Daily Archives

May 8, 2021

ଭିଡିଓ ବାର୍ତ୍ତା ମାଧ୍ୟମରେ କରୋନା ସଚେତନ କଲେ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପି

ବାରିପଦା : ମୟୂରଭଞ୍ଜରେ କରୋନା ଦେଖାଇଛି ଏହାର କରାଳ ରୂପ। ଏକଦା ଏକ ଅଙ୍କକୁ ଖସିଆସିଥିବା ଏହି ମହାମାରୀ ଏପ୍ରିଲ୍ ମଧ୍ୟଭାଗରୁ କିନ୍ତୁ ତାଣ୍ଡବ ରଚିବା ଆରମ୍ଭ କରିସାରିଛି। ମେ’ ମାସରେ ଏହି ମହାମାରୀ ଆତଙ୍କ ଦେଖାଇଚାଲିଛି। ତୀବ୍ର ବେଗରେ ବଢ଼ିଚାଲିଛି ଏହି ସଂକ୍ରମଣ। ଏନେଇ ଜିଲ୍ଲା ପ୍ରଶାସନ…
ଅଧିକ ଖବର ଦେଖନ୍ତୁ...

ମେ ୨୪ ସୁଦ୍ଧା ପଶ୍ଚିମବଙ୍ଗରେ ସ୍ଥିତି ନ ସୁଧୁରିଲେ ଆତ୍ମଦାହ କରିବି: ମହନ୍ତ ପରମହଂସ ଦାସ

କୋଲକାତା: ନିର୍ବାଚନ ଫଳାଫଳ ଘୋଷଣା ପରେ ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ବଢ଼ିବାରେ ଲାଗିଛି | ପଶ୍ଚିମବଙ୍ଗରେ ଘଟୁଥିବା ହିଂସାକୁ ନେଇ ଅଯୋଧ୍ୟାରେ ରହୁଥିବା ସାଧୁମାନେ ଉତକ୍ଷିପ୍ତ ହୋଇଛନ୍ତି । ପଶ୍ଚିମବଙ୍ଗରେ ହିଂସାକୁ ଅଯୋଧ୍ୟାରେ ଥିବା ତପସ୍ୱୀ ଛାଵନୀର ମହନ୍ତ ପରମହଂସ ଦାସ ଆନ୍ଦୋଳନ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମ ଗସ୍ତରେ ପୁଲିସ ଡିଜି ଅଭୟ; କୋଭିଡ୍‌ ସ୍ଥିତି ସମୀକ୍ଷା, ସୀମାନ୍ତ ଚେକ୍‌ପୋଷ୍ଟ ପରିଦର୍ଶନ

ବ୍ରହ୍ମପୁର/ଗୋଳନ୍ଥରା/ଛତ୍ରପୁୁର: ରାଜ୍ୟରେ କରୋନା କାୟା ବିସ୍ତାର କରି ଚାଲିଛି। ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଆସନ୍ତା ୧୯ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲକ୍‌ଡାଉନ୍‌ ଜାରି କରିଛନ୍ତି। ଏବେ ଆନ୍ଧ୍ର ଓ ତେଲେଙ୍ଗାନାରେ ଦେଖା ଦେଇଥିବା ନୂଆ କରୋନା ଭୂତାଣୁ ରାଜ୍ୟ ସରକାରଙ୍କ…
ଅଧିକ ଖବର ଦେଖନ୍ତୁ...

ଦିନକରେ ସର୍ବାଧିକ: ବିଭିନ୍ନ ରାଜ୍ୟକୁ ଗଲା ୭୧୮ ମେଟ୍ରିକ୍ ଟନ୍ ତରଳ ମେଡିକାଲ୍ ଅମ୍ଳଜାନ

ନୂଆଦିଲ୍ଲୀ: ଆଜି ଗୋଟେ ଦିନରେ ସାରା ଦେଶକୁ ସର୍ବାଧିକ ତରଳ ମେଡିକାଲ୍ ଅମ୍ଳଜାନ ଯୋଗାଇଦିଆଯାଇଛି | ୪୧ଟି ଟ୍ୟାଙ୍କରରେ ୭୧୮ ମେଟ୍ରିକ୍ ଟନ୍ ତରଳ ମେଡିକାଲ୍ ଅମ୍ଳଜାନ ଆଜି ସ୍ୱତନ୍ତ୍ର ଅମ୍ଳଜାନ ଏକ୍ସପ୍ରେସ ଟ୍ରେନ୍ ଦ୍ୱାରା ବିଭିନ୍ନ ରାଜ୍ୟକୁ ପଠାଯାଇଥିବା କହିଛି କେନ୍ଦ୍ର। ଉତ୍ତରପ୍ରଦେଶକୁ…
ଅଧିକ ଖବର ଦେଖନ୍ତୁ...

ମାଓବାଦୀଙ୍କୁ କରୋନା ସଂକ୍ରମିତ କଲା

ମାଲକାନଗିରି: ମାଓବାଦୀଙ୍କୁ କରୋନା ସଂକ୍ରମିତ କରିଥିବା ଜଣାପଡିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମାଓବାଦୀ ସଂଗଠନର ଆଗଧାଡିର ନେତାମାନଙ୍କୁ ଆନ୍ଧ୍ର ଷ୍ଟ୍ରେନ ସଂକ୍ରମିତ କରିଥିବା ଜଣାପଡିଛି।ମାଓ ସଂଗଠନର ଆଗଧଆଡିର ମହିଳା କମାଣ୍ଡର ସୁଜାତାଙ୍କୁ କରୋନା ସଂକ୍ରମିତ କରିଥିବା…
ଅଧିକ ଖବର ଦେଖନ୍ତୁ...

