Daily Archives

May 17, 2021

ନିମ୍ନମାନର ରାସ୍ତା କାମକୁ ନେଇ ଅସନ୍ତୁଷ୍ଟ ୭ ଗାଆଁର ଗ୍ରାମବାସୀ

ବୈପାରିଗୁଡା : ନିମ୍ନମାନର ରାସ୍ତା କାମକୁ ନେଇ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି ସାତଟି ଗ୍ରାମର ଗ୍ରାମବାସୀ। ସୂଚନାଯୋଗ୍ୟ ଯେ, ରାଞ୍ଚି ବିଜୟବାଡା ୩୨୬ ନମ୍ବର ରାଜପଥରୁ  ପ୍ରସିଦ୍ଧ ଦେବୀ ପିଠ ଵୀରଖମ୍ବ ପିଠ ପର୍ଯ୍ୟନ୍ତ ଅଢେଇ କିଲୋମିଟର ଦୂର ପାଇଁ ବିଧାୟକ ପାଣ୍ଠିରୁ ଏକ କୋଟି ଏବଂ ନାଲକୋ…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ରେ ଫୁଟିଲା ଗୁଳି, ଥାନାବରେ ଦୁଇଟି ଏତଲା

ସୁନ୍ଦରଗଡ଼ : ରବିବାର ରାତିରେ ସୁନ୍ଦରଗଡ଼ ଟାଉନଥାନା ମହନ୍ତିଆପଡ଼ାରେ ଫାଙ୍କା ଗୁଳି ଚାଳନା ହୋଇଛି। ତେବେ ରାତିରେ ଘଟଣାଟି ଘଟିଥିବାରୁ କେହି ତାର ଟେର୍ ପାଇ ନଥିଲେ। ଥାନାକୁ ଏ ସମ୍ପର୍କିତ ଦୁଇଟି ଏତଲା ଆସିବା ପରେ ଘଟଣାଟି ସାମ୍ନାକୁ ଆସିଛି। ପୁଲିସ ମାମଲା ରୁଜୁ କରି ଛାନ୍ଭିନ୍ ଚଲାଇଛି।…
ଅଧିକ ଖବର ଦେଖନ୍ତୁ...

୩ ବର୍ଷ ହେଲାଣି ଅଧପନ୍ତରିଆ ଅଙ୍ଗନବାଡ଼ି କେନ୍ଦ୍ର

ବୈପାରିଗୁଡା : ତିନି ବର୍ଷ ପୂରିଗଲାଣି ଅଥଚ ଅଧପନ୍ତିଆ ଅବସ୍ଥାରେ ପଡ଼ିରହିଛି ନିର୍ମାଣାଧୀନ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ମଂଜୁର ହୋଇଥିବା ଗୃହ। କେନ୍ଦ୍ରକୁ ଆସୁଥିବା ପିଲାଙ୍କୁ ବସିବା ପାଇଁ ଜାଗାଟିଏ ନାହିଁ। କେବେ ଗଛ ମୂଳେ ତ କେବେ କାହା ବାରଣ୍ଡାରେ ପିଲାଙ୍କୁ ବସାଇ ଖାଇବାକୁ ଦିଆଯାଏ।…
ଅଧିକ ଖବର ଦେଖନ୍ତୁ...

ଚିଠା ଧରି ୨ ଘଣ୍ଟା ଧାଡ଼ିରେ ଠିଆ ହୋଇ ଫେରିଗଲେ , ମିଳିଲାନି ଟିକାର ଦ୍ବିତୀୟ ଡୋଜ୍ 

ସୁନ୍ଦରଗଡ଼ : ଆଜି ସକାଳୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟଚିକିତ୍ସାଳୟସ୍ଥିତ ଟିକାଦାନ କେନ୍ଦ୍ରରେ ଲାଗିଥିଲା ଗହଳି। ୪୫ ଦିନ ପରେ କରୋନା ଟିକାର ଦ୍ବିତୀୟ ଡୋଜ୍ ନେବା ପାଇଁ ପହଞ୍ଚିଥିଲେ ଲୋକେ। ସକାଳ ୬ରୁ ଧାଡ଼ିରେ ଠିଆ ହୋଇଥିଲେ। ଧାଡ଼ିରେ ବହୁ ବରିଷ୍ଠ ନାଗରିକ ମଧ୍ୟ ଥିଲେ। ଟିକାଦାନ କେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ପାରୋଲରେ ଆସି ଫେରାର ହୋଇଥିବା ହତ୍ୟା ଅଭିଯୁକ୍ତ ୧୧ ବର୍ଷ ପରେ ପୁଲିସ ଜାଲରେ

ପୁରୀ : ପାରୋଲରେ ଘରକୁ ଆସିଥିବା ଜଣେ ପତ୍ନୀହନ୍ତାକାରୀ ସ୍ବାମୀକୁ ଆଜି ପୁଲିସ ଦୀର୍ଘ ୧୧ ବର୍ଷ ପରେ  ଧରିବାରେ ସକ୍ଷମ ହୋଇଛି। ଦୀର୍ଘ ବର୍ଷ ଧରି ପୁଲିସ ଆଖିରେ ଧୂଳି ଦେଇ ଏହି ହତ୍ୟାଭିଯୁକ୍ତ ଲୁଚି ରହିଥିଲା। ତେବେ ବ୍ରହ୍ମଗିରି ଥାନା ଆଇଆଇସି ମ‌ନୋଜ ଶତପଥୀଙ୍କ ଉଦ୍ୟମକ୍ରମେ ଏହି ଅପରାଧୀ…
ଅଧିକ ଖବର ଦେଖନ୍ତୁ...

କୋଭିଡ୍ ବର୍ଜ୍ୟବସ୍ତୁ ଯାଉଛି କୁଆଡ଼େ?

ଜୟପୁର: କୋଭିଡ୍ ସଂକ୍ରମିତଙ୍କ ବର୍ଜ୍ୟ, ସଂକ୍ରମଣର ବାହାକ। ସଂକ୍ରମିତ ବ୍ୟବହାର କରୁଥିବା ଗ୍ଲୋଭସ୍ , ମାସ୍କ, ଅନ୍ୟାନ୍ୟ ସାମଗ୍ରୀରେ ଭୁତାଣୁ ବ୍ୟାପିବାର ସମ୍ଭାବନା ଅଧିକା। ଖାସ୍ ଏଇଥିପାଇଁ କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟାର(ସିସିସି)ରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ…
ଅଧିକ ଖବର ଦେଖନ୍ତୁ...

ଗର୍ଭବତୀଙ୍କୁ ହତ୍ୟା ଘଟଣା, ଟାଉନ୍ ଥାନା ପୋଲିସ ବିରୋଧରେ ଏସପିଙ୍କୁ ଫେରାଦ୍ ହେଲେ ପରିବାର ଲୋକେ

ଭଦ୍ରକ : ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅନ୍ତର୍ଗତ ମାଲପୁର ଗ୍ରାମର ସୁଧାରଞ୍ଜନ ମହାନ୍ତିଙ୍କ ଗର୍ଭବତୀ ଝିଅ ପ୍ରଜ୍ଞାସିନୀ ମହାନ୍ତିଙ୍କୁ ଯୋଜନାବଦ୍ଧ ଭାବେ ତାର ଶ୍ଵଶୁର ଘର ଲୋକେ ହତ୍ୟା କରିଥିବା ଭଦ୍ରକ ଟାଉନ୍ ଥାନାରେ ଏକ ମାମଲା ରୁଜୁ ହୋଇଛି । ତେବେ ହତ୍ୟା ଭଳି ଏକ ଜଘନ୍ୟ ଅପରାଧରେ ପୋଲିସ…
ଅଧିକ ଖବର ଦେଖନ୍ତୁ...

ଏସ୍‌ସିବିକୁ ଅଧିକ ‘ଅକ୍ସିଜେନ ଫ୍ଲୋ ମିଟର୍‌’ ଯୋଗାଣ ପାଇଁ ଚିଠି

କଟକ: ଜିଲ୍ଲାରେ ଦିନକୁ ଦିନ ବଢ଼ୁଛନ୍ତି ଆକ୍ରାନ୍ତ। ଅଣାୟତ୍ତ ହେବାକୁ ବସିଲାଣି କରୋନା ସଂକ୍ରମଣ। ଏସ୍‌ସିବିରେ ସମାନ ସ୍ଥିତି। ୫ଶହ ଶଯ୍ୟାବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ଏବେ ଭର୍ତ୍ତି। ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଥିବାବେଳେ ଏବେ ଅକ୍ସିଜେନ୍‌ ଫ୍ଲୋ ମିଟର୍‌ ଅଭାବ ଦେଖା…
ଅଧିକ ଖବର ଦେଖନ୍ତୁ...

ଦୁଃଖଦ ଘଟଣା: ମହିଳା ସ୍ବାମୀ ଓ ପିଲାଙ୍କ ସହିତ ଶୋଇଥିବା ବେଳେ ହେଲେ ଦୁଷ୍କର୍ମର ଶିକାର

ଭୋପାଳ: ମଧ୍ୟପ୍ରଦେଶର ରିୱାରେ ଜଣେ ବିବାହିତ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ସେ ଘରେ ତାଙ୍କ ସ୍ବାମୀ ଓ ପିଲାଙ୍କ ସହିତ ଶୋଇଥିବା ବେଳେ ଏହି ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ଏଭଳି ଏକ ଘଟଣା ରିୱା ଜିଲ୍ଲାର ମଉଗଞ୍ଜରେ ଘଟିଛି। ଗତ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ମଡେଲଙ୍କୁ ଲକଡାଉନ ବିଷୟରେ ପ୍ରଶ୍ନ କରିବାରୁ ଦେଲେ ଏଭଳି ଉତ୍ତର

ନୂଆଦିଲ୍ଲୀ: ମିସି ୟୁନିଭର୍ସ-୨୦୨୦ର ବିଜେତାଙ୍କ ନାମ ଘୋଷଣା ହୋଇସାରିଛି। ମିସ ମେକ୍ସିକୋ ଏଣ୍ଡ୍ରିଆ ମେଜା ଏହାର ବିଜେତା ହୋଇଛନ୍ତି। ତେ‌ବେ ଭାରତର ମଡେଲ ଏଡଲିନ କେଷ୍ଟେଲିନୋ ତୃତୀୟ ରନର୍ସ ଅପ ହୋଇଛନ୍ତି । ସେ ମିସ ୟୁନିଭର୍ସ-୨୦୨୦ର ମୁକୁଟ ସିନା ଜିତି ପାରିଲେନି କିନ୍ତୁ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...