Daily Archives

May 7, 2021

ତେଲଙ୍ଗାନା ଓ ଆନ୍ଧ୍ରରୁ ନବରଙ୍ଗପୁର ଫେରିଲେ ୭୯, ପ୍ରଥମ ଦିନର ୪୦ ଫେରନ୍ତା ମଧ୍ୟରୁ ୫ ପଜିଟିଭ୍

ନବରଙ୍ଗପୁର: ସୀମାନ୍ତ ମାଲକାନାଗିରୀ ଓ କୋରାପୁଟ ଜିଲ୍ଲା ଦେଇ ନବରଙ୍ଗପୁରକୁ ଫେରୁଛନ୍ତି ପ୍ରବାସୀ ଓଡିଆ। ଗତ ୫ ତାରିଖ ଦିନ ତେଲଙ୍ଗାନାରୁ ୪୮ ଜଣ ଫେରିଥିବା ବେଳେ ଗତକାଲି ଫେରିଛନ୍ତି ୩୧ ଜଣ। ଗତ ୫ରେ ଫେରିଥିବାଙ୍କ ମଧ୍ୟରୁ ହାଇଦ୍ରାବାଦରୁ ଫେରିଥିବା ୪୦ ଜଣଙ୍କୁ ମୋଡେଲ ଡିଗ୍ରୀ କଲେଜ…
ଅଧିକ ଖବର ଦେଖନ୍ତୁ...

ଓମଫେଡ୍‌ର ଦୁଗ୍ଧ ସଂଗ୍ରହ ବନ୍ଦ, ଚାଷୀ ହତାଶ 

ଆନନ୍ଦପୁର : କରୋନା ମହାମାରୀକୁ ରୋକିବା ପାଇଁ ସାରା ରାଜ୍ୟରେ ଲକ୍‌ଡାଉନ୍ ଜାରି ରହିଛି। ଲକ୍‌ଡାଉନ୍‌ର ତୃତୀୟ ଦିନରେ ଆଜି ଆନନ୍ଦପୁର ଉପଖଣ୍ଡର ଗାଁଠାରୁ ସହର ସବୁଆଡ଼େ ତାଲାବନ୍ଦ ରହିଛି। ଏଭଳି ସ୍ଥିତିରେ ଆନନ୍ଦପୁରର ଦୁଗ୍ଧ ଚାଷୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଶାଳପଡ଼ାରେ ଥିବା…
ଅଧିକ ଖବର ଦେଖନ୍ତୁ...

କରୋନା ପାଇଁ ୪ ସ୍ବତନ୍ତ୍ର ଟ୍ରେନ୍ ୧୫ ଦିନ ପାଇଁ ଚଳାଚଳ ବନ୍ଦ

ଜୟପୁର: କରୋନା ଦ୍ବିତୀୟ ଲହର ଆସିଥିବା ବେଳେ ପଜିଟିଭ୍ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ୪ଟି କୋଭିଡ୍ ସ୍ବତନ୍ତ୍ର ଟ୍ରେନ ଚଳାଚଳ ଉପରେ ରୋକ ଲାଗିଛି। ପୂର୍ବ ତଟ ରେଳପଥ କାର୍ୟ୍ୟାଳୟର ନିଷ୍ପତ୍ତି କ୍ରମେ ଏହି ଟ୍ରେନକୁ ୧୫ ଦିନ ଚଳାଚଳ ବନ୍ଦ ରହିବା ନେଇ…
ଅଧିକ ଖବର ଦେଖନ୍ତୁ...

ଗଡ଼ିଲା ୧୩ ନୂଆ ଆମ୍ବୁଲାନ୍ସ

କେନ୍ଦୁଝର : ମହାମାରୀ କରୋନା ସମୟରେ କେନ୍ଦୁଝର ଜିଲ୍ଲାବାସୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ଗଡ଼ିଲା ୧୩ଟି ଆମ୍ବୁଲାନ୍ସ। ନୂତନ ଆମ୍ବୁଲାନ୍ସଗୁଡ଼ିକୁ ଜିଲ୍ଲାପାଳ ଆଶିଷ ଠାକ୍‌ରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଆମ୍ବୁଲାନ୍ସ ଗୁଡ଼ିକ ଡିଏମ୍‌ଏଫ୍‌ ଓ ଓମ୍‌ବାଡ୍‌ସି ପାଣ୍ଠିରୁ…
ଅଧିକ ଖବର ଦେଖନ୍ତୁ...

ନିଆଁ ଲାଗି ଜଳିଗଲା ଫିଲ୍ମ ଯୋଦ୍ଧା ଆକବରର ସୁଟିଂ ସେଟ

ମୁମ୍ବାଇ: ମୁମ୍ବାଇ ନିକଟସ୍ଥ କରଜାଟରେ ଥିବା ଏନଡି ଷ୍ଟୁଡିଓରେ ଆଜି ନିଆଁ ଲାଗିଯାଇଛି | ଆଉ ଅଗ୍ନିକାଣ୍ଡ ଫଳରେ ଫିଲ୍ମ ଯୋଦ୍ଧା-ଆକବରର ଆଇକନିକ ସେଟ୍ ଜାଳି ପୋଡି ପାଉଁଶ ହୋଇଯାଇଛି | ବଲିଉଡର ଅନେକ ଲୋକପ୍ରିୟ ଚଳଚ୍ଚିତ୍ର ଏନଡି ଷ୍ଟୁଡିଓର ସେଟରେ ସୁଟିଂ କରାଯାଇଛି | ହିନ୍ଦୀ ସିନେମାର ଜଣେ…
ଅଧିକ ଖବର ଦେଖନ୍ତୁ...

