Daily Archives

May 15, 2021

ମୟୁରଭଞ୍ଜ ଜିଲ୍ଲାପାଳଙ୍କ କୋଭିଡ୍ ହସ୍ପିଟାଲ ପରିଦର୍ଶନ, ସାମଗ୍ରୀକ ବ୍ୟବସ୍ଥାର ସମୀକ୍ଷା କଲେ

ବାରିପଦା : ବାରିପଦା କୋଭିଡ୍ ହସ୍ପିଟାଲରେ ବିଭିନ୍ନ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ଦେଖାଯିବା ପରେ ଆଜି କୋଭିଡ୍ ହସ୍ପିଟାଲ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ବିନୀତ ଭରଦ୍ବାଜ। ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ଓ ମୃତ୍ୟୁହାର ବଢୁଥିବା ବେଳେ, ବିଭିନ୍ନ ସମୟରେ ଚିକିତ୍ସାରେ ସମସ୍ୟା ଓ…
ଅଧିକ ଖବର ଦେଖନ୍ତୁ...

କରୋନା ଯୁଦ୍ଧରେ ଆଖି ବୁଜିଲେ କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀ 

ସୁନ୍ଦରଗଡ଼: କରୋନା ସହ ଯୁଦ୍ଧ କରି ହାରି ଯାଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀ ଦୀପାଳି ପଟେଲ (୩୪)। ବ୍ୟାଙ୍କର ବସଷ୍ଟାଣ୍ଡ ଶାଖାରେ ସେ ସହକାରୀ ଭାବେ କାର୍ଯ୍ୟ କରୁଥିଲେ। ଦୀପାଳି କୋଭିଡ୍ ସଂକ୍ରମିତ ଜଣାପଡ଼ିବା ପରେ ସୁନ୍ଦରଗଡ଼ ଏନଟିପିସି କୋଭିଡ୍ ହସ୍ପିଟାଲରେ…
ଅଧିକ ଖବର ଦେଖନ୍ତୁ...

ଭଉଣୀର ମୃତ୍ୟୁ ପରେ ଭାଇ ଲୁଟିନେଇଗଲା ୧୨ ଲକ୍ଷ ଟଙ୍କାର ସୁନାଗହଣା ଓ ଟଙ୍କା

କାନପୁର: କରୋନାରେ ଭଉଣୀର ମୃତ୍ୟୁ ପରେ ଗହଣା ଲୁଟିନେଲା ଭାଇ | ଆଉ ମୃତ ମହିଳାଙ୍କ ପିଲାମାନେ ଏବାବଦରେ ଅଭିଯୋଗ କରିବା ପରେ ଏ ଲଜ୍ଜ୍ୟାଜନକ ଘଟଣା ବାବଦରେ ଜଣାପଡିଛି | ଉତ୍ତରପ୍ରଦେଶର କାନପୁରରେ ଏମିତି ଏକ ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ମୁମ୍ବାଇରେ ରହୁଥିବା ମହିଳାଜଣକ ନିଜ ଘର…
ଅଧିକ ଖବର ଦେଖନ୍ତୁ...

ମେ’ରେ ୪,୯୮୨ ଟନ୍ ଅମ୍ଳଜାନ ପଠାଇଲାଣି ଆରଏସ୍‌ପି, ମୋଟ୍ ପଠାଇଛି ୭୮୫୯ ଟନ୍ରୁ ଅଧିକ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା(ଆରଏସ୍‌ପି) ପକ୍ଷରୁ ଦେଶର ବିଭିନ୍ନ ଅଞ୍ଚଳକୁ ତରଳ ମେଡିକାଲ ଗ୍ରେଡ୍ ଅମ୍ଳଜାନ(ଏଲ୍ଏମ୍ଓ) ଯୋଗାଣ ଜାରି ରହିଛି। ଏଲ୍ଏମ୍ଓ ପ୍ରେରଣରରେ ଗତକାଲି ଆର୍ଏସ୍ପି ଏକ ନୂଆ ରେକର୍ଡ କରିଥିଲା। ଗତକାଲି ୨୮ ଟି ଟ୍ୟାଙ୍କର୍ରେ ୪୯୯.୧୬ ଟନ୍ ପଠାଇ ନୂତନ ଦିନିକିଆ…
ଅଧିକ ଖବର ଦେଖନ୍ତୁ...

କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ରରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁକୁ ନେଇ ଭଙ୍ଗାରୁଜା

ନବରଙ୍ଗପୁର: କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ରରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁକୁ ନେଇ ମୃତକଙ୍କ ୨ ପୁଅ ଭିତରେ ପଶି ଭଙ୍ଗାରୁଜା କରିଥିବା ସୂଚନା  ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ନବରଙ୍ଗପୁର ସହର ର ହିର୍ଲି ଅଞ୍ଚଳର ଜଣେ ୫୦ ବର୍ଷୀୟ ବ୍ୟକ୍ତି ଗତକାଲି ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର…
ଅଧିକ ଖବର ଦେଖନ୍ତୁ...

ବିବାଦରେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବୟାନ, କହିଲେ; କରୋନା ଏକ ଜୀବିତ ଜୀବ, କରୋନାର ବି ରହିଛି…

ନୂଆଦିଲ୍ଲୀ: ‘କରୋନା ଏକ ଜୀବିତ ଜୀବ’ । ‘କରୋନାର ବି ରହିଛି ବଞ୍ଚିବାର ଅଧିକାର’ । କରୋନା ଏକ ଜୀବ, ତାକୁ ବି ଏ ଦୁନିଆରେ ବଞ୍ଚିବାର ଅଧିକାର ଅଛି । କିଛି ଏପରି ବୟାନ ଦେଇ ଏବେ ବିବାଦ ଘେରକୁ ଆସିଛନ୍ତି ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ । ତ୍ରିଭେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ସାମାନ୍ୟ ବର୍ଷାରେ ଆଣ୍ଠୁଏ ପାଣି, ଡ୍ରେନେଜ୍ ମାଧ୍ୟମରେ ଜଳ ନିଷ୍କାସନ ଦାବି

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ମେଣ୍ଡାମାଳ ଗାଁ । ହିଲୁଙ୍ଗ ପଞ୍ଚାୟତର ଏହା ହେଉଛି ସବୁଠାରୁ ବଡ଼ ଗାଁ । ଚାରି ୱ।ର୍ଡ ବିଶିଷ୍ଟ ଏହି ଗ୍ରାମରେ ପ୍ରାୟ ଜନସଙ୍ଖ୍ୟା ତିନି ହଜାର ଉପରେ । କିନ୍ତୁ ଏହି ଗାଁର ବିକାଶ କଥା ଚିନ୍ତା କଲେ ମନରେ ଏକ ଭିନ୍ନ ଭାବନା ଆସିଥାଏ…
ଅଧିକ ଖବର ଦେଖନ୍ତୁ...

୩.୪ କେଜି ଓଜନର ବ୍ରଜକାପ୍ତା ଉଦ୍ଧାର

ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡରୁ ପୁଣି ଏକ ବ୍ରଜକାପ୍ତା ଉଦ୍ଧାର ହୋଇଛି। ଆଠଗଡ଼ ବନଖଣ୍ଡରେ ବ୍ରଜକାପ୍ତା ଚୋରା ଚାଲାଣ ରାକେଟ ସକ୍ରିୟ ଥିବା ତଥା ଏକାଧିକ ଚଢ଼ାଉ ଫଳରେ ଏହି କାରବାରରେ ସଂପୃକ୍ତ ବହୁ ଅପରାଧୀଙ୍କୁ ଗିରଫ କରିବାରେ ଆଠଗଡ଼ ବନ ବିଭାଗ ସଫଳତା ହାସଲ କରି ସାରା ରାଜ୍ୟରେ…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ ଓ କଶ୍ମୀରରେ ଇସ୍ରାଏଲ ବିରୋଧୀ ବିକ୍ଷୋଭ

ଶ୍ରୀନଗର : ମଧ୍ୟପ୍ରାଚ୍ୟରେ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ସଂଘର୍ଷ ଚାଲିଥିବାବେଳେ ତାହାର ପ୍ରତିକ୍ରିୟା ଭାରତରେ ଦେଖିବାକୁ ମିଳିଛି । ଇସ୍ରାଏଲ ବିରୋଧରେ ଭାରତର ଜାମ୍ମୁ ଓ କଶ୍ମୀରରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଉଭୟ ଜାମ୍ମୁ ଓ ଶ୍ରୀନଗରରେ ଲୋକମାନେ ରାସ୍ତାକୁ ଓହ୍ଲାଇ ଇସ୍ରାଏଲ…
ଅଧିକ ଖବର ଦେଖନ୍ତୁ...