Monthly Archives

June 2021

ଏକାଧିକ ବୃଦ୍ଧ-ବୃଦ୍ଧାଙ୍କୁ ତିନି ମାସ ଧରି ମିଳିନାହିଁ ବାର୍ଦ୍ଧକ୍ୟ ଭତ୍ତା

ଲଇକେରା: ମହାମାରୀ କରୋନା ସମୟରେ ସମସ୍ତ ପ୍ରକାର କାମ ଧନ୍ଦା ବନ୍ଦ ରହିଛି । ଗ୍ରାମାଞ୍ଚଳରେ ଜନସାଧାରଣ ଖାଦ୍ୟ ପାଇଁ ଡହଳ ବିକଳ ହେଉଥିବାବେଳେ କେତେକ ସରକାରୀ କର୍ମଚାରୀଙ୍କ ନାମରେ ଆସିଛି ସଙ୍ଗିନ ଅଭିଯୋଗ । ଅଭିଯୋଗ ଅନୁସାରେ ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଖୁନ୍ତାମାଲ ପଞ୍ଚାୟତର ବରହା…
ଅଧିକ ଖବର ଦେଖନ୍ତୁ...

ଚୋରଙ୍କ ଟାର୍ଗେଟରେ ବୁଲେଟ ଗାଡି, ୨୦ ଦିନରେ ଜୟପୁରରୁ ୩ଟି ବୁଲେଟ ଚୋରି

ଜୟପୁର: ଜୟପୁର ସହରରେ ବାଇକ ‌ଚୋରି ଦିନକୁ ଦିନ ବଢ଼ି ଚାଲିଛି। ସେଥି ମଧ୍ୟରେ ବୁଲେଟ ଗାଡି ଚୋରଙ୍କ ନଜରରେ ରହିଛି। ୨୦ ଦିନ ମଧ୍ୟରେ ଜୟପୁର ସହରରୁ ୩ଟି ବୁଲେଟ ଚୋରି ହୋଇସାରିଲାଣି। ଗୋଟିଏ ପ‌ରେ ଗୋଟିଏ ବୁଲେଟ ଚୋରି କରିଥିବା ବେଳେ ଗ୍ୟାଙ୍ଗ୍ ପୁଲିସ ହାତରେ ଧରାପଡୁନି। ପ୍ରଥମେ…
ଅଧିକ ଖବର ଦେଖନ୍ତୁ...

ଶିଶୁଙ୍କ ପାଇଁ ନିମୋକୋକସ୍ କଂଜୁଗେଟ୍ ପ୍ରତିଷେଧକ ଟିକାର ଶୁଭାରମ୍ଭ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଆଜି ନିମୋକୋକସ୍ କଂଜୁଗେଟ୍ ସଂକ୍ରମଣ ପାଇଁ ପିସିଭି ପ୍ରତିଷେଧକ ଟିକାର ଶୁଭାରମ୍ଭ ହୋଇଛି । ପ୍ରଥମ ଦିନରେ ଜିଲ୍ଳାର ୫ଟି କେନ୍ଦ୍ରରେ ୧୦୫ ଶିଶୁଙ୍କୁ ଟିକା ଦିଆଯାଇଛି । ଆଜି ପୂର୍ବାହ୍ଣ ୧୨ଟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ଚିକିତ୍ସା…
ଅଧିକ ଖବର ଦେଖନ୍ତୁ...

ସୁନା କମୁଛି, ରୂପା ବଢୁଛି

ନୂଆଦିଲ୍ଲୀ: ଆଜି ଘରୋଇ ବଜାରରେ ସୁନାର ମୂଲ୍ୟ ହ୍ରାସ ପାଇ ରୂପା ମୂଲ୍ୟ ବୃଦ୍ଧି ପାଇଛି। ଆଜି ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୪୬,୫୧୮ ଟଙ୍କାରେ ପହଂଚିଛି | ରୂପା ବିଷୟରେ କହିବାକୁ ଗଲେ, ରୂପାର ମୂଲ୍ୟ ବୃଦ୍ଧି ପାଇ କିଲୋଗ୍ରାମ ପିଛା ୬୮୩୮୧ ଟଙ୍କାରେ ପହଞ୍ଚିଛି | ଗତ ବର୍ଷ ତୁଳନାରେ ସୁନା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କର ଧ୍ୟାନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ବଜେଟକୁ ଧ୍ୟାନରେ ରଖି ଖର୍ଚ୍ଚ କରନ୍ତୁ। ବିବାହିତଙ୍କ ଲାଗି ଦିନଟି ଭଲ। ବୃଷ: ଘରର ନୂଆ ଦାୟିତ୍ବ ସମ୍ଭାଳିବାକୁ ପଡ଼ିପାରେ। ଅଫିସରେ ସହକର୍ମୀଙ୍କ ତ୍ରୁଟିରେ ବିରକ୍ତି ନ ହୋଇ କ୍ଷମା…
ଅଧିକ ଖବର ଦେଖନ୍ତୁ...

୫୫ ଦିନ ପରେ ଅଜଗର ଅଣ୍ଡା ଫୁଟିଲା: ୨୭ ଛୁଆ ଅଜଗର ସୁରକ୍ଷିତ

ଖୋର୍ଦ୍ଧା: ଖୋର୍ଦ୍ଧା ନିକଟ ହଳଦିଆ ବନାଂଚଳ ଅଧୀନ ନିଆଳ ଠାରେ ଅଜଗର ସାପ ଅଣ୍ଡା ଦେବା ଓ ଏହାର ସୁରକ୍ଷା ପାଇଁ ବନ ବିଭାଗ କର୍ମଚାରୀ, ସ୍ନେକ ହେଲ୍ପଲାଇନ୍ ଓ ଗାଁ ଲୋକଙ୍କ ପହରା କଥା ଅଂଚଳରେ ଚର୍ଚ୍ଚାରେ ବିଷୟ ହୋଇଥିଲା । ଆଜି ଦୀର୍ଘ ୫୫ ଦିନ ପରେ ସମସ୍ତଙ୍କ ଉଦ୍ୟମ ସଫଳ ହୋଇଛି, ଅଜଗର ସାପ…
ଅଧିକ ଖବର ଦେଖନ୍ତୁ...

ଲୁହାପଥର ବୋଝେଇ ଟ୍ରକ୍‌ ସହ କାର ଜବତ, ୪ ଗିରଫ

ବଡ଼ବିଲ: ବଡ଼ବିଲ ପୁୁଲିସ ଏକ ଚୋରା ଲୁହାପଥର ବୋଝେଇ ଟ୍ରକ୍ ସହ ଏହାକୁ ସୁରକ୍ଷା ଦେଉଥିବା କାର୍‌କୁ ଜବତ କରିଛି। ଖଣିଜ ଚୋରା କାରବାରରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନା ସାମିଆନପାଲି ଗ୍ରାମର ଶ୍ରୀପତି ପ୍ରଧାନ, ଉଦିତନଗର ଅଞ୍ଚଳର…
ଅଧିକ ଖବର ଦେଖନ୍ତୁ...

ଢାବାରେ ଶୋଇଥିଲାବେଳେ ଦଳି ଦେଲା ହାତୀ

କୋଇଡ଼ା: ରାତିରେ ନିଜ ଢାବାରେ ଶୋଇଥିଲାବେଳେ ହାତୀପଲ ଦଳି ଦେବାରୁ ଭୀମସେନ ନାଏକ(୫୫)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମାଲଦା ପଞ୍ଚାୟତର ଶଙ୍ଖପଡ଼ାସ୍ଥିତ ନିଜ ଢାବା (ଜଳଖିଆ ଦୋକାନ)ରେ ଭୀମସେନ ଶୋଇଥିଲେ। ରାତି ପ୍ରାୟ ୩ଟା ସମୟରେ ଏକ ହାତୀପଲ ଅଚାନକ ପଶିଆସି ଢାବାରେ ଭଙ୍ଗାରୁଜା କରିବା…
ଅଧିକ ଖବର ଦେଖନ୍ତୁ...

ଶ୍ମଶାନବନ୍ଧୁଙ୍କ ମଣିଷପଣିଆକୁ ପ୍ରଶଂସା

ସୁନ୍ଦରଗଡ଼: କରୋନା ମହାମାରୀ ପରି ବିପଦ ସମୟରେ ନିଜ ଜୀବନକୁ ବାଜି ଲଗାଇ ୩୮୫ରୁ ଉର୍ଦ୍ଧ୍ବ କରୋନା ସଂକ୍ରମିତ (କୋଭିଡ୍ ହସ୍ପିଟାଲରୁ ଆସିଥିବା) ମୃତକଙ୍କ ଶବ ସତ୍କାର କରି ମଣିଷପଣିଆର ଚରମ ନିଦ୍ଦର୍ଶନ ସୃଷ୍ଟି କରିଛନ୍ତି ସୁନ୍ଦରଗଡ଼ର ଚାରି ଶ୍ମଶାନବନ୍ଧୁ। ଏହିକ୍ରମରେ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ରାସ୍ତା ନିର୍ମାଣକୁ ନେଇ ତୁମୁଳ କାଣ୍ଡ; ବିଜେପି ନେତାଙ୍କୁ ଆକ୍ରମଣ

ବାରିପଦା/ପଣସିଆ: ପୂର୍ବ ବିବାଦକୁ ନେଇ ବିଜେପି ନେତାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଭଡ଼ାଟିଆ ଗୁଣ୍ଡା। ପ୍ରତିବାଦରେ ଅଭିଯୁକ୍ତଙ୍କ ଗିରଫଦାରୀ ଦାବି କରି ହଜାର ହଜାର ଲୋକ ଏକାଠି ହେଲେ। ତେବେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗରେ…
ଅଧିକ ଖବର ଦେଖନ୍ତୁ...