Daily Archives

May 11, 2021

ପରୀକ୍ଷା ନିମନ୍ତେ ନିଆଗଲା ବଜ୍ରକପ୍ତାର ସ୍ବାବ୍, ଧରିଥିବା ଅଭିଯୁକ୍ତ ଚିହ୍ନଟ ହୋଇଥିଲା କରୋନା ଆକ୍ରାନ୍ତ

ବାରିପଦା: ମଣିଷ ପରେ ପ୍ରାଣୀଙ୍କୁ ଘାରିଛି କରୋନା ଭୟ। ମୟୂରଭଞ୍ଜରେ ଏଭଳି ପ୍ରଥମ ଘଟଣା ଘଟିବାକୁ ଯାଉଛି। ଆଜି ଏକ ନିରୀହ ପ୍ରାଣୀ ବଜ୍ରକାପ୍ତାକୁ କରୋନା ହୋଇଥିବା ଆଶଙ୍କା କରାଯାଇ ଏହାର ସ୍ବାବ୍ ସଂଗ୍ରହ କରାଯାଇଛି। ଉଲ୍ଲେଖଯୋଗ୍ୟଯେ ଚଳିତ ମାସ ୬ ତାରିଖ ରାତିରେ ମୟୂରଭଞ୍ଜ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ଚିଲିକାରେ ବେଆଇନ ଚିଙ୍ଗୁଡ଼ି ଘେରି ଭଙ୍ଗା ଅଭିଯାନ ଜାରି  

ଖୋର୍ଦ୍ଧା: ଓଡ଼ିଶାର ଗୌରବ ମରାଳମାଳିନୀ ନିଳାମ୍ବୁ ଚିଲିକାକୁ ଗ୍ରାସ କରିଥିବା ବେଆଇନ ଚିଙ୍ଗୁଡ଼ି ଘେରିକୁ ହଟାଇବା ଅଭିଯାନ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ରହିଛି । ଆଜି ଏହି ଅଭିଯାନରେ ଟାଙ୍ଗୀ-ବାଲୁଗାଁ ପଟରୁ ପ୍ରାୟ ୧୫ ଏକର ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କରାଯାଇଛି । ଚଳିତ…
ଅଧିକ ଖବର ଦେଖନ୍ତୁ...

ବର୍ଷେରୁ ଅଧିକ ଦିନ ଯାଏଁ କରିବାକୁ ପଡ଼ିବନି ରିଚାର୍ଜ, ପ୍ରତିଦିନ ମିଳିବ ୩ ଜିବି ଡାଟା

ନୂଆଦିଲ୍ଲୀ: ଯଦି ଆପଣ ସବୁଠାରୁ ଅଧିକ ଦିନ ରିଚାର୍ଜ ବାବଦରେ ଆଲୋଚନା କରନ୍ତି, ତେବେ ସାଧାରଣତଃ ଟେଲିକମ୍ କମ୍ପାନୀଗୁଡିକ ଏକ ବର୍ଷର ବୈଧତା ସହିତ ରିଚାର୍ଜ ପ୍ଲାନ ପ୍ରଦାନ କରନ୍ତି | ତେବେ ରାଷ୍ଟ୍ରାୟତ୍ତ ଟେଲିକମ୍ କମ୍ପାନୀ ବିଏସ୍ଏନ୍ଏଲ୍ ଅଧିକ ଦିନ ରିଚାର୍ଜରେ ଆଗରେ ରହିଛି। ଏବେ ବିଏସଏନଏଲ…
ଅଧିକ ଖବର ଦେଖନ୍ତୁ...

ମା, ପତ୍ନୀ ଓ ପୁଅର କରୋନାରେ ମୃତ୍ୟୁ ପରେ ଦୁଃଖ ଭୁଲିବାକୁ ମଦ ପିଇବାକୁ ପଡୁଛି, ପୁଲିସକୁ କିଛି ଏଭଳି ଶୁଣାଇଲେ…

ଲଖନଉ: କରୋନା କର୍ଫ୍ୟୁ ଯୋଗୁଁ ଏପ୍ରିଲ ୩୦ରୁ ଉତ୍ତରପ୍ରଦେଶରେ ବନ୍ଦ ହୋଇଥିବା ମଦ ଦୋକାନ ମଙ୍ଗଳବାର ଦିନ ଖୋଲା ଯାଇଥିଲା। କୋଭିଡ ନିୟମ ପାଳନ କରି ମଦ ଦୋକାନ ଖୋଲିବାକୁ ନିୟମ ଜାରି କରାଯାଇଥିଲା | ଆଉ ମଦ ଦୋକାନରେ ଲୋକଙ୍କ ଗହଳି ଦେଖି ପୁଲିସକୁ ନାକେଦମ ହେବାକୁ ପଡିଛି | ତେବେ ଲୋକଙ୍କ ଗହଳି…
ଅଧିକ ଖବର ଦେଖନ୍ତୁ...

ବାରିପଦାରେ କାଳ ବୈଶାଖୀ ପ୍ରଭାବ, ଘଡ଼ଘଡ଼ି ସହିତ ବର୍ଷା

ବାରିପଦା: ବାରିପଦା ସହରରେ କାଳ ବୈଶାଖୀର ପ୍ରଭାବ ପରିଲକ୍ଷିତ ହୋଇଥିଲା । ଓଡ଼ିଶା ପାଣିପାଗ ବିଭାଗର ପୂର୍ବାନୁମାନ ସତ୍ୟ ହେଲା । ଆଜି ପୂର୍ବାହ୍ନରେ ମାଡ଼ି ଆସିଥିଲା ପବନ, ଘଡ଼ଘଡ଼ି ସହିତ ବର୍ଷା । ବାରିପଦାସ୍ଥିତ କୃଷି ବିଭାଗର ପାଣିପାଗ ବିଭାଗର ଅଧିକାରୀ କମଳ ଲୋଚନ ନାଥଙ୍କ ସୂତ୍ରରୁ ପ୍ରାପ୍ତ…
ଅଧିକ ଖବର ଦେଖନ୍ତୁ...

