Daily Archives

May 5, 2021

୭ ତାରିଖରୁ କାର୍ଯ୍ୟକ୍ଷମ ହେବ ମଞ୍ଜରୀ କୋଭିଡ଼ କେୟାର ସେଣ୍ଟର

ବାଲିଅନ୍ତା: ସ୍ଥାନୀୟ ପୂରଣପଧାନ ପଞ୍ଚାୟତ ସ୍ଥିତ ମଞ୍ଜରୀ କୋଭିଡ଼ କେୟାର ସେଣ୍ଟର ଆସନ୍ତା ୭ ତାରିଖ ସୁକ୍ରବାର ଠାରୁ କାର୍ଯ୍ୟକ୍ଷମ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏହି କୋଭିଡ଼ କେୟାର ସେଣ୍ଟରରେ ୪ ଶହ ସଂକ୍ରମିତଙ୍କ ଲାଗି ଶଯ୍ୟା ତଥା ଆନୁଷଙ୍ଗିକ ବ୍ୟବସ୍ଥା…
ଅଧିକ ଖବର ଦେଖନ୍ତୁ...

୧୫ ଦିନିଆ ଲକ୍‌ଡ଼ାଉନ ଆରମ୍ଭ ଦିନ ୧୨ଟା ଯାଏଁ ପରିବା ହାଟ-ଦୋକାନରେ ଗହଳି

ଖୋର୍ଦ୍ଧା: କରୋନା ସଂକ୍ରମଣର ଦ୍ୱିତୀୟ ଲହର ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଠାରୁ ୧୫ ଦିନିଆ ଲକ୍‌ଡ଼ାଉନ ଆରମ୍ଭ ହୋଇଛି। ତେବେ ଶତ ସଚେତନତା ଓ ଜୋରିମାନା ଆଦି ପରେ ମଧ୍ୟ ଲୋକଙ୍କ ମଧ୍ୟ ଆବଶ୍ୟକ ସଚେତନତା ସୃଷ୍ଟି ହୋଇନାହିଁ। ଦିନ ୧୨ଟା ଯାଏଁ ଦୋକାନ, ପରିବା ହାଟରେ କରୋନା…
ଅଧିକ ଖବର ଦେଖନ୍ତୁ...

ଚାରି ଜଣ କର୍ମଚାରୀଙ୍କ କରୋନା ଚିହ୍ନଟ ହେବାପରେ ଚାରି ଦିନ ବୀରମହାରାଜପୁର ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ରହିଲା ବନ୍ଦ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଭାରତୀୟ ଷ୍ଟେଟବ୍ୟାଙ୍କ ସାଖାରେ ଦୁଇ ଜଣ ଅଫିସର ଓ ଦୁଇ ଜଣ କିରାଣି ସମୁଦାୟ ଚାରିଜଣ କର୍ମଚାରୀଙ୍କ କରୋନା ଚିହ୍ନଟ ହେବାପରେ ବୁଧବାର ଦିନ ଠାରୁ ଚାରିଦିନ ପର୍ଯ୍ୟନ୍ତ ଶାଖା ବନ୍ଦ କରାଯାଇଛି । ଭାରପ୍ରାପ୍ତ ଶାଖା ପରିଚାଳକ ରାମ ପ୍ରସାଦ…
ଅଧିକ ଖବର ଦେଖନ୍ତୁ...

କରୋନା କର୍ଫ୍ୟୁ ସମୟରେ ଡିୟୁଟି କରୁଥିବା ପୁଲିସକର୍ମଚାରୀଙ୍କୁ ଶିଶୁ ବାଡ଼ି ବଢ଼ାଇ ଦେବାର ଦୃଶ୍ୟ ଦେଖି ଆଇପିଏସ ଦେଲେ…

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ କରୋନା କର୍ଫ୍ୟୁ ସମୟରେ ଡିୟୁଟି କରୁଥିବା ପୁଲିସକର୍ମଚାରୀଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭାଇରାଲ ଭିଡିଓକୁ ଦେଖିଲେ ଆପଣଙ୍କ ମନ ବି ଖୁସି ହୋଇଯିବ। ଜଣେ ଶିଶୁ ଅତି ସ୍ନେହର ସହ ପୁଲିସକର୍ମଚାରୀଙ୍କ ହାତକୁ ବାଡ଼ି ବଢ଼ାଇଦେଉଥିବା ଦେଖିବାକୁ ମିଳୁଛି। ଏହି…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ବେଟିଂ ଘଟଣା: ଅଭିଯୁକ୍ତଙ୍କୁ ପୁଲିସର ନିସ୍ତୁକ ମାଡ଼ !

ସମ୍ବଲପୁର: ଆଇପିଏଲ୍‌ ବେଟିଂ ଘଟଣାରେ ମଙ୍ଗଳବାର ଟାଉନ୍‌ ପୁଲିସ ଆଉ ୪ ଜଣଙ୍କୁ ଗିରଫ କରିଥିଲା। ଏହି ଅଭିଯୁକ୍ତମାନଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି। କୋର୍ଟ ଚାଲାଣ ବେଳେ ଏକ ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ଥିବା ମାନସ ମୁନ୍ଦ୍ରାଙ୍କୁ ନିସ୍ତୁକ ମାଡ଼…
ଅଧିକ ଖବର ଦେଖନ୍ତୁ...

