Daily Archives

May 16, 2021

ଆଦିବାସୀ ବାଲୁକା ଶିଳ୍ପୀ ମୁକା କାବାସିଙ୍କ ଅଭିନ୍ନ କଳାକୃତି, ସୋସିଆଲ ମିଡିଆରେ ଭାଇରାଲ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ନକ୍ସଲ ପ୍ରବଣ କାଲିମେଳା ବ୍ଲକର ତୁମ୍ବଗୁଡାରୁ ସୁଦୂର ପୁରୀରେ ପହଞ୍ଚି ନିଜକୁ ପ୍ରତିଷ୍ଠିତ କରିଥିବା ଆଦିବାସୀ ଯୁବକ ମୁକା କାବାସୀଙ୍କ ଅନନ୍ୟ ବାଲୁକା ଚିତ୍ରକଳା ଏବେ ସାରା ରାଜ୍ୟ ଏବଂ ଦେଶରେ ବେଶ ପରିଚିତ ଲାଭ କରିସାରିଲାଣି। ପୁରୀର ନିଳାଦ୍ରୀ ବିଚରେ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ାରେ ଟିକାକରଣ ନିରୁତ୍ସାହଜନକ; ପ୍ରଥମ ଡୋଜ୍ ୩୫%, ଦ୍ବିତୀୟ ଡୋଜ୍ ନେଇଛନ୍ତି ମାତ୍ର ୨୪% ଲୋକ

ରାୟଗଡ଼ା: ରାୟଗଡ଼ାରେ କରୋନା ଟିକାକରଣର ସ୍ଥିତି ନିରୁତ୍ସାହଜନକ ରହିଛି। ଟିକା ଅଭାବ କାରଣରୁ ଜିଲ୍ଲାର ୯୫ ପ୍ରତିଶତ କେନ୍ଦ୍ରରେ ଟିକାକରଣ ବନ୍ଦ ରହିଛି। ଯେଉଁ ୫ ପ୍ରତିଶତ କେନ୍ଦ୍ରରେ ଟିକାକରଣ ଚାଲିଛି ସେଠି ଟିକା ନେବା ପାଇଁ ଲୋକଙ୍କ ଭିଡ଼ ଯେପରି ହେଉଛି ନିୟନ୍ତ୍ରଣ ପାଇଁ ପୁଲିସ୍,…
ଅଧିକ ଖବର ଦେଖନ୍ତୁ...

ରାସ୍ତାରେ ମୋବାଇଲ ଦେଖିଦେଖି ଯିବା ମହଙ୍ଗା ପଡ଼ିଲା; ନାଳକୁ ଖସି ପଡ଼ିଲେ ଯୁବକ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ପ୍ରକାର ଭିଡିଓ ପୋଷ୍ଟ ହୋଇଥାଏ। ଏହାରି ଭିତରୁ ଏମିତି କିଛି ଭିଡିଓ ବି ରହିଥାଏ ଯାହାକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ହସିହସି ବେଦମ ହୋଇଯାଆନ୍ତି। ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖି ଆପଣ ନିଜ ହସକୁ ଅଟକାଇ ପାରିବେ…
ଅଧିକ ଖବର ଦେଖନ୍ତୁ...

ରାସ୍ତାପାର୍ଶ୍ବରୁ ଅଣ୍ଡା ଚୋରି କରୁଥିବା ବେଳେ ଧରାପଡ଼ିଲେ ହେଡ କନେଷ୍ଟବଳ

ନୂଆଦିଲ୍ଲୀ: ପଞ୍ଜାବରୁ ଚୋରିର ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ଜଣେ ହେଡ କନେଷ୍ଟବଳ ରାସ୍ତାପାର୍ଶ୍ବରୁ ଅଣ୍ଡା ଚୋରି କରୁଥିବା ବେଳେ କ୍ୟାମେରାରେ କୈଦ ହୋଇଯାଇଛନ୍ତି। ଏଭଳି ଏକ ଘଟଣା ଚଣ୍ଡିଗଡ଼ ଠାରୁ ପାଖାପାଖି ୪୦କିମି ଦୂର ଫତେହଗଢ଼ ସାହିବ ସହରରେ ଘଟିଛି। ତେବେ ଅଣ୍ଡା ଚୋରି…
ଅଧିକ ଖବର ଦେଖନ୍ତୁ...

କରୋନା ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା

ରତ୍ନଗିରି: ବରୀ ବ୍ଲକ୍‌ ଅନ୍ତର୍ଗତ ମହାକାଳପଡ଼ା ପଞ୍ଚାୟତ ନୀଳାପଦା ଗ୍ରାମର ହଳଧର ରାଉତଙ୍କ ପତ୍ନୀ ତଥା ନୀଳାପଦା-୧ ର ଆଶା କର୍ମୀ ମମତା ରାଉତ(୫୦)ଙ୍କର କରୋନାରେ ମୃତ୍ୟୁ ହୋଇଛି। ଗତ ୧୧ ତାରିଖରେ ଅସୁସ୍ଥ ହୋଇ ମମତା କଟକର ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ସମୟରେ…
ଅଧିକ ଖବର ଦେଖନ୍ତୁ...

