Monthly Archives

May 2021

ଘର ଛାତରେ ୪ଟି ବିଷାକ୍ତ ସାପ ବସା ବାନ୍ଧିଥିବା ଦେଖିବା ପରେ ପରିବାରରେ କୋକୁଆ ଭୟ

ନୂଆଦିଲ୍ଲୀ: ସାପ ନାମ ଶୁଣିଲେ ଲୋମମୂଳ ଟାଙ୍କୁରି ଉଠିଥାଏ। ତେବେ ଅନେକ ସମୟରେ ସାପକୁ ନେଇ ଗଣମାଧ୍ୟମରେ ବିଭିନ୍ନ ପ୍ରକାର ଖବର ସାମ୍ନାକୁ ଆସିଥାଏ। ନିକଟରେ ଆମେରିକାର ଜାର୍ଜିଆରେ ବସବାସ କରୁଥିବା ଜଣଙ୍କ ଛାତ ଉପରେ ସାପ ବସାବାନ୍ଧି ରହିଥିବାର ଘଟଣା ଘଟିଛି। ହାରି ପଗଲିଏସେ ଦେଖିଥିଲେ…
ଅଧିକ ଖବର ଦେଖନ୍ତୁ...

ଓଏସଏଲ ପକ୍ଷରୁ ବିନା ଶୁଳକରେ ଅକ୍ସିଜେନ ସିଲିଣ୍ଡର, ମେଡିକାଲ ସାମଗ୍ରୀର କଷ୍ଟମ କ୍ଲିୟରାନ୍ସ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ସମ୍ପୂର୍ଣ୍ଣ ଲଜିଷ୍ଟିକ୍ ସହାୟତା ସୁନିଶ୍ଚିତ କରିବା ଦିଗରେ ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ୍ (ଓଏସ୍ଏଲ୍) ଏକ ବଳିଷ୍ଠ ପଦକ୍ଷେପ ସ୍ୱରୂପ ଚୀନରୁ ୧୩୦୦ ମେଡିକାଲ୍ ଗ୍ରେଡ୍ ଅକ୍ସିଜେନ୍ ସିଲିଣ୍ଡର ଏବଂ ଅନ୍ୟାନ୍ୟ ମେଡିକାଲ୍ ଉପଯୋଗୀ ସାମଗ୍ରୀଗୁଡ଼ିକ ବହନ କରି ବିଜୁ…
ଅଧିକ ଖବର ଦେଖନ୍ତୁ...

ଗତବର୍ଷ ଅପେକ୍ଷା ବର୍ତ୍ତମାନ ୭୪୦୦ ଟଙ୍କା ଶସ୍ତା ଅଛି ସୁନା!

ନୂଆଦିଲ୍ଲୀ: ଆଜି ସୁନା ଓ ରୂପା ମୂଲ୍ୟରେ ବୃଦ୍ଧି ଘଟିଛି। ସୁନା ପୁଣି ଥରେ ୪୮୮୦୦ ପାଖାପାଖି ପହଞ୍ଚିଛି | ରୂପା ମଧ୍ୟ କିଲୋ ପିଛା ୭୨ ହଜାର ଟଙ୍କା ଉପରେ ପହଂଚିଛି | ଆଜି, ସୁନା ମୂଲ୍ୟରେ ୨୫୦ ଟଙ୍କା ବୃଦ୍ଧି ହୋଇଥିବାବେଳେ ମୂଲ୍ୟ ପାଖାପାଖି ୪୮୮୦୦ରେ ପହଂଚିଛି | ବର୍ତ୍ତମାନ ସୁନା…
ଅଧିକ ଖବର ଦେଖନ୍ତୁ...

ସମୁଦ୍ରରୁ ମିଳିଲା ଦୁର୍ଲଭ ମାଛ; ୭୨ଲକ୍ଷ ଟଙ୍କାରେ ହେଲା ବିକ୍ରି

ପାକିସ୍ତାନ: ପାକିସ୍ତାନ ଧୀବର ସାଜିଦ ହାଜି ଅବାବକର ୪୮କିଲୋଗ୍ରାମର ବୃହତକାୟ କ୍ରୋକେର ପ୍ରଜାତିର ମାଛ ଧରି ରାତାରାତି ଲକ୍ଷପତି ହୋଇଯାଇଛନ୍ତି। ଏହି ମାଛକୁ ସେ ପାକିସ୍ତାନ ମୁଦ୍ରାରେ ୭୨ଲକ୍ଷ ଟଙ୍କାରେ ବିକ୍ରି କରିଥିବା କୁହାଯାଉଛି। ଏହାର ଭାରତୀୟ ମୂଲ୍ୟ ୩୩ଲକ୍ଷ ଟଙ୍କା ରହିଛି। ତେବେ…
ଅଧିକ ଖବର ଦେଖନ୍ତୁ...

ହଜାରିବାଗରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ; କିଏ ଏଲିଅନ କହୁଛି ତ ଆଉ କିଏ ଭୂତ!

ହଜାରିବାଗ: ଝାଡ଼ଖଣ୍ଡର ହଜାରିବାଗରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି। ଲୋକେ ଏହି ଦୃଶ୍ୟକୁ ଦେଖି ଏଲିଅନ ବୋଲି କହୁଛନ୍ତି। ତେବେ ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଘଟଣାଟି କାଟକାମସାଣ୍ଡି-ଛାତ୍ରା ରୋଡରେ ଥିବା ଛାଡ୍ଡାମା ଡ୍ୟାମ ପାଖରେ ନିର୍ମିତ…
ଅଧିକ ଖବର ଦେଖନ୍ତୁ...

