Daily Archives

May 9, 2021

କୋଭିଡ ସେଣ୍ଟର ପାଇଁ ୨କୋଟି ଟଙ୍କା ଦାନ କଲେ ବିଗ ବି ଅମିତାଭ ବଚ୍ଚନ

ନୂଆଦିଲ୍ଲୀ: ଦିଲ୍ଲୀର ରକବ ଗଞ୍ଜ ଗୁରୁଦ୍ୱାରରେ ସୋମବାର ଦିନ ଖୋଲିବାକୁ ଥିବା କୋଭିଡ-କେୟାର ସେଣ୍ଟର ପାଇଁ ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ୨କୋଟି ଟଙ୍କା ଦାନ କରିଛନ୍ତି | ଏନେଇ ଦିଲ୍ଲୀ ଶିଖ ଗୁରୁଦ୍ୱାର ପରିଚାଳନା କମିଟି ସଭାପତି ମନଜିନ୍ଦର ସିଂ ସିରସା କହିଛନ୍ତି। ଟୁଇଟ କରି…
ଅଧିକ ଖବର ଦେଖନ୍ତୁ...

ଡକାୟତି ଉଦ୍ୟମ ପଣ୍ଡ, ୨ ଗିରଫ, ବନ୍ଧୁକ-ଖଣ୍ଡା, ଲ୍ୟାପଟପ ଓ ମୋବାଇଲ୍‌ ଜବତ

ନାଲକୋ ନଗର: କୋଭିଡ୍‌-୧୯ ମୁକାବିଲାରେ ୧୨ ଘଣ୍ଟିଆ କର୍ଫ୍ୟୁ ଜାରି ରହିଛି। ସମଗ୍ର ନାଲକୋ ନଗର ଅଞ୍ଚଳ ପୁଲିସ ନଜରରେ ରହିଛି। ଏଭଳି ସ୍ଥିତିରେ ୫୫ଜାତୀୟ ରାଜପଥ ନିକଟ ଭଡ଼ା ଘରେ ରହି  ଡକାୟତି ପାଇଁ ଯୋଜନା କରୁଥିବା ବେଳେ ୨ଜଣ କୁଖ୍ୟାତ ଅପରାଧୀ ଧରା ପଡ଼ିଛନ୍ତି। ଦୀର୍ଘ ଦିନ ହେବ ଏମାନେ…
ଅଧିକ ଖବର ଦେଖନ୍ତୁ...

କାନ୍ଧ ଦେବାକୁ କେହି ଆସିଲେନି, ଆବର୍ଜନା ଗାଡ଼ିରେ ଭଉଣୀକୁ ନେଇ ଅନ୍ତିମ ସଂସ୍କାର କଲେ ଡାକ୍ତର ଭାଇ

ଶାମଳୀ: ଭଉଣୀର ମୃତ୍ୟୁ ପରେ ମସାଣି ଯାଏଁ ଭଉଣୀକୁ ନେବାକୁ ଭାଇ ଅନେକ ଅନୁରୋଧ କଲେ ବି କେହି ଶୁଣିଲେନି | ଆଉ ଅନ୍ୟ ବାଟ ନ ପାଇ ଶେଷରେ ଭଉଣୀର ମୃତଦେହକୁ ନିଜେ ନେଇ ଅନ୍ତିମ ସଂସ୍କାର କରିଛନ୍ତି ଜଣେ ଡାକ୍ତର | ଉତ୍ତରପ୍ରଦେଶର ଜାଲାଲାବାଦରେ କିଛି ଏଭଳି ଘଟଣା ଘଟିଛି | ସୂଚନା ମୁତାବକ ପେସାରେ…
ଅଧିକ ଖବର ଦେଖନ୍ତୁ...

କରୋନା ଆକ୍ରାନ୍ତଙ୍କ ମୃତଦେହରୁ ୫୨୦ଟି ବେଡ଼ସିଟ, ୧୨୭ଟି କୁର୍ତା ଓ ଧଳା ଶାଢ଼ୀ ଚୋରି କରିଥିବା ୭ଜଣଙ୍କୁ ଗିରଫ କଲା…

ବାଘପତ: ସାରା ଦେଶରେ ଏବେ କରୋନା ସ୍ଥିତି ଉଦବେଗଜନକ ରହିଥିବା ବେଳେ ଉତ୍ତରପ୍ରଦେଶରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି | କରୋନାରେ ମୃତ୍ୟୁବରଣ କରୁଥିବା ମୃତକଙ୍କ ଶରୀରରୁ ଜିନିଷ ଚୋରି କରୁଥିବା ନେଇ ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର ସାମ୍ନାକୁ ଆସିଛି | ଗୋଟେ କି ଦୁଇଟା ନୁହେ ମୃତକଙ୍କ…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ ଜିଲ୍ଲାରେ କରୋନା ସଂକ୍ରମଣର ଚେନ୍ କାଟନ୍ତୁ: ଜିଲ୍ଲାପାଳ

ସୁନ୍ଦରଗଡ଼: କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ ପାଇଁ ମେ' ୫ ତାରିଖରୁ ୧୯ ତାରିଖ ଯାଏଁ ସାରା ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ଲାଗୁ କରିଛନ୍ତି ରାଜ୍ୟ ସରକାର । ଏହି ନିୟମକୁ ଠିକ୍ ଭାବେ ପାଳନ କରି ଜିଲ୍ଲାରେ କରୋନା ସଂକ୍ରମଣର ଚେନ୍ କାଟିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ନିଖିଲ…
ଅଧିକ ଖବର ଦେଖନ୍ତୁ...

