Daily Archives

May 9, 2021

ଆତ୍ମୀୟ ସ୍ବଜନ ଶେଷକୃତ୍ୟ କରିବାକୁ ଆସୁନାହାନ୍ତି: ଦେଢ଼ ବର୍ଷ ହେବ ବିଶ୍ବନାଥ ଓ ସାଥୀ ସତ୍କାର କରୁଛନ୍ତି 

ଜୟପୁର: ନିଜ ଆତ୍ମୀୟ ସ୍ବଜନ ତଥା ଜନ୍ମ କରିବା ପୁଅ ମଧ୍ୟ ଶେଷକୃତ୍ୟରେ ଭାଗ ନେଇ ମୁଖାଗ୍ନୀ ଦେଉ ନାହାନ୍ତି। ରକ୍ତର ସଂପର୍କ କିଛି ନଥିଲେ ହେଁ ଆମେ ଗତ ଦେଢ଼ ବର୍ଷ ହେବ କୋଭିଡ୍ ଡାକ୍ତରଖାନା, କୋଭିଡ୍ କେୟାର କିମ୍ବା କୋଭିଡ୍ ସଂଦିଗ୍ଧ ମୃତକଙ୍କ ଶେଷ କୃତ୍ୟ ସଂପନ୍ନ କରିବା ସହ ମୁଖାଗ୍ନି…
ଅଧିକ ଖବର ଦେଖନ୍ତୁ...

ଜୁନ ୧ ରୁ ଗୁଗୁଲର ଏହି ସେବା ପାଇଁ ଦେବାକୁ ପଡିବ ଦେୟ

ନୂଆଦିଲ୍ଲୀ: ଯଦି ଆପଣ ଉଚ୍ଚମାନର ଫଟୋ ପାଇଁ ଗୁଗୁଲର 'ଗୁଗୁଲ୍ ଫଟୋ' ସେବା ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କୁ ଏଥିପାଇଁ ଟଙ୍କା ଗଣିବାକୁ ପଡିବ | ଗୁଗୁଲ ଘୋଷଣା କରିଛି ଯେ ୧ ଜୁନ୍ ୨୦୨୧ ପରେ ଗୁଗୁଲ୍ ଫଟୋ ସେବା ମାଗଣାରେ ଉପଲବ୍ଧ ହେବ ନାହିଁ। ଅର୍ଥାତ, ଜୁନ ମାସଠାରୁ ଆପଣଙ୍କୁ ଏହି କ୍ଲାଉଡ୍…
ଅଧିକ ଖବର ଦେଖନ୍ତୁ...

ଲିଭିଗଲା ଲାଠିକଟାର ଆଲୁଅ; ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା ଲକ୍ଷ୍ମୀବାଇ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଲାଠିକଟାର ଆଲୁଅ ଲିଭଯାଇଛି । କରୋନା ମହାମାରୀ ସମୟରେ ଯିଏ ନିଜ ଜୀବନକୁ ବାଜି ଲଗାଇ ନିଜର କର୍ତ୍ତବ୍ୟ ସଂପାଦନ କରି ଚାଲିଥିଲେ, ସେ ଆଉ ନାହାନ୍ତି । ଆମେ ଏଠାରେ କହି ରଖୁଛୁ ଏଏନ୍‌ଏମ୍‌ ଲକ୍ଷ୍ମୀବାଇ ହାତୀଙ୍କ ଜୀବନଯୁଦ୍ଧର କାହାଣୀ । ଶ୍ରୀମତୀ ଲକ୍ଷ୍ମୀବାଇ…
ଅଧିକ ଖବର ଦେଖନ୍ତୁ...

ରାଲିରେ ୫୦କିଲୋ ଓଜନର ଭାଲୁକୁ ନେଇ ପହଞ୍ଚିଥିଲେ ପ୍ରାର୍ଥୀ

ନୂଆଦିଲ୍ଲୀ: ନିର୍ବାଚନ ପ୍ରଚାରକୁ ସଫଳ କରିବା ସହିତ ଲୋକମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ପ୍ରାର୍ଥୀମାନେ ବିଭିନ୍ନ ପ୍ରକାର ଉପାୟ ଆପଣାଇ ଥାଆନ୍ତି। ଏମିତି ଏକ ଘଟଣା ଆମେରିକାର କାଲିଫର୍ଣ୍ଣିଆରୁ ସାମ୍ନାକୁ ଆସିଛି। ଏଠାରେ ଗଭର୍ଣ୍ଣର ଗୋବିନ ନ୍ୟୁସମଙ୍କୁ ହଟାଇବା ପାଇଁ ହେଉଥିବା…
ଅଧିକ ଖବର ଦେଖନ୍ତୁ...

ଜଣେ ପୁଲିସ କର୍ମଚାରୀ କରୋନା ଡିୟୁଟି ସମୟରେ ହ୍ୟାଣ୍ଡପମ୍ପ ମାରି ଶୋଷିଲା କୁକୁରକୁ ପିଆଉଛନ୍ତି ପାଣି

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ମଜାଦାର ଓ ପ୍ରେରଣାଦାୟକ ଫଟୋ ଓ ଭିଡିଓ ଭାଇରାଲ ହୋଇଥାଏ। ଅନେକ ଥର ଏମିତି କିଛି ଫଟୋ ଓ ଭିଡିଓ ପୋଷ୍ଟ ହୋଇଥାଏ ଯାହାକି ଆମର ହୃଦୟକୁ ସ୍ପର୍ଶ କରିଥାଏ। ଆଉକିଛି ଫଟୋ ମାନବିକତା ଓ କର୍ତ୍ତବ୍ୟ କ’ଣ ତାହା ଶିଖାଇ ଦେଇଥାଏ। ସୋସିଆଲ…
ଅଧିକ ଖବର ଦେଖନ୍ତୁ...

