Daily Archives

May 18, 2021

ନିୟମଗିରି ଓ ବଣ୍ଡାଘାଟିରେ ଟିକାକରଣକୁ ପ୍ରାଥମିକତା ଦାବି

ରାୟଗଡ଼ା: ଅବିଭକ୍ତ କୋରାପୁଟ ଜିଲ୍ଲାର ବଣ୍ଡାଘାଟି ଓ ନିୟମଗିରିକୁ କରୋନା ଛୁଇଁଛି। ଏହି ବିରଳ ଜନଜାତିକୁ କରୋନା ଛୁଇଁବା ପରେ ଆକ୍ରାନ୍ତ ହୋଇଛନ୍ତି ଡଙ୍ଗରିଆ ଓ ବଣ୍ଡା ସଂପ୍ରଦାୟ। ଏହି ଦୁଇ ଅଞ୍ଚଳରେ ସଂକ୍ରମଣ ବଢ଼ିବାରେ ଲାଗିଥିବାରୁ ଏହି ଜନଜାତିର ଲୋକଙ୍କୁ ପ୍ରାଥମିକତା ଭିତ୍ତିରେ…
ଅଧିକ ଖବର ଦେଖନ୍ତୁ...

ଶାଶୁଙ୍କ ଜୁଇ ଲିଭି ନଥିଲା, ଜଳିଲା ବୋହୁର ଚିତା

ବାଲିପାଟଣା: ଗାଁ ଶ୍ମଶାନରେ ଶାଶୁଙ୍କ ଜୁଇ ଲିଭି ନ ଥିଲା ଜଳିଲା ବୋହୁର ଚିତା । ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବ୍ଲକର ଭାପୁର ପଞ୍ଚାୟତ ଦିୱାନପାଟଣା ମୁଦୁଲି ସାହି ଗ୍ରାମର ସ୍ବର୍ଗତ ଭ୍ରମରଵର ମୁଦୁଲିଙ୍କ ପତ୍ନୀ ନେତ୍ରମଣି ମୁଦୁଲି (୯୦) ଏବଂ ତାଙ୍କ ବୋହୁ ଉର୍ବଶୀ ମିଦୁଲି (୬୦) ।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଭବିଷ୍ୟତ ଲାଗି ଯୋଜନା ତିଆରି ପାଇଁ ଭଲ ଦିନଟିଏ। ଚାକିରିରେ ଦରମା ବଢ଼ିପାରେ। ବେପାରରେ ଉନ୍ନତିର ଅବସର ପାଇବେ। ବୃଷ: ପୂର୍ବରୁ କରି ଆସୁଥିବା କାମରେ ଲାଭ ପାଇବେ। ଚାକିରିରେ ପ୍ରଭୁତ୍ବ ବୃଦ୍ଧି ହେବ। ଜୀବନସାଥୀ ଉପରେ ବିଶ୍ବାସ ବଜାୟ ରଖନ୍ତୁ ଏବଂ ତାଙ୍କୁ ବୁଝିବାକୁ ଚେଷ୍ଟା…
ଅଧିକ ଖବର ଦେଖନ୍ତୁ...

ଚାଲିଥିଲା ଚାଉଁରିଆ ଯାତ୍ରା, ପୁଲିସ ଚଢ଼ଉ ପରେ ଛତ୍ରଭଙ୍ଗ ଦେଲେ ଗ୍ରାମବାସୀ

ଡାବୁଗାଁ: କରୋନାର ଦ୍ଵିତୀୟ ଲହର ଯୋଗୁ ନବରଙ୍ଗପୁର ଜିଲ୍ଲାରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟିବା ସହ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ଘଟିଛି। ପ୍ରଶାସନ ଏଥି ନିମନ୍ତେ ଲକଡାଉନ୍ ସହ ଲୋକଙ୍କୁ ବାରମ୍ବାର କରୋନା ନେଇ ସଚେତନ କରୁଛନ୍ତି। ଏଭଳି ସ୍ଥିତିରେ ଯାତ୍ରା, ପର୍ବ ପର୍ବାଣୀ,…
ଅଧିକ ଖବର ଦେଖନ୍ତୁ...

ଓଡିଶାରେ ଦିନକୁ ହାରାହାରି ୬.୬୫ ଟନ୍ ମେଡିକାଲ ଜୈବିକ ବର୍ଜ୍ୟବସ୍ତୁ ବାହାରୁଛି

ନୂଆଦିଲ୍ଲୀ : କରୋନାର ମହାମାରୀ ଯ଼ୋଗୁଁ ଦେଶର ଡାକ୍ତରଖାନାଗୁଡ଼ିକରୁ ବାହାରୁଥିବା ଜୈବିକ ବର୍ଜ୍ୟବସ୍ତୁର ପରିମାଣ ଅନେକ ପରିମାଣରେ ବୃଦ୍ଧି ପାଉଛି । ଫେବୃୟାରୀ ତୁଳନାରେ ମେ’ ମାସର ପ୍ରଥମ ଦଶ ଦିନରେ ହାରାହାରି ପ୍ରତିଦିନ ଚାରି ଗୁଣ ଅଧିକ ଜୈବିକ ବର୍ଜ୍ୟବସ୍ତୁ ବାହାରୁଥିବାର କେନ୍ଦ୍ରିୟ…
ଅଧିକ ଖବର ଦେଖନ୍ତୁ...