ଅମ୍ଳଜାନ ଅଭାବରୁ ୫ ମିନିଟରେ ଚାଲିଗଲା ୧୧ କରୋନା ରୋଗୀଙ୍କ ଜୀବନ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ଏକ ସରକାରୀ ଡାକ୍ତରଖାନାରେ ଠିକ୍ ସମୟରେ ଅମ୍ଳଜାନ ଅଭାବ ହେତୁ ୧୧ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି | ତିରୁପତିସ୍ଥିତ ରୁଇଆ ହସ୍ପିଟାଲରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ୱାଇ.ଏସ୍ ଜଗନମୋହନ ରେଡ୍ଡୀ ୧୦ ଲକ୍ଷ ଟଙ୍କା ଲେଖାଏଁ…
ଅଧିକ ଖବର ଦେଖନ୍ତୁ...

ଡ୍ୟୁଟିକୁ ନ ଆସି ଧାରଣା ଦେଉଥିବା ୧ହଜାର ସ୍ୱାସ୍ଥ୍ୟ କର୍ମୀଙ୍କୁ ଚାକିରିରୁ ହଟାଇବାକୁ ନିର୍ଦ୍ଦେଶ

ଚଣ୍ଡୀଗଡ଼: କୋଭିଡ ମହାମାରୀ ସମୟରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କର ସବୁଠାରୁ ଅଧିକ ଦାୟିତ୍ୱ ରହୁଛି | ତେବେ ମେଡିକାଲମାନଙ୍କରେ ରୋଗୀଙ୍କର ସେବା କରିବା ପାଇଁ ନିୟୋଜିତ ସ୍ୱାସ୍ଥ୍ୟ କର୍ମୀମାନେ ଡ୍ୟୁଟିରେ ଯୋଗ ଦେଇନଥିବାରୁ ଏବେ ସେମାନଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛନ୍ତି…
ଅଧିକ ଖବର ଦେଖନ୍ତୁ...

କରୋନା ସହ ଲଢେଇ ଚାଲିଛି ଆଉ ଜୀବନ ସଙ୍ଗୀତ ଶୁଣୁଛନ୍ତି କୋଭିଡ ଆକ୍ରାନ୍ତ

ନୂଆଦିଲ୍ଲୀ: ମୃତ୍ୟୁ କଣ ସିଏ ବୁଝିନାହାନ୍ତି, କିନ୍ତୁ ନିଜର ଉଠାଣିଗଡ଼ାଣି ଜୀବନକୁ ଖୁବ ଭଲ ପାଆନ୍ତି | ବଂଚିବାର ସଂଜୀବନୀ ଭାବରେ ଅକ୍ସିଜେନ ସାଙ୍ଗକୁ ଦୃଢ ମନୋବଳ ଅଛି | ଆଜି ଆମେ ଆପଣଙ୍କୁ ଏମିତି ଜଣେ ଯୁବତୀଙ୍କ କାହାଣୀ କହିବୁ ଯାହାଙ୍କ ପାଖରୁ ପ୍ରେରଣାଟିଏ ମିଳିଛି ଯେ ଆଶା ଛାଡିବା ଉଚିତ…
ଅଧିକ ଖବର ଦେଖନ୍ତୁ...

ଶିମିଳିପାଳ ଜାତୀୟ ଉଦ୍ୟାନରୁ ଏକ ମୃତ ମାଈ ହାତୀ ଉଦ୍ଧାର

ବାରିପଦା: ଶିମିଳିପାଳ ଜାତୀୟ ଭିତରେ ଏକ ମୃତ ମାଈ ହାତୀର ମୃତ୍ୟୁ ହୋଇଥିବାର ଜଣାପଡ଼ିଛି । ମୃତ ହାତୀର ବୟସ ୪୫ ବର୍ଷରୁ ଅଧିକ ହେବ ଏବଂ ନ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଭିତରେ ଥିବା ଜାତୀୟ ଉଦ୍ୟାନରେ ଆଜି ବନ ବିଭାଗର କର୍ମଚାରୀମାନେ ପେଟ୍ରୋଲିଂ କରୁଥିବା ବେଳେ ମାଈ ହାତୀଟି…
ଅଧିକ ଖବର ଦେଖନ୍ତୁ...

ଶୁଭେନ୍ଦୁ ଅଧିକାରୀଙ୍କୁ ରୋକିବାକୁ ତାଙ୍କ ଅଞ୍ଚଳର ୭ ଜଣ ବିଧାୟକଙ୍କୁ ମନ୍ତ୍ରୀ କଲେ ମମତା!

କୋଲକାତା: ସରିଯାଇଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଓ ନବ ନିର୍ବାଚିତ ସରକାର ଶପଥ ମଧ୍ୟ ନେଇସାରିଛନ୍ତି | କିନ୍ତୁ ସରିନାହିଁ ଶୀତଳ ଯୁଦ୍ଧ | କାରଣ ଏବେ ଏମିତି ଏକ ଚିତ୍ର ସାମ୍ନାକୁ ଆସିଛି ଯେଉଁଠାରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ଯେ ନିଜର ବିରୋଧୀଙ୍କୁ ଚେକ ଦେବାକୁ ମୁଖ୍ୟମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...