Daily Archives

May 13, 2021

ସୁନ୍ଦରଗଡ଼ ଜିଲ୍ଲାରେ ଡିଆରଡିଓ ସ୍ଥାପନ କରିବ ଅକ୍ସିଜେନ ପ୍ଲାଣ୍ଟ୍, ଆଇସିୟୁ ଶଯ୍ୟା ବୃଦ୍ଧି ହେବ

ରାଉରକେଲା: ପିଏମ୍ କେୟାର୍ସ ଫଣ୍ଡ୍ରୁ ଡିଆରଡିଓ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ କରୋନା ମୁକାବିଲା ପାଇଁ ପଦକ୍ଷେପ ନିଆଯାଉଛି। ଡିଆରଡିଓ ପକ୍ଷରୁ ୫ଶହଟି ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ୍ ଓ ଅସ୍ଥାୟୀ କୋଭିଡ୍ ହସପିଟାଲ ସ୍ଥାପନ କରାଯିବ। ଏହି କ୍ରମରେ ସୁନ୍ଦରଗଡ଼ ଏନ୍‌ଟିପିସି ମେଡିକାଲ କଲେଜ…
ଅଧିକ ଖବର ଦେଖନ୍ତୁ...

କବି ଅମିତାଭ ମିଶ୍ରଙ୍କ ‘‘ହେ ସ୍ରଷ୍ଟା ! ତୁମକୁ ପ୍ରଣାମ’’ ଉନ୍ମୋଚିତ

ବାରିପଦା: ଯୁବ କବି ତଥା ଶିକ୍ଷକ ଅମିତାଭ ମିଶ୍ରଙ୍କ ରଚିତ ‘‘ହେ ସ୍ରଷ୍ଟା ! ତୁମକୁ ପ୍ରଣାମ’’ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ମୟୂରଭଞ୍ଜ ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରକାଶିତ ଉକ୍ତ ପୁସ୍ତକକୁ ଏକାଡେମୀର ସଭାପତି ଡ. ସରୋଜ କୁମାର ନାୟକଙ୍କ ବାସଭବନରେ ବାରିପଦା ମହାବିଦ୍ୟାଳୟ ଓଡ଼ିଆ ବିଭାଗର…
ଅଧିକ ଖବର ଦେଖନ୍ତୁ...

୧୦ ପେଟି ମଦ ଜବତ: ୩ ଗିରଫ, ଲକ୍‌ଡାଉନ୍‌ରେ ଫାଇଦା ଉଠାଉଛନ୍ତି ହୋଟେଲ-ଢ଼ାବା ମାଲିକ

ରାଉରକେଲା: ଲକ୍‌ଡାଉନ୍‌ରେ ଭରଫୁର ଫାଇଦା ଉଠାଉଛନ୍ତି କିଛି ମଦ ବେପାରୀ, ଢ଼ାବା ଓ ହୋଟେଲ ମାଲିକ। ନିର୍ଦ୍ଧାରିତ ଦାମ ଠାରୁ ଦେଢ଼ରୁ ଦୁଇଗୁଣା ଅଧିକ ଦାମରେ ବିକୁଛନ୍ତି। ହୋଟେଲ, ଢ଼ାବାର ଆଗରେ ତାଲା ମାରି ପଛପାର୍ଶ୍ବରେ ବିକୁଛନ୍ତି। ଅବକାରୀ ପୁଲିସ ସହ ବିଭିନ୍ନ ଥାନା ପକ୍ଷରୁ ଚଢ଼ଉ ଜାରି…
ଅଧିକ ଖବର ଦେଖନ୍ତୁ...

ଦେଖନ୍ତୁ ଅକ୍ସିଜେନ ମାସ୍କ ପିନ୍ଧି କିପରି କରୋନା ସଂକ୍ରମିତ ବୃଦ୍ଧା ଖୁସିରେ କରୁଛନ୍ତି ନୃତ୍ୟ

ନୂଆଦିଲ୍ଲୀ: ଦେଶ ଏବେ କରୋନା ସଂକ୍ରମଣ ସହ ‌ଲଢ଼େଇ କରୁଛି। ହସ୍ପିଟାଲରେ ରୋଗୀଙ୍କ ଧାଡ଼ି ଲାଗିଥିବା ବେ‌ଳେ ଶ୍ମଶାନ ଘାଟରେ ମୃତ‌କଙ୍କ ଧାଡ଼ି ଲାଗିଥିବା ଦେଖିବାକୁ ମିଳୁଛି। ଗୋଟିଏ ପଟେ କ‌ରୋନା ରୋଗୀଙ୍କ ଚିକିତ୍ସାରେ ଅବହେଳା ଚିତ୍ର ଆସୁଥିବା ବେଳେ ଅନ୍ୟପଟେ ଡାକ୍ତର ଓ…
ଅଧିକ ଖବର ଦେଖନ୍ତୁ...

ଘର ଉପରେ ପଡ଼ିଲା ଗଛ, ଅଳ୍ପକେ ବର୍ତ୍ତିଲେ ପରିବାର

ଚମ୍ପୁଆ: ଘର ଉପରେ ଗଛ ପଡ଼ି ଯିବାରୁ ପରିବାର ଲୋକେ ଅଳ୍ପକେ ବର୍ତିଯଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଗତକାଲି ରାତିରେ ରଜିଆ ଗ୍ରାମର ଜଗବନ୍ଧୁ ମହାରଣାଙ୍କ ପରିବାର ଖାଇପି ଶୋଇ ଥିବା ବେଳେ ଝଡ଼ ତୋଫାନରେ ତାଙ୍କ ଘର ଉପରେ ଏକ ବିରାଟ ଆମ୍ବ ଗଛ ଉପୁଡ଼ି ପଡ଼ିଥିଲା। ସୌଭାଗ୍ୟ ବଶତଃ…
ଅଧିକ ଖବର ଦେଖନ୍ତୁ...

