Daily Archives

May 4, 2021

ସାପ୍ତାହିକ ହାଟ କାଜୁମିଲ୍ ଉପରେ ତହସିଲଦାରଙ୍କ ଅଚାନକ ଚଢ଼ାଉ; ୨୫ହଜାର ଜୋରିମାନା ଆଦାୟ

ଜୟପୁର: ରାଜ୍ୟ ସରକାର ଓ ଜିଲ୍ଲାପ୍ରଶାସନ ସାପ୍ତାହିକ ହାଟ ବନ୍ଦ ରଖିବାକୁ ଏବଂ ହାଟ ଚାଳୁଥିବା ସ୍ଥାନରେ ୧୪୪ ଧାରା ଲଗାଇବାକୁ ବି ନିର୍ଦେଶ ଦେଇଛନ୍ତି। ଏହା ବାଦେ ବି ଆଜି ଜୟନ୍ତଗିରୀ ସାପ୍ତାହିକ ହାଟ ପାର୍ଶ୍ବରେ ଥିବା ୨ଟି ପାହାଡ଼ ମଧ୍ୟର ଖୋଲା ପଡ଼ିଆରେ ଗୋରୁଗାଇ କିଣାବିକା ଚାଳୁଥିଲା।…
ଅଧିକ ଖବର ଦେଖନ୍ତୁ...

ଆଳୁ ବ୍ୟବସାୟୀଙ୍କ ସହ ଆଲୋଚନା କଲେ କମିସନର, ଯୋଗାଣ ଅଧିକାରୀ

ରାଉରକେଲା: ୧୫ ଦିନ ଲକ୍ଡାଉନ୍ ଘୋଷଣା ପରେ ସହରବାସୀ ଛାନିଆ । ଆଗାମି ୧୫ ଦିନ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଜିନିଷ ମିଳିବ ନାହିଁ ଗୁଜବ ପ୍ରଚାର ହେବା ପରେ କଲୋନି, ବସ୍ତିର ଶହ ଶହ ଲୋକ ଭିଡ ଜମାଇଥିଲେ ବଜାରରେ। ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ସହରର ପ୍ରମୁଖ ବଜାରରେ ଲୋକଙ୍କ ନାହିଁ ନଥିବା ଭିଡ୍…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ରେ ବଢ଼ୁଛି ସଂକ୍ରମଣ; ବିଶେଷଜ୍ଞ ନଥିବାରୁ କାମକୁ ଆସୁନି ୧୦ ଆରଟିପିସିଆର୍ ଯନ୍ତ୍ର

ସୁନ୍ଦରଗଡ଼: ଉଗ୍ର ରୂପ ଧାରଣ କରିଛି କରୋନାର ଦ୍ବିତୀୟ ଲହର। ସୁନ୍ଦରଗଡ଼ ଜିଲ୍ଲାରେ ଗତ ଅପ୍ରେଲ ୧ରୁ ମଇ ୩ ତାରିଖ ସୁଦ୍ଧା ୧୫୧୫୯ ସଂକ୍ରମିତ ଚିହ୍ନଟ ହେଲେଣି। ତେବେ ଜିଲ୍ଲା ସଦରମହକୁମାରେ କେବଳ ଆଣ୍ଟିଜେନ୍ ପରୀକ୍ଷା ହେଉଥିବା ଓ ଆରଟିପିସିଆର୍ ପାଇଁ ନମୁନା ବାହାରକୁ ପଠାଯାଉଥିବାରୁ ସମସ୍ୟା…
ଅଧିକ ଖବର ଦେଖନ୍ତୁ...

ଲକଡାଉନ ସମୟରେ ବାହାରେ ବୁଲିବା ମହଙ୍ଗା ପଡ଼ିଲା; ପୁଲିସ ଦେଲା ପାନେ

ନୂଆଦିଲ୍ଲୀ: କରୋନା ସଂକ୍ରମଣର ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟମାନଙ୍କରେ ଲକଡାଉନ ଘୋଷଣା କରାଯାଇଛି। ହରିୟାଣାରେ ମଇ ୧୦ ପର୍ଯ୍ୟନ୍ତ ଲକଡାଉନ ରହିଛି।  ତେବେ ଏଭଳି ପରିସ୍ଥିତିରେ ସରକାର ଲୋକମାନଙ୍କୁ ଏହି ନିୟମ ପାଳନ କରିବାକୁ ବାରମ୍ବାର ଅନୁରୋଧ କରୁଛନ୍ତି। ଏହା…
ଅଧିକ ଖବର ଦେଖନ୍ତୁ...

