Daily Archives

June 1, 2021

ସୁନ୍ଦରଗଡ଼ ଜିଲ୍ଲା କାରାଗାର ଓ ଆସ୍ଥା ଗୃହରେ ଟିକାକରଣ 

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ଥିବା ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ କୋଭିଡ୍ ଟିକା ଦେବା ଲାଗି ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। ମଙ୍ଗଳବାର ଦିନ ସ୍ୱତନ୍ତ୍ର କ୍ୟାମ୍ପ କରାଯାଇ ସୁନ୍ଦରଗଡ଼ ଜିଲ୍ଲା କାରାଗାରରେ ଥିବା ୪୫ରୁ ଉର୍ଦ୍ଧ୍ବ ବର୍ଗର କଏଦୀ ଓ ଆସ୍ଥା ଗୃହରେ ରହୁଥିବା ମାନସିକ…
ଅଧିକ ଖବର ଦେଖନ୍ତୁ...

ସାଇବର୍ ଠକେଇ, ଯୁବତୀଙ୍କ ଆକାଉଣ୍ଟରୁ ନେଇଗଲେ ୫୨ ହଜାର

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟାଉନଥାନା ଡେଙ୍ଗିଭାଡ଼ିର ଜଣେ ଯୁବତୀ ସାଇବର୍ ଠକେଇରେ ପଡ଼ିଛନ୍ତି। ସାଇବର୍ ଠକମାନେ ଅତି ଚତୁରତାର ସହ ତାଙ୍କ ଆକାଉଣ୍ଟରୁ ୫୨ ହଜାର ଟଙ୍କା ଲୁଟି ନେଇଛନ୍ତି। ଯୁବତୀଙ୍କ ନାମ ଚିତ୍ରୋତ୍ପଳା ଦେହୁରୀ। ସୋମବାର ତାଙ୍କ ମୋବାଇଲ୍ ନମ୍ବରକୁ ଏକ ଅଜଣା ନମ୍ବରରୁ କଲ୍…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟବସାୟ କାମରେ ବାପାଙ୍କ ସାହାଯ୍ୟ ନେବେ। ରାଜନୀତିରେ ଆର୍ଥିକ ଲାଭ ହେବ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ। ବୃଷ: ଭାବନା ସକାରାତ୍ମକ ବଜାୟ ରଖନ୍ତୁ। କାରବାରରେ ଲାଗି ରହିଥିବା ବିଶୃଙ୍ଖଳା ସମାପ୍ତ ହେବ। ଚାକିରିଜୀବୀଙ୍କୁ ନୂଆ ଦାୟିତ୍ବ ମିଳିବ। ପାରିବାରିକ ଜୀବନ…
ଅଧିକ ଖବର ଦେଖନ୍ତୁ...

ଆରଆଇଏନଏଲର ସିଏମଡି ଭାବେ ଅତିରିକ୍ତ ଦାୟିତ୍ବ ଗ୍ରହଣ କଲେ କିଶୋର ଚନ୍ଦ୍ର ଦାସ

ଭୁବନେଶ୍ବର : ରାଷ୍ଟ୍ରାୟତ୍ତ ଇସ୍ପାତ କମ୍ପାନି ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିଃ (ଆରଆଇଏନଏଲ) ବିଶାଖାପାଟଣା ଷ୍ଟିଲ ପ୍ଲାଣ୍ଟର ନିର୍ଦ୍ଦେଶକ (କାର୍ମିକ) ଭାବେ କାର୍ଯ୍ୟରତ କିଶୋର ଚନ୍ଦ୍ର ଦାସ ଏହି କମ୍ପାନିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (ସିଏମଡି) ଭାବେ ଅତିରିକ୍ତ କାର୍ଯ୍ୟଭାର…
ଅଧିକ ଖବର ଦେଖନ୍ତୁ...

ଭୋକିଲା ବୃଦ୍ଧାଙ୍କୁ ନିଜ ହାତରେ ଖୁଆଇ ଦେଲେ ପୁଲିସ କର୍ମଚାରୀ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ସମୟରେ ଏମିତି କିଛି ଫଟୋ ଆସିଥାଏ ଯାହାକୁ ଦେଖି ମନ ଖୁସି ହୋଇଯାଇଥାଏ। ଏମିତିରେ ଏକ ଫଟୋ ଉତ୍ତରପ୍ରଦେଶର ଜଣେ ପୁଲିସକର୍ମଚାରୀଙ୍କ ସାମ୍ନାକୁ ଆସିଛି। ଯିଏକି ଜଣେ ବୃଦ୍ଧା ମହିଳାଙ୍କୁ ଖୁଆଉଥିବା ଦେଖିବାକୁ ମିଳୁଛି। ସୋସିଆଲ ମିଡିଆ ବ୍ୟବହାରକାରୀ…
ଅଧିକ ଖବର ଦେଖନ୍ତୁ...

