Daily Archives

May 10, 2021

ସାତକୋଶିଆ ଅଭୟାରଣ୍ୟକୁ ଛୁଇଁଲା କରୋନା,୧୦ବନ କର୍ମଚାରୀ ପଜିଟିଭ

ବନ୍ତଳା: କରୋନା ସଂକ୍ରମଣ ଯୋଗୁଁ ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟକୁ ପର୍ଯ୍ୟଟକ ଙ୍କୁ ନିଷେଧ କରାଯାଇଥିବା ବେଳେ ଆଜି ଅଭୟାରଣ୍ୟର ୧୦ଜଣ ବନ କର୍ମଚାରୀ କରୋନା ପଜିଟିଭ ବାହାରିଛନ୍ତି। ଫଳରେ ସାତକୋଶିଆ ଅଭୟାରଣ୍ୟ ଉପରେ ଏହାର ପ୍ରଭାବ ପଡିବ ବୋଲି କୁହାଯାଉଛି। ସୂଚନା ଅନୁଯାୟୀ କରୋନା…
ଅଧିକ ଖବର ଦେଖନ୍ତୁ...

ଗ୍ରାମବାସୀ ୭ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଅଣ୍ଟା ଭିଡ଼ିଲେ

ମାଥିଲି: ସ୍ୱାଧୀନତାର ପ୍ରାୟ ୭୩ ବର୍ଷ ବିତି ଯାଇଥିଲେ ମଧ୍ୟ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ଏଭଳି ଅନେକ ଗାଁ ରହିଛି ଯିବା ଆସିବା ପାଇଁ ଭଲ ରାସ୍ତାଟିଏ ନାହିଁ । ସରକାର ଗାଁକୁ ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ, ପାଣି ପାଇଁ ପ୍ରାଧାନ୍ୟ ଦେଇଥିଲେ ମଧ୍ୟ ଆଜି ବି ଗାଁକୁ ରାସ୍ତା ନ ଥିବା…
ଅଧିକ ଖବର ଦେଖନ୍ତୁ...

ଗାଁରେ ବ୍ୟାପିଲାଣି କରୋନା,ଏବେ ସ୍ଥିତି ହେଲାଣି ସଂଗୀନ 

ଭଦ୍ରକ: ଭଦ୍ରକ ଜିଲ୍ଲାରେ ହୁ ହୁ ହୋଇ ବଢୁଛି କାରୋନା ସଂକ୍ରମଣ। ସଂକ୍ରମଣକୁ ଆଉ ରୋକିବା ଭଳି ଅବସ୍ଥା ନାହିଁ। ପ୍ରଶାସନ ପକ୍ଷରୁ ସବୁଆଡେ କଟକଣା କରାଯାଇଥିଲେ ମଧ୍ୟ ଆମାନିଆ ପ୍ରବାସୀ ସବୁ ଆସି ଘାଣ୍ଟି ଦେଲେ। ପ୍ରଶାସନ ପକ୍ଷରୁ କରୋନା କଟକଣା କରି ବାଡ ଲାଗାଇବା‌ ବେଳକୁ ବାହାର ରାଜ୍ୟରୁ…
ଅଧିକ ଖବର ଦେଖନ୍ତୁ...

ଏହିସବୁ ଘରୋଇ ଉପଚାର ଦ୍ବାରା ଆପଣଙ୍କ ଫୁସଫୁସ ସୁସ୍ଥ ରହିବା ସହିତ କରୋନା ସଂକ୍ରମଣର ଆଶଙ୍କା କମ ରହିଥାଏ

ନୂଆଦିଲ୍ଲୀ: ଚାଲିବା ସମୟରେ କି କୌଣସି କାମ କରିବା ବେଳେ ଯଦି ଧଇଁସଇଁ ହୋଇଯାଉଛନ୍ତି ତେବେ ବୁଝି ନିଅନ୍ତୁ ଆପଣଙ୍କ ଫୁସଫୁସ ସୁସ୍ଥ ନୁହଁ। ତେଣୁ ଯେଉଁମାନଙ୍କ ଫୁସଫୁସ ଦୁର୍ବଳ ରହିଛି ସେମାନଙ୍କୁ କରୋନା ସଂକ୍ରମଣ ହେବାର ଅଧିକ ସମ୍ଭାବନା ରହିଛି। କରୋନାର ନୂଆ ସଂକ୍ରମଣ ସିଧାସଳଖ…
ଅଧିକ ଖବର ଦେଖନ୍ତୁ...

ନଦୀପଠାରୁ ଯୁବକଙ୍କ ମୃତଦେହ ଠାବ, ହତ୍ୟା କରି ଫିଙ୍ଗି ଦେଇଥିଲେ ହତ୍ୟାକାରୀ

ଧଉଳି:ଧଉଳି ଥାନା ଅଧୀନ ସରଦେଇପୁର ସ୍ଥିତ ଡାକବଙ୍ଗଳା ପଛପଟ ଭାର୍ଗବୀ ଏବଂ ଦୟାନଦୀ ସଂଲଗ୍ନ ନଦୀପଠାରୁ ଆଜି ପୂର୍ବାହ୍ନରେ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ ଗଞ୍ଜାମ ଜିଲ୍ଲା ଅଧୀନ କୋଦଳା ଥାନା ଅଞ୍ଚଳର ଜଗନ୍ନାଥ ମହାରଣା (୩୫) । ଜଗନ୍ନାଥଙ୍କୁ ହତ୍ୟାକରି…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁ ପୂର୍ବରୁ ଅଭିନେତାଙ୍କ ଭିଡିଓ ସାମ୍ନାକୁ ଆସିଲା, ଡାକ୍ତର ଅକ୍ସିଜେନ ବଦଳରେ ଖାଲି ମାସ୍କ ଲଗାଇ ଚାଲି ଯାଇଥି‌ଲେ