ଶ୍ମଶାନ ବାହାରେ କରୋନା ଆକ୍ରାନ୍ତଙ୍କ ମୃତଦେହ ଦାହକୁ ନେଇ ଅସନ୍ତୋଷ

ବାରିପଦା: ବାରିପଦା ପୌରପରିଷଦ ଅନ୍ତର୍ଗତ ଦାରୋଗାଡ଼ାହି ନିକଟସ୍ଥ ଶ୍ମସାନ ପରିସର ବାହାରେ କରୋନା ଆକ୍ରାନ୍ତଙ୍କ ଶବଦାହକୁ ନେଇ ଆଜି ଅସନ୍ତୋଷ ପ୍ରକାଶ ପାଇଥିଲା। ଉକ୍ତ ଶ୍ମଶାନରେ କୋଭିଡ୍ ଆକ୍ରାନ୍ତଙ୍କ ଶବଦାହ କରାଯାଇଥାଏ। ମାତ୍ର ଆଜି ବୋଧହୁଏ ଶବଙ୍କ ଲମ୍ବା ଲାଇନ୍ ଥିବାରୁ ବୋଧହୁଏ…
ଅଧିକ ଖବର ଦେଖନ୍ତୁ...

୩୭୫ କେଜି ଗଞ୍ଜେଇ ସହ ମିନି ଟ୍ରକ୍ ଜବତ

ରାୟଗଡ଼ା: ବିଷମକଟକ ପୁଲିସ୍ ଆଜି ଦୁର୍ଗୀ ଅଞ୍ଚଳରୁ ୩୭୫ କେଜି ଗଞ୍ଜେଇ ସହ ଏକ ମିନି ଟ୍ରକକୁ ଜବତ କରିଛି। ଜବତ ଗଞ୍ଜେଇର ମୂଲ୍ୟ ୧୮ ଲକ୍ଷ ୫୦ ହଜାର ଟଙ୍କା ବୋଲି ପୁଲିସ୍ କହିଛି। ଜବତ ହୋଇଥିବା ମିନି ଟ୍ରକରେ ପିଆଜ ବୋଝେଇ ହୋଇଥିବାରୁ ମାଫିଆମାନେ ପୁଲିସକୁ ଚକ୍କମା ଦେଇ ବିଭିନ୍ନ ଉପାୟରେ…
ଅଧିକ ଖବର ଦେଖନ୍ତୁ...

କରୋନାରେ ପ୍ରଫେସର ଡାକ୍ତର ଉପେନ୍ଦ୍ର ବିଶ୍ବାଳଙ୍କ ଦେହାନ୍ତ

ନୂଆଦିଲ୍ଲୀ : ଦିଲ୍ଲୀରେ ଆଜି କରୋନା ପୁଣି ଜଣେ ଓଡ଼ିଆଙ୍କ ମୁଣ୍ଡ ନେଇଛି। ରାମ ମନୋହର ଲୋହିଆ ହସ୍‌ପିଟାଲର ଜେନେରାଲ ସର୍ଜରୀ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡାକ୍ତର ଉପେନ୍ଦ୍ର ବିଶ୍ୱାଳଙ୍କ କରୋନାରେ ମୃତ୍ୟୁ ହୋଇଛି। ପ୍ରଫେସର ବିଶ୍ୱାଳଙ୍କ ମୃତ୍ୟୁ ରାମ ମନୋହର ଲୋହିଆ ହସ୍‌ପିଟାଲରେ…
ଅଧିକ ଖବର ଦେଖନ୍ତୁ...

ମା’କୁ ଭିଡିଓ କଲ ଜରିଆରେ ଏଭଳି ଗୀତ ଗାଇ ଶେଷ ବିଦାୟ ଦେଲା ପୁଅ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ସଂକ୍ରମଣ ସଂଖ୍ୟା ୩.୬୨ ଲକ୍ଷ ଥିବା ବେଳେ ମୃତ୍ୟୁସଂଖ୍ୟା ୪,୧୨୦ ରହିଥିବା ଜଣାପଡ଼ିଛି। ଏହାରି ଭିତରେ ଅନେକ ଲୋକ ନିଜର ଆତ୍ମୀୟଲୋକଙ୍କୁ ହରାଇ ଦେଇଥିବା ବେଳେ ଏବେ ବି ବହୁ ଲୋକ ହସ୍ପିଟାଲ ବିଛଣାରେ ଜୀବନ ମରଣ ସହ…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ଫୁସଫୁସ ଥାଇ ବି ୧୪ଦିନରେ କରୋନାକୁ ହରାଇଲେ ନର୍ସ

ଭୋପାଳ: ମଧ୍ୟପ୍ରଦେଶର ଟିକମଗଢ଼ ସିଭିଲ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିବା ପ୍ରଫୁଲ୍ଲିତ ପିଟର ନିକଟରେ କରୋନାକୁ ହରାଇଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ସେ ପିଲାଟି ଦିନରୁ ଗୋଟିଏ ହିଁ ଫୁସଫୁସରେ ବଞ୍ଚି ଆସିଛନ୍ତି। ଏଭଳି ଅବସ୍ଥାରେ କରୋନା ସଂକ୍ରମଣକୁ ହରାଇବା ନିହାତି ଏକ ଆଶ୍ବସ୍ତିର…
ଅଧିକ ଖବର ଦେଖନ୍ତୁ...