Daily Archives

May 12, 2021

ଜାଣନ୍ତୁ ଗୁରୁବାର କ’ଣ କରିବା ଦ୍ବାରା ମାଆ ଲକ୍ଷ୍ମୀ ପ୍ରୀତ ହୋଇଥାନ୍ତି?

ଗୁରୁବାର ମାଆ ଲକ୍ଷ୍ମୀଙ୍କୁ ପ୍ରୀତ କରାଇବା ପାଇଁ ଭକ୍ତମାନେ ବିଶେଷ ପୂଜାର୍ଚ୍ଚନା କରିଥାନ୍ତି। ତେବେ, ମାଆ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ କ’ଣ କୌଣସି ପ୍ରକ୍ରିୟା ବା ପନ୍ଧତିର ଆବଶ୍ୟକତା ରହିଛି କି ? ଯଦି କିଛିର ଆବଶ୍ୟକତା ରହିଛି ତାହା ହେଉଛି ସ୍ନେହ ଓ ଉତ୍ସର୍ଗ। ଭକ୍ତି ଭାବ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧାରେ କରୋନାର ଦ୍ୱିତୀୟ ଲହର, ଦୈନିକ ସଂକ୍ରମଣ ୧୬୭, ସୁସ୍ଥ ହେଲେ ୧୬୦

ଖୋର୍ଦ୍ଧା : ଖୋର୍ଦ୍ଧା ଗ୍ରାମାଂଚଳରେ ଆଜି ଦୈନିକ ସଂକ୍ରମଣ ୧୬୭ ରେକର୍ଡ କରାଯାଇଥିବା ବେଳେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୧୮୭ ରହିଛି । ଜିଲ୍ଲା ଆପାତ୍କାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନାରେ ଆଜି ୫୬୫ଟି ରାପିଡ୍ ଆଂଟିଜେନ୍ ଓ ୪୦୨ଟି ଆରଟି-ପିସିଆର୍ ପରୀକ୍ଷଣ କରାଯାଇଥିଲା । ଏହା…
ଅଧିକ ଖବର ଦେଖନ୍ତୁ...

ବୃତ୍ତି ବଦଳାଇ ଦେଲା କରୋନା; ଚା’ ଦୋକାନୀ ବିକୁଛନ୍ତି ଆମ୍ବ, ତରଭୁଜ

ରାଇସୁଙ୍ଗୁଡ଼ା: କରୋନା କରନା ପାଇଁ ସମଗ୍ର ରାଜ୍ୟରେ ଲକ୍‌ଡାଉନ୍‌ ଜାରି କରାଯାଇଥିଲା ବେଳେ ଶନିବାର  ଓ ରବିବାର ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି କଟକଣାରୁ କେତେକ ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ୍‌ ଦିଆଯାଇଛି। ଏଥିଯୋଗୁଁ ଛୋଟ ଛୋଟ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା…
ଅଧିକ ଖବର ଦେଖନ୍ତୁ...

ଅଜଗର ସାପ ଅଣ୍ଡାର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କଲା ବନବିଭାଗ 

ଖୋର୍ଦ୍ଧା : ଖୋର୍ଦ୍ଧା ଉପକଣ୍ଠ ଚନ୍ଦକା ଅଭୟାରଣ୍ୟ ଅଧୀନ ହଳଦିଆ ବନାଂଚଳ ଠାରେ ଏକ ବିରଳ ଅଜଗର ସାପ ଅଣ୍ଡା ଦେଇଛି । ତେବେ ଅଂଚଳରେ ବେଆଇନ ବନ୍ୟଜନ୍ତୁ ଶିକାରୀଙ୍କ ପ୍ରାଦୁର୍ଭାବକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ସମଗ୍ର ଅଂଚଳକୁ ଜାଲ ଦ୍ୱାରା ଆବଦ୍ଧ କରାଯିବା ସହ ନିୟମିତ ପହରା ଦିଆଯାଇଛି…
ଅଧିକ ଖବର ଦେଖନ୍ତୁ...

ଦିନେ ଆସମର ମୁଖ୍ୟମନ୍ତ୍ରୀ ହେବେ ବୋଲି ୩୦ ବର୍ଷ ତଳୁ ନିଜ ପତ୍ନୀଙ୍କୁ କହିଥିଲେ ହିମନ୍ତ ବିଶ୍ବଶର୍ମା

ଗୌହ୍ବାଟୀ: ଆସାମରେ ଏବେ ନୂଆ କରି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ହିମନ୍ତ ବିଶ୍ବଶର୍ମା। ସବୁଠାରୁ ମଜାଦାୟକ କଥା ହେଉଛି ସେ ଦିନେ ଆସମର ମୁଖ୍ୟମନ୍ତ୍ରୀ ହେବେ ବୋଲି ୩୦ ବର୍ଷ ତଳୁ ନିଜ ପତ୍ନୀ ରିଙ୍କି ଭୁଇଁୟାଙ୍କୁ କହିଥିଲେ। ତାଙ୍କୁ ସେତେବେଳେ ୨୨ ବର୍ଷ ବୟସ ହୋଇଥିଲା…
ଅଧିକ ଖବର ଦେଖନ୍ତୁ...

