Daily Archives

June 1, 2021

ଗାଁ ଯାକର ଘର ଅଧାରେ ଛାଡ଼ି ଠିକାଦାର ଟଙ୍କା ଉଠାଇ ଛୁ

କୋଇଡା (ସୁନ୍ଦରଗଡ଼): ଖଣି ରାଜଧାନୀ କୋଇଡାର ବ୍ଲକ କାର୍ଯ୍ୟାଳୟରୁ ମାତ୍ର ୮ କିମି ଦୂରରେ ରହିଛି ଡେଙ୍ଗୁଳା ପଞ୍ଚାୟତର ତିନ୍ତୋ ଗାଁ। ପ୍ରକୃତିର ଗନ୍ତାଘର ଭିତରେ ସୁନ୍ଦର ଗାଁ, ଗାଁ ଚାରିପଟେ ସବୁଜ ଜଙ୍ଗଲ, ଚିରସ୍ରୋତା ଝରଣା ଓ ଛୋଟିଆ ନାଳଟିଏ ମଧ୍ୟ। ହେଲେ ଏ ଗାଁର ଲୋକଙ୍କର ଆର୍ଥିକ ସ୍ଥିତି…
ଅଧିକ ଖବର ଦେଖନ୍ତୁ...

ଚାଲିଗଲେ ମହିଳା ଫୁଟବଲ ଜଗତର ଅନ୍ୟତମ ଦ୍ରୋଣାଚାର୍ଯ୍ୟ

ବାରିପଦା,: ସ୍ଥିର ହୋଇଗଲେ ବାରିପଦାର ଫରୱାର୍ଡ ପୁଅ ତଥା ରାଜ୍ୟ ମହିଳା ଫୁଟବଲ ଜଗତର ଅନ୍ୟତମ ଦ୍ରୋଣାଚାର୍ଯ୍ୟ ନନ୍ଦ କିଶୋର ପଟ୍ଟନାୟକ ଓରଫ ଟୁଟୁ। ଜଣେ ଦକ୍ଷ ଫୁଟବଲ ଖେଳାଳୀ ହେବା ସହିତ ରାଜ୍ୟରେ ମହିଳା ଫୁଟବଲ ର ସେ ଥିଲେ ପ୍ରମୁଖ ସାରଥୀ। ଗତକାଲି ରାତିରେ କରୋନାରେ ଅକାଳରେ ଚାଲିଯାଇଛନ୍ତି…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁ ପ୍ରମାଣପତ୍ରରେ କୋଭିଡ୍ ନଲେଖିଲେ ମିଳିବନି ସହାୟତା

ସୁନ୍ଦରଗଡ଼ : କୋଭିଡ୍ ରୋଗକୁ ମହାମାରୀ ଓ ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରବନ୍ଧନ ଆଇନ ଅନ୍ତର୍ଭୁକ୍ତ କରି ମୁକାବିଲାକୁ ଅଧିକ ସଶକ୍ତ କରାଯାଇଛି। ଏହି ଆଇନ ଅନୁସାରେ, କରୋନା ଯୋଦ୍ଧାଙ୍କ ମୃତ୍ୟୁ ହେଲେ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଓ ଅନ୍ୟ ସାଧାରଣ ଲୋକଙ୍କ ମୃତ୍ୟୁ ହେଲେ ପରିବାରକୁ ୪ରୁ ୭…
ଅଧିକ ଖବର ଦେଖନ୍ତୁ...

ଶିଶୁ ମୃତ୍ୟୁକୁ ନେଇ ଶିଶୁଭବନ ଠାରେ ଉତ୍ତେଜନା; ପରିବାର ଲୋକେ ଆଣିଲେ ସଙ୍ଗୀନ ଅଭିଯୋଗ

କଟକ: କେନ୍ଦ୍ରାପଡ଼ା ଏଣ୍ଡର ହଳଦିଆ ଅଞ୍ଚଳର ଗଣେଶ୍ବର ଦଳାଇ ଓ ସବିତା ଦଳାଇଙ୍କ ଏକମାତ୍ର ଶିଶୁପୁତ୍ର ଶିବଶମ୍ଭୁ ଦଳାଇଙ୍କ ଜନ୍ମରୁ ମସ୍ତିସ୍କ ଅକାମୀ ହୋଇପଡ଼ିଥିଲା। ପରେ ବାତ ରୋଗ ହେଲା। ନିୟମିତ ବାତ ମାରିଲା। ରୋଗ ଭଲ ନହେବାରୁ ପରିବାର ଲୋକେ ଶିବଶମ୍ଭୁକୁ ଗଲା ଏପ୍ରିଲ ୧୬ ତାରିଖରେ…
ଅଧିକ ଖବର ଦେଖନ୍ତୁ...

୩ ବର୍ଷ ହେଲା ରାସ୍ତା ନିର୍ମାଣ ସରୁନାହିଁ , ହସପିଟାଲ ଯାଇ ପାରୁ ନାହାନ୍ତି ଲୋକେ, ରାସ୍ତାରୋକ ନିଷ୍ପତ୍ତି

ଝାରସୁଗୁଡ଼ା : ଝାରସୁଗୁଡ଼ା ସହର ଠାରୁ ମୁଖ୍ୟ ଚିକିତ୍ସାଳୟକୁ ଯାଇଥିବା ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇ ପଡ଼ିଛି। ଏହି ରାସ୍ତାଟି ଚାରିଥାକିଆ ରାସ୍ତାରେ ପରିଣତ କରିବା ପାଇଁ ପୂର୍ତ୍ତ ବିଭାଗ ଗତ ୩ ବର୍ଷରୁ ଅଧିକ ସମୟ ହେଲା ନିର୍ମାଣ କରୁଛି। ନିର୍ମାଣ କରୁଥିବା ଠିକାଦାର ଉପରେ ପୂର୍ତ୍ତ…
ଅଧିକ ଖବର ଦେଖନ୍ତୁ...

ମାତ୍ର ୪ବର୍ଷ ବୟସରେ ମୃଦଙ୍ଗ ବଜାଇ ଚର୍ଚ୍ଚାରେ ଲକ୍ଷ୍ମୀକାନ୍ତ

ବରଗଡ଼: ବରଗଡ଼ କୁନି କଳାକାରକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ମାତ୍ର ୪ବର୍ଷ ବୟସରେ ମୃଦଙ୍ଗ ବଜାଇ ଚର୍ଚ୍ଚା ସାଉଁଟି ଚାଲିଛନ୍ତି ଏହି ବିସ୍ମୟ ବାଳକ । ବରଗଡ଼ ଜିଲ୍ଲାର ଭେଡ଼େନ୍ ବ୍ଲକ ଅଏଁଳାପାଲି ଗାଁର ଲକ୍ଷ୍ମୀକାନ୍ତ ବାରିକ ପରିବାର ସହିତ ବସବାସ କରନ୍ତି। ପିଲାଦିନୁ ମୃଦଙ୍ଗ ବଜାଇବା ପ୍ରତି…
ଅଧିକ ଖବର ଦେଖନ୍ତୁ...

କୋଭିଡ ହସ୍ପିଟାଲ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ରୋଗୀଙ୍କ ସହିତ କଥା ହେଲେ

ବାରିପଦା : ବାରିପଦା କୋଭିଡ ହସ୍ପିଟାଲ କୁ ନେଇ ବିବାଦ ବଢ଼ିବାରେ ଲାଗିଛି।  ଆଜି ଏନେଇ କ୍ଷେତ୍ର ପରିଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଅପରାହ୍ନରେ ବାରିପଦାରେ ପହଁଚି ପ୍ରଥମେ ଦଳୀୟ ନେତାଙ୍କ ସହିତ ସ୍ଥାନୀୟ ସର୍କିଟ ହାଉସରେ ଆଲୋଚନା କରିଥିଲେ। ଜିଲ୍ଲାରେ ଥିବା କୋଭିଡ…
ଅଧିକ ଖବର ଦେଖନ୍ତୁ...

ଆମେରିକାର ଏମିତି ଏକ ସ୍ଥାନ, ଯେଉଁଠି ମାସ୍କ ପିନ୍ଧିଲେ ଦେବାକୁ ପଡୁଛି ଜରିମାନା

ନୂଆଦିଲ୍ଲୀ: ମାସ୍କ ପିନ୍ଧିଲେ ଜରିମାନା ! ମାସ୍କ ପିନ୍ଧିଲେ ଏଠାରେ ଦେବାକୁ ପଡିବ ଅଧିକ ଟଙ୍କା । ଏକଥା ଶୁଣି ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇଯାଇଥିବେ । ଯେତେବେଳେ, କରୋନାର ସଂକ୍ରମଣ ରୋକିବାକୁ ପୂରା ବିଶ୍ୱ ଲଢେଇ କରୁଛି ଆଉ ଅନେକ କଟକଣା ଭିତରେ ଲୋକେ ଛନ୍ଦି ହୋଇରହୁଛନ୍ତି, ସେତେବେଳେ ଏମିତି…
ଅଧିକ ଖବର ଦେଖନ୍ତୁ...

ଅସହାୟ ଯାଁଳା ଭଉଣୀଙ୍କ ଦାୟିତ୍ବ ନେବ ଜିଆଇଇଟି

ରାୟଗଡ଼ା : କରୋନାରେ ବାପା, ମାଆ ଆରପାରିକୁ ଚାଲିଯିବା ପରେ ଅସହାୟ ହୋଇ ପଡ଼ିଥିବା ଦୁଇ ଯାଁଳା ଭଉଣୀଙ୍କ ଦାୟିତ୍ବ ନେବାକୁ ତତ୍ପରତା ପ୍ରକାଶ କରିଛି ଗୁଣପୁରସ୍ଥିତ ଜିଆଇଇଟି ବିଶ୍ବବିଦ୍ୟାଳୟ। ଦୁଇ ଭଉଣୀ ଯେଉଁଠି ପଢ଼ିବାକୁ ଚାହିଁବେ ସେଠି ପଢ଼ାଯିବ ବୋଲି କହିଛନ୍ତି ଜିଆଇଇଟିର ଅଧ୍ୟକ୍ଷ ଡ.…
ଅଧିକ ଖବର ଦେଖନ୍ତୁ...

ମାନବ ଜୀବନର ଲକ୍ଷ୍ୟ ଉପରେ ଆନ୍ତର୍ଜାତିକ ୱେବ ଆଲୋଚନା ଚକ୍ର ଆୟୋଜିତ

ଟରୋଣ୍ଟୋର/ଲଣ୍ଡନ/ଦୁବାଇ/କାଠମାଣ୍ଡୁ/ଆବୁଧାବୀ/ବେଙ୍ଗାଲୁରୁ/ଭୁବନେଶ୍ୱର: ପରୋପକାର ମାନବର ପରମ ଓ ଚରମ ଲକ୍ଷ୍ୟ ହେବା ଦରକାର ବୋଲି ପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ସୁଧାନନ୍ଦ ସରସ୍ୱତୀ ମତ ପ୍ରକାଶ କରିଛନ୍ତି | ଜନସେବାକୁ ଜୀବନର ଧେୟ ଓ ପାଥେୟ କଲେ ମଣିଷ ଜନ୍ମ ଧନ୍ୟ ହୋଇଥାଏ ଓ…
ଅଧିକ ଖବର ଦେଖନ୍ତୁ...