ନୂଆଦିଲ୍ଲୀ: ନେଟଫ୍ଲିକ୍ସ ଫିଲ୍ମ ‘ୟୁନିଫ୍ରିଡୋମ’ରେ ନଜର ଆସିଥିବା ଅଭିନେତା ରାହୁଲ ଭୋରାଙ୍କ ଗତ ରବିବାର କରୋନାରେ ମୃତ୍ୟୁ ହୋଇ ଯାଇଛି। ରାହୁଲ ଉତ୍ତରାଖଣ୍ଡର ଡିଜିଟାଲ ପ୍ଲାଟଫର୍ମର ଜଣେ ଲୋକପ୍ରିୟ ଚେହେରା ଥିଲେ। ତେବେ ମୃତ୍ୟୁ ପରେ ରାହୁଲଙ୍କ ସ୍ତ୍ରୀ ଜ୍ୟୋତି ତିୱାରୀ ଭାଙ୍ଗି…
ଅଧିକ ଖବର ଦେଖନ୍ତୁ...

କରୋନା ସଙ୍କଟ ସମୟରେ ରୋଗୀଙ୍କୁ ସେବା ଯୋଗାଉଥିବା ବେଳେ ଚିକିତ୍ସା ଅଭାବରୁ ଆମ୍ବୁଲାନ୍ସ ଚାଳକଙ୍କ ହେଲା ମୃତ୍ୟୁ

ବେତିୟା: କରୋନା ସଙ୍କଟ ସମୟରେ ଚିକିତ୍ସା ପାଇଁ ହସ୍ପିଟାଲରେ ବେଡ କି ଅକ୍ସିଜେନ ନମିଳିବା ଖବର ପ୍ରତିଦିନ ଶୁଣିବାକୁ ମିଳୁଛି। ଯେଉଁ କାରଣରୁ ରୋଗୀଙ୍କୁ ଅନେକ ଅସୁବିଧାର ସାମ୍ନାକୁ କରିବାକୁ ପଡ଼ୁଛି। କେବଳ ଏତିକି ନୁହେଁ, ଏମିତି ଅନେକ ରୋଗୀ ଅଛନ୍ତି ଯେଉଁମାନଙ୍କୁ ସଠିକ ସମୟରେ ଚିକିତ୍ସା…
ଅଧିକ ଖବର ଦେଖନ୍ତୁ...

ଚନ୍ଦ୍ରଗିରି ଜଙ୍ଗଲ ନିକଟ ତିନି ଛକିଆ ରାଜରାସ୍ତା ଉପରେ ଦନ୍ତାହାତୀ

ଭଞ୍ଜନଗର: ପୁଣି ରାସ୍ତା ଉପରେ ଦନ୍ତାହାତୀକୁ ଦେଖିବାକୁ ମିଳିଛି। ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ତାରସିଂ ବନାଞ୍ଚଳରେ ଏକ ଦନ୍ତାହାତୀର ଉପଦ୍ରବ ବୃଦ୍ଧି ପାଇଛି। ଗତ ୨ ମାସ ତଳେ ମୁଜାଗଡ ବନାଞ୍ଚଳର ଦଦରଲୁଣ୍ଡା, ଖାରିଗୁଡ଼ା, ନିଧିଆପଲ୍ଲୀ ଇଲାକାରେ ଲଗତାର ରାସ୍ତା ଉପରକୁ ଆସୁଥିବା ବେଳେ ଏବେ…
ଅଧିକ ଖବର ଦେଖନ୍ତୁ...

ଦେଶର କରୋନା ଦୁର୍ଦ୍ଦଶା ପାଇଁ ମୋଦୀ ସରକାର ଦାୟୀ : କଂଗ୍ରେସ

ନୂଆଦିଲ୍ଲୀ : କରୋନା ମହାମାରୀ ପାଇଁ ଦେଶ ଭୋଗୁଥିବା ଦୁର୍ଦ୍ଦଶା ପାଇଁ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରକୁ ଦାୟୀ କରିଛି କଂଗ୍ରେସ । ମୋଦୀ ସରକାରଙ୍କ ଅଦୂରଦର୍ଶିତା ଓ ପରିଚାଳନାଗତ ଅବ୍ୟସ୍ଥା ପାଇଁ ଦେଶ ଏଡ଼େ ବଡ଼ ସଂକଟର ସମ୍ମୁଖୀନ ହେଲା ବୋଲି କଂଗ୍ରେସର ସର୍ବୋଚ୍ଚ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ନିୟମିତ ଭାବେ ନିଜର ଜ୍ଞାନ ବୃଦ୍ଧି କରନ୍ତୁ। ଭାଇ ଭଉଣୀ ସହିତ ଉତ୍ତମ ବୁଝାମଣା ରହିବ। ବ୍ୟବସାୟୀଙ୍କୁ ଲାଭ ହେବ। ଅଫିସ କାମରେ ବ୍ୟସ୍ତ ରହିବେ। ବୃଷ: ସାମାଜିକ କାର୍ଯ୍ୟରେ ସହଯୋଗ ଦିଅନ୍ତୁ, ଆପଣଙ୍କର ନାମ ହେବ। ଅଫିସରେ କାମର ପ୍ରଶଂସା ହେବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।…
ଅଧିକ ଖବର ଦେଖନ୍ତୁ...