁ ଥିବା ସବୁ ଅଫଲାଇନ ପରୀକ୍ଷା ବାତିଲ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣର ଦ୍ରୁତ ବୃଦ୍ଧି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସବୁ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନରେ ମେ ମାସରେ ହେବାକୁ ଥିବା ସବୁ ଅଫଲାଇନ ପରୀକ୍ଷାକୁ ବାତିଲ କରିବାକୁ ନିର୍ଦ୍ଦେଶ ଦିଆଯ଼ାଇଛି । ଏସବୁ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...