ରାଜଧାନୀ ଦିଲ୍ଲୀରେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ରାସନକାର୍ଡ ଅଡୁଆ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣର ପ୍ରକୋପ କମ କରିବା ପାଇଁ ଲକ୍‌ଡାଉନ୍ ବଳବତ୍ତର ରହିଥିବା ବେଳେ ଲକ୍‌ଡାଉନ୍‌ରେ ପ୍ରଭାବିତ ହେଉଥିବା ଲୋକମାନଙ୍କ ପାଇଁ ଦିଲ୍ଲୀ ସରକାର ଯେଉଁ ଘୋଷଣା କରିଛନ୍ତି ସେଥିରେ ପ୍ରବାସୀ ଓଡ଼ିଆ ଶ୍ରମିକମାନେ ବିଶେଷଭାବେ ଉପକୃତ ହେବେ ନାହିଁ।…
ଅଧିକ ଖବର ଦେଖନ୍ତୁ...

ରବିବାର ସକାଳେ ଭୂପୃଷ୍ଠରେ ମାଡ଼ ହୋଇପାରେ ଚୀନ ରକେଟ୍ ଲଙ୍ଗ୍ ମାର୍ଚ୍ଚ ୫ବି : ଆମେରିକା

ଓ୍ବାସିଂଟନ : ମହାକାଶରେ ନିୟନ୍ତ୍ରଣ ବାହାରକୁ ଚାଲିଯ଼ାଇଥିବା ଚୀନ ରକେଟ୍ ଲଙ୍ଗ୍ ମାର୍ଚ୍ଚ ୫ବି ରବିବାର ସକାଳେ ଭୂପୃଷ୍ଠରେ ମାଡ଼ ହେବାର ସମ୍ଭାବନା ରହିଛି ବୋଲି ଆମେରିକାର ଏକ ମହାକାଶ ଗବେଷଣା ସଂସ୍ଥା କହିଛି । ଆମେରିକାର ଏରୋସ୍ପେଶ କର୍ପୋରେସନର ପୂର୍ବାନୁମାନ ଅନୁସାରେ ଏହି ରକେଟ…
ଅଧିକ ଖବର ଦେଖନ୍ତୁ...

କରୋନାରେ ଦେହାନ୍ତ ହେଲେ ଶ୍ମଶାନରେ ମାଗଣା ସେବା ଯୋଗାଇବେ ଯୋଗୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଯଥା ସମ୍ଭବ ସରକାରୀ ସହାୟତା ଯୋଗାଇ ଦେଇଆସୁଛନ୍ତି । ଏହି କ୍ରମରେ ଶନିବାର ଦିନ କୋଭିଡ ପରିଚାଳନା ପାଇଁ ରାଜ୍ୟରେ ଗଠିତ ଟିମ୍କୁ କିଛି ନିର୍ଦେଶ ଦେଇଛନ୍ତି । ସେ କହିଛନ୍ତି କି…
ଅଧିକ ଖବର ଦେଖନ୍ତୁ...

ସଟ୍ ଡାଉନରେ ଅମାନିଆଙ୍କୁ ସାବାଡ କଲେ ଜିଲ୍ଲାପାଳ: ଜିଲ୍ଲାରେ ଆଜି ୭୦ କରୋନା ରୋଗୀ ଚିହ୍ନଟ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆଜି ସୁଦ୍ଧା ଦିନକରେ ଶହେ ପାର ହୋଇନଥିଲେ ମଧ୍ୟ ପ୍ରତିଦିନ ୭୦ରୁ ୮୦ ଜଣ ସଂକ୍ରମିତ ହେଉଛନ୍ତି। ଗତ ୫ ତାରିଖରୁ ରାଜ୍ୟ ସରକାର ଲକ୍ ଡାଉନ ଘୋଷଣା କରିଥିବା ବେଳେ ଆଜି ଧିଲା ଲକ୍ ଡାଉନ ପିରିୟଡର…
ଅଧିକ ଖବର ଦେଖନ୍ତୁ...

କରୋନା ସଂକ୍ରମିତ ପ୍ରବାସୀ ଓଡ଼ିଆଙ୍କୁ ଅମ୍ଳଜାନ ଦେବ ଓଡ଼ିଆ ମହାମଞ୍ଚ, ଜାରି କଲେ ମୋବାଇଲ ନମ୍ବର

ନୂଆଦିଲ୍ଲୀ: କରୋନା ସଂକ୍ରମିତ ପ୍ରବାସୀ ଓଡ଼ିଆ ରୋଗୀମାନଙ୍କୁ ଆବଶ୍ୟକ ପଡୁଥିବା ଅମ୍ଳଜାନର ବ୍ୟବସ୍ଥା କରିବା ପାଇଁ ସହାୟତାର ହାତ ବଢ଼ାଇଛି ଓଡ଼ିଆ ମହାମଞ୍ଚ । ଓଡ଼ିଶା ସରକାରଙ୍କ ସହାୟତାରେ ଅମ୍ଳଜାନ ସିଲିଣ୍ଡର ଗୁଡିକର ବ୍ୟବସ୍ଥା କରାଯାଇଥିବା ନେଇ ମହାମଞ୍ଚର ଅଧ୍ୟକ୍ଷ ଗୋବର୍ଦ୍ଧନ ଧଳ ଅବଗତ…
ଅଧିକ ଖବର ଦେଖନ୍ତୁ...