Daily Archives

May 6, 2021

ପ୍ରଶାସନର ଲଗାମ ନାହିଁ; ସହରରେ ବେଧଡ଼କ ବୁଲୁଛନ୍ତି କରୋନା ସଂକ୍ରମିତ

ସୁନ୍ଦରଗଡ଼: ରାଜ୍ୟର ଦ୍ବିତୀୟ ସର୍ବାଧିକ ସଂକ୍ରମିତ ଜିଲ୍ଲା ସୁନ୍ଦରଗଡ଼ରେ ଗତ ଦୁଇ ଦିନ ହେଲା ସଂକ୍ରମିତ ସଂଖ୍ୟା ଚାରି ଅଙ୍କରେ ରହିଛି। ୪ ତାରିଖରେ ୧୧୩୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ ତାରିଖରେ ତାହା ୧୧୮୬କୁ ପହଞ୍ଚିଛି। ସଂକ୍ରମଣ ପରି ମୃତ୍ୟୁ ବି କମିବାର ନାଁ ନେଉ ନାହିଁ।…
ଅଧିକ ଖବର ଦେଖନ୍ତୁ...

ଟିକା ନେବାପରେ ବି ୩ ସ୍ୱାସ୍ଥ୍ୟ କର୍ମୀଙ୍କୁ କରୋନା ସଂକ୍ରମଣ

ନାଲକୋ ନଗର: କୋଭିସିଲଡ଼ କରୋନା ଟିକା ନେବାର ୬ ସପ୍ତାହ ପରେ ନାଲକୋ ଡାକ୍ତରଖାନାର ୩ ସ୍ୱାସ୍ଥ୍ୟ କର୍ମୀ କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ନାଲକୋ ଡାକ୍ତରଖାନାର ଜୈନେକ ଡାକ୍ତର ଗତ ଏପ୍ରିଲ ମାସରେ ୨ୟ ପର୍ଯ୍ୟୟ ଟିକା ନେଇଥିଲେ। ଟିକା ନେଵାର ୧ମାସ ବିତି…
ଅଧିକ ଖବର ଦେଖନ୍ତୁ...

ଟୁଇଟ ପାଇବାର ୧୦ମିନିଟ ଭିତରେ ସୁରେଶ ରାଇନଙ୍କ ସମ୍ପର୍କୀୟଙ୍କୁ ସଞ୍ଜିବନୀ ପଠାଇଲେ ସୋନୁ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ସଂକ୍ରମଣ ହୁହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ଲୋକେ ଚିକିତ୍ସା ଟିକେ ପାଇବା ପାଇଁ ଡହଳବିକଳ ହୋଇଯାଉଛନ୍ତି। ଏଭଳି ସମୟରେ ବେଡ, ଅକ୍ସିଜେନ ଓ ଔଷଧର ଅଭାବ ବି ଦେଖା ଦେଇଛି। ଯେଉଁଥିପାଇଁ ‌ମୃତ୍ୟୁ ସଂଖ୍ୟା ବି ବଢ଼ି ଚାଲିଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତ…
ଅଧିକ ଖବର ଦେଖନ୍ତୁ...

୬ଜଣ କରୋନା ରୋଗୀଙ୍କ ମୃତଦେହ ଛାଡି ଚମ୍ପଟ ମାରିଲେ ଡାକ୍ତର ସମେତ ହସ୍ପିଟାଲ କର୍ମଚାରୀ

ନୂଆଦିଲ୍ଲୀ : ଦିଲ୍ଲୀ ନିକଟସ୍ଥ ସାଇବର ସିଟି ଗୁରୁଗ୍ରାମରୁ ସାମ୍ନାକୁ ଆସିଥିବା ଏକ ଭାଇରାଲ ଭିଡିଓ ଆଶ୍ଚର୍ଯ୍ୟଚକିତ କରି ଦେଉଛି। ଗୁରୁଗ୍ରାମ ସେକ୍ଟର-୫୬ ଅଞ୍ଚଳରେ ଥିବା କୀର୍ତ୍ତି ହସ୍ପିଟାଲରେ ଗୋଟିଏ ରାତିରେ ୬ଜଣ କରୋନା ରୋଗୀଙ୍କ ଏକାସଙ୍ଗେ ମୃତ୍ୟୁ ହେବା ଘଟଣା ଚାଞ୍ଚଲ୍ୟ ‌ଖେଳାଇ ଦେଇଛି।…
ଅଧିକ ଖବର ଦେଖନ୍ତୁ...

ଆଶ୍ଚର୍ଯ୍ୟ!୧୦ଥର କୋଭିଡ ରିପୋର୍ଟ ନେଗେଟିଭ ଆସିବାପରେ ବି କରୋନାରେ ହେଲା ମହିଳାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କରୋନା ସଂକ୍ରମଣର ଟିକା ଆସିବା ପରେ ମହାମାରୀ ସହିତ ଜଡ଼ିତ ଅନେକ ଜଟିଳ ମାମଲା ସାମ୍ନାକୁ ଆସୁଛି। ଏମିତି ଏକ ଘଟଣା ବ୍ରିଟେନରୁ ଆସିଛି। ୫୫ବର୍ଷର ଜଣେ ମହିଳାଙ୍କୁ ନିଶ୍ବାସ ନେବାରେ ଅସୁବିଧା ହେଉଥିଲା ତେଣୁ ସେ ତାଙ୍କର କରୋନା ପରୀକ୍ଷା କରାଇଥିଲେ। ଯେଉଁଥିରେ ତାଙ୍କ ରିପୋର୍ଟ…
ଅଧିକ ଖବର ଦେଖନ୍ତୁ...

