Daily Archives

May 14, 2021

ହସ୍ପିଟାଲ ବିଛଣାରେ ବସି ‘ଲଭ ୟୁ ଜିନ୍ଦେଗି’ ଗୀତ ଶୁଣୁଥିବା ଯୁବତୀଙ୍କ ହେଲା ମୃତ୍ୟୁ, ସୋନୁ ସୁଦ ବଖାଣିଲେ ଦୁଃଖ

ମୁମ୍ବାଇ: କରୋନା ମହାମାରୀ ସମୟରେ ପ୍ରତିଦିନ ଯେଭଳି ଖବର ସାମ୍ନାକୁ ଆସୁଛି। ତାହାକୁ ଦେଖି ମନ ବିଚଳିତ ହୋଇପଡ଼ୁଛି। ନିକଟରେ ଦିଲ୍ଲୀ ଡାକ୍ତରଖାନାର ଜଣେ ଯୁବତୀଙ୍କ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ଯୁବତୀ ଜଣକ ଡାକ୍ତରଖାନାର ବିଛଣା ଉପରେ ବସି ‘ଡିଅର ଜିନ୍ଦେଗି’ ଫିଲ୍ମର ‘ଲଭ୍ ୟୁ…
ଅଧିକ ଖବର ଦେଖନ୍ତୁ...

ମାଲ ବୋଝେଇ ଟ୍ରକ ଧକ୍କାରେ ଭାଙ୍ଗିଲା ୨ବଖରାଘର; ଅଳ୍ପକେ ବର୍ତ୍ତିଲା ୬ଜୀବନ, ଚାଳକ ଫେରାର

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ପୁରୁଣାକଟକ-ଧଳପୁର ପୂର୍ତ୍ତରାସ୍ତାର ପୁରୁଣାକଟକସ୍ଥିତ କସ୍ତୁରୁବା ଆବାସିକ ବିଦ୍ୟାଳୟ ସମ୍ମୁଖ ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ମାଲ ବୋଝେଇ ଟ୍ରକ ଧକ୍କାରେ ଛକ ପାର୍ଶ୍ଵରେ ଥିବା ୨ବଖରା ଘରର କାନ୍ଥ ଓ ଆଜବେଷ୍ଟସ ଭାଙ୍ଗିଯାଇଥିବା ଜଣାପଡିଛି।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣ ଭାବିଥିବା କାମ ପୂରା ହେବ। କୌଣସି ବନ୍ଧୁ ସହିତ ମତାନ୍ତର ହୋଇପାରେ। ଚାକିରିଜୀବୀଙ୍କର ଆୟରେ ବୃଦ୍ଧି ହେବ। ପାରିବାରିକ ଜୀବନ ସୁଖକର ହେବ। ବୃଷ: ଚାକିରି ବୃତ୍ତିରେ ଆଶାଜନକ ପରିଣାମ ପାଇବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଘର କାମରେ ଜୀବନସାଥୀଙ୍କୁ ସହଯୋଗ କରିପାରନ୍ତି।…
ଅଧିକ ଖବର ଦେଖନ୍ତୁ...

ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ

ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ଜରପଡା ଥାନା ୫୫ ନମ୍ବର ଜାତୀୟ ରାଜପଥରେ ଟ୍ରକ ଧକ୍କାରେ ଜଣେ ବାଇକ ଆରୋହୀ ମୃତ୍ୟୁବରଣ କରିଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଆଜି ଅପରାହ୍ନ ସାଢେ ଗୋଟାଏ ସମୟରେ ହିନ୍ଦୋଳ ଥାନା ଶରଧାପୁର ଗ୍ରାମର ଗଦାଧର ନାଠୀ(୪୯) ଓଡ଼ି-୦୬-୨୬୫୧ ନମ୍ବର ବାଇକରେ ଜରପଡା ଆଡୁ…
ଅଧିକ ଖବର ଦେଖନ୍ତୁ...

ଅକ୍ସିଜେନ ସିଲିଣ୍ଡର ଦେବି, ମୋ ସହ ରାତି କଟାଅ: ଦୁଃଖୀ ଝିଅକୁ ଏମିତି କହିଲେ ପଡୋଶୀ

ନୂଆଦିଲ୍ଲୀ: କରୋନା ଭାଇରସରେ ପୀଡିତ ଲୋକ ଏବଂ ସେମାନଙ୍କ ପରିବାରକୁ କିଛି ଅମାନୁଷିକ ତଥା ଲଜ୍ଜାଜନକ ଘଟଣାର ସାମ୍ନା କରିବାକୁ ପଡୁଛି । ନିକଟରେ ଏକ ଟୁଇଟର ପୋଷ୍ଟ ମାଧ୍ୟମରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ଝିଅ ଯିଏ କି ତାଙ୍କ ପିତାଙ୍କ ପାଇଁ ଅମ୍ଳଜାନ ସିଲିଣ୍ଡର…
ଅଧିକ ଖବର ଦେଖନ୍ତୁ...