‘ସାଇକେଲ ଗାର୍ଲ’ଙ୍କ ବାପାଙ୍କ ମୃତ୍ୟୁ; ଗତବର୍ଷ ବାପାଙ୍କୁ ସାଇକେଲରେ ବସାଇ ୮ଦିନରେ ୧୩୦୦କିମି ଯାତ୍ରା କରିଥିଲେ…

ପାଟନା: ବିହାର ଦରଭଙ୍ଗାର ଚର୍ଚ୍ଚିତ ‘ସାଇକେଲ ଗାର୍ଲ’ ଜ୍ୟୋତି ପାସୱାନଙ୍କ  ବାପା ମୋହନ ପାସୱାନଙ୍କ ସୋମବାର ହୃଦଘାତରେ ମୃତ୍ୟୁ ହୋଇଛି। ଗତବର୍ଷ କରୋନା ମହାମାରୀ ପାଇଁ ଜାରି ହୋଇଥିବା ଲକଡାଉନ କାରଣରୁ ଝିଅ ଜ୍ୟୋତି ପାସୱାନ ବାପାଙ୍କୁ ସାଇକେଲରେ ବସାଇ ଗୁଡ଼ଗ୍ରାମରୁ ଦରଭଙ୍ଗା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବାପା ମାଆଙ୍କ ସହିତ ବସି ଘରର ରୂପରେଖ ତିଆରି କରିବେ। କାର୍ଯ୍ୟରେ ଜୀବନସାଥୀଙ୍କ ସହଯୋଗ ପାଇବେ। ଡାକ୍ତରଙ୍କର ସମାଜରେ ଖ୍ୟାତି ବଢ଼ିବ। ବୃଷ: ଜୀବନରେ କିଛି ପରିବର୍ତ୍ତନ ଲାଗି ମାନସମନ୍ଥନ କରିବେ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ମିଥୁନ: ଜୀବନରେ…
ଅଧିକ ଖବର ଦେଖନ୍ତୁ...

ନିର୍ମାଣାଧୀନ ପୋଲ ଭୁଶୁଡ଼ିଲା, ବର୍ତ୍ତିଲେ ଶ୍ରମିକ

ଯାଜପୁର/ପାଣିକୋଇଲି : ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଠାରୁ ଭଦ୍ରକ ପର୍ଯ୍ୟନ୍ତ ୬ଲାଇନ୍ ବିଶିଷ୍ଟ ସଂପ୍ରସାରଣ କାମ ଚାଲିଥିବା ବେଳେ ପାଣିକୋଇଲି ନିକଟ ବ୍ରଜନଗରଠାରେ ଆଜି ଏକ ନିର୍ମାଣାଧୀନ ପୋଲ ଭୁଶୁଡ଼ି ପଡ଼ିଛି। ଏହି ସମୟରେ ପୋଲ ତଳେ କିମ୍ବା ଉପରେ କେହି କର୍ମଚାରୀ କିମ୍ବା ଶ୍ରମିକ…
ଅଧିକ ଖବର ଦେଖନ୍ତୁ...

ଛେଉଣ୍ଡ ଝିଅ ପାଖରେ ପହଞ୍ଚିଲେ ଫିଲ୍ମ ଷ୍ଟାର୍ ପ୍ରଦୀପ 

ସୁନ୍ଦରଗଡ଼ : ହେମଗିର ବ୍ଲକ୍ କନିକା ପଞ୍ଚାୟତ ଗିରିପୁରର ବାପାମା’ ଛେଉଣ୍ଡ ଶାନ୍ତି ସୁଣ୍ଡି ଦୁଇ ଭାଇ ସହ ତାଲା ବନ୍ଦ ସମୟରେ ଅସହାୟ ଭାବେ ଜୀବନ ବିତାଉଥିବା ଖବର ‘ସମ୍ବାଦ’ ସମେତ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଖବର ପଢ଼ି ଆଜି ଓଡ଼ିଆ ଚଳଚିତ୍ର ଅଭିନେତା ପ୍ରଦୀପ ଦତ୍ତ ତାଙ୍କ ଘରେ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲାପାଳ କ୍ଷମତା ଦେଖାଇଲେ ସରପଞ୍ଚ, ଗାଁରୁ ୨୩ ସଂକ୍ରମିତ ଚିହ୍ନଟ ପରେ ୫ ଦିନ ସଟଡାଉନ୍ ଘୋଷଣା

ରାୟଗଡ଼ା: କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରିଛନ୍ତି ପଦ୍ମପୁର ବ୍ଲକ୍ ତେମ୍ବାଗୁଡ଼ା ସରପଞ୍ଚ ଚିତ୍ରସେନ ଗମାଙ୍ଗ। ପଞ୍ଚାୟତର ଶରଧାପୁର ଗାଁକୁ ୫ ଦିନ ପାଇଁ ସଟଡାଉନ୍ ଘୋଷଣା କରିଛନ୍ତି। ଘୋଷଣା ସଂପର୍କିତ ନିର୍ଦେଶନାମାକୁ ସରପଞ୍ଚ ଶ୍ରୀ ଗମାଙ୍ଗ ପଦ୍ମପୁର…
ଅଧିକ ଖବର ଦେଖନ୍ତୁ...