Daily Archives

May 3, 2021

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଜୀବନରେ କିଛି ପରିବର୍ତ୍ତନ ଆଣିବା ଲାଗି ଚିନ୍ତା କରିବେ। ଦୈନିକ କାର୍ଯ୍ୟରେ ପୂର୍ଣ୍ଣରୂପେ ସଫଳତା ପାଇବେ। ସ୍ବାସ୍ଥ୍ୟ ଠିକ୍ ରହିବ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ। ବୃଷ: ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଅବିବାହିତଙ୍କ ଲାଗି…
ଅଧିକ ଖବର ଦେଖନ୍ତୁ...

ମଦ ବୋଝେଇ ସ୍କୁଟି ଜବତ, ୨ ଗିରଫ

ରାଉରକେଲା: ଲକଡାଉନ୍ ଘୋଷଣା ପରେ ଆଜି ରାଉରକେଲା ଡେଲିମାର୍କେଟରେ ଖୋଲିଥିବା ମଦ ଦୋକାନରେ ଲୋକଙ୍କ ଭିଡ ଜମିଥିଲା। କିଛି ବେପାରୀ, ଢ଼ାବା କର୍ମଚାରୀ ପେଟି ପେଟି ମଦ କିଣି ନେଉଥିବା ଦେଖିବାକୁ ମିଳିଥିଲା। ଦୁଇଜଣ ଯୁବକ ସ୍କୁଟି (ଓଡି୧୪ପି-୮୦୭୯)ରେ ୪ ପେଟିରେ ୪୮ ବୋତଲ ମଦ…
ଅଧିକ ଖବର ଦେଖନ୍ତୁ...

କୋଭିଡ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଏକମାତ୍ର ବାଟ ହେଉଛି ଲକଡାଉନ; କେନ୍ଦ୍ରକୁ କହିଲା ସିଏଆଇଟି

ନୂଆଦିଲ୍ଲୀ: ଦେଶରେ କୋଭିଡ ସ୍ଥିତି ଏବେ ଉଦବେଗଜନକ ରହିଛି। ବଢ଼ୁଥିବା ସଂକ୍ରମଣକୁ ରୋକିବା ପାଇଁ ଏବେ ଏକମାତ୍ର ମାତ୍ର ବାଟ ହେଉଛି ଲକଡାଉନ। ଭାରତ ସରକାରଙ୍କୁ ଏବେ ସାରା‌ ଦେଶକୁ ପୂର୍ବଭଳି ଲକଡାଉନ କରିବାକୁ ପଡ଼ିବ। ବର୍ତ୍ତମାନର ସ୍ଥିତି ପାଇଁ ଲକଡାଉନ ଜରୁରୀ ହୋଇପଡ଼ିଛି ବୋଲି କହିଛି…
ଅଧିକ ଖବର ଦେଖନ୍ତୁ...

ଲକ୍ଡ଼ାଉନ ଘୋଷଣା ପରେ ଧଜିଆ ଉଡ଼ିଲା କୋଭିଡ଼ ନିୟମ 

ଭଞ୍ଜନଗର: କରୋନା ମହାମାରୀର ଦ୍ବିତୀୟ ଲହରକୁ ନିୟନ୍ତ୍ରଣ କରିବା ପାଇଁ ଆସନ୍ତା ୫ ତାରିଖରୁ ୧୯ ଯାଏଁ ରାଜ୍ୟ ସରକାର ଲକ୍ଡ଼ାଉନ୍ ଘୋଷଣା କରିଛନ୍ତି। ଏଥିସହ ଗତ ଦୁଇ ଦିନ ଧରି ସପ୍ତାହନ୍ତ ସଟ୍ଡ଼ାଉନ ଜାରି ହୋଇଥିଲା। ଆଜି ଦୋକାନ ବଜାର ଖୋଲିବା ପରେ ଲୋକ ମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

କରୋନା ମହାମାରୀ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ନୂତନ ବାସଭବନର ନିର୍ମାଣ କାର୍ଯ୍ୟକୁ ଅନୁମତି ଦେଲା ପରିବେଶ ମନ୍ତ୍ରାଳୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ନୂତନ ବାସଭବନର ନିର୍ମାଣ କାର୍ଯ୍ୟ ଡିସେମ୍ବର ୨୦୨୨ସୁଦ୍ଧା ଶେଷ ହେବ। ପରିବେଶ ମନ୍ତ୍ରାଳୟର ଏକ ବିଶେଷଜ୍ଞ ପ୍ୟାନେଲ୍ ନିର୍ମାଣ କାର୍ଯ୍ୟ ଆଗେଇ ନେବାକୁ ଅନୁମତି ଦେବା ପରେ ଏହା ଡିସେମ୍ବର ୨୦୨୨ସୁଦ୍ଧା ଶେଷ ହେବ ବୋଲି ଜଣାପଡ଼ିଛି । ସଂସଦ ନିର୍ମାଣ କାର୍ଯ୍ୟ…
ଅଧିକ ଖବର ଦେଖନ୍ତୁ...