ଝିଅ-ନାତିଙ୍କ ମୃତ୍ୟୁ ଖବର ପାଇ ହୃଦଘାତରେ ଆରପାରିକୁ ଚାଲିଗଲେ ବାପା 

ଛେଣ୍ଡିପଦା: କରୋନା ସଂକ୍ରମଣରେ ଭେଣ୍ଡାପୁଅ ମୃତ୍ୟୁର ଦିନକ ପରେ ଝୁରିଝୁରି ଚିକିତ୍ସାଧୀନ ମା ଆରପାରିକୁ ଚାଲିଗଲେ। କରୋନା ଆକ୍ରାନ୍ତ ବାପା ଚୈତନ୍ୟ ସ୍ୱାଇଁ(୫୫) ମାନସିକ ଭାରସାମ୍ୟ ହରାଇ ବସିଛନ୍ତି। ସେପଟେ ଝିଅ-ନାତିଙ୍କ ମୃତ୍ୟୁ ଖବର ପାଇ ବାପା ହୃଦଘାତରେ ମୃତ୍ୟୁବରଣ ଘଟଣା ଅଞ୍ଚଳରେ…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇ ଉପକୂଳରେ ଫସିଥିବା ଜାହାଜ ପି୩୦୫ରୁ ଏପର୍ୟ଼୍ୟନ୍ତ ୧୮୦ ଉଦ୍ଧାର, ଏବେବି ନିଖୋଜ ଅଛନ୍ତି ୮୧ ଜଣ

ମୁମ୍ବାଇ : ଗତ କାଲି ସାମୁଦ୍ରିକ ବାତ୍ୟା ତୌତେ ପ୍ରଭାବରେ ବମ୍ବେ ଉପକୂଳରେ ବୁଡ଼ିଯ଼ାଇଥିବା ବାର୍ଜ (ପି୩୦୫) (ସମତଳ ପୃଷ୍ଠ ଥିବା ସ୍ବତନ୍ତ୍ର ଜାହଜ)ରୁ ଏପର୍ୟ଼୍ୟନ୍ତ ୧୮୦ ଜଣଙ୍କୁ ଉଦ୍ଧାର କରାଯ଼ାଇଥିବାବେଳେ ଆହୁରି ୮୧ ଜଣ ନିଖୋଜ ଅଛନ୍ତି । ସେମାନଙ୍କୁ ଉଦ୍ଧାର କରିବାକୁ ଭାରତୀୟ ନୌସେନା ଓ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣାଧୀନ, ସୁସ୍ଥ ରୋଗୀଙ୍କ ସଂଖ୍ୟା ନୂଆ ଆକ୍ରାନ୍ତଙ୍କ ଠାରୁ ଅଧିକ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ରାଜ୍ୟରେ କୋଭିଡ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗତକାଲି ସର୍ବଦଳୀୟ ବୈଠକରେ ଘୋଷଣା କରିଥିବା କାର୍ଯ୍ୟକ୍ରମର ସଫଳ କାର୍ଯ୍ୟ କାରିତା ସହିତ ରୋଗୀଙ୍କ ଅବସ୍ଥା ସଂପର୍କରେ ସଂପର୍କୀୟଙ୍କୁ ସଠିକ…
ଅଧିକ ଖବର ଦେଖନ୍ତୁ...

ଆମେରିକାର ଦାମୀ ଚାକିରି ଛାଡି ଏବେ ଗୋପାଳନ କରୁଛନ୍ତି କିଶୋର, ବର୍ଷକୁ ରୋଜଗାର ପ୍ରାୟ ୪୪ କୋଟି ଟଙ୍କା

ହାଇଦ୍ରାବାଦ: ପାଖରେ ଭଲ ଚାକିରି ଥିଲା, ମାସକୁ ଭଲ ଦରମା ବି ମିଳୁଥିଲା | କିନ୍ତୁ ଛୋଟବେଳୁ ଭାବିଥିବା ଏକ ଇଚ୍ଛା ପାଇଁ ଚାକିରି ଛାଡି ନିଜ ଦେଶକୁ ଫେରିଆସିଲେ ଓ ଏବେ ଗୋପାଳନ କରୁଛନ୍ତି | ଆଜି ଆମେ ଆପଣଙ୍କୁ ସଫ୍ଟୱେୟାର ଇଂଜିନିୟରରୁ ଜଣେ ସଫଳ ଗୋପାଳକଙ୍କ ବିଷୟରେ କହିବୁ ଯିଏ କି ବର୍ତ୍ତମାନ…
ଅଧିକ ଖବର ଦେଖନ୍ତୁ...

ଦିନକରେ ମହାମାରୀ ନେଲା ୫ ଜୀବନ; ୩ କୋଭିଡ଼ ଯୋଦ୍ଧାଙ୍କ ସମେତ ୧୬୩ ଆକ୍ରାନ୍ତ

ରାୟଗଡ଼ା: ରାୟଗଡ଼ାରେ ଦିନକରେ ମହାମାରୀ କରୋନା ନେଇଛି ୫ ମୁଣ୍ଡ। ଏଥି ସହିତ ଗତ ୨୪ ଘଣ୍ଟାରେ ୩ କୋଭିଡ଼ ଯୋଦ୍ଧାଙ୍କ ସମେତ ୧୬୩ ଆକ୍ରାନ୍ତ ହେବା ଘଟଣା ଜିଲ୍ଲାବାସୀଙ୍କ ସ୍ତବ୍ଧ କରିଛି। ଦିନକୁ କରୋନାରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରଶାସନର ପ୍ରଚେଷ୍ଟା ସତ୍ତ୍ବେ…
ଅଧିକ ଖବର ଦେଖନ୍ତୁ...