Daily Archives

May 13, 2021

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆଧ୍ୟାତ୍ମିକ ପ୍ରସଙ୍ଗ ପ୍ରତି ଆପଣଙ୍କ ଧ୍ୟାନ ଆକର୍ଷିତ ହେବ। ବ୍ୟବସାୟରେ ବାପା ସହଯୋଗ କରିବେ। ରାଜନୀତି କାର୍ଯ୍ୟରେ ରୁଚି ବଢ଼ିବ। ବୃଷ: ଉପରିସ୍ଥ କର୍ମଚାରୀ ଆପଣଙ୍କ କାମର ପ୍ରଶଂସା କରିବେ। କିଛି ନୂଆ ଲୋକଙ୍କ ସହିତ ସାକ୍ଷାତ ହୋଇପାରେ। ବେପାରରେ ଲାଭର ସମ୍ଭାବନା ଅଛି।…
ଅଧିକ ଖବର ଦେଖନ୍ତୁ...

ବାଇକ୍ ଦୁର୍ଘଟଣାରୁ ଧରାପଡ଼ିଲା ୯ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର, ଜଣେ ଗିରଫ

କଣ୍ଟିଗଡିଆ: ଯାଜପୁର ଜିଲ୍ଲା ୫୩ ନମ୍ବର ଜାତୀୟ ରାଜପଥର ଶ୍ରୀରାମପୁର ଟୋଲ୍‌ଗେଟ୍‌ ନିକଟରେ ଗତକାଲି ରାତିରେ ଘଟିଥିବା ଏକ ବାଇକ୍ ଦୁର୍ଘଟଣାରୁ ବ୍ରାଉନ୍‌ ସୁଗାର କାରବାର ସଂପର୍କରେ ସୂଚନା ମିଳିଛି। ବାଇକ୍ ଧକ୍କା କରି ଖସି ପଳାଉଥିବା ବ୍ରାଉନ୍ ସୁଗାର ବେପାରୀ ଜଣକୁ ଲୋକମାନେ କାବୁ କରି…
ଅଧିକ ଖବର ଦେଖନ୍ତୁ...

ଭୟାବହ ଦୃଶ୍ୟ; ଗଙ୍ଗାରେ ଭାସୁଛି ପିପିଇ କିଟ ପିନ୍ଧିଥିବା ମୃତଦେହ

ନୂଆଦିଲ୍ଲୀ: ପିପିଇ କିଟ ପିନ୍ଧିଥିବା ମୃତଦେହଗୁଡ଼ିକ ଗଙ୍ଗାରେ ଭାସିଭାସି ଯାଇ ପାଟନାରେ ପହଞ୍ଚି ଥିବା ଦୃଶ୍ୟ ଗୁରୁବାର ଦେଖିବାକୁ ମିଳିଛି। ଏ ଦୃଶ୍ୟ ଦେଖିବାକୁ ଅତ୍ୟନ୍ତ ଭୟାବହ ଥିଲା। ଦୁଇଦିନ ତଳେ ବିହାର ସରକାର ବକ୍ସାର ଜିଲ୍ଲାର ନଦୀରେ ୭୧ଟି ମୃତଦେହ ଭାସୁଥିବା ସମ୍ପର୍କ‌ରେ ସୂଚନା…
ଅଧିକ ଖବର ଦେଖନ୍ତୁ...

ଡାକ୍ତରଙ୍କ ନାଁରେ ଅପପ୍ରଚାର, ବନ୍ଧା ହେଲେ ଯୁବକ

ରାଉରକେଲା: ଉଦିତନଗରସ୍ଥିତ ଶାନ୍ତି ମେମୋରିଆଲ କୋଭିଡ ହସ୍ପିଟାଲରେ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତର ଏଚ୍.ଏ. ଖାନ୍‌ଙ୍କ ନାଁରେ ସୋସିଆଲ ମିଡିଆରେ ମିଛ ପ୍ରଚାର କରିବା ଜଣେ ଯୁବକକୁ ମହଙ୍ଗା ପଡିଛି। ଉଦିତନଗର ପୁଲିସ ବାସନ୍ତି କଲୋନିର ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ…
ଅଧିକ ଖବର ଦେଖନ୍ତୁ...

ଗାଜା ଉପରେ ଇସ୍ରାଏଲର ବୋମା ବର୍ଷଣ ଜାରି, ଜବାବରେ ହମାସର ରକେଟ ମାଡ଼

ତେଲ ଅଭିଭ :  ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ସଂଘର୍ଷ ଦିନକୁ ଦିନ ଅଧିକ ଭୟଙ୍କର ହେବାରେ ଲାଗିଛି । ଗୋଟିଏ ପଟେ ହମାସ ପକ୍ଷରୁ ଇସ୍ରାଏଲର ବିଭିନ୍ନ ଟାର୍ଗେଟକୁ ଲକ୍ଷ୍ୟକରି ରକେଟ ମାଡ଼ କରାଯ଼ାଉଥିବାବେଳେ ଇସ୍ରାଏଲ ପକ୍ଷରୁ ଗାଜା ସହର ଉପରେ ଘନ ଘନ ବିମାନ ଆକ୍ରମଣ ଜାରି ରହିଛି । ଏହା ସହିତ…
ଅଧିକ ଖବର ଦେଖନ୍ତୁ...