ଗତ ୨୪ଘଣ୍ଟା ମଧ୍ୟରେ ରାଜଧାନୀରୁ ଚିହ୍ନଟ ହେଲେ ୮୨୩ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଗତ ୨୪ଘଣ୍ଟା ମଧ୍ୟରେ ଭୁବନେଶ୍ବରରୁ ୮୨୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୭୦୯ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ୮୨୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ  ୧୫୦ଜଣ କ୍ବାରେଣ୍ଟାଇନରୁ ଓ ୬୭୩ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ତେବେ…
ଅଧିକ ଖବର ଦେଖନ୍ତୁ...

କରୋନାର କରାଳ ରୂପ; ଶଶୁର ମୃତ୍ୟୁର ୩ଦିନ ପରେ ବୋହୂର ଜୀବନ ଗଲା

ବନ୍ତଳା: କରୋନା ମହାମାରୀର କରାଳ ରୂପ ସମଗ୍ର ବିଶ୍ୱକୁ ଏବେ କବଳିତ କରିଛି। କେତେବେଳେ ସ୍ତ୍ରୀ ଠାରୁ ସ୍ଵାମୀକୁ ଛଡାଇ ନେଉଛି ତ କେତେବେଳେ ମା' କୋଳରୁ ପୁଅକୁ ଛଡାଇ ନେଉଛି। ଫଳରେ କରୋନା ଯୋଗୁଁ ଗୋଟିଏ ପରେ ଗୋଟିଏ ପରିବାର ଏବେ ଉଜୁଡି ଯାଉଛି।କେତେକ ପରିବାର ଏବେ ମୁରବୀ ଶୁନ୍ୟ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ପିପିଲି ଉପନିର୍ବାଚନ ସ୍ଥଗିତ, ଉଠିଲା ଆଚରଣବିଧି

ଭୁବନେଶ୍ୱର: ବହୁ ପ୍ରତିକ୍ଷୀତ ପିପିଲି ଉପନିର୍ବାଚନକୁ ପୁଣି ଥରେ ସ୍ଥଗିତ କରାଯାଇଛି । ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ମହାମାରୀ ଯୋଗୁଁ ନିର୍ବାଚନକୁ ସ୍ଥଗିତ ରଖିଛନ୍ତି ନିର୍ବାଚନ କମିସନ । ଏଥି ସହିତ ନିର୍ବାଚନ କମିସନ ଆଚରଣବିଧି ଉଠାଇ ଦିଆଯାଇଛି । ନିର୍ବାଚନ ସଂକ୍ରାନ୍ତରେ ନୂଆ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ ଉପରେ କରୋନା କଳାବାଦଲ : କୋଲକାତା ପରେ ଚେନ୍ନାଇ ଦଳରେ ବି କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଉପରେ କରୋନାର କଳାବାଦଲ ଦେଖାଦେଇଛି । କୋଲକତା ନାଇଟ ରାଇଡର୍ସ (କେକେଆର)ର ଦୁଇ ଜଣ ଖେଳାଳି କରୋନା ପଜିଟିଭ ବାହାରିବା ପରେ ଆଜି କେକେଆର ଓ ଆରସିବି ମଧ୍ୟରେ ହେବାକୁ ଥିବା ଆଇପିଏଲ ମ୍ୟାଚକୁ ସ୍ଥଗିତ ରଖାଯାଇଛି । କେକେଆରର ଦୁଇ ଖେଳାଳି…
ଅଧିକ ଖବର ଦେଖନ୍ତୁ...

ମେ’ ୫ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ

କୋଲକାତା: ୨୦୨୧ ବିଧାନସଭା ନିର୍ବାଚନରେ ବିପୁଳ ଭୋଟରେ ବିଜୟ ହାସଲ କରିବା ପରେ ଏବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ପ୍ରସ୍ତୁତ ହେଉଛନ୍ତି ତୃଣମୂଳ କଂଗ୍ରେସ(ଟିଏମସି)ର ସୁପ୍ରିମୋ ମମତା ବାନାର୍ଜୀ। ଗତକାଲି ଫଳାଫଳ ଆସିବା ପରେ ମେ’ ୫ରେ ଟିଏମସି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ଭାବେ ଶପଥ…
ଅଧିକ ଖବର ଦେଖନ୍ତୁ...