Daily Archives

May 8, 2021

ଟ୍ରେନ୍ ଧକ୍କାରେ ଦନ୍ତା ଗୁରୁତର

ହରିଚନ୍ଦନପୁର : ଆଜି ବିଳମ୍ବିତ ରାତିରେ ଦୈତାରୀ - ବାଂଶପାଣି ରେଳ ପଥର ହରିଚନ୍ଦନପୁର ବ୍ଲକ ଶଗଡପଟା ପାଞ୍ଚାୟତ ଘଣଘଣା ନାଳ ନିକଟରେ ଟ୍ରେନ ଧକ୍କାରେ ଏକ ଦନ୍ତା ଗୁରୁତର ଆହତ ହୋଇଛି। ରାତି ପାଖାପାଖି ୯ଟା ବେଳେ ଦନ୍ତାଟି ଟ୍ରେନଲାଇନ ପାର ହେଉଥିବା ବେଳେ ଏକ ମାଲବାହୀ ଟ୍ରେନ ତାକୁ ଧକ୍କା…
ଅଧିକ ଖବର ଦେଖନ୍ତୁ...

କରୋନା କାଳରେ ମୁଖ୍ୟ ସମସ୍ୟା ପାଲଟିଛି ଅର୍ଥ; ଜାଣନ୍ତୁୁ ଚାଣକ୍ୟଙ୍କ ମତରେ ଅର୍ଥର ବିନିଯୋଗ କିପରି ହେବା ଉଚିତ

ଅର୍ଥଶାସ୍ତ୍ର ରଚୟିତା ଆଚାର୍ଯ୍ୟ ଚାଣକ୍ୟଙ୍କ ସଂପର୍କରେ ପୂର୍ବରୁ ଅନେକ ଆଲୋଚନା କରି ସାରିଛେ। ସେ ଦେଇଥିବା ନୀତିବାଣୀ ସବୁକୁ ଜୀବନରେ ଉପଯୋଗ କଲେ ନାନା ସମସ୍ୟା ଦୂର କରି ହୁଏ। ତେବେ ଚାଣକ୍ୟ ଆହୁରି ବି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ନିଜର ମତ ଦେଇଛନ୍ତି। ତାହା ହେଉଛି, ଟଙ୍କାକୁ ଉପଯୋଗ…
ଅଧିକ ଖବର ଦେଖନ୍ତୁ...

ନିିଜକୁ ସୁସ୍ଥ ରଖିବାକୁ ଚାହାନ୍ତି କି? ସକାଳୁ ପିଅନ୍ତୁ ଏହି ସବୁ ପାନୀୟ

ଆପଣ ଜାଣିଥିବେ ନିଶ୍ଚୟ ଯେ ସକାଳ ସମୟ ହେଉଛି ମଣିଷ ଶରୀର ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସମୟ। ଆପଣ ସକାଳ ସମୟରେ କ’ଣ ଖାଉଛନ୍ତି ଓ କ’ଣ ପିଉଛନ୍ତି ତାହା ଆପଣଙ୍କ ଶରୀର ଉପରେ ବିଶେଷ ଭାବେ ପ୍ରଭାବ ପକାଇଥାଏ। ରାତିରେ ଆମେ ଦୀର୍ଘ ସମୟ ଧରି ଶୋଇ ରହୁଥିବା କାରଣରୁ ଶରୀରକୁ ଖାଦ୍ୟ, ପାନୀୟ…
ଅଧିକ ଖବର ଦେଖନ୍ତୁ...

ହଜିଗଲା ମାନବିକତା: କରୋନା ସନ୍ଦେହରେ ଶବକୁ ଛୁଇଁଲେନି ଡାକ୍ତରଖାନା କର୍ମଚାରୀ

ନବରଙ୍ଗପୁର/ତେନ୍ତୁଳିଖୁଣ୍ଟି:  କରୋନା ମହାମାରୀ ସମୟରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଅମାନବୀୟ ଓ ଦୁଃଖଦ ଚିତ୍ର ଦେଖିବାକୁ ମିଳିଛି । ମଧ୍ୟରାତିରେ ସାନ ଭାଇର ମୃତ ଶରୀରକୁ ନିଜେ ବଡ ଭାଇ ଷ୍ଟ୍ରେଚରରେ ବୋହି ଆଣି ମହାପ୍ରୟାଣ ଗାଡିରେ ଭରି କରିବା ଦୃଶ୍ୟ ଉପସ୍ଥିତ ଜନତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ପିଆରଏମ୍ ହସ୍ପିଟାଲରେ ଆରମ୍ଭ ହେଲା ଟେଲିମେଡିସିନ୍ ବ୍ୟବସ୍ଥା

ବାରିପଦା : କରୋନା ମହାମାରୀ ସମୟରେ ଘରେ ରହି ବିଭିନ୍ନ ଡାକ୍ତରୀ ପରାମର୍ଶ ନିମନ୍ତେ ପିଆରଏମ୍ ମେଡିକାଲ୍ ଏଣ୍ଡ୍ ହସ୍ପିଟାଲରେ ଆରମ୍ଭ ହୋଇଛି ଟେଲିମେଡିସିନ୍ ବ୍ୟବସ୍ଥା। ସକାଳ ୮ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୭୬୫୫୦୫୧୩୦୭ ଏବଂ ୭୬୫୫୦୫୧୩୦୮ ମୋବାଇଲ୍ ନମ୍ବରରେ ସ୍ବାସ୍ଥ୍ୟସମସ୍ୟା ଜନିତ…
ଅଧିକ ଖବର ଦେଖନ୍ତୁ...

