Daily Archives

May 15, 2021

ଅକ୍ଷୟତୃତୀୟାରେ ଅନୁକୁଳ ହେଲା ଚାଷ କାମ, ସରକାରୀ ବିହନ ଓ ସାର ଆସିବାରେ ଆହୁରି ଏକ ସପ୍ତାହ ବିଳମ୍ବ

ଖୋର୍ଦ୍ଧା: ମୌସୁମୀ ଠିକଣା ସମୟରେ ଆସିବ ବୋଲି ପାଣିପାଗ ବିଭାଗ ପୂର୍ବ ଅନୁମାନ କରିଛି । ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୮ମ କିସ୍ତି ଚାଷୀଙ୍କ ଖାତାକୁ ଆସିଥିବା ବେଳେ ରାଜ୍ୟ ସରକାରଙ୍କ କାଳିଆ ଯୋଜନାର ଟଙ୍କା ମଧ୍ୟ ପହଂଚିଯାଇଛି । ଗତବର୍ଷ ଭଳି ଚଳିତ ବର୍ଷ କରୋନା ସଂକ୍ରମଣରେ ଚାଷୀ ଓ ଚାଷର…
ଅଧିକ ଖବର ଦେଖନ୍ତୁ...

ମୟୂରଭଞ୍ଜରେ ଅକ୍ସିଜେନ୍ ପ୍ଲାଣ୍ଟ୍ ସ୍ଥାପନ ଆଶା ଉଜ୍ଜ୍ବଳ,  ଦୁଇଟି ଅକ୍ସିଜେନ୍ ପ୍ଲାଣ୍ଟ୍ ସ୍ଥାପନ ନେଇ କେନ୍ଦ୍ର…

ବାରିପଦା : ମୟୂରଭଞ୍ଜରେ ମେଡିକାଲ୍ ଅମ୍ଳଜାନ ପ୍ଲାଣ୍ଟ୍ ସ୍ଥାପନା ନେଇ ଆଶା ଉଜ୍ଜ୍ବଳ ହୋଇଛି। ଆଜି ଏନେଇ କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି। ମୟୂରଭଞ୍ଜ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟାରେ ୩୯୨, କେବେ କମିବ ସଂକ୍ରମଣ? କାମ କରୁନି ଲକ୍‌ଡାଉନ, ଘରୋଇ ସଂଗରୋଧରେ ଥିବା ସଂକ୍ରମିତ ନିୟମ…

ଯାଜପୁରଟାଉନ/ସଦର : କରୋନା ସଂକ୍ରମଣ କେବେ କମିବ। ତାକୁ ନେଇ ଚିନ୍ତାରେ ଲୋକେ। ଲକ୍‌ଡାଉନକୁ ୧୧ ଦିନ ବିତିଥିଲେ ମଧ୍ୟ କରୋନା ସଂକ୍ରମଣ ଉପରେ ତାର କୌଣସି ପ୍ରଭାବ ପଡ଼ୁନାହିଁ। ଯାଜପୁର ଜିଲ୍ଲାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୩ ଶହ ଉପରେ ରହୁଥିବା ବେଳେ ସଂକ୍ରମଣ କମିବାର ନାଁ ଧରୁନି।…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ପାଖରେ ଦେଖାଯାଉଥିବା ଏହି ରୋଗରେ ପୀଡିତ ଅଛନ୍ତି ସୁମୋନା ଚକ୍ରବର୍ତ୍ତୀ

ମୁମ୍ବାଇ: ଟିଭି ସୋ 'ଦି କପିଲ ଶର୍ମା ସୋ'ରେ ଅଭିନୟ ଏବଂ କମେଡି ସହିତ ସମସ୍ତଙ୍କ ହୃଦୟ ଜିତିଥିବା ଅଭିନେତ୍ରୀ ସୁମୋନା ଚକ୍ରବର୍ତ୍ତୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ବାସ୍ତବରେ, ସୁମୋନା ନିକଟରେ ଏକ ପୋଷ୍ଟ ମାଧ୍ୟମରେ ପ୍ରକାଶ କରିଛନ୍ତି ଯେ ଦୀର୍ଘଦିନ ଧରି ସେ ଏମିତି ଏକ ରୋଗରେ…
ଅଧିକ ଖବର ଦେଖନ୍ତୁ...

ବେଙ୍ଗପୁରରୁ ୨ ସଂକ୍ରମିତ ଚିହ୍ନଟ, ଗାଁରେ ପୂରାଇ ଦେଲେନି

ବାଲିକୁଦା : ବଡ଼ଚଣା ବ୍ଲକ୍‌ ରଇପୁର ପଞ୍ଚାୟତ ଅନ୍ତର୍ଗତ ବେଙ୍ଗପୁର ଗ୍ରାମରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪/୫ ଦିନ ହେଲା ଜ୍ବରରେ ଆକ୍ରାନ୍ତ ଏହି ଦୁଇଜଣ ମା' ପୁଅ। ଆଜି ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରୀକ୍ଷା କରିବା ପରେ ସେମାନେ କରୋନା ସଂକ୍ରମିତ ବୋଲି…
ଅଧିକ ଖବର ଦେଖନ୍ତୁ...

