Daily Archives

May 16, 2021

ସ୍ଥାନ ଅଭାବରୁ ବନ୍ଦ ହେବାକୁ ଯାଉଛି କବରସ୍ଥାନ, ଶବ ପରିମାଣ ବଢ଼ୁଥିବାରୁ ସ୍ଥାନ ନଥିବା ଦର୍ଶାଇଲେ କର୍ତ୍ତୃପକ୍ଷ

ମୁମ୍ବାଇ: କରୋନା ଯୋଗୁଁ ଦିନକୁ ଦିନ ମୁମ୍ବାଇର ସ୍ଥିତି ଜଟିଳ ହେଉଥିବାବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି | ଆଉ ଏହାରି ଭିତରେ ଶ୍ମଶାନରେ କାଠ ଅଭାବ ସାଙ୍ଗକୁ କବରସ୍ଥାନରେ ସ୍ଥାନର ଅଭାବ ପରିଲକ୍ଷିତ ହୋଇଛି | ଆଉ ଏଥିପାଇଁ କବରସ୍ଥାନ କର୍ତ୍ତୃପକ୍ଷମାନେ ସ୍ଥାନ ଅଭାବରୁ…
ଅଧିକ ଖବର ଦେଖନ୍ତୁ...

କରୋନାର ଆଗାମୀ ଲହର ପାଇଁ ପ୍ରସ୍ତୁତି, ଶିଶୁଙ୍କ ଲାଗି ଗଠନ ହେବ କମିଟି

ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ୍‌ର ୨ୟ ଲହର ମାଡ଼ି ଚାଲିଥିବା ବେଳେ ସରକାର ଆଗାମୀ ଲହର ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ରାଜ୍ୟ ସରକାର ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର କମିଟି ଗଠନ କରିଛନ୍ତି । ଏହି କମିଟିରେ ଡିଏମ୍‌ଇଟିଙ୍କ ଅଧ୍ୟକ୍ଷତାରେ କରିବେ । ସେହିଭଳି ପରିବାର କଲ୍ୟାଣ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ସମସ୍ତ କୋଭିଡ୍ ହସ୍‌ପିଟାଲରେ ରହିବ ହେଲ୍‌ପ ଡେକ୍‌ସ

ଭୁବନେଶ୍ୱର: ରାଜ୍ୟର ସମସ୍ତ କୋଭିଡ୍ ହସ୍‌ପିଟାଲରେ ହେଲ୍‌ପ ଡେକ୍ସ ରହିବ । ସରକାର ଏହାକୁ ବାଧ୍ୟତାମୂଳକ କରିଛନ୍ତି । ସମସ୍ତ ସରକାରୀ ଓ ଘରୋଇ ହସ୍‌ପିଟାଲରେ ରୋଗୀ ସଂପର୍କୀୟଙ୍କୁ ହେଲ୍‌ପ ଡେକ୍‌ସ ମାଧ୍ୟମରେ ସୂଚନା ମିଳିବ । ଏହି ହେଲ୍‌ପ ଡେକ୍‌ସ ୨୪ ଘଣ୍ଟିଆ କାମ କରିବ । ରାଜ୍ୟ ସରକାର…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କ ବିରୋଧରେ ପୋଷ୍ଟର ଲଗାଇବାକୁ ନେଇ ରାହୁଲଙ୍କ ଟାର୍ଗେଟ, ମତେ ବି ଗିରଫ କର

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ପୋଷ୍ଟର ଲଗାଇବା ଘଟଣାରେ ଏପର୍ଯ୍ୟନ୍ତ ୨୫ ଜଣଙ୍କୁ ଗିରଫ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଏହି ପୋଷ୍ଟର ଲଗାଯାଇଥିଲା। ଏଥିରେ ଲେଖାଥିଲା,ଯେ ‘ମୋଦୀ ଜୀ ଆମ ପିଲାମାନଙ୍କ ଟିକା କାହିଁକି ବିଦେଶକୁ…
ଅଧିକ ଖବର ଦେଖନ୍ତୁ...

ବଣ୍ଡାଙ୍କୁ ଛୁଇଁଲା କରୋନା; ବଣ୍ଡାଘାଟିର ଦୁଇ ପଞ୍ଚାୟତରେ ଏବେ କରୋନା ଭୟ

ମାଲକାନଗିରି: କରୋନା ମହାମାରୀର ପ୍ରଥମ ଲହରୀରେ ମାଲକାନଗିରି ଜିଲ୍ଲାର ବଣ୍ଡା ଜନଜାତିଙ୍କ ଛୁଇଁ ପାରିନଥିବା ବେଳେ ଦ୍ବିତୀୟ ଲହରିରେ ମଧ୍ୟ ଭାଗରେ ବଣ୍ଡାଙ୍କୁ ଛୁଇଁଛି କରୋନା। ବଣ୍ଡାଘାଟିରେ ମୋଟ ଦୁଇଟି ପଞ୍ଚାୟତ ଅଣ୍ଡ୍ରାହାଲ ଏବଂ ମୁଦୁଲିପଡାରେ ୧୨ଟି ପୋଜିଟିଭ ଚିହ୍ନଟ ହୋଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ସାମୁଦ୍ରିକ ବାତ୍ୟା ତୌତେର ପ୍ରଭାବ: ଗୁଜୁରାଟରେ ମେ’ ୧୭ ଏବଂ ୧୮ରେ ବନ୍ଦ ରହିବ ଟିକାକରଣ

ନୂଆଦିଲ୍ଲୀ: ସମୟ ବଢିବା ସହ ଭୟଙ୍କର ହେବାରେ ଲାଗିଛି ସାମୁଦ୍ରିକ ବାତ୍ୟା ତୌତେ | ଭାରତ ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ ଅତି ଭୟଙ୍କର ସାମୁଦ୍ରିକ ବାତ୍ୟା ତୌତେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ତୀବ୍ର ହୋଇ ଗୁଜୁରାଟ ଉପକୂଳରେ ପହଞ୍ଚିବ। ମଙ୍ଗଳବାର ପୂର୍ବାହ୍ନ ସୁଦ୍ଧା ଏହା ଭବନଗର…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରର ସବୁ ରାଜ୍ୟକୁ ପରାମର୍ଶ: ସ୍କୁଲ ବନ୍ଦଥିବା ସତ୍ତ୍ୱେ ପିଲାଙ୍କୁ ଉପଲବ୍ଧ ହେବ ମଧ୍ୟାହ୍ନ ଭୋଜନ

ନୂଆଦିଲ୍ଲୀ: କୋରନାର ଦ୍ୱିତୀୟ ଲହର ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍କୁଲ ଗୁଡ଼ିକ ବନ୍ଦ କରି ଦିଆଯାଇଥିବା ସତ୍ତ୍ୱେ ପିଲାମାନେ ମଧ୍ୟାହ୍ନ ଭୋଜନ ଯୋଜନାରୁ ବଞ୍ଚିତ ହେବ ନାହିଁ। ପୂର୍ବଭଳି ସ୍କୁଲରେ ପଢୁଥିବା ବାଳକବାଳିକାମାନେ ଯେମିତି ମଧ୍ୟାହ୍ନ ଭୋଜନ ପାଉଥିଲେ ତାହା ଜାରି ରହିବ। ହେଲେ ଏତିକି…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳ ଜିଲ୍ଲାର ଝାରପଡ଼ା ରେଳ ଷ୍ଟେସନରେ ଆରମ୍ଭ ହେଲା ୱାଇ-ଫାଇ ସୁବିଧା 

ନୂଆଦିଲ୍ଲୀ: ଅନୁଗୁଳ ଜିଲ୍ଲାର ଝାରପଡ଼ା ରେଳ ଷ୍ଟେସନରେ ଗତକାଲି ୱାଇ-ଫାଇ ସେବା ଆରମ୍ଭ କରାଯାଇଥିବାର ଭାରତୀୟ ରେଳ ପକ୍ଷରୁ ସୂଚନା ଦିଆଯାଇଛି। ଏଥି ସହିତ ଓଡ଼ିଶାର ୨୩୨ଟି ରେଳ ଷ୍ଟେସନମାନଙ୍କରେ ୱାଇ-ଫାଇ ସୁବିଧା ଉପଲବ୍ଧ ରହିଥିବାର ଭାରତୀୟ ରେଳ ପକ୍ଷରୁ କୁହାଯାଇଛି। ରେଳ ମନ୍ତ୍ରାଳୟ…
ଅଧିକ ଖବର ଦେଖନ୍ତୁ...

କରୋନା ଭାଇରସ୍‌: ଆଜି ସଂକ୍ରମିତଙ୍କ ତୁଳନାରେ ସୁସ୍ଥ ଅଧିକ, ଦିନକରେ ୧୨୦୭୭ ଜଣ ଆରୋଗ୍ୟ

ଭୁବନେଶ୍ୱର: କରୋନା ଆକ୍ରାନ୍ତ ତୁଳନାରେ ସୁସ୍ଥ ଅଧିକ । ରାଜ୍ୟରେ ଆଜି କୋଭିଡ-୧୯ରୁ ୧୨ହଜାର ୭୭ ଜଣ ସୁସ୍ଥ ହୋଇଛନ୍ତି । ସୁନ୍ଦରଗଡ଼ରୁ ସର୍ବାଧିକ ୨୦୭୭ ଜଣ ସୁସ୍ଥ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ପକ୍ଷରୁ ଟୁଇଟ୍ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନା…
ଅଧିକ ଖବର ଦେଖନ୍ତୁ...

ଚୀନରୁ ଭାରତକୁ ଆସିଲା ୩୬୦୦ଟି ଅକ୍ସିଜେନ କନସେଣ୍ଟଟ୍ରେଟର

ନୂଆଦିଲ୍ଲୀ:  ଭାରତରେ କୋଭିଡ-୧୯ ସଙ୍କଟ ମଧ୍ୟରେ ଚୀନରୁ ଆଜି ରେକର୍ଡ ସଂଖ୍ୟକ ୩୬୦୦ଟି ଅକ୍ସିଜେନ କନସେଣ୍ଟଟ୍ରେଟର ଆସି ଭାରତରେ ପହଂଚିଛି | ଏତେ ସଂଖ୍ୟକ ଅକ୍ସିଜେନ କନସେଣ୍ଟଟ୍ରେଟର ଆସିବା ଏକ ନୂତନ ରେକର୍ଡ ସୃଷ୍ଟି କରିଛି | ରବିବାର ଅପରାହ୍ନରେ ଚୀନରୁ ନୂଆଦିଲ୍ଲୀ ଅଭିମୁଖେ ଅକ୍ସିଜେନ…
ଅଧିକ ଖବର ଦେଖନ୍ତୁ...