ଆଫଗାନିସ୍ତାନର ଏକ ସ୍କୁଲ ବାହାରେ ବୋମା ବିସ୍ଫୋରଣ, ୨୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଥିବା ଏକ ସ୍କୁଲ ବାହାରେ ଆଜି ଏକ ବୋମା ବିସ୍ଫୋରଣ ହୋଇଛି | ଏହି ବିସ୍ଫୋରଣରେ ଅତି କମରେ ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୨ ଜଣ ଆହତ ହୋଇଛନ୍ତି। ନ୍ୟୁଜ୍ ଏଜେନ୍ସି ଅନୁଯାୟୀ ଆଫଗାନିସ୍ତାନ ଗୃହ ମନ୍ତ୍ରଣାଳୟର ମୁଖପାତ୍ର ତାରିକ ଆରିୟାନ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର ଖର୍ଚ୍ଚ ବଢ଼ିପାରେ। ସୋମ ଓ ମଙ୍ଗଳବାର ବ୍ୟବସାୟୀଙ୍କ ଲାଗି ସମୟ ଉତ୍ତମ। ବୁଧ, ଗୁରୁ ଓ ଶୁକ୍ରବାର ପରିବାରରେ ପ୍ରସନ୍ନତା ରହିବ। ଶନିବାର କିଛି ନୂଆ ଶିଖିବେ। ରବିବାରରେ ଧନଲାଭ ହେବ। ସୋମ ଓ ମଙ୍ଗଳବାର ସମାଜରେ ପ୍ରତିଷ୍ଠା ବଢ଼ିବ। ବୁଧ, ଗୁରୁ ଓ ଶୁକ୍ରବାର କାରବାରରେ ଲାଭ ହେବ।…
ଅଧିକ ଖବର ଦେଖନ୍ତୁ...

କାବୁଲରେ ବୋମା ବିସ୍ଫୋରଣ, ୨୫ ମୃତ, ୧୨ ଆହତ

କାବୁଲ : ପୁଣି ରକ୍ତରଞ୍ଜିତ ହୋଇଛି ଆଫଗାନିସ୍ଥାନ ରାଜଧାନୀ କାବୁଲ । ସହରର ଏକ ବାଳିକା ଉଚ୍ଚ ବିଦ୍ୟାଳୟରେ ହୋଇଥିବା ଆତଙ୍କବାଦୀ ବୋମା ବିସ୍ଫୋରଣରେ ଅତି କମରେ ୨୫ ଜଣ ନିହତ ହୋଇଛନ୍ତି ଓ ୧୨ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଛୋଟ ପିଲା ଥିବା ଜଣାଯ଼ାଇଛି । ଆଫଗାନିସ୍ତାନର ଆଭ୍ୟନ୍ତରୀଣ…
ଅଧିକ ଖବର ଦେଖନ୍ତୁ...

କରୋନା ସ୍ଥିତି ସମୀକ୍ଷା କଲେ ପ୍ରଣବ ପ୍ରକାଶ ଦାସ

ରାଉରକେଲା: ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆଜି ସୁନ୍ଦରଗଡ଼ ଗସ୍ତରେ ଆସି ଜିଲ୍ଲାର କୋଭିଡ୍ ସ୍ଥିତି ସମୀକ୍ଷା କରିଛନ୍ତି। ପୂର୍ବାହ୍ନରେ ଶ୍ରୀ ଦାସ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଓ ହାଇଟେକ୍ ହସପିଟାଲ ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀଙ୍କ ସହ ଆଲୋଚନା କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ପୌରାଂଚଳରେ ଟିକାକରଣକୁ ନେଇ ରାଜ୍ୟ ସରକାରଙ୍କ ଗୁରୁତ୍ୱ, ଚିଠି ଲେଖିଲେ ଏସ୍‌ଆରସି

ଭୁବନେଶ୍ୱର: ରାଜ୍ୟ ସରକାର ପୌରାଂଚଳରେ ଟିକାକରଣକୁ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟର ୫ଟି ପୌରାଚଂଳରେ ଟିକାକରଣ ନେଇ ସ୍ୱତନ୍ତ୍ର ରିଲିଫ କମିସନର ଚିଠି ଲେଖିଛନ୍ତି । ଚିଠିରେ ଏସ୍‌ଆରସି ଉଲ୍ଲେଖ କରିଛନ୍ତି ଯେ, ୧୮ରୁ ୪୪ ବର୍ଷର ବ୍ୟକ୍ତିଙ୍କୁ ଟିକା ଦେବାରେ ଗୁରୁତ୍ୱ ଦିଆଯାଉ । ଭୁବନେଶ୍ୱର,…
ଅଧିକ ଖବର ଦେଖନ୍ତୁ...