ଦୁଃଖଦ ଘଟଣା: ଅସୁସ୍ଥ ମା’ଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ବେଡ କି ଅକ୍ସିଜେନ ନମିଳିବାରୁ ସାନିଟାଇଜର ପିଇ…

ବେଙ୍ଗାଲୁରୁ: ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ବ୍ୟାପିବା ଦିନରୁ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୪.୧୨ ଲକ୍ଷ ଥିବା ବେଳେ ମୃତ୍ୟୁସଂଖ୍ୟା ୩,୯୮୦ ରହିଛି। ଏହି ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ହେତୁ ଦେଶରେ ହାହାକର ପରିସ୍ଥିତି ସୃଷ୍ଟି ହୋଇଛି। ଏହାରି ଭିତରେ ଅନେକ ହୃଦୟବିଦାରକ ଘଟଣା…
ଅଧିକ ଖବର ଦେଖନ୍ତୁ...

ଏକାଦଶାହ ଅବସରରେ ପଦ୍ମଭୂଷଣ ଡ. ମନୋଜ ଦାସଙ୍କ ୨ ଇଞ୍ଚ୍‌ର ପ୍ରତିକୃତି

ବାଲେଶ୍ବର: ପଦ୍ମଭୂଷଣ ଡ. ମନୋଜ ଦାସଙ୍କ ଏକାଦଶାହ ଅବସରରେ ଯୁବ ଚିତ୍ରଶିଳ୍ପୀ ସଂଜୟ କୁମାର ରାଉଳ ଡ. ଦାସଙ୍କ ପ୍ରତିକୃତି କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ମାତ୍ର ୨ ଘଣ୍ଟା ସମୟ ଭିତରେ ସେ ଆଜି ଏହି ପ୍ରତିକୃତିକୁ ଶେଷ କରିଛନ୍ତି। କାଦୁଅରେ ୨ ଇଞ୍ଚ୍‌ର ପଟେଲଙ୍କ ପ୍ରତିକୃତି ଖୋଦେଇ…
ଅଧିକ ଖବର ଦେଖନ୍ତୁ...

ରାତି ପାହିଲେ ପୁଅର ଉଠି ଥାଆନ୍ତା ପାଲିଙ୍କି, କରୋନାରେ ମୃତ୍ୟୁ ପରେ ଉଠିଲା କୋକେଇ

ଗୋରଖପୁର: ଦିନକୁ ଦିନ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ପିପିଗଞ୍ଜ ଅଞ୍ଚଳର ଏକ ଗ୍ରାମରେ ଜଣେ ଯୁବକଙ୍କ କରୋନାରେ ମୃତ୍ୟୁ ହୋଇଛି। ଦୁଃଖର ବିଷୟ ମୃତ ଯୁବକଙ୍କ ବିବାହ ରାତି ପାହିଲେ…
ଅଧିକ ଖବର ଦେଖନ୍ତୁ...

କରୋନା ସଂକ୍ରମିତଙ୍କ ଶବସଂସ୍କାର କରୁଥିବାରୁ ପୁଲିସ ବାବୁ ନିଜ ଝିଅ ବାହାଘରକୁ ସ୍ଥଗିତ ରଖି କହିଲେ ଏଭଳି କଥା…

ନୂଆଦିଲ୍ଲୀ: ଦିଲ୍ଲୀର ହଜରତ ନିଜାମୁଦ୍ଦିନ ପୁଲିସ ଷ୍ଟେସନରେ ନିୟୋଜିତ ଥିବା ୫୬ବର୍ଷୀୟ ସହକାରୀ ସବ୍-ଇନ୍ସପେକ୍ଟର ରାକେଶ କୁମାର କରୋନା ମହାମାରୀ ସମୟରେ କରୋନା ସଂକ୍ରମିତଙ୍କ ମୃତଦେହକୁ ସଂସ୍କାର କରୁଛନ୍ତି। ଗତ ୩୬ ବର୍ଷ ଧରି ଦିଲ୍ଲୀ ପୁଲିସରେ କାମ କରୁଥିବା ରାକେଶ କୁମାରଙ୍କୁ…
ଅଧିକ ଖବର ଦେଖନ୍ତୁ...

ବଜ୍ରାଘାତରେ ୧୦ ବର୍ଷର ବାଳିକା ମୃତ

ଯଶିପୁର: ଆଜି ଅପରାହ୍ନ ୪ଟା ବେଳେ ଘଡ଼ଘଡ଼ି ବର୍ଷା ହୋଇଥିଲା। ଏହି ସମୟରେ ବଜ୍ରାଘାତରେ ମୟୂରଭଞ୍ଜ ଜିଲ୍ଲା ରୁଗୁଡ଼ି ପଞ୍ଚାୟତ ରୁଗୁଡ଼ି ଗ୍ରାମ ନୂଆସାହିର ଜଣେ ୧୦ ବର୍ଷର ବାଳିକାଙ୍କ ମୃତ୍ୟୁ ଘଟିଛି। ସେ ହେଉଛନ୍ତି; ରୁନା ନାଏକଙ୍କ ଝିଅ ମୋନାଲିସା। ମୋନାଲିସା ପାଣି ଆଣିବାକୁ ଯାଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...