କରୋନା ସଚେତନଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର ‘ଇଟା କି ବାଧା’ ଲୋକାର୍ପିତ 

ରାୟଗଡ଼ା: ସାରା ବିଶ୍ୱ କରୋନା ମହାମାରୀକୁ ନେଇ ଚିନ୍ତିତ ଥିବା ବେଳେ ଭାରତରେ ମଧ୍ୟ ଏହାର କରାଳ ରୂପ ଦେଖିବାକୁ ମିଳିଛି। ଏହି ଘଡିସନ୍ଧି ମୁହୂର୍ତ୍ତରେ ସାଧାରଣ ଜନତାଙ୍କୁ ସଚେତନ କରିବା ପାଇଁ ରାୟଗଡ଼ା ଜିଲ୍ଲା ପଦ୍ମପୁରର ଯୁବ କଳାକାରଙ୍କ ପ୍ରୟାସରେ ପ୍ରସ୍ତୁତ କରାଯାଇଛି କରୋନା ସଚେତନତାଧର୍ମୀ…
ଅଧିକ ଖବର ଦେଖନ୍ତୁ...

ଅକ୍ସିଜେନ ଲିକ ହେତୁ ଘଟିବାକୁ ଯାଉଥିବା ଏକ ଅଘଟଣକୁ ରୋକି ଦେଲେ ସୋନୁଙ୍କ ଦଳ ଓ ପୁଲିସ

ନୂଆଦିଲ୍ଲୀ: ଅଭିନେତା  ସୋନୁ ସୁଦଙ୍କ ଦଳ ନିକଟରେ ଶ୍ରେୟାସ ଡାକ୍ତରଖାନାରେ ଏକ ବଡ଼ ଅଘଟଣାକୁ ରୋକିବାରେ ବେଙ୍ଗାଲୁରୁ ପୁଲିସକୁ ସାହାଯ୍ୟ କରିଛନ୍ତି। ଏତଦ ଦ୍ବାରା ୩୦ଜଣ କରୋନା ରୋଗୀଙ୍କ ଜୀବନ ରକ୍ଷା ପାଇ ଯାଇଛି। ପ୍ରକାଶିତ ଖବର ଅନୁଯାୟୀ, ଚଳିତ ସପ୍ତାହରେ ଶ୍ରେୟାସ ଡାକ୍ତରଖାନାରେ…
ଅଧିକ ଖବର ଦେଖନ୍ତୁ...

କରୋନା ପରୀକ୍ଷା ପାଇଁ ଘରୋଇ ଲ୍ୟାବରେ ଅଧିକ ଟଙ୍କା ନେଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟ ସରକାର ଘରୋଇ ଲ୍ୟାବକୁ କଡ଼ା ଚେତାବନୀ ଦେଇଛନ୍ତି । ଆରଟିପିସିଆର ପରୀକ୍ଷା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଦରଠାରୁ ଅଧିକ ଟଙ୍କା ନେଲେ ଘରୋଇ ଲ୍ୟାବର ମାଲିକ କାର୍ଯ୍ୟାନୁଷ୍ଠାନର ଶିକାର ହେବେ । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର…
ଅଧିକ ଖବର ଦେଖନ୍ତୁ...

ଗୁଣପୁରରେ କୋଭିଡ଼୍ ହସପିଟାଲ୍ ପ୍ରତିଷ୍ଠା ଦାବି ଜୋର୍ ଧରିଲା

ରାୟଗଡ଼ା: ଗୁଣପୁରରେ ସରକାରୀ କୋଭିଡ଼୍ ହସପିଟାଲ୍ ପ୍ରତିଷ୍ଠା ପାଇଁ ଦାବି ଜୋର୍ ଧରିଛି। କରୋନା ସଂକ୍ରମଣ ବୃଦ୍ଧି ପରେ ସ୍ଥାନୀୟ ଅଞ୍ଚଳର ସଂକ୍ରମିତଙ୍କୁ ଠିକ୍ ସମୟରେ ଚିକିତ୍ସା ସେବା ମିଳୁନଥିବାରୁ ସ୍ବତନ୍ତ୍ର ହସପିଟାଲ୍ କାର୍ଯ୍ୟକାରୀ ଦାବି ହୋଇ ଆସୁଥିବା ବେଳେ ଆଜି ଅଞ୍ଚଳବାସୀଙ୍କ ସହ…
ଅଧିକ ଖବର ଦେଖନ୍ତୁ...

କରୋନାରେ ପ୍ରାଣ ହରାଉଥିବା ଦମ୍ପତ୍ତିଙ୍କ ପିଲାମାନଙ୍କ ପାଠପଢା ଖର୍ଚ୍ଚ ସମ୍ପୂର୍ଣ୍ଣ ବହନ କରିବେ ଛତିଶଗଡ଼ ସରକାର

ରାୟପୁର: କରୋନା ବିରୋଧରେ ଲଢେଇ ସମୟରେ ଛତିଶଗଡ ସରକାର ଏପରି ଏକ ନିଷ୍ପତ୍ତି ନେଇଛନ୍ତି ଯାହା କୋଭିଡ ପୀଡିତଙ୍କ କିଛି ଲୁହ ପୋଛିଦେବାକୁ ସମର୍ଥ ହେବ | ଛତିଶଗଡ ସରକାର ଆଜି ଘୋଷଣା କରିଛନ୍ତି ଯେ ଯେଉଁ ପିଲାମାନଙ୍କର ବାପା-ମା କରୋନା ଯୋଗୁଁ ପ୍ରାଣ ହରାଇଛନ୍ତି ସେମାନଙ୍କ ସମ୍ପୂର୍ଣ୍ଣ ଦାୟିତ୍ୱ…
ଅଧିକ ଖବର ଦେଖନ୍ତୁ...