Daily Archives

May 14, 2021

ଚିଲିକାରେ ବେଆଇନ ଚିଙ୍ଗୁଡ଼ି ଘେରି; ମଇ ମାସ କଂଟ ସରିଲା, ବେଆଇନ ଚିଙ୍ଗୁଡ଼ି ଘେରି ହଟିପାରିଲା ନାହିଁ 

ଖୋର୍ଦ୍ଧା: ଓଡ଼ିଶାର ଅନ୍ୟତମ ପ୍ରାକୃତିକ ଆଶ୍ଚର୍ଯ୍ୟ ଓ ଏସିଆର ବୃହତ୍‌ମ ଲୁଣା ହ୍ରଦ ଚିଲିକାରୁୁ ବେଆଇନ ଚିଙ୍ଗୁଡ଼ି ମାଫିଆ ଓ ଘେରି ଉଚ୍ଛେଦ ପାଇଁ ଓଡ଼ିଶାର ଉଚ୍ଚ ନ୍ୟାୟାଳୟ ମଇ ମାସ କଂଟ ଦେଇଥିଲେ । ମଇ ମାସର ଅଧା ଶେଷ ହୋଇଯାଇଛି କିନ୍ତୁ ଚିଲିକା ସଂପୂର୍ଣ୍ଣ ଘେରି ମୁକ୍ତ ହୋଇପାରିନାହିଁ ।…
ଅଧିକ ଖବର ଦେଖନ୍ତୁ...

ମାଟି ତଳୁ ମନ୍ଦିର ଭଗ୍ନାବଶେଷ ଉଦ୍ଧାର; ଶିବ ଲିଙ୍ଗ, ବୃଷଭ ମିଳିଲା

ଟାଙ୍ଗୀ: ମାଟି ତଳେ ଠାବ ହୋଇଛି ଏକ ପୁରୁଣା ମନ୍ଦିର। ସେଠାରୁ ମିଳିଲାଣି ଶିବ ଲିଙ୍ଗ, ବୃଷଭ, ନବଗ୍ରହ ସମେତ ପୁରୁଣା କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତି। ୨୦ ଫୁଟ୍‌ ତଳେ ଥିବା ମନ୍ଦିରର ସବୁ ଅଂଶ ଉଦ୍ଧାର ପାଇଁ ପ୍ରତ୍ନତତ୍ତ୍ବ ବିଭାଗ ଦୃଷ୍ଟି ଦେବାକୁ ଦାବି ହେଉଛି। ୧୬ ନମ୍ବର ଜାତୀୟ…
ଅଧିକ ଖବର ଦେଖନ୍ତୁ...

ନଦୀରେ ପିପିଇ କିଟ ପକାଇବାକୁ ନେଇ ବାରିପଦାରେ ଉତ୍ତେଜନା 

ବାରିପଦା :  ବାରିପଦା ସହରର ୧୪ ନମ୍ବର ୱାର୍ଡ ରେ ଥିବା କବରଖାନାକୁ ଲାଗି ବହିଯାଇଥିବା ସରାଳି ନଦୀ ଘାଟରେ ବ୍ୟବହୃତ ପିପିଇ କିଟ ଦୀର୍ଘ ସମୟ ଧରି ପଡିରହିଥିବାର ଦେଖା ଯାଇଥିଲା । ତେବେ ଏହି ନଦୀରେ ଲୋକେ ଗାଧୋଇବା ଓ ବାସନକୁସନ ଧୋଇବା ଅଦି କାର୍ଯ୍ୟ ସମ୍ପାଦନ କରୁଥିବାରୁ ବ୍ୟବହୃତ ପିପିିଇ…
ଅଧିକ ଖବର ଦେଖନ୍ତୁ...

ବାରିପଦା କୋଭିଡ୍ ହସ୍ପିଟାଲରେ ଅକ୍ସିଜେନ୍ ଅଭାବ, ଅକାଳରେ ଚାଲିଯାଉଛି କରୋନା ଆକ୍ରାନ୍ତଙ୍କ ଜୀବନ

ବାରିପଦା: ବାରିପଦା ବାଙ୍କିଶୋଳସ୍ଥିତ କୋଭିଡ୍ ହସ୍ପିଟାଲରେ ଅକ୍ସିଜେନ୍ (ଅମ୍ଳଜାନ) ଅଭାବ। ଆଉ ଏହା ଫଳରେ ଅକାଳରେ ଚାଲିଯାଉଛି ଏକାଧିକ କରୋନା ଆକ୍ରାନ୍ତଙ୍କ ଅମୂଲ୍ୟ ଜୀବନ। ଏହି କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଏବଂ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ…
ଅଧିକ ଖବର ଦେଖନ୍ତୁ...

ଟିକାକରଣ କେନ୍ଦ୍ରରେ ବଡ଼ ଅବହେଳା,୭୨ବର୍ଷର ବୃଦ୍ଧଙ୍କୁ ଦିଆଗଲା ଦୁଇଟି ଅଲଗାଅଲଗା ଟିକା

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ଟିକାକରଣ ସମୟରେ ଜଣେ ଅଧିକାରୀଙ୍କ ଅବହେଳା ସାମ୍ନାକୁ ଆସିଛି । ଜଣେ ୭୨ ବର୍ଷ ବୟସ୍କ ବୃଦ୍ଧଙ୍କୁ ଦୁଇଟି ଅଲଗାଅଲଗା ଟିକା ଦିଅଯାଇଛି। ମହାରାଷ୍ଟ୍ରର ଜଲନା ଜିଲ୍ଲାର ଗୋଟିଏ ଗାଁର ଦତ୍ତାତ୍ରେୟ ୱାଗମେରଙ୍କ ସହିତ ଏପରି ଘଟଣା ଘଟିଥିବା ଜଣାପଡ଼ିଛି। ପ୍ରଥମ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହରଡ଼ଘଣାରେ ପୁଲିସ

ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ ଗୁରୁଜଙ୍ଗ ଗାଁ ଜଙ୍ଗଲରୁ ଜଣେ ମଧ୍ୟ ବୟସ୍କ ମହିଳାଙ୍କ ଝୁଲନ୍ତା ମୃତ ଦେହକୁ ପୁଲିସ ଉଦ୍ଧାର କରିିଛି । ତେବେ ମୃତ୍ୟୁ ପୂର୍ବରୁ ମହିଳାଜଣକ ଅଭିଯୋଗ ନେଇ ଥାନାକୁ ଯାଇଥିବା କିଛି ବ୍ୟକ୍ତି ଦେଖିଥିବା କହୁଥିବା ବେଳେ ଥାନା ପକ୍ଷରୁ ଏହାକୁ ଅସ୍ୱୀକାର କରାଯାଇଛି ।…
ଅଧିକ ଖବର ଦେଖନ୍ତୁ...

୧୧ କେଭି ବିଦ୍ୟୁତ ଖୁଣ୍ଟରେ ପିଟି ନଦୀବନ୍ଧ ତଳକୁ ଓଲଟିଲା କାର, ୩ ଆହତ

ଧଉଳି: ସ୍ଥାନୀୟ ଇଟିପୁର ଗ୍ରାମ ବୁଲାଣି ନିକଟରେ ଆଜି ଅପରାହ୍ନରେ ଏକ ଦ୍ରୁତଗାମୀ କାର ହଠାତ ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟିହୋଇ ଦୟା ନଦୀବନ୍ଧ ତଳକୁ ଓଲଟିପଡ଼ିଥିଲା । ଫଳରେ କାର ଭିତରେ ଥିବା ଚାଳକ ସମେତ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ଧଉଳି ଥାନା ପୁଲିସ ସେମାନଙ୍କୁ ଚିକିତ୍ସା…
ଅଧିକ ଖବର ଦେଖନ୍ତୁ...

ଟିକା ନେଲେଣି ୨ ଲକ୍ଷ ୭୭ ହଜାର ୮୪୮, ଧିମେଇଯାଇଛି ଦ୍ଵିତୀୟ ଡୋଜ୍ ଟିକାକରଣ

ରାଉରକେଲା: ଜିଲ୍ଲାରେ ସଂକ୍ରମଣ ରୋକିବା ତଥା ସ୍ବାସ୍ଥ୍ୟ ସେବା ଯୋଗାଇଦେବାକୁ ଏକାଧିକ ପଦକ୍ଷେପ ନିଆଯାଉଛି। ଅପରପକ୍ଷରେ ଟିକାକରଣଙ୍କୁ ମଧ୍ୟ ବ୍ୟାପକ କରାଯାଇଛି। ଗତ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିବା ଟିକାକରଣ ପ୍ରକ୍ରିୟା ପୂର୍ବରୁ ଧିମେଇ ଯାଇଥିବାବେଳେ ଏବେ ବେଗ ଧରିଛି। ଅବଶ୍ୟ,…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳ ଓ କୋରାପୁଟରେ ଦୁଇଟି କୋଭିଡ୍ ସେବା କେନ୍ଦ୍ର ସ୍ଥାପନ ପାଇଁ ସହାୟତା ଦେଲା ନାଲକୋ

ଭୁବନେଶ୍ୱର : ଓଡ଼ିଶାରେ କୋଭିଡ ମୁକାବିଲା ପାଇଁ ନବରତ୍ନ ଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ) ଆଗେଇ ଆସି ଦୁଇଟି କୋଭିଡ ସେବା କେନ୍ଦ୍ର (କୋଭିଡ କେୟାର ସେଣ୍ଟର) ସ୍ଥାପନ ଲାଗି ସହାୟତା ପ୍ରଦାନ କରିଛି । ନାଲକୋ ପକ୍ଷରୁ କୋରାପୁଟର ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ…
ଅଧିକ ଖବର ଦେଖନ୍ତୁ...

ନକଲି କୋ-ୱିନ୍ ଆପରେ ପଞ୍ଜିକରଣ କରିନାହାଁନ୍ତି ତ ! ନଚେତ ଠକଙ୍କ ଜାଲରେ ପଡିଯିବେ

ନୂଆଦିଲ୍ଲୀ:କରୋନା ମହାମାରୀର ଦ୍ୱିତୀୟ ଲହରୀର ଭୟଙ୍କର ପରିଣାମକୁ ଦୃଷ୍ଟିରେ ରଖି ଟିକାକରଣକୁ ଶୀଘ୍ର କରିବା ପାଇଁ ସରକାର ଜନସାଧାରଣଙ୍କୁ ଡିଜିଟାଇଜେସନ୍ ପଞ୍ଜିକରଣ କରିବାକୁ କହୁଛନ୍ତି। ଏଭଳି ପରିସ୍ଥିତିରେ ସମସ୍ତେ ନିଜ ସ୍ଲଟ୍ ପାଇଁ କ୍ରମାଗତ ଭାବରେ ପଞ୍ଜିକରଣ କରୁଛନ୍ତି, ଯେଉଁଥିପାଇଁ…
ଅଧିକ ଖବର ଦେଖନ୍ତୁ...