ଝରକା ରେଲିଂ କାଟି ଚମ୍ପଟ ମାରିଲେ ୧୩ଜଣ କରୋନା ସଂକ୍ରମିତ ଦୁର୍ଦ୍ଦାନ୍ତ କଏଦୀ

ରେୱାଡ଼ି: ଦିଲ୍ଲୀରେ କାହାକୁ ନଜଣାଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ୨୩ଜଣ କରୋନା ରୋଗୀ ଫେରାର ହୋଇଯାଇଥିବା ଘଟଣା ଭଳି ହରିୟାଣାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ୧୩ ଜଣ ଦୁର୍ଦ୍ଦାନ୍ତ କଏଦୀ ଫେରାର ହୋଇଯାଇଥିବା ଖବର ମିଳିଛି। ତେବେ ଚିନ୍ତାର ବିଷୟ ହେଉଛି ଫେରାର…
ଅଧିକ ଖବର ଦେଖନ୍ତୁ...

ଅକ୍ସିଜେନ ପାଇଁ ରୋଗୀ ବିକଳ ହେଉଥିବା ବେଳେ ଅଳିଆ ଗଦରେ ପଡ଼ିଛି କୁଢ଼କୁଢ଼ ସିଲିଣ୍ଡର

ନୂଆଦିଲ୍ଲୀ: କରୋନା ଭାଇରସରେ ସଂକ୍ରମିତ ହୋଇ ଲୋକେ ଚିକିତ୍ସା ପାଇବାକୁ ଡହଳବିକଳ ହୋଇପଡ଼ୁଛନ୍ତି। ଅକ୍ସିଜେନ ଅଭାବ ହେତୁ ଅନେକ ରୋଗୀଙ୍କ ଜୀବନ ଅକାଳରେ ଛଡ଼ି ପଡ଼ୁଛି। ତେବେ ଏଭଳି ସମୟରେ ବିହାରରୁ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଅଳିଆ ଗଦାରେ କୁଢ଼କୁଢ଼ ଅକ୍ସିଜେନ ସିଲିଣ୍ଡର…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁ ପୂର୍ବରୁ ଅଭିନେତା ଫେସବୁକରେ ଲେଖି ଯାଇଛନ୍ତି ଏଭଳି ଭା‌ବବିହ୍ବଳ କଥା…

ନୂଆଦିଲ୍ଲୀ: ନେଟଫ୍ଲିକ୍ସ ଫିଲ୍ମ ‘ୟୁନିଫ୍ରିଡୋମ’ରେ ନଜର ଆସିଥିବା ଅଭିନେତା ରାହୁଲ ଭୋରାଙ୍କ କରୋନାରେ ମୃତ୍ୟୁ ହୋଇଛି। ରାହୁଲ ଉତ୍ତରାଖଣ୍ଡର ଡିଜିଟାଲ ପ୍ଲାଟଫର୍ମର ଜଣେ ଲୋକପ୍ରିୟ ଚେହେରା ଥିଲେ। ଥିଏଟର ନିର୍ଦେଶକ ଏବଂ ପ୍ଲେ ରାଇଟର ଅରବିନ୍ଦ ଗୌର ନିଜ ଫେସବୁକ ପୋଷ୍ଟ ମାଧ୍ୟମରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ମହତ୍ତ୍ବପୂର୍ଣ୍ଣ କାମ କରିବା ପାଇଁ ଶାରୀରିକ ଓ ମାନସିକ ରୂପେ ପ୍ରସ୍ତୁତ ରୁହନ୍ତୁ। ଅଚାନକ ଧନଲାଭ ହେବ। ସରକାରୀ କର୍ମଚାରୀଙ୍କର ପଦୋନ୍ନତି ହୋଇପାରେ। ବୃଷ: ଆପଣଙ୍କୁ ବଡ଼ ଭାଇ ଭଉଣୀଙ୍କର ସହଯୋଗ ମିଳିବ। ଉନ୍ନତି ଲାଗି ନୂଆ ମାର୍ଗ ପାଇବେ। ବିବାହିତ ଲୋକଙ୍କ ଲାଗି ଦିନଟି ଭଲ।…
ଅଧିକ ଖବର ଦେଖନ୍ତୁ...

ବିଜେପି ବିଧାୟକ ବଖାଣିଲେ କଷ୍ଟ, ‘ହସ୍ପିଟାଲରେ ଭର୍ତ୍ତି ପତ୍ନୀଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ କୌଣସି ସୂଚନା ଦିଆଯାଉ…

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଫିରୋଜାବାଦ ଜନପଦର ଜସରାନାର ବିଧାୟକ ରାମଗୋପାଳ ଓରଫ ପପ୍ପୁ ଲୋଧି ୩୦ ଏପ୍ରିଲରେ କରୋନା ସଂକ୍ରମିତ ହୋଇଥିଲେ। ତାଙ୍କ ସହିତ ପତ୍ନୀ ବି କରୋନା ପଜିଟିଭ ଥିବା ଜଣାପଡ଼ିଥିଲେ। ଏହାପରେ ରାମଗୋପାଳଙ୍କ ପତ୍ନୀଙ୍କୁ ଫିରୋଜାବାଦରେ ଆଇସୋଲେସନ ୱାର୍ଡରେ…
ଅଧିକ ଖବର ଦେଖନ୍ତୁ...