ଲୋକଙ୍କ ଆବଶ୍ୟକତା ଆଗରେ ଛୋଟ ପଡ଼ିଗଲା ନିଜ ସମସ୍ୟା, ଭେଟନ୍ତୁ ଭୋପାଳର ଅଟୋ ଆମ୍ବୁଲାନ୍ସ ନାୟକଙ୍କୁ

ଭୋପାଳ: କରୋନା‌ କାଳରେ ଅନେକ ଲୋକ ନିଜର ମାନବିକତା ଭୁଲି ଯାଉଥିବା ବେଳେ ଆହୁରି କିଛି ଲୋକ ମଣିଷପଣିଆର ଜ୍ବଳନ୍ତ ଉଦାହରଣ ପାଲଟିଛନ୍ତି। ସେହିପରି ଅନ୍ୟ ଏକ ଉଦାହରଣ ସାଜିଛନ୍ତି ଅଟୋ ଚାଳକ ଜାଭେଦ୍‌ ଖାନ। ଗତ ଏକ ମାସ ହେବ ସେ ଆଉ ଅଟୋ ଚାଳକ ନୁହେଁ ବରଂ ଅଟୋ ଆମ୍ବୁଲାନ୍ସ ଚାଳକର…
ଅଧିକ ଖବର ଦେଖନ୍ତୁ...

କରୋନା ପାଇଁ ଅନାଥ ହୋଇଥିବା ପିଲାମାନଙ୍କୁ ମାଗଣା ଶିକ୍ଷା ସହ ମାସିକ ୫,୦୦୦ଟଙ୍କା ଦେବେ ମଧ୍ୟପ୍ରଦେଶ ସରକାର

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ଅନେକ ପିଲା ନିଜ ମାତାପିତାଙ୍କୁ ହରାଇଛନ୍ତି | ଏବେ ମାତାପିତା ହରାଇଥିବା ସମସ୍ତ ଅନାଥ ପିଲାମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ | ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ କରୋନାରେ ପିତାମାତା…
ଅଧିକ ଖବର ଦେଖନ୍ତୁ...

୨ ବର୍ଷରୁ ଅଧିକ ବୟସର ପିଲା ମାସ୍କ ପିନ୍ଧନ୍ତୁ, ଥଣ୍ଡା-କାଶ ହେଉଥିଲେ ଡାକ୍ତରଙ୍କୁ ଦେଖାନ୍ତୁ

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହର ଦେଶରେ ସଙ୍ଗୀନ ସ୍ଥିତି ସୃଷ୍ଟି କରିଛି । ବୟସ୍କ ଓ ଯୁବବର୍ଗଙ୍କ ପରେ ଏବେ ପିଲାମାନେ କରୋନାରେ ସଂକ୍ରମିତ ହେଉଥିବାର ଦେଖିବାକୁ ମିଳୁଛି । ଏଭଳିସ୍ଥଳେ ପିଲାଙ୍କ ଯତ୍ନ ନେବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶବଳୀ ଜାରି କରାଯାଇଛି । ସଂକ୍ରମଣରୁ…
ଅଧିକ ଖବର ଦେଖନ୍ତୁ...

୧୦ ହଜାର ବ୍ୟକ୍ତି ଓ ହଜାରେ ସଂସ୍ଥାରୁ ୫୧.୭୯ ଲକ୍ଷ ଆଦାୟ

ସୁନ୍ଦରଗଡ଼: ଦୁଇ ଦିନ ହେଲା ସୁନ୍ଦରଗଡ଼ ଜିଲ୍ଲାରେ କରୋନା ସଂକ୍ରମଣ ତଳକୁ ଖସିଛି। ଦ୍ବିତୀୟ ଲହରରେ ରାଜ୍ୟ ରେଡ୍ ଜୋନରେ ଦ୍ବିତୀୟ ସ୍ଥାନରେ ଥିବା ଜିଲ୍ଲା ଆଜି ତୃତୀୟ ସ୍ଥାନରେ। ୧୧ ତାରିଖରେ ସଂକ୍ରମିତ ସଂଖ୍ୟା ୯୬୪ ଥିଲା ବେଳେ ୧୨ ତାରିଖରେ ୭୭୪ ଚିହ୍ନଟ ହୋଇଛନ୍ତି। ତଥାପି ସ୍ଥିତି…
ଅଧିକ ଖବର ଦେଖନ୍ତୁ...

ଆଲିଗଡ଼ ବିଶ୍ବବିଦ୍ୟାଳୟରେ କରୋନାର କରାଳ ରୂପ, ମଲେଣି ୩୫ ଅଧ୍ୟାପକ

ଆଲିଗଡ଼ :  କରୋନା ମହାମାରୀର ୨ୟ ଲହର ଯ଼ୋଗୁଁ ଗୁରୁତରଭାବେ ପ୍ରଭାବିତ ହୋଇଛି ଉତ୍ତରପ୍ରଦେଶସ୍ଥିତ ଆଲିଗଡ଼ ମୁସଲିମ ବିଶ୍ବବିଦ୍ୟାଳୟ(ଏଏମୟୁ) । ଏଏମୟୁରେ ଏପର୍ୟ଼୍ୟନ୍ତ ୩୫ ଜଣ ଅଧ୍ୟାପକ, ଅବସରପ୍ରାପ୍ତ ଅଧ୍ୟାପକ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ଦିନକୁ ଦିନ ମୃତ୍ୟୁସଂଖ୍ୟା…
ଅଧିକ ଖବର ଦେଖନ୍ତୁ...