ଦେଶରେ ଟିକାକରଣକୁ ପୁରିଲା ୪ ମାସ: ଏଯାଏଁ ସରିଛି ମାତ୍ର ୧୮ କୋଟି ନାଗରିକଙ୍କ ଟିକାକରଣ

ନୂଆଦିଲ୍ଲୀ: ଦେଶରେ ଟିକାକରଣକୁ ପୂରିଲା ୪ ମାସ । ଏଯାଏଁ ସରିଛି ମାତ୍ର ୧୮ କୋଟି ନାଗରିକଙ୍କ ଟିକାକରଣ । ଆଉ ୭ ମାସରେ ସମସ୍ତଙ୍କୁ ଟିକାଦେବାକୁ ଲକ୍ଷ୍ୟ । ଏପରି ସମୟରେ ତଥ୍ୟ କହୁଛି ଦୈନିକ ୭୩ ଲକ୍ଷ ଡୋଜ୍ ଦିଆଗଲେ ପୂରଣ ହୋଇପାରିବ ଟାର୍ଗେଟ୍ । ଦେଶରେ ଟିକା ଅଭାବ ଭିତରେ ଏହା କେତେଦୂର ପୂରଣ…
ଅଧିକ ଖବର ଦେଖନ୍ତୁ...

ଅକ୍ସିଜେନ୍‌ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପ୍ରତାପ ଷଡ଼ଙ୍ଗୀଙ୍କ ଚିଠି

ବାଲେଶ୍ବର: କୋଭିଡର ଦ୍ବିତୀୟ ଲହରର ତୀବ୍ରତା ଏବଂ ଭୟାବହତା ଦୃଷ୍ଟିରୁ ଅମ୍ଳଜାନର ଘୋର ଅଭାବ ପରିଲକ୍ଷିତ ହୋଇଛି। ଏହାର ଗୁରୁତ୍ବକୁ ବୁଝି ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ଜିଲ୍ଲାମାନଙ୍କରେ ମେଡିକା‌ଲ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ମଞ୍ଜୁରୀ ଦେବା ସହ ତୁରନ୍ତ ଏହାର ନିର୍ମାଣ ପାଇଁ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ାରେ ଅକ୍ସିଜେନ୍ ପ୍ଲାଣ୍ଟ୍ ପ୍ରତିଷ୍ଠା ଦାବି; ଶିଳ୍ପ ସଚିବଙ୍କୁ ଚିଠି ଲେଖି ଅବଗତ କଲା ମିଡ଼ିଆ କେୟାରର୍ସ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅକ୍ସିଜେନ୍ ପ୍ଲାଣ୍ଟ୍ ପ୍ରତିଷ୍ଠା କରିବାକୁ ଦାବି ଉଠିଛି। ଜିଲ୍ଲାରେ ଥିବା ପ୍ରମୁଖ ଶିଳ୍ପନୁଷ୍ଠାନ ଗୁଡ଼ିକ ସହାୟତାରେ ଅକ୍ସିଜେନ୍ ପ୍ଲାଣ୍ଟ୍ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ରାୟଗଡ଼ା ମିଡ଼ିଆ କେୟାରର୍ସ ପକ୍ଷରୁ ଶିଳ୍ପ ବିଭାଗ ପ୍ରମୁଖ ଶାସନ…
ଅଧିକ ଖବର ଦେଖନ୍ତୁ...

୩ଘଣ୍ଟା ପଡ଼ିଲା ଶବ! ମାନବିକତା ଦେଖାଇଲେ ସରପଞ୍ଚ,ସତ୍କାର ହେଲା

ବନ୍ତଳା: କରୋନା ମହାମାରୀ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଏହି ମହାମାରୀରେ ଅନେକ ଲୋକଙ୍କର ଜୀବନହାନୀ ହେଉଛି । ହେଲେ ରୋଗର ଭୟବହତା ଯୋଗୁ ନିଜ ରକ୍ତ ସର୍ମ୍ପକୀୟ ଲୋକେ ମଧ୍ୟ ପର ସାଜିଛନ୍ତି। ସାଧାରଣ ଭାବେ ମୃତ୍ୟୁ ବରଣ କରୁଥିଲେ ମଧ୍ୟ ସମ୍ପର୍କୀୟ ଲୋକେ ଆତଙ୍କିତ ହୋଇ ମୃତକଙ୍କ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର କ୍ୟାରିୟରରେ ଦିଶା ବଦଳାଇ ପାରନ୍ତି। ସୋମ, ମଙ୍ଗଳ ଓ ବୁଧବାର ସମ୍ମାନିତ ଲୋକଙ୍କ ସହିତ ମିଶିବେ। ଗୁରୁ ଓ ଶୁକ୍ରବାର କାମ ଆରାମରେ ପୂରା ହେବ। ଶନିବାର ବକେୟା ଅର୍ଥ ପାଇବେ। ରବିବାର ଗୃହିଣୀମାନେ ଘର କାମରେ ବ୍ୟସ୍ତ ରହିବେ। ସୋମ, ମଙ୍ଗଳ ଓ ବୁଧବାର ସବୁ କଷ୍ଟ ନିବାରଣ ହେବ।…
ଅଧିକ ଖବର ଦେଖନ୍ତୁ...