Daily Archives

May 7, 2021

ଏହି କାରଣରୁ ପ୍ରଥମ ଚାକିରି ହରାଇଦେଇଥିଲେ ଏଲନ ମସ୍କ, ଚାକିରି ନ ମିଳିବାରୁ ସ୍ଥାପନ କଲେ ନିଜସ୍ୱ କମ୍ପାନୀ

କାଲିଫର୍ଣ୍ଣିଆ: ଏଲନ ମସ୍କ, ବିଶ୍ୱର ଜଣେ ଚର୍ଚ୍ଚିତ ଶିଳ୍ପପତି ତଥା ଧନୀ ବ୍ୟକ୍ତି ବି ଭାବରେ ପରିଚିତ | ତାଙ୍କର କମ୍ପାନୀ ଟେସଲା ଓ ସ୍ପେସ ଏକ୍ସ ଆଜି ଯେଉଁ ସ୍ତରରେ ପହଂଚିଛି ଏହା ପଛରେ ଏଲନଙ୍କର କଠିନ ପରିଶ୍ରମ ଓ ଧୈର୍ଯ୍ୟ ରହିଛି | ତେବେ ଏଲନଙ୍କ ଜୀବନରେ ଏମିତି କିଛି ଘଟଣା ଘଟିଛି ଯାହାକି…
ଅଧିକ ଖବର ଦେଖନ୍ତୁ...

ବାଲିଆପାଳ କଙ୍କଡ଼ାପାଳ ମୁହାଣ ନିକଟରୁ ୪ ଫୁଟ୍‌ର ଡଲଫିନ୍‌ ଉଦ୍ଧାର

ବାଲିଆପାଳ: ବାଲେଶ୍ୱର ଜିଲ୍ଲା ବାଲିଆପାଳ କଙ୍କଡ଼ାପାଳ ମୁହାଣ ନିକଟରୁ ଆଜି ସନ୍ଧ୍ୟାରେ ଏକ ୪ ଫୁଟ୍‌ ଲମ୍ବର ଏକ ଡଲଫିନ୍‌ ଉଦ୍ଧାର କରାଯାଇଛି। ଡଲଫିନ୍‌ଟି ମୁହାଣ କୂଳରେ ଛଟପଟ ହେଉଥିବା ବେଳେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଡଲଫିନ୍‌ର ପାଟିରୁ ରକ୍ତ ବାହାରୁଥିଲା। ସ୍ଥାନୀୟ ଲୋକେ…
ଅଧିକ ଖବର ଦେଖନ୍ତୁ...

ଇଏସ୍ଏଲ୍ ଷ୍ଟିଲ୍ ପକ୍ଷରୁ ତରଳ ଅମ୍ଳଜାନ ଯୋଗାଣ

ଭୁବନେଶ୍ୱର: ବେଦାନ୍ତ ଗ୍ରୁପର ଅଧିନସ୍ଥ ଇଏସ୍ଏଲ୍ ଷ୍ଟିଲ୍ ଲିମିଟେଡ୍ କୋଭିଡ ମୁକାବିଲା ନିମନ୍ତେ ତରଳ  ଅମ୍ଳଜାନ ଯୋଗାଣ ପାଇଁ ଆଗେଇ ଆସିଛି । ଏଥିପାଇଁ କମ୍ପାନି ବୋକାରୋ ନିକଟସ୍ଥ ସିୟାଲିଜୋର ଠାରେ ଥିବା ଏହାର ପ୍ଲାଣ୍ଟକୁ ପଞ୍ଜୀକୃତ କରିଛି । ବେଦାନ୍ତ ଗ୍ରୁପ୍ କୋଭିଡ୍-୧୯ ମହାମାରୀର ୨ୟ…
ଅଧିକ ଖବର ଦେଖନ୍ତୁ...

ଡାକ୍ତରଙ୍କୁ ନୂଆ ନିର୍ଦ୍ଦେଶ ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଡାକ୍ତରଙ୍କୁ ନେଇ ନୂଆ ନିର୍ଦ୍ଦେଶ ଜାରି କଲେ ରାଜ୍ୟ ସରକାର । ଭିନ୍ନ ଭିନ୍ନ କ୍ୟାଡର ଡାକ୍ତରଙ୍କୁ ରାଜ୍ୟ ସରକାରଙ୍କ ଅଧୀନକୁ ଅଣିଲେ । ଓଏଚ୍‌ଏମ୍‌ସି, ଓଏମ୍‌ଇଏସ୍‌, ଆୟୁଷ, ଦାନ୍ତ ଡାକ୍ତର, ପିଜି ଡାକ୍ତର, ପୋଷ୍ଟ ପିଜି ଡାକ୍ତର, ଇନଟର୍ଣ୍ଣ ଛାତ୍ର ରାଜ୍ୟ ଅଧୀନକୁ ଆସିଲେ । ନର୍ସ…
ଅଧିକ ଖବର ଦେଖନ୍ତୁ...

