Daily Archives

May 6, 2021

ମନୋଜ ଦାସଙ୍କ ଜନ୍ମସ୍ଥାନ ସ୍ମାରକୀ ଘୋଷଣା; ବାସଭବନର ସ୍ଥିତି ଅନୁଧ୍ୟାନ କଲା ସଂସ୍କୃତି ବିଭାଗ

ଭୋଗରାଇ: ବିଶିଷ୍ଟ କଥାକାର ପଦ୍ମଭୂଷଣ ମନୋଜ ଦାସଙ୍କ ଦେହାନ୍ତ ପରେ ତାଙ୍କର ପୈତୃକ ବାସଭବନକୁ ଜାତୀୟ ସ୍ମାରକୀ ଭାବେ ଘୋଷଣା କରିବା ପାଇଁ ବିଭିନ୍ନ ମହଲରୁ ଦାବି ଉଠିଥିଲା। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଗତ ମଙ୍ଗଳବାର ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଶଙ୍ଖାରି ଗ୍ରାମସ୍ଥିତ ମନୋଜ…
ଅଧିକ ଖବର ଦେଖନ୍ତୁ...

ତହସିଲ୍‌ଦାରଙ୍କୁ ଆକ୍ରମଣ ଘଟଣାରେ ଚାର୍ଡସର ପ୍ରତିବାଦ

ବାଲେଶ୍ବର: ଓଡ଼ଙ୍ଗୀ ହିଞ୍ଜିଳି ଅଞ୍ଚଳରେ କୋଭିଡ୍‌ ନିୟମ ଉଲ୍ଲଂଘନ କରି ଏକାଦଶାହ କାର୍ଯ୍ୟରେ ଶତାଧିକ ଲୋକଙ୍କ ପାଇଁ ଭୋଜିରେ ଚଢ଼ାଉ ବେ‌ଳେ ସଦର ତହସିଲ୍‌ଦାର ଅନାମିକା ସିଂହ ଏବଂ ତାଙ୍କ କର୍ମଚାରୀଙ୍କୁ ଆକ୍ରମଣ ଘଟଣାକୁ ଚାର୍ଡସ ସଂଘ ଦୃଢ଼ ନିନ୍ଦା କରିଛି। ଏଥିରେ ସମ୍ପୃକ୍ତ ସମସ୍ତ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କର୍ତ୍ତୃପକ୍ଷଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ବ୍ୟବସାୟୀଙ୍କ ଲାଗି ଦିନଟି ସାଧାରଣ ରହିବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ବୃଷ: କାମରେ ବ୍ୟସ୍ତ ରହିବା ହେତୁ ପିଲାଙ୍କୁ କମ୍ ସମୟ ଦେଇପାରିବେ। ରାଜନୀତିରେ ମହତ୍ତ୍ବାକାଂକ୍ଷା ପୂରା ହେବ। ବେପାରରେ ଲାଭ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲର ଅବଶିଷ୍ଟ ମ୍ୟାଚଗୁଡ଼ିକ ଖେଳା ନହେଲେ ୨୫୦୦ କୋଟିର କ୍ଷତି ସହିବୁ : ଗାଙ୍ଗୁଲି

ନୂଆଦିଲ୍ଲୀ : ଚଳିତ ବର୍ଷ ଆଇପିଏଲ ଅଧାରୁ ବନ୍ଦ ହେବାକୁ ନେଇ ମୁହଁ ଖୋଲିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ସେ କହିଛନ୍ତି ଯ଼େ ଆଇପିଏଲର ବାକି ମ୍ୟାଚଗୁଡ଼ିକ ଯ଼ଦି ଖେଳା ନଯ଼ିବ ତେବେ ବିସିସିଆଇ ପ୍ରାୟ ୨୫୦୦ କୋଟି ଟଙ୍କାର କ୍ଷତି ସହିବ । ତେବେ ଏହା ପ୍ରାରମ୍ଭିକ ଆକଳନ, କ୍ଷତି…
ଅଧିକ ଖବର ଦେଖନ୍ତୁ...

ରେଳ ବିଭାଗର ‘ଅକ୍ସିଜେନ୍ ଏକ୍ସପ୍ରେସ୍’, ୩୮୦ ଟନ୍ ଲିକ୍ୱିଡ୍ ମେଡିକାଲ୍ ଅକ୍ସିଜେନ୍ ପରିବହନ

ଜଟଣୀ: ଜଟଣୀ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ପକ୍ଷରୁ 'ଅକ୍ସିଜେନ୍‌ ଏକ୍ସପ୍ରେସ'ର ଆଠଟି ରେକ୍ ବିଭିନ୍ନ ରାଜ୍ୟକୁ ପଠାଯାଇଛି। ମୋଟ ୩୮୦ ଟନ୍ ଲିିକ୍ବିଡ୍‌ ଅମ୍ଳଜାନ (ଅକ୍ସିଜେନ୍) ୨୫ଟି ଟ୍ୟାଙ୍କରରେ ତେଲେଙ୍ଗାନା, ହରିୟାଣା ଓ ଦିଲ୍ଲୀ ରାଜ୍ୟକୁ ପରିବହନ କରାଯାଇଛି। କରୋନାର ଦ୍ୱିତୀୟ ଲହର…
ଅଧିକ ଖବର ଦେଖନ୍ତୁ...

ହଲମା ଯାତ୍ରୀ ବିଶ୍ରାମ ଗୃହରେ ଅସହାୟ ମହିଳା 

ସୁନ୍ଦରଗଡ଼: ବାଲିଶଙ୍କରା ବ୍ଲକ ତିଲେଇକାନି ପଞ୍ଚାୟତ ଅନ୍ତର୍ଗତ ହଲମା ଗ୍ରାମସ୍ଥିତ ଯାତ୍ରୀ ବିଶ୍ରାମଗୃହରେ ଜଣେ ଅପରିଚିତା ଅସହାୟ ମହିଳା ବସି ରହିଛନ୍ତି। ତିନି ଦିନ ତଳେ ଏଠାକୁ ଆସିଥିବା ଏହି ମହିଳା ଜଣକ କାହା ସହିତ କଥାବାର୍ତ୍ତା ହେଉନାହାନ୍ତି କି ତାଙ୍କ ପରିଚୟ ପଚାରିଲେ ମଧ୍ୟ କିଛି…
ଅଧିକ ଖବର ଦେଖନ୍ତୁ...

ରେମଡେସିଭିରର ୧୦,୦୦୦ ଭାଏଲ ଆଣ୍ଟିଭାଇରାଲ ଇଞ୍ଜେକ୍ସନ ଭାରତକୁ ପଠାଇଲା ବାଂଲାଦେଶ

ଢାକା: ପଡୋଶୀ ଦେଶ ଭାରତରେ କୋଭିଡ-୧୯ ସ୍ଥିତି ଖରାପ ହେଉଥିବା ଦେଖି ବାଂଲାଦେଶ ଗୁରୁବାର ଦିନ ରେମଡେସିଭିରର ୧୦,୦୦୦ ଭାଏଲ ଆଣ୍ଟିଭାଇରାଲ ଇଞ୍ଜେକ୍ସନ ଭାରତକୁ ପଠାଇଛି | କୋଲକାତାରେ ବାଂଲାଦେଶର ଡେପୁଟି ହାଇ କମିସନର ଟୁଫିକ୍ ହାସନ୍, ପେଟ୍ରାପୋଲର ଭାରତୀୟ ସୀମାନ୍ତ ବନ୍ଦରରେ ଭାରତ ସରକାରଙ୍କ…
ଅଧିକ ଖବର ଦେଖନ୍ତୁ...

କାଲିମେଳା ଜମି ଦୁର୍ନୀତି ଘଟଣା: ପୂର୍ବତନ ତହସିଲଦାର ଆଲୋକ ଅନୁଗୁଳିଆ ନିଳମ୍ବିତ

ମାଲକାନଗିରି: କାଲିମେଳା ତହସିଲ କାର୍ଯ୍ୟାଳୟରେ ହୋଇଥିବା ଦୁର୍ନୀତିରେ ଆଜି ବଳି ପଡିଛନ୍ତି ପୂର୍ବତନ ତହସିଲଦାର ଆଲୋକ କୁମାର ଅନୁଗୁଳିଆ। ରାଜ୍ୟ ରାଜସ୍ବ ଏବଂ ବିପର୍ଯ୍ୟୟ ବିଭାଗ ତରଫରୁ ପୂର୍ବତନ ତହସିଲଦାର ଶ୍ରୀ ଅନୁଗୁଳିଆଙ୍କୁ ନିଳମ୍ବିତ କରାଯାଇଥିବା ନେଇ ନିର୍ଦେଶ କରାଯାଇଛି। ଏଠାରେ…
ଅଧିକ ଖବର ଦେଖନ୍ତୁ...

ବିକ୍ରି ହେଲାନି କ୍ଷୀର, ରାସ୍ତାରେ ଢ଼ାଳିଲେ ଚାଷୀ

ଜହ୍ନାପଙ୍କ: କରୋନା ମହାମାରୀ ଯୋଗୁଁ ବର୍ତ୍ତମାନ ସରକାରଙ୍କ ପକ୍ଷରୁ ୧୪ ଦିନିଆ ଲକଡାଉନ ଘୋଷଣା କରାଯାଇଛି। ଫଳରେ କେତେକ ସ୍ଥାନରେ ସାଧାରଣ ଖଟିଖିଆଙ୍କ ଉପରେ ଏହାର ପ୍ରଭାବ ବେଶୀ ପରିମାଣରେ ପଡୁଥିବା ଦେଖିବାକୁ ମିଳୁଛି। ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ପଂଚାୟତ ଜହ୍ନାପଙ୍କ ଠାରେ ଥିବା ଚାରିଶମ୍ଭୁ…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗ ରାଜନୈତିକ ହିଂସାରେ ୨୧ ଜଣ ମୃତ୍ୟୁବରଣ କରିଛନ୍ତି : ବିଜେପି

କୋଲକାତା : ବିଧାନସଭା ନିର୍ବାଚନ ପରେ ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଜାରି ରହିଛି । ନିର୍ବାଚନରେ ଜିତିଥିବା ତୃଣମୂଳ କଂଗ୍ରେସର କର୍ମୀମାନେ ବିଜେପି କର୍ମୀ ଓ ସେମାନଙ୍କ ପରିବାର ଉପରେ ଆକ୍ରମଣ କରୁଥିବା ବିଜେପି ଅଭିଯ଼ୋଗ କରିଛି । ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲ୍ଲୀପ ଘୋଷ କହିଛନ୍ତି…
ଅଧିକ ଖବର ଦେଖନ୍ତୁ...