ସଠିକ ସମୟରେ ୨୨ଜଣ କରୋନା ରୋଗୀଙ୍କ ପାଖରେ ସଞ୍ଜିବନୀ ପହଞ୍ଚାଇ ଜୀବନ ବଞ୍ଚାଇଲେ ସୋନୁ ସୁଦ

ନୂଆଦିଲ୍ଲୀ: ଅଭିନେତା ସୋନୁ ସୁଦ ଲୋକମାନଙ୍କୁ ଏହି କରୋନା ମହାମାରୀ ସମୟରେ କ୍ରମାଗତ ଭାବେ ସାହାଯ୍ୟ କରି ଆସୁଛନ୍ତି। ଦିନ-ରାତି ନିଜ ଟିମ ସହିତ କରୋନା ପ୍ରଭାବିତ ଲୋକଙ୍କ ପାଖରେ କିପରି ସାହାଯ୍ୟ ପହଞ୍ଚିବ ସେ ବ୍ୟବସ୍ଥା କରିବାରେ ଲାଗି ପଡ଼ିଛନ୍ତି। କେବେ କାହାକୁ ହସ୍ପିଟାଲରେ ବେଡ ତ…
ଅଧିକ ଖବର ଦେଖନ୍ତୁ...

ଶାଗ ତୋଳିବା ପାଇଁ ନଇକୂଳକୁ ଯାଇଥିଲେ ୨ ନାବାଳିକା, ବଜ୍ରାଘାତରେ ଚାଲିଗଲା ଜୀବନ     

ନବରଙ୍ଗପୁର/କୋଷାଗୁମୁଡା: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକର ଟେମରା ଗାଁରେ ଆଜି ପ୍ରାୟ ଘ.୪.୩୦ ମିନଟ ସମୟରେ ବଜ୍ରାଘାତରେ ଦୁଇ ଜଣ ନାବାଳିକା ମୃତ୍ୟୁ ବରଣ କରିଛନ୍ତି ଏବଂ ଜଣେ ଗୁରୁତର  ଅବସ୍ଥାରେ କୋଷାଗୁମୁଡ଼ା ଗୋଷ୍ଠୀ  ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଚିକିତ୍ସିତ ହେଉଥିବା ଜଣାପଡିଛି।…
ଅଧିକ ଖବର ଦେଖନ୍ତୁ...

ମହାମାରୀ କାଳରେ ମରିଗଲା କି ମାନବିକତା:କରୋନା ସଂକ୍ରମିତ ଶିଶୁକୁ ହସ୍ପିଟାଲରେ ଛାଡ଼ି ଚମ୍ପଟ ମାରିଲେ ମା’-ବାପା

ଜମ୍ମୁକଶ୍ମୀର: ଦେଶରେ କରୋନା ଭାଇରସ୍ ସଂକ୍ରମଣର ଦ୍ବିତୀୟ ଲହର ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। କରୋନାଭାଇରସ୍‌ଜନିତ ମହାମାରୀ ବ୍ୟାପିବା ଦିନରୁ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୩.୮ ଲକ୍ଷ ଥିବା ବେଳେ ମୃତ୍ୟୁସଂଖ୍ୟା ୩, ୭୮୦ ରହିଛି। କରୋନା ମହାମାରୀ ଲୋକଙ୍କ ମନରେ ଏଭଳି ଭୟ…
ଅଧିକ ଖବର ଦେଖନ୍ତୁ...

ବ୍ୟାଙ୍କରୁ ଟଙ୍କା ଲୁଟ୍‌ ଉଦ୍ୟମ ପଣ୍ଡ, ତଦନ୍ତ କଲା ସାଇଣ୍ଟିଫିକ୍ ଟିମ୍

ରାଇରଙ୍ଗପୁର/ବହଳଦା: ବ୍ୟାଙ୍କର କାନ୍ଥ ଭାଙ୍ଗି ଦୁର୍ବୃତ୍ତମାନେ ଭିତରେ ପଶିଥିଲେ। ଚାବି କାଟିବା ସହ ଲକର ଖୋଲିବାକୁ ଉଦ୍ୟମ କରିଥିଲେ। ହେଲେ ହଠାତ୍‌ ସାଇରନ୍‌ ବାଜି ଉଠିଲା। ଫଳରେ ‌ସେମାନେ ସେଠାରୁ ଖସିପଳାଇଛନ୍ତି। ଟଙ୍କା ଲୁଟ୍‌ ଉଦ୍ୟମ ପଣ୍ଡ ହୋଇଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି…
ଅଧିକ ଖବର ଦେଖନ୍ତୁ...

ଲକଡାଉନର ପ୍ରଥମ ଦିନ: ମାଲକାନଗିରି ପୁଲିସ ୭୧ ଲିଟର ମଦ ଜବତ କଲା

ମାଲକାନଗିରି: ଆଜି ସାରା ରାଜ୍ୟରେ ଲକଡାଉନ ଚାଲିଥିବା ବେଳେ ଏହାର ଫାଇଦା ଉଠାଇବାକୁ ଚୋରା ମଦ ବେପାରୀମାନେ ସକ୍ରିୟ ହୋଇ ଉଠିଥିବା ଦେଖିବାକୁ ମିଳିଛି। ସେମାନଙ୍କ ମଧ୍ୟରୁ ଆଜି ମାଲକାନଗିରି ପୁଲିସ ୩ ଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରିବା ସହ ୭୧ ଲିଟର ମଦ ଜବତ କରିଥିବା ଜଣାପଡିଛି।ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...