ଏକେ-୪୭ ବନ୍ଧୁକ ସହ ସ୍ପୁଟନିକ ଭି ଟିକାକୁ ତୁଳନା କଲେ ଋଷ ରାଷ୍ଟ୍ରପତି

ମସ୍କୋ: ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କରୋନା ଭାଇରସ ଟିକାକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ଋଷରେ ନିର୍ମିତ କରୋନା ଟିକା ସ୍ପୁଟନିକ-ଭି କୁ ପ୍ରଭାବଶାଳୀ ବୋଲି ବର୍ଣ୍ଣନା କରି ସେ କହିଛନ୍ତି ଯେ କାଲାଶନିକୋଭ ରାଇଫଲ(ଏକେ-୪୭) ଯେତିକି ବିଶ୍ୱାସଯୋଗ୍ୟ ସେତିକି ଟିକା ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ଲକ୍‌ଡାଉନ ବେଳେ ୨୪ ବାଇକ୍‌ ଜବତ

କେନ୍ଦୁଝର : ଲକ୍‌ଡାଉନ୍‌ରେ ମଧ୍ୟ ଅମାନିଆମାନେ ବାଇକ୍‌ ଧରି ସହରରେ ବୁଲୁଛନ୍ତି। ଏପରି ବୁଲାବୁଲି କରୁଥିବା ଆଜି ୨୪ଜଣଙ୍କ ବାଇକ୍‌କୁ ଟାଉନ ପୁଲିସ ଜବତ କରିଛି। ଏହାକୁ ମିଶାଇ ତିନିଦିନରେ ପୁଲିସ ପ୍ରାୟ ୧୨୦ଟି ବାଇକ୍‌ ଜବତ କଲାଣି। ସେହିପରି କଟକଣା ମାନୁନଥିବା ବ୍ୟକ୍ତିଙ୍କଠାରୁ ଆଜି ୧୦…
ଅଧିକ ଖବର ଦେଖନ୍ତୁ...

ଦୁଇଦିନରେ ଦୁଇମୁଣ୍ଡ ନେଲା କରୋନା

ବ୍ୟାସନଗର : ବ୍ୟାସନଗର ସହରରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଦୁଇଦିନରେ ଦୁଇଜଣଙ୍କ ଜୀବନ ଗଲାଣି। କରୋନା ସଂକ୍ରମିତ ହୋଇ ଗତ ଗୁରୁବାର ବ୍ୟାସନଗର ପୌରାଞ୍ଚଳ ଅନ୍ତର୍ଗତ ଚାନ୍ଦମା ଗ୍ରାମର ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ନୀଳାଚଳ କର୍ମଚାରୀଙ୍କ ଧାରଣା ୧୬ ଦିନରେ, ମାସକର ଦରମା ଦେବା ପାଇଁ କର୍ତ୍ତୃପକ୍ଷ ରାଜି

ଦାନଗଦୀ: କଳିଙ୍ଗନଗର ଶିଳ୍ପାଞ୍ଚଳର ନୀଳାଚଳ କାରଖାନାରେ କର୍ମଚାରୀଙ୍କ ଧାରଣା ୧୬ ଦିନରେ ପହଞ୍ଚିଛି। ମିଳିତ ମଞ୍ଚ, ସମସ୍ତ ୟୁନିୟନ ଏବଂ ଆସୋସିଏସନ ସହଯୋଗରେ ବକେୟା ଦରମା ଦାବିରେ କର୍ମଚାରୀମାନେ ଦିବାରାତ୍ର ରେଳଧାରଣାରେ ବସିରହିଛନ୍ତି। ଆଜି ନୀଳାଚଳ କର୍ତ୍ତୃପକ୍ଷ ବକେୟା ୧୧ମାସର ଦରମାରୁ…
ଅଧିକ ଖବର ଦେଖନ୍ତୁ...

କୋଭିଡ ହସପିଟାଲରେ ଭଉଣୀର ମୃତ୍ୟୁକୁ ନେଇ ଉତ୍ତେଜନା

ମାଲକାନଗିରି: ମାଲକାନଗିରି କୋଭିଡ ହସପିଟାଲରେର ଆଜି ଉତ୍ତେଜନା ଦେଖିବାକୁ ମିଳିଥିଲା। ଖବର ନେବାରୁ ଜଣାପଡିଥିଲା ଯେ ମାଲକାନଗିରି ନିକଟସ୍ଥ ଏମଭି-୧୧ ଗ୍ରାମର ଜନୈକା ଝିଅ ଏମଭି-୧୫ ଗ୍ରାମରେ ବିବାହ କରିଥିଲେ। ତେବେ ଗତ ମଂଗଳବାର ଦିନ ତାଂକର ଟେଷ୍ଟ କରାଯିବାରୁ କୋଭିଡ ଅଛି କହି କୋଭିଡ…
ଅଧିକ ଖବର ଦେଖନ୍ତୁ...

ରୋଗୀଙ୍କୁ ଲୁଟୁଛନ୍ତି ଆମ୍ବୁଲାନ୍ସ ମାଲିକ: ୩୫୦ କିଲୋମିଟର ପାଇଁ ଗଣିଲେ ୧ ଲକ୍ଷ ୨୦ ହଜାର ଟଙ୍କା

ଲୁଧିଆନା: ୩୫୦ କିଲୋମିଟର ଦୂରତା ପାଇଁ କେତେ ଟଙ୍କା ଆମ୍ବୁଲାନ୍ସ ଭଡା ହୋଇପାରେ | ଆପଣ ଭାବୁଥିବେ ୫୦ ହଜାର କିମ୍ବା କିଛି ଅଧିକ ହୋଇଥାଇପାରେ | ତେବେ ଆପଣ ଭୁଲ ଭାବୁଛନ୍ତି | କାରଣ କରୋନା ସମୟରେ ଜଣେ ରୋଗୀଙ୍କ ପାଖରୁ ଆଦାୟ ହୋଇଛି ୧ ଲକ୍ଷ ୨୦ ହଜାର ଟଙ୍କା | କରୋନା ମହାମାରୀରେ ସାରା ଦେଶ…
ଅଧିକ ଖବର ଦେଖନ୍ତୁ...