କରୋନା ଭୟରେ ବାଉଁଶ ବାଡ଼ିରେ ବର-କନ୍ୟା ଉଭୟଙ୍କୁ ପିନ୍ଧାଇଲେ ବରଣମାଳା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହେତୁ କିଭଳି ପରିସ୍ଥିତି ସୃଷ୍ଟି ହୋଇଛି ତାହା ଆପଣମାନେ ପ୍ରତିଦିନ ଟେଲିଭିଜନ, ଖବରକାଗଜ ଓ ସୋସିଆଲ ମିଡିଆରୁ ପାଇ ଯାଉଥିବେ। ଏହି ମହାମାରୀ ଭୟରେ ଏବେ ଦେଶ ଥରୁଛି। ଲୋକେ ସାହାଯ୍ୟ କରିବାକୁ ବି ପଛଘୁଞ୍ଚା ‌ଦେଲେଣି। ତେବେ ଏଭଳି ପରିସ୍ଥିତିରେ ବିବାହ…
ଅଧିକ ଖବର ଦେଖନ୍ତୁ...

୫୦ ହଜାର ତଣ୍ଡ ଗଣିଲେ ମଦ ଦୋକାନୀ, ମଦ ବେପାରୀକୁ ବାନ୍ଧିଲେ ମହିଳା

କେନ୍ଦୁଝର: କେନ୍ଦୁଝର ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କଟକଣାକୁ କଡ଼ାକଡ଼ି କରାଯାଇଛି। କିଛି ବ୍ୟାବସାୟିକ ପ୍ରତିଷ୍ଠାନ କଟକଣା ମାନୁ ନଥିବାରୁ ‌ସେମାନଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି। ଗତକାଲି କେନ୍ଦୁଝର ସହରସ୍ଥିତ…
ଅଧିକ ଖବର ଦେଖନ୍ତୁ...

ଘରେ ପଶିଗଲା ଭାଲୁ, ଆକ୍ରମଣରେ ଜଣେ ଗୁରୁତର

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବନ ରେଞ୍ଜ ମହୁଦୀପା ଗ୍ରାମର ସୁଦର୍ଶନ ମୁଣ୍ଡା ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଗାଁରେ ପଶି ତାଙ୍କୁ ଆକ୍ରମଣ କରି ଲହୁଲୁହାଣ କରିବା ପରେ ଭାଲୁଟି ଗ୍ରାମର ଅଭିମନ୍ୟୁ ନାୟକଙ୍କ ଘରେ ପଶି ଯାଇଥିଲା। ସକାଳ ୭ ଟାରୁ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

୫ ତାରିଖ ଠାରୁ ମା’ ତାରିଣୀ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

ଘଟଗାଁ: କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆସନ୍ତାକାଲିଠାରୁ ମା' ତାରିଣୀ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ କରାଯାଇଛି। କେବଳ ପୂଜକ ଓ ସେବାୟତଙ୍କୁ ନେଇ ନୀତିକାନ୍ତି ଚାଲିବ। ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଆସନ୍ତାକାଲିଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରିଥିବାରୁ…
ଅଧିକ ଖବର ଦେଖନ୍ତୁ...

ଦୁଇବର୍ଷର ଶିଶୁକୁ ବିକ୍ରି କରି ସେହି ଟଙ୍କାରେ ପ୍ରେମିକା ସହ ବୁଲିବାକୁ ପଳାଇଲା ବାପା

ନୂଆଦିଲ୍ଲୀ: କଥାରେ ଅଛି ସନ୍ତାନ ପାଇଁ ବାପା-ମା’ ନିଜ ଜୀବନ ଦେବାକୁ ବି ପଛାଇ ନଥାଆନ୍ତି। କିନ୍ତୁ ସମୟସମୟରେ ଏମିତି ବି ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ବିଶ୍ବାସ କରି ହୋଇ ନଥାଏ। ମନ କହୁଥାଏ ବାସ୍ତବରେ କ’ଣ ଏମିତି ଘଟିଥାଇପାରେ। ଏମିତି ଏକ ଅବିଶ୍ବାସନୀୟ ଘଟଣା ସାମ୍ନାକୁ ଆସିଛି।…
ଅଧିକ ଖବର ଦେଖନ୍ତୁ...

ଲକଡାଉନ ପୂର୍ବରୁ ମଦ ବାର ଦୋକାନକୁ ସିଲ କଲା ପୁଲିସ; ମଦ ଦୋକାନରେ ଆଜି ପ୍ରବଳ ଭିଡ

ମାଲକାନଗିରି: ଆସନ୍ତାକାଲି ଠାରୁ ରାଜ୍ୟରେ ୧୪ ଦିନ ପାଇଁ ଲକ୍‌ଡାଉନ୍‌ ହେଉଥିବା ବେଳେ ଏହି କ୍ରମରେ ମାଲକାନଗିରି ଜିଲ୍ଲାରେ ମଧ୍ୟ ଲକଡାଉନ ହେବ। ତେବେ ଆସନ୍ତାକାଲି ଠାରୁ ମଦ ଦୋକାନ ଗୁଡିକ ବନ୍ଦ ହେବାକୁ ଯାଉଥିବା ବେଳେ ମଦ ଦୋକାନ ଗୁଡିକରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଲୋକେ ଲାଇନ…
ଅଧିକ ଖବର ଦେଖନ୍ତୁ...