ହାଇକୋର୍ଟ ଓକିଲରୁ ମୁଖ୍ୟମନ୍ତ୍ରୀ ଆସନ, କେମିତି ଥିଲା ହିମନ୍ତ ବିଶ୍ୱଶର୍ମାଙ୍କ ଯାତ୍ରା

ଗୌହାଟୀ:ଆସାମରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହିମନ୍ତ ବିଶ୍ୱଶର୍ମା | ଆଜି ବିଜେପି ବିଧାୟକ ଦଳ ବୈଠକରେ ହିମନ୍ତ ବିଶ୍ୱଶର୍ମାଙ୍କୁ ନେତା ଭାବେ ଚୟନ କରାଯାଇଥିବା ଜଣାପଡିଛି । ତେବେ ଜଣେ ହାଇକୋର୍ଟ ଓକିଲରୁ କେମିତି ଥିଲା ଯାତ୍ରା ସେ ବିଷୟରେ ଜାଣନ୍ତୁ | ଆସାମର ଜାଲୁକବରୀ ବିଧାନସଭା…
ଅଧିକ ଖବର ଦେଖନ୍ତୁ...

ଦିଦିଙ୍କ ଚିଠିର ଜବାବ ରଖିଲେ ଅର୍ଥମନ୍ତ୍ରୀ, ମେ’ ୩ରୁ ଅମ୍ଳଜାନ ଓ କୋଭିଡ ଔଷଧ ଉପରୁ ଜିଏସଟି ଛାଡ଼ କରାଯାଇଛି

ନୂଆଦିଲ୍ଲୀ: କରୋନା ରୋଗୀଙ୍କ ଚିକିତ୍ସାରେ ବ୍ୟବହାର ହେଉଥିବା ଅମ୍ଳଜାନ ଓ କୋଭିଡ ଔଷଧ ଉପରୁ ଜିଏସଟି ଛାଡ଼ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ | ଏବେ ତାଙ୍କ ଚିଠିର ଜବାବ ଟୁଇଟ କରି ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ |…
ଅଧିକ ଖବର ଦେଖନ୍ତୁ...

ଗତ ୨୪ଘଣ୍ଟା ମଧ୍ୟରେ ରାଜଧାନୀରୁ ଚିହ୍ନଟ ହେଲେ ୧୦୮୪ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଭୁବନେଶ୍ବରରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୦୮୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଚିହ୍ନଟ ହୋଇଥିବା ୧୦୮୪ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୨୧୩ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୮୭୧ଜଣ ରହିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ରଘୁନାଥ ମହାପାତ୍ରଙ୍କ ପରଲୋକ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା

ଭୁବନେଶ୍ୱର: ଖ୍ୟାତନାମା ଶିଳ୍ପୀ ତଥା ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ ପରଲୋକ ହୋଇ ଯାଇଛି । ତାଙ୍କର ପାର୍ଥିବ ଶରୀରର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ରଘୁନାଥ ମହାପାତ୍ରଙ୍କ ବିୟୋଗ ନେଇ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ଜଣାଇଛନ୍ତି…
ଅଧିକ ଖବର ଦେଖନ୍ତୁ...

୨୦ ଦିନରେ ଏହି ବିଶ୍ୱବିଦ୍ୟାଳୟର ୧୭ ଜଣ ପ୍ରଫେସରଙ୍କର ଜୀବନ ନେଲାଣି କରୋନା, ସିବିଆଇ ତଦନ୍ତ ଦାବି କଲେ ପୂର୍ବତନ ଛାତ୍ର…

ଆଲିଗଡ: କରୋନାର ଦ୍ଵିତୀୟ ଲହରୀରେ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ ଉପରେ ବିପଦ ମାଡିଆସିଛି | କାରଣ ମାତ୍ର ୨୦ ଦିନ ମଧ୍ୟରେ ଏହି ବିଶ୍ୱବିଦ୍ୟାଳୟର ୧୭ ଜଣ ପ୍ରଫେସରଙ୍କର ଜୀବନ ଚାଲିଗଲାଣି | ଆଉ ଏହାକୁ ନେଇ ଛାତ୍ର ନେତାମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ସିବିଆଇ ତଦନ୍ତ ଦାବି…
ଅଧିକ ଖବର ଦେଖନ୍ତୁ...