ଅଭିନେତ୍ରୀଙ୍କୁ ଅଶ୍ଳୀଳ ମେସେଜ କରିବା ପ୍ରଫେସରଙ୍କୁ ମହଙ୍ଗା ପଡ଼ିଲା

ମୁମ୍ବାଇ: ଅନେକ ସମୟରେ ଝିଅମାନେ ରାସ୍ତାରେ ଯାଉଥିବା ବେଳେ ଲୋକେ ସେମାନଙ୍କୁ ଅଶ୍ଳୀଳ କମେଣ୍ଟ କରି ଥାଆନ୍ତି। ଏହାଛଡ଼ା ଅନେକ ସମୟରେ ସୋସିଆଲ ମିଡିଆରେ ବି ଯୁବତୀମାନଙ୍କୁ ଲୋକେ ଅଶ୍ଳୀଳ ମସେଜ ପଠାଇ ହଇରାଣ କରି ଥାଆନ୍ତି। ନିକଟରେ ସୋସିଆଲ ମିଡିଆରେ କଲେଜ ପ୍ରଫେସର ଜଣେ ସାଉଥ…
ଅଧିକ ଖବର ଦେଖନ୍ତୁ...

ନଦୀରେ ବୁଡ଼ିଯାଇ ନାବାଳକର ମୃତ୍ୟୁ

ଯାଜପୁରସଦର: ନଦୀକୁ ଶୌଚ ହେବାକୁ ଯାଇଥିବା ‌ସମୟରେ ବୁଡ଼ିଯାଇ ଜଣେ ନାବାଳକର ମୃତ୍ୟୁ ହୋଇଯାଇଛି। ମୃତ ନାବାଳକ ଯାଜପୁର ସଦର ଥାନା ଖଇରାବାଦ୍ ପଞ୍ଚାୟତ ଅଡ଼ଙ୍ଗ ପୁରୁଷୋତ୍ତମପୁର ଗ୍ରାମର ଖଜି ଜହରଙ୍କ ପୁଅ ଖାଜି ତାହିର(୧୩)। ସେ ଆଜି ମଧ୍ୟାହ୍ନରେ ଶୌଚ ହେବାକୁ ନଦୀକୁ ଯାଇ ଆଉ ଘରକୁ…
ଅଧିକ ଖବର ଦେଖନ୍ତୁ...

କରୋନା ପଜିଟିଭ ଥିବା ମନ୍ତ୍ରୀ ହାତରେ ପୋଛା ଧରି ହସ୍ପିଟାଲର କୋଭିଡ ୱାର୍ଡକୁ ନିଜ କଲେ ସଫା

ନୂଆଦିଲ୍ଲୀ: ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧ ପାଉଥିବା ବେଳେ ଅନେକ ହୃଦୟବିଦାରକ ଘଟଣା ବି ସାମ୍ନାକୁ ଆସୁଛି। ତେବେ ଏହାରି ଭିତରେ ବି କିଛି ଆଶ୍ବସ୍ତିକର ଘଟଣା  ନଜରକୁ ଆସିଛି। ଯାହାକି କରୋନା ସଂକ୍ରମଣକୁ ଭୟ କରିଯାଉଥିବା ଲୋକମାନଙ୍କ ମନରେ ଶକ୍ତି ଭରି ଦେବ। କିଛିଦିନ ହେବ…
ଅଧିକ ଖବର ଦେଖନ୍ତୁ...

କରୋନାରେ ଜିତିଲେ, ଦୁର୍ଘଟଣାରେ ଚାଲିଗଲେ; ମର୍ମନ୍ତୁଦ ଦୁର୍ଘଟଣା ନେଲା ମା’ଝିଅଙ୍କ ଜୀବନ

ସୁନ୍ଦରଗଡ଼/ହେମଗିର: କରୋନା ଯୁଦ୍ଧରେ ଜିତିଥିଲେ, କିନ୍ତୁ ଘରକୁ ଫେରିବା ବାଟରେ ଦୁର୍ଘଟଣାରେ ମହିଳାଙ୍କ ଜୀବନ ଚାଲିଗଲା। ସାଥୀରେ ଝିଅ ବି ବୁଜିଲେ ଆଖି। ଆଉ ଦୁର୍ଘଟଣାରେ ଗୁରୁତର ଆହତ ହେଲା ପୁଅ। ଆଜି ଅପରାହ୍ନ ୨ଟାରେ ସମ୍ବଲପୁର ଜିଲ୍ଲା ଶାସନ ବାଇପାସ ନିକଟ ପେଟ୍ରୋଲ ପମ୍ପ ସମ୍ମୁଖରେ…
ଅଧିକ ଖବର ଦେଖନ୍ତୁ...

ବିବାହ ନାମରେ ପ୍ରେମିକାକୁ ଡକାଇ ୨୦ରୁ ଊର୍ଧ୍ବ ଜଣ ସାଙ୍ଗଙ୍କ ସହ ମିଶି ପ୍ରେମିକ କଲା ଦୁଷ୍କର୍ମ

ନୂଆଦିଲ୍ଲୀ: ହରିୟାଣାର ପଲବଲରେ ମଇ ୩ ତାରିଖରେ ହୋଇଥିବା ଗଣଦୁଷ୍କର୍ମ ମାମଲାରେ ପୁଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି ନେଇଛି। ଏହି ଘଟଣାରେ ପୀଡିତା ୨୦ରୁ ଅଧିକ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଥି‌ଲେ। ଏହାପରେ ପୁଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଥିଲା।…
ଅଧିକ ଖବର ଦେଖନ୍ତୁ...