ଏକାଧିକ ଦିନ ଦୁଷ୍କର୍ମ ପରେ ପୀଡ଼ିତାଙ୍କ ମୃତ୍ୟୁ ମାମଲା,ତିନିଦିନିଆ ରିମାଣ୍ଡରେ ମୁଖ୍ୟ ଅଭିଯୁକ୍ତ

ବାରିପଦା : ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗ ଝାଲିଆମାରା ଗ୍ରାମର ଜନୈକା ନାବାଳିକାଙ୍କୁ ଦୀର୍ଘ ପାଞ୍ଚ ଦିନ ଧରି ଦୁଷ୍କର୍ମ ହେବା ଏବଂ ପରେ କଟକ ବଡମେଡିକାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ପୀଡ଼ିତାଙ୍କର ନାବାଳିକାଙ୍କର ମୃତ୍ୟୁ ମାମଲାରେ ପୁଲିସକୁ ମିଳିଛି ବଡ଼ ପ୍ରମାଣ। ଏହି…
ଅଧିକ ଖବର ଦେଖନ୍ତୁ...

ବରାହପଦର ମଠର ମଠାଧୀଶ ଖେଳାକୃଷ୍ଣ ଦାସଙ୍କ ସ୍ବର୍ଗପ୍ରାପ୍ତି, ଅଞ୍ଚଳରେ ଶୋକର ଛାୟା

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବଡଖମାର ବରାହପଦର ମଠର ମଠାଧୀଶ ବାବାଜୀ ଖେଳା କୃଷ୍ଣ ଦାସ ଙ୍କ ବୁର୍ଲା ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ତାରେ ସ୍ବର୍ଗପ୍ରାପ୍ତି ଘଟିଛି । ମିଳିଥିବା ସୂଚନା ଅନୁସାରେ ସାତ ଦିନ ପୂର୍ବରୁ ବାବା ଖେଳାକୃଷ୍ଣ ଦାସଙ୍କୁ ସାମାନ୍ୟ…
ଅଧିକ ଖବର ଦେଖନ୍ତୁ...

କରୋନାରେ ମୃତ ମାଲିକ ଜୁଇକୁ ଅନାଇ ସପ୍ତାହେ କାଳ ବସିରହିଲା ପୋଷା କୁକୁର

ପାଟ୍‌ନା: କରୋନା ଭାଇରସ୍‌ରେ ଜୀବନ ଯାଉଥିବା ଆକ୍ରାନ୍ତଙ୍କ ପାଇଁ କେବଳ ତାଙ୍କ ପରିବାର ଲୋକ ନୁହଁନ୍ତି, ଅନେକ ସମୟରେ ସେମାନଙ୍କ ପୋଷ୍ୟ ପଶୁ ବି ଦୁଃଖ କରିଥାନ୍ତି ବୋଲି ଆପଣ ଜାଣନ୍ତି କି? ବିହାରର ଗୟାରେ ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଜିଲ୍ଲାର ଏକ ଛୋଟ ସହର…
ଅଧିକ ଖବର ଦେଖନ୍ତୁ...

ବଜ୍ରପାତରେ ଦଧିନଉତି ଭାଙ୍ଗିଲା

ପାଟଣା: ବଜ୍ରପାତରେ କେନ୍ଦୁଝର ଜିଲ୍ଲା ପାଟଣାର ବୈତରଣୀ କୂଳରେ ଥିବା ପରମେଶ୍ବର ମନ୍ଦିରର ଦଧିନଉତି ଭାଙ୍ଗିଯାଇଛି। ଗତକାଲି ଅପରାହ୍‌ଣରେ ପ୍ରବଳ ଝଡ଼‌ତୋଫାନ ସହ ବଜ୍ରପାତ ହୋଇଥିଲା। ଏଥିରେ ମନ୍ଦିର ଦଧିନଉତିର କିଛି ଅଂଶ ଭାଙ୍ଗିଯାଇଛି। ଏହି ସମୟରେ ମନ୍ଦିର ପରିସରରେ ଥିବା ପୂଜକ ଓ କର୍ମଚାରୀ…
ଅଧିକ ଖବର ଦେଖନ୍ତୁ...

ପୁଣି ଫସଲ ନଷ୍ଟ କଲେ ହାତୀପଲ

ଚମକପୁର: ଚମକପୁର ଜଙ୍ଗଲକୁ ପୁଣି ଫେରି ଆସିଛନ୍ତି ୧୭ ଟିକିଆ ହାତୀପଲ। ଏହି ହାତୀପଲ ସ୍ଥାନୀୟ ଅଞ୍ଚଳରେ ଉପଦ୍ରବ ଜାରି ରଖିଥିବା ବେଳେ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ଫଳରେ ପୁଣି ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଚମକପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ପନିପରିବା…
ଅଧିକ ଖବର ଦେଖନ୍ତୁ...