ଅଧିକ ଲୁଣ ଖାଇବା ଦ୍ୱାରା ଏହି ରୋଗ ହୋଇ ବର୍ଷକୁ ବିଶ୍ୱରେ ମରୁଛନ୍ତି ୩୦ ଲକ୍ଷ ଲୋକ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: ଖାଦ୍ୟ ଏବଂ ପାନୀୟ ଦ୍ରବ୍ୟରେ ଲୁଣର ଅତ୍ୟଧିକ ବ୍ୟବହାର ହୃଦଘାତ ଏବଂ ବିଭିନ୍ନ ହୃଦରୋଗ ସୃଷ୍ଟି ହୋଇଥାଏ | ଏହି କାରଣରୁ, ଲୋକଙ୍କଠାରେ ହୃଦ୍ ରୋଗ ଏବଂ ହୃଦଘାତର ଅଧିକ ଘଟଣା ସାମ୍ନାକୁ ଆସୁଛି | ଖାଦ୍ୟରେ ସୋଡିୟମ୍ ପରିମାଣକୁ ସୀମିତ ରଖିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୁଧବାର…
ଅଧିକ ଖବର ଦେଖନ୍ତୁ...

ମୋରମ ଚାଲାଣ ଅଭିଯୋଗରେ ଏକଲକ୍ଷ ଜରିମାନା

ଆନନ୍ଦପୁର : ଘସିପୁରା ତହସିଲ ଖାଳିଆମେଣ୍ଟା ମୌଜାର ଚଉମୁହିଁରେ ଏକ ଜମିରୁ ମୋରମ ଚାଲାଣ ଅଭିଯୋଗରେ ଏକ ମେସିନ୍ ସହିତ ତିନୋଟି ଗାଡି ଜବତ୍ କରାଯାଇଥିଲା। ମୋରମ ଖୋଳାଯାଉଥିବା ଖବରପାଇ ତହସିଲଦାର ବାବୁଲ ପେରେଇ ଚଢଉ କରି ଗାଡି ଗୁଡିକୁ ଜବତ୍ କରିଥିଲେ। ରୟାଲଟି ଓ ଜରିମାନା ବାବଦରେ…
ଅଧିକ ଖବର ଦେଖନ୍ତୁ...

ଯମୁନାରେ ଭାସିଆସୁଛି ମୃତଦେହ, ଶବ ଭସାଇଦେଉଛନ୍ତି ଗ୍ରାମବାସୀ

ଲଖନଉ: ଶୁକ୍ରବାର ଅପରାହ୍ନ, ଯମୁନା ନଦୀରେ ଭାସିଆସୁଥାଏ ଗୋଟିଏ ପରେ ଗୋଟିଏ ମୃତଦେହ | ଉତ୍ତରପ୍ରଦେଶର ହମିରପୁରରେ ନଦୀ କୂଳରେ ରହୁଥିବା ଲୋକ ଏଭଳି ଦୃଶ୍ୟ ଦେଖି ଭୟଭୀତ ହୋଇଗଲେ, ଆଉ ପୁଲିସକୁ ଖବର ଦେଲେ | ଘଟଣାସ୍ଥଳରେ ପୁଲିସ ପହଂଚି ଯେତେବେଳେ ଅନୁସନ୍ଧାନ କଲା ପୁଲିସ ବି ଆଶ୍ଚର୍ଯ୍ୟ ହୋଇଗଲା…
ଅଧିକ ଖବର ଦେଖନ୍ତୁ...

ଡାକ୍ତରଖାନା ବାରଣ୍ଡାରେ ପଡ଼ିଲା ମୃତଦେହ

ଆନନ୍ଦପୁର: କରୋନା ସଂକ୍ରମଣ ବଢ଼ି ଚାଲିଥିବାବେଳେ ଏହାକୁ ନେଇ ଆଜି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜ୍ବରରେ ଆକ୍ରାନ୍ତ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପ‌ରେ ମୃତଦେହ ଘରକୁ ନେବାକୁ କୌଣସି ଗାଡ଼ି ଚାଳକ ରାଜି ନହେବାରୁ ମୃତଦେହ ଡାକ୍ତରଖାନା ବାରଣ୍ଡାରେ ଦୀର୍ଘ…
ଅଧିକ ଖବର ଦେଖନ୍ତୁ...

୮ କେଜି ଓଜନର ବଜ୍ରକାପ୍ତା ଉଦ୍ଧାର, ଗିରଫ ଅଭିଯୁକ୍ତକୁ କରୋନା

ବାରିପଦା/କଳାବାଡିଆ: ଏସ୍‌ପି ସ୍ମିତ ପି. ପରମାର୍‌ଙ୍କ ନିର୍ଦ୍ଦେଶରେ ଜିଲ୍ଲା ପୁଲିସର ଏକ ସ୍ବତନ୍ତ୍ର ଟିମ୍ ଗତକାଲି (ଗୁରୁବାର) ବିଳମ୍ବିତ ରାତିରେ ବାଙ୍ଗିରିପୋଷି ଥାନା ନିଶ୍ଚିନ୍ତା ପଞ୍ଚାୟତ ଅଧୀନ ଗୋହିରାପାଳ ଗ୍ରାମରେ ଆତର୍କିତ ଚଢ଼ଉ କରି ବିକ୍ରି ପାଇଁ ଯୋଜନା ଚାଲିଥିବା ୮ କେଜି ଓଜନର…
ଅଧିକ ଖବର ଦେଖନ୍ତୁ...