ଭାରତରେ କାନାଡା କମ୍ପାନିର ଏମଆରଏନଏ କୋଭିଡ ଟିକା ତିଆରି କରିବ ହାଇଦ୍ରାବାଦର ଔଷଧ କମ୍ପାନି

ନୂଆଦିଲ୍ଲୀ : ଭାରତରେ ଟିକାର ଅଭାବ ମଧ୍ୟରେ ଆସିଛି ଭଲ ଖବର | ରୁଷ ଟିକା ସ୍ପୁଟନିକ-ଭିର ଉତ୍ପାଦନ ଭାରତରେ ଆରମ୍ଭ ହୋଇସାରିଥିବା ବେଳେ ଏବେ କାନାଡିଆନ ଟିକା ମେସେଞ୍ଜର ରିବନୁକ୍ଲିକ୍ ଏସିଡ୍ (ଏମଆରଏନଏ)ର ଉତ୍ପାଦନ ଭାରତରେ ଆରମ୍ଭ ହେବ | ହାଇଦ୍ରାବାଦ ଭିତ୍ତିକ ବାୟୋଲୋଜିକାଲ ଇ ମଙ୍ଗଳବାର ଦିନ…
ଅଧିକ ଖବର ଦେଖନ୍ତୁ...

ରାତି ଅଧରେ ଘରେ ଧ‌ସେଇ ପଶିଲା ପାଣି, ଭାଙ୍ଗିଗଲା ଘର, ଲହଡି ମାରୁଛି ପାଣି

ଜୟପୁର: ଦିନ ତମାମ୍ ଭଲ ପାଗ ଭଲ ଥିବା ବେଳେ ରାତି ଅଧରେ ହଠାତ୍ ବର୍ଷା ଆରମ୍ଭ ହୋଇଥିଲା। ଘଡଘଡି ସାଙ୍ଗକୁ ମୂଷଳ ଧାରରେ ବର୍ଷା ହେଲା। କ୍ଷଣିକ ମଧ୍ୟରେ ସାହିରେ ପାଣି ଜମି ରହିଲା, ତାହା ନିଷ୍କାସନ ହୋଇପାରିଲା ନାହିଁ। ଫଳରେ ‌ସାହିବାସୀନ୍ଦା ଘରେ ଶୋଇଥିବା ବେଳେ ବର୍ଷା ପାଣି ଘରେ ଧସେଇ…
ଅଧିକ ଖବର ଦେଖନ୍ତୁ...

କୁଖ୍ୟାତ ବାଇକ୍ ଲୁଟେରା ରାଜା ଗିରଫ

କଟକ: କୁଖ୍ୟାତ ବାଇକ୍ ଲୁଟେରା ରାଜା ଓରଫ ଅଭିଶେକ ନାଇଡ଼ୁକୁ କ୍ୟାଣ୍ଟନମେଣ୍ଟ ଥାନା ପୁଲିସ ଆଜି ଗିରଫ କରିଛି। ୨୮ ବର୍ଷୀୟ ରାଜା ସମେତ ଗ୍ୟାଙ୍ଗର ୪ ଜଣଙ୍କୁ ବି ଗିରଫ କରାଯାଇଛି। ପଟ୍ଟାପୋଲର ରାଜା ସମେତ କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନର ଉମାକାନ୍ତ ବେହେରା(୨୫), ଉମାକାନ୍ତ ବେହେରା(୨୫),…
ଅଧିକ ଖବର ଦେଖନ୍ତୁ...

କଥା ବଦଳାଇଲେ ବାବା ରାମଦେବ: ମୁଁ ଏଲୋପାଥି କିମ୍ବା ଡାକ୍ତରଙ୍କ ବିରୋଧରେ ନୁହେଁ, ମୋର ଲଢେଇ ଔଷଧ ମାଫିଆଙ୍କ ବିରୋଧରେ

ନୂଆଦିଲ୍ଲୀ: କିଛିଦିନ ହେବ ବାବା ରାମଦେବ ତାଙ୍କ ବିବାଦୀୟ ବୟାନକୁ ନେଇ ବିବାଦ ଘେରରେ ରହିଛନ୍ତି । ଏଲୋପାଥିକୁ ନେଇ ଦେଇଥିବା ବୟାନ ପାଇଁ ସେ କ୍ଷମା ବି ମାଗିସାରିଛନ୍ତି । ହେଲେ ବାବାଙ୍କ ବୟାନକୁ ନେଇ ଏବେ ବି ଇଣ୍ଡିଆନ ମେଡିକାଲ ଆସୋସିଏସନ ଓ ରାମଦେବ ମୁହାଁ ମୁହିଁ ହେବାରେ ଲାଗିଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ପାଉଡ଼ି ଭୂୟାଁ ଆଦିବାସୀଙ୍କ ମଧ୍ୟରେ କୋଭିଡ୍ ସଂକ୍ରମଣ ରୋକିବା ଲାଗି ପ୍ରଶାସନର ପଦକ୍ଷେପ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ବ୍ଲକ ଅଞ୍ଚଳରେ ବସବାସ କରୁଥିବା ପାଉଡ଼ି ଭୂୟାଁ ଜନଜାତି ସଂପ୍ରଦାୟର ଲୋକଙ୍କ ଭିତରେ କରୋନା ସଂକ୍ରମଣ ଚେନ୍ ଭାଙ୍ଗିବା ଲାଗି ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। ସଂପୃକ୍ତ ଅଞ୍ଚଳରେ ଟ୍ରେସିଂ, ଟେଷ୍ଟିଂ ଏବଂ ଆଇସୋଲେସନକୁ ଗୁରୁତ୍ୱ ଦିଆଯାଉଛି।…
ଅଧିକ ଖବର ଦେଖନ୍ତୁ...