Daily Archives

May 17, 2021

ଆମାଜନରୁ ଯୁବକ ଅର୍ଡର କରିଥିଲେ ମାଉଥୱାସ ଆସିଲା ସ୍ମାର୍ଟଫୋନ୍

ନୂଆଦିଲ୍ଲୀ: କରୋନା ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ଦେଶର ବିଭିନ୍ନ ରାଜ୍ୟରେ ଲକଡାଉନ୍ ଏବଂ ସଟଡାଉନ୍ ଭଳି କଟକଣା ଜାରି କରାଯାଇଛି । ଯେଉଁଥିପାଇଁ ଦୋକାନ ବଜାର ବନ୍ଦ ରହିଛି ଏବଂ ଲୋକମାନେ ବାହାରକୁ ବାହାରୁନାହାନ୍ତି । ଆଉ ଏଭଳି ସ୍ଥିତିରେ ଲୋକେ ଅନଲାଇନ୍ ସପିଂ ଉପରେ ଅଧିକ ନିର୍ଭର…
ଅଧିକ ଖବର ଦେଖନ୍ତୁ...

ଭୀଷଣ ସାମୁଦ୍ରିକ ବାତ୍ୟା ତୌତେ ପ୍ରଭାବରେ ଗୁଜୁରାଟରେ ବ୍ୟାପକ କ୍ଷୟକ୍ଷତି

ଅହମଦାବାଦ : ଅତି ଭୀଷଣ ସାମୁଦ୍ରିକ ବାତ୍ୟା ତୌତେର ଲାଣ୍ଡଫଲ ପ୍ରକ୍ରିୟା ଏପର୍ୟ଼୍ୟନ୍ତ ଜାରି ରହିଛି । କିଛି ସମୟ ତଳେ ଏହି ବାତ୍ୟାର ଆଖି ସ୍ଥଳଭାଗ ଛୁଇଁଛି । ଏହି ବାତ୍ୟାର ପ୍ରଭାବରେ ଗୁଜୁରାଟ ଓ ମହାରାଷ୍ଟ୍ରରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାଯ଼ାଇଛି । କେତେକ ଅଞ୍ଚଳରେ ଗଛ ଉପୁଡ଼ିବା…
ଅଧିକ ଖବର ଦେଖନ୍ତୁ...

ବାତ୍ୟା ତୌତେ ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷାରେ ଭିଜିଭିଜି ଝାଡ଼ୁ କରୁଥିବା ମହିଳାଙ୍କୁ ଦେଖି ଆନନ୍ଦ ମହିନ୍ଦ୍ରା…

ନୂଆଦିଲ୍ଲୀ: ଦେଶ କରୋନା ମହାମାରୀ ସହିତ ଏବେ ବାତ୍ୟା ତୌତେର ବି ସାମ୍ନା କରୁଛି। କେରଳ, କର୍ଣ୍ଣାଟକ ଓ ଗୋଆରେ ପ୍ରଳୟ କରିବା ପରେ ତୌତେ ମହାରାଷ୍ଟ୍ର ଦେଇ ଗୁଜୁରାଟ ଅଭିମୁଖେ ବଢ଼ିଛି। ସୋସିଆଲ ମିଡିଆରେ ଲୋକମାନେ ବାତ୍ୟାର ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଓ ଭିଡିଓ ସେୟାର କରୁଛନ୍ତି। ନିକଟରେ…
ଅଧିକ ଖବର ଦେଖନ୍ତୁ...

କଟକ ସହରରେ ବ୍ୟାପୁଛି ସଂକ୍ରମଣ!

କଟକ: ମହାନଗର ନିଗମରେ ପ୍ରତିନିଦ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗତ ଏପ୍ରିଲ ୧୫ ତାରିଖରୁ ଚଳିତମାସ ୧୫ ତାରିଖ ମଧ୍ୟରେ ସିଏମ୍‌ସିରେ ଆକ୍ରାନ୍ତଙ୍କ ସଂଖ୍ୟା ସାଢ଼େ ୯ହଜାର ପାର କରିଛି। ସିଏମ୍‌ସି ପକ୍ଷରୁ ଲକ୍ଷଣ ନଥିବା କିମ୍ବା କମ୍‌ ଲକ୍ଷଣ ଥିବା ଆକ୍ରାନ୍ତଙ୍କୁ ହୋମ୍‌…
ଅଧିକ ଖବର ଦେଖନ୍ତୁ...

କଟକରେ ୮୭୦ ସଂକ୍ରମିତ

କଟକ: ସହରଠୁ ଗାଁ। ସବୁଠି ବେକାବୁ କରୋନା ସଂକ୍ରମଣ। କଟକରେ ଗତକାଲି ୧୧୯୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି  କମିଛି ସଂକ୍ରମିତଙ୍କ ସଂଖ୍ୟା। ଅର୍ଥାତ୍‌ ଆଜି ୮୭୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ସୁସ୍ଥତା ସଂଖ୍ୟା ରବିବାର ୯୧୬ ଛୁଇଁଥିବା ବେଳେ ସହରରୁ ୪୬୯ ଜଣ  ଓ…
ଅଧିକ ଖବର ଦେଖନ୍ତୁ...

କଟକିଆଙ୍କୁ ଟିକା ଯନ୍ତ୍ରଣା, ଆସୁନି ପର୍ଯ୍ୟାପ୍ତ ଟିକା

କଟକ:  କଟକିଆଙ୍କୁ କେବେ ମିଳିବ ଟିକା ଯନ୍ତ୍ରଣାରୁ ମୁକ୍ତି? ଆସୁନି ଜିଲ୍ଲାକୁ ପର୍ଯ୍ୟାପ୍ତ ପରିମାଣର ଟିକା। ଯେତିକି ଆସୁଛି ତା’ ସମୁଦ୍ରକୁ ଶଙ୍ଖେ। ଜିଲ୍ଲାକୁ ରବିବାର ୧୮ରୁ ୪୪ବର୍ଷ ବର୍ଗ (କେବଳ ସିଏମ୍‌ସିରେ ଅଞ୍ଚଳରେ ଟିକାକରଣ ହେଉଛି) ପାଇଁ ୭୭ହଜାର ଟିକା ଆସିଛି। ଏଥିସହ ଜିଲ୍ଲାର ୪୫ରୁ…
ଅଧିକ ଖବର ଦେଖନ୍ତୁ...

ଅଯୋଧ୍ୟାରେ ରାମମନ୍ଦିର ପୂର୍ବରୁ ପ୍ରତିଷ୍ଠା ହେବ ଭଗବାନ ଗଣେଶଙ୍କ ମନ୍ଦିର

ଅଯୋଧ୍ୟା: ରାମନଗରୀ ଅଯୋଧ୍ୟାର ରାମଘାଟରେ ଭଗବାନ ଗ‌ଣେଶଙ୍କ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ମହାସଚିବ ଚମ୍ପତ ରାଏ ଓ ଅଯୋଧ୍ୟା ମେୟର ହୃଷିକେଶ ଉପାଧ୍ୟାୟ ଏଥିପାଇଁ ଭୂମି ପୂଜା କରିଛନ୍ତି। ଏଥିସହିତ କରୋନା ମହାମାରୀ ସମୟ ପାଇଁ ସାତଦିବସୀୟ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କୁ ପ୍ରେମିକଙ୍କ ଅନୁରୋଧ: ଖାଲି ଲକଡାଉନ ବଢ଼ାନ୍ତୁ ନାହିଁ, ମୋ ପ୍ରେମିକାର ବାହାଘର ଅଟକାଇଦିଅନ୍ତୁ

ପାଟନା: ବିହାରରେ ଲକଡାଉନ ପରେ କରୋନାରେ ଦ୍ରୁତ ହ୍ରାସକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଲକଡାଉନ୍ ୨ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଲକଡାଉନର ଅବଧି ମେ ୧୬ ରୁ ମେ ୨୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି | ତେବେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଏହି ଘୋଷଣା ପରେ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଅଫିସ କାମ ପୂରା କରିବାରେ ସଂପୂର୍ଣ୍ଣରୂପେ ସକ୍ଷମ ହେବେ। ଆପଣ ଯାହାଠୁଁ ସାହାଯ୍ୟ ଚାହିଁବେ ତାହା ପାଇବେ। ଆଇନ ଛାତ୍ରଙ୍କ ଲାଗି ଭଲ ଦିନଟିଏ। ବୃଷ: ଆପଣଙ୍କୁ କାମରେ ଅଧିକ ପରିଶ୍ରମ କରିବାକୁ ହେବ। ପ୍ରେମ ପ୍ରସଙ୍ଗରେ ଆପଣ ସଫଳତା ପାଇବେ। ପାରିବାରିକ ଜୀବନ ସୁଖକର ହେବ। ମିଥୁନ:…
ଅଧିକ ଖବର ଦେଖନ୍ତୁ...

ଅମ୍ଲଜାନ ସିଲିଣ୍ଡର ଚୋରି ଅଭିଯୋଗରେ ୨ ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ନିକଟ ତରତୁଆ ଠାରେ ଦୁଇ ଦିନ ପୂର୍ବେ ଏକ ଗ୍ୟାସ ସିଲିଣ୍ଡର ନେଇ ଯାଉଥିବା ଗାଡ଼ିକୁ ଲୁଟ କରିବା ସହ ଗ୍ୟାସ୍ ସିଲିଣ୍ଡର ଚୋରାଇ ନେଇଥିବା ଘଟଣାରେ ଆଜି ଖୋର୍ଦ୍ଧା ଟାଉନ୍ ପୁଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାନୁସାରେ, ୧୫ ତାରିଖ ରାତିରେ ଅମ୍ଲଜାନ…
ଅଧିକ ଖବର